କଳାହାଣ୍ଡି ଜିଲାର ୭ ଟି ହାଇସ୍କୁଲରେ କପିକରି ଧରାପଡ଼ିଲେ ୨୭ ଛାତ୍ରୀଛାତ୍ର
ଭବାନୀପାଟଣା,୨୫।୨(ଡି.ଏନ୍.ଏ.): ସୋମବାର ଦଶମ ବୋର୍ଡ ପରୀକ୍ଷାର ହିନ୍ଦୀ ଓ ସଂସ୍କୃତ ବିଷୟ ପରୀକ୍ଷା ହୋଇଥିଲା। ଏଥିରେ କଳାହାଣ୍ଡି ଜିଲାର ୭ ଟି ହାଇସ୍କୁଲର ୨୭ ଜଣଙ୍କୁ ମାଲପ୍ରାକ୍ଟିସ କରାଯାଇଛି। ଏଥିରେ ବୀଜମରା ସ୍ବାମୀ ବିବେକାନନ୍ଦ ହାଇସ୍କୁଲରେ ୪ ଜଣ, ଖଲିଆଭଟା ସରକାରୀ…
ଲାଞ୍ଚନେବା ପଡ଼ିଲା ମହଙ୍ଗା: ବାଧ୍ୟତାମୂଳକ ଅବସର ଗ୍ରହଣ କଲେ କୋକସରା ତହସିଲର ରେଭିନ୍ୟୁ ଇନ୍ସପେକ୍ଟର
ଭବାନୀପାଟଣା,୨୫।୨(ଡି.ଏନ୍.ଏ.): ଲାଞ୍ଚନେବା କଳାହାଣ୍ଡି ଜିଲା କୋକସରା ତହସିଲର ରେ୍ଭିନ୍ୟୁ ଇନ୍ସପେକ୍ଟରଙ୍କୁ ମହଙ୍ଗା ପଡ଼ିଛି। ଚାକିରି ଶେଷ ହୋଇ ନ ଥିଲେ ମଧ୍ୟ ବାଧ୍ୟତାମୂଳକ ଭାବେ ରେଭିନ୍ୟୁ ଇନ୍ସପେକ୍ଟର ଈଶ୍ୱରୀ ପ୍ରସାଦ ପୁରୋହିତଙ୍କୁ ଚାକିରିରୁ ଅବସର ଦିଆଯାଇଛି। ସେ ବହୁବାର ଲାଞ୍ଚ ନେଇ…
ମଉଲିକ୍ ସୁବିଧାରୁ ବଁଚିତ୍: ଭଗବାନ ଭରସାରେ ଦେଢ଼ଶୁଳି ପଁଚେତ୍ବାସୀ
ଭବାନୀପାଟଣା, ୨୫।୨ (ଡି.ଏନ୍.ଏ.)- ଜନସାଧାରନ କେନ୍ଥେଇ ସୁବିଧାରେ ସରକାରୀ ସେବା, ଯୋଜନାର ଲାଭ ପାଇପାରବେ ସେଥିରଲାଗି ରାଏଜ୍ ସରକାର ନୂତନ୍ ପଁଚେତ୍ମାନ୍ ଗଠନ୍ କରିଥିଲେ। ହେଲେ ଆଏଜ୍ ବି ଅନେକ ପଁଚେତ୍ବାସୀ ମଉଲିକ୍ ସୁବିଧା ସୁଯୋଗରୁ ବଁଚିତ୍ ହେଇ ରହିଥିବାର…
ରକ୍ତ କଳାବଜାର ମାମଲା: ଜଣେ ଟେକ୍ନିସିଆନ ବହିଷ୍କୃତ, ଜଣେ ନିଲମ୍ବନ
ଭବାନୀପାଟଣା,୨୪।୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ରକ୍ତର କଳାବଜାର ନେଇ ଅଭିଯୋଗ ହୋଇଥିଲା। ଏହାର ତଦନ୍ତକରି ଧର୍ମଗଡ଼ ପୋଲିସ ରକ୍ତଭଣ୍ଡାରର ଦୁଇଜଣ ଟେକ୍ନିସିଆନଙ୍କ ସମେତ ୭ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ…
ମହୁଲକୋଟପଡ଼ାକୁ ବିିଜୁଳି ସଂଯୋଗ ନ ହେବା ଘଟଣା: ଏନ୍ଟିପିସି ମ୍ୟାନେଜର ଓ ୱେସ୍କୋ ବିଭାଗକୁ କାରଣ ଦର୍ଶାଅ ନୋଟିସ
ଭବାନୀପାଟଣା,୨୪।୨(ଡି.ଏନ୍.ଏ.): କଳାହଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ କଲମ ଗ୍ରାମ ମହୁଲକୋଟପଡ଼ାକୁ ବିଜୁଳି ସଂଯୋଗ ନ ହେବା ଘଟଣାରେ ଭବାନୀପାଟଣା ଖାଉଟି ଅଦାଲତ ପକ୍ଷରୁ ଏନ୍ଟିପିସି ମ୍ୟାନେଜର ଓ ୱେସ୍କୋ ବିଭାଗକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସୂଚନାଯୋଗ୍ୟ,ମହୁଲକୋଟପଡ଼ାରେ ୧୫୦ରୁ…
କଳାହାଣ୍ଡିରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି: ମଧୁବାବୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା
