କଳାହାଣ୍ଡି

ମହାରାଷ୍ଟ୍ରରେ ବନ୍ଧା ପଡ଼ିଛନ୍ତି ଦୁଇ ଦାଦନ, ଫେରାଇ ଆଣିବାକୁ ପ୍ରଶାସନ ନିକଟରେ ପରିବାର ଲୋକଙ୍କ ନିବେଦନ

ଭବାନୀପାଟଣା,୧୩।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାର ୨ ଜଣ ଦାଦନ ମହାରାଷ୍ଟ୍ରରେ ବନ୍ଧା ପଡ଼ିଥିବା ଅଭିଯୋଗ ହୋଇଛି। ଦାଦନଙ୍କ ମୁକ୍ତି ପାଇଁ ତାଙ୍କ ପରିବାର ଲୋକେ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ପ୍ରକାଶ ଯେ, କାମଧନ୍ଦା ଅନ୍ବେଷଣ ଏବଂ ଅଧିକ ଆୟ ଲୋଭରେ ଦଲାଲଙ୍କ କଥାରେ…

ଦୁର୍ଘଟଣାରେ ଗୁରୁତର ଯୁବକଙ୍କ ଜୀବନଗଲା

ଭବାନୀପାଟଣା,୧୩।୧୨(ଡି.ଏନ୍‌.ଏ.): ସଡ଼କ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧୀନ ଥିବା କଳାହାଣ୍ଡି ଜିଲା ଥୁ.ରାମପୁର ଥାନା ଅନ୍ତର୍ଗତ ଟେଭାକଲମ ଗାଁର ସିଗେସନ୍‌ ନାଏକ (୨୨) ନାମକ ଜଣେ ଯୁବକଙ୍କ ମୃତ୍ୟୁଘଟିଛି। ସିଗେସନ ଗତ ବୁଧବାର ସନ୍ଧ୍ୟାରେ ବାଇକ୍‌ରେ ଫେରୁଥିବା ବେଳେ ପାଲଯୋରଠାରେ ଏକ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ: ମଦଦୋକାନ ଉଚ୍ଛେଦ ଦାବିରେ ଜିଲା ଅବକାରୀ ନିରୀକ୍ଷକଙ୍କୁ ଦାବିପତ୍ର

ଭବାନୀପାଟଣା,୧୩।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ମଦ ବିରୋଧୀ ଆନ୍ଦୋଳନ ଜୋର ଧରିଛି। ମଦଦେକାନ ଉଚ୍ଛେଦ ଦାବିରେ କଳାହାଣ୍ଡି ଅବକାରୀ ନିରୀକ୍ଷକଙ୍କୁ ବାହାଦୁର ବଗିଚାପଡ଼ା ମହିଳା ସଂଗଠନ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସହରର ମାଣିକେଶ୍ୱରୀ ହାଇସ୍କୁଲ ଛକଠାରୁ କଲେଜଛକ…

ବିକାଶନୁ ବହୁତ୍‌ ଦୂରେ କଛାରପଡ଼ାବାସୀ

କୋକସରା, ୧୩ା୧୨(ଡି.ଏନ୍‌.ଏ.)- ଝାର ଜଂଗଲ, ପାହାଡ଼ ପରବତ୍‌ ଘେରା କଳାହାଣ୍ଡି ଜିଲାରେ ଆଏଜ୍‌ ବି ଅନେକ ଗଁାଗଁଡ଼ାର ଲୋକ୍‌ ସାଧାରନ ମଉଲିକ ସୁବିଧାରୁ ବଁଚିତ୍‌ ହେଇ ରହିଛନ୍‌। ଦେଶ ସୁଆଧୀନ ହେବାର ସାତ୍‌ ଦଶକନୁ ଅଧ୍‌କା ବିତିଯାଇଥିଲେ ବି ଅନେକ ଗଁାବାସୀ…

ପିଇଲା ପାଏନ୍‌ ଲାଗି ଦହଗଁଜ୍‌ ଚନାମୁଣ୍ଡାବାସୀ

ପର୍ଲା, ୧୩।୧୨(ଡି.ଏନ.ଏ.)- ଖାସ୍‌କରି ଖରାଦିନେ ଲୋକ୍‌ ପାଏନ୍‌ ଲାଗି ଗୁଲ୍‌ଗୁଲା ହେବାର ଦେଖ୍‌ବାକେ ମିଲ୍‌ସି। ହେଲେ ଆଏଜ୍‌ ବି ଏନ୍‌ତା କେତେ ଗଁା ଅଛେ ଯେନ୍‌ଠାନେ ଲୋକ୍‌ ବରଷା ୪ ମାସକ ଛାଡ଼ିଦେଲେ ବଛରକୁତା ପିଇଲା ପାଏନ୍‌ ଲାଗି ଦହଗଁଜ୍‌ ହେଉଛନ୍‌।…

ସାତ୍‌ସପନ ହେଇଛେ ସରକାରୀ ଯୋଜନା: ୩ ଛୁଆକର ଭବିଷତ୍‌ ଚିନ୍‌ତାରେ ଲଛମି

ଲାଞ୍ଜିଗଡ଼, ୧୧।୧୨(ଡି.ଏନ.ଏ.)-କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଁଚେତ୍‌ ଆମ୍ବଗୁଡ଼ା ଗଁାର ବିଧବା ମହିଲା ଲଛମି ମାଝି। ସରକାରୀ ସୁବିଧା ସୁଯୋଗ ଅଭାବୁ ସେ ନିଜର ୩ ଛୁଆକୁ ଧରି ବଡ଼ା ଗୁଲ୍‌ଗୁଲା ହେଇ ଜୀବନ୍‌ ବିତଉଛନ୍‌। ଅନେକ ସମିଆରେ ସେ…

ରେଞ୍ଜ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

କେସିଙ୍ଗା,୧୦।୧୨(ଡି.ଏନ.ଏ): ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ କଳାହାଣ୍ଡି ଜିଲା କେସିଙ୍ଗା ରେଞ୍ଜ ରେଞ୍ଜ ଅଫିସର ଦୀନବନ୍ଧୁ ମେହେରଙ୍କ ବଲାଙ୍ଗୀର ସହର ତୁଳସୀନଗରସ୍ଥିତ ବାସଭବନରେ ମଙ୍ଗଳବାର ଭୋର ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏହା ସହିତ ଭିଜିଲାନ୍ସ ଟିମ୍‌ କେସିଙ୍ଗା…

ନିସାହା ତୁଳସାକୁଁ ସାହାଯ୍‌ କଲା ଓଁଶ୍ରୀ ଯୁବକ ସଂଘ

  ମୋହନଗିରି,୧୦।୧୨(ଡି.ଏନ.ଏ.)- କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ମୋହନଗିରି ୨ ନମ୍ବର ଓ୍ବାର୍ଡର ତୁଳସା ନନ୍ଦ(୪୮)। ଆଏଜ୍‌କେ ୧୮ ଦିନ୍‌ ହେଲା ଘରର ପିଁଢ଼ାରୁ ପଡ଼ି ତାକର ଡେବରି ଗୋଡ଼ ଭାଂଗି ଯାଇଛେ। ଇଆଡ଼େ ତାକର ଆପ୍‌ନେ ସୀତାରାମ ନନ୍ଦ ବଛ୍‌ରେ…

ମୁଖ୍ୟମନ୍ତ୍ରୀକଁର ଦପ୍‌ତରରୁ ଆସିଥିଲା ନିରଦେଶ: ୧୯ ବଛର ଉତାରୁ ସାକାର ହେଲା ସପନ୍‌

କେସିଙ୍ଗା, ୯।୧୨ (ଡି.ଏନ.ଏ.)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ପଁଚେତ୍‌ ଅଧୀନ ଗୋଟିପଡ଼ାର କପିଳେଶ୍ୱର ସାହୁ(୬୫) ଆର ମାଏକିନା ମଥୁରା ସାହୁ(୬୨)। ଇ ବୁରୁଧ୍‌ ଦମ୍ପତି ଅଭାବ ଅନାଟନ ଲାଗି ୩୦ ବଛର ହେଲା ଗୁଟେ ଭଂଗା ଦଦ୍‌ରା ଝାଟିମାଟି…

ମଦ୍ୟପ ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

କେସିଙ୍ଗା,୮।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଅନ୍ତର୍ଗତ କୁଣ୍ଡାବନ୍ଦ ପଞ୍ଚାୟତ ହରିଜନପଡ଼ାରେ ରବିବାର ଜଣେ ମଦ୍ୟପ ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ମଦନା ଦୀପ (୪୫)। ସୂଚନାଯୋଗ୍ୟ, ମଦନାଙ୍କ ସ୍ବାମୀ ମହନ ଦୀପ (୫୬)…

ବଢ଼ିଲାଣି ଶୀତ: ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ଘନକୁହୁଡ଼ି, ଜନଜୀବନ ଅସ୍ତବ୍ୟସ୍ତ

ଭବାନୀପାଟଣା,୮।୧୨(ଡି.ଏନ୍‌.ଏ.): ଚଳିତ ମାସ ପ୍ରଥମ ସପ୍ତାହରୁ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ଆଶାତୀତ କମ୍‌ ହୋଇଥିବାରୁ ଶୀତର ପ୍ରକୋପ ବୃଦ୍ଧି ପାଇଛି। ସେହିପରି ଭବାନୀପାଟଣା, ଥୁ.ରାମପୁର, ଲାଞ୍ଜିଗଡ଼, ମ.ରାମପୁର, କର୍ଲାମୁଣ୍ଡା, ଜୁନାଗଡ଼, ଗୋଲାମୁଣ୍ଡା, କଲମପୁର, ନର୍ଲା ବ୍ଲକର ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତର…

ଧାନରେ ସାଆରା ରୋଗ: ଚାଷୀ ଆତଙ୍କିତ

କର୍ଲାମୁଣ୍ଡା,(ଡି.ଏନ୍‌.ଏ): ୮।୧୨: କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଚାଷୀ ଧାନ ଅମଳ ସମୟରେ ‘ସାଆରା’ ରୋଗ ଆକ୍ରମଣ ଯୋଗୁ ଆତଙ୍କିତ ହୋଇଛନ୍ତି। ଚଳିତବର୍ଷ ବ୍ଲକରେ ଜୁନ, ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର ମାସରେ ମୋଟ ୧୯୪୦ ମିମି ବର୍ଷା ହୋଇ ବ୍ୟାପକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?