ଭବାନୀପାଟଣା,୨୪।୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଓକିଲ ସଂଘ ପକ୍ଷରୁ ପ୍ରତିମାସ ଶେଷ ସୋମବାର କୋର୍ଟ ବର୍ଜନ କରିବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟକୁ ବନ୍ଦ କରାଯାଉଛି। ତେବେ ଚଳିତ ମାସ ଶେଷ ସୋମବାର ଏପରି କରା ନ ଯାଇ…
ସରକାରୀ ଯୋଜନାରୁ ବଁଚିତ୍ ଦିବ୍ୟାଙ୍ଗ
ପର୍ଲା, ୨୪।୨ (ଡି.ଏନ୍.ଏ.)- ସରକାର ଦିବ୍ୟାଙ୍ଗମାନକୁ ଭତା, ଆବସ ଯୋଜନାରେ ଘର, ସରକାରୀ ପୋରଛାହନ୍ ଆଦି ଯୁଗେଇ ଦେଇ ସମାଜର ମୁଖିଆ ଧାରରେ ସାମିଲ କରୁଛନ୍। ହେଲେ ସରକାରୀ ଅଧ୍କାରୀ, କରମ୍ଚାରୀକର ଅନ୍ଦେଖା ଲାଗି ଅନେକ ଜାଗାରେ ଦିବ୍ୟାଙ୍ଗମାନେ ସରକାରୀ ସୁବିଧା…
ବିପଦ୍ ଅବସ୍ତାରେ ସାପ୍ତାହିକ ହାଟର କୁଠା
ରିଷିଡା,୨୩ା୨ (ଡି.ଏନ୍.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ରିଷିଡ଼ା ସାପ୍ତାହିକ ହାଟ ଜିଲାର ଗୁଟେ ବଡ଼ ହାଟ୍। ଇ ହାଟ୍ଟା ସବୁ ଶନିବାର ବସୁଥିଲାବେଲେ କେସିଙ୍ଗା ନିୟନ୍ତ୍ରୀତ ବଜାର କମିଟି ଅଧୀନରେ ରହିଛେ। ହାଟ୍ ଉପରେ କଳାହାଣ୍ଡି ଜିଲା ସମେତ ବଲାଙ୍ଗୀର, ବୌଦ୍ଧ,…
ଭବାନୀପାଟଣାରେ ପୋଲିସ ମହାନିର୍ଦ୍ଦେଶକ: ମାଓବାଦୀଙ୍କ ଗତିବିଧି ଉପରେ କଲେ ସମୀକ୍ଷା
ଭବାନୀପାଟଣା,୨୨।୨(ଡି.ଏନ୍.ଏ.): ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ଶନିବାର କଳାହାଣ୍ଡି ଜିଲା ଗସ୍ତକରି ମାଓବାଦୀଙ୍କ ଗତିବିଧି, ମାଓବାଦୀ ଦମନ ଓ ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ ସମ୍ପର୍କରେ ସ୍ଥାନୀୟ ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ବୈଠକରେ ସମୀକ୍ଷା କରିଥିଲେ। ପରେ ଜିଲା ପୋଲିସ…
ପୁଷ୍ପେନ୍ଦ୍ର କଳାହାଣ୍ଡି ଜିଲା ବିଜେଡି ସଭାପତି
ଭବାନୀପାଟଣା,୨୨।୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା ବିଜେଡି ସଭାପତି ପଦ ପାଇଁ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ନାମ ଘୋଷଣା ହୋଇଛି। ରାଜ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଷ୍ପେନ୍ଦ୍ର ସିଂଦେଓଙ୍କ ଉପରେ ପୁନର୍ବାର ଆସ୍ଥାଭାଜନ କରି ଦ୍ୱିତୀୟଥର ପାଇଁ ଜିଲା…
ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ କଳାହାଣ୍ଡି ଜିଲା ଗସ୍ତ: ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ସମୀକ୍ଷା ବୈଠକ
ଭବାନୀପାଟଣା,୨୨।୨(ଡି.ଏନ୍.ଏ.): ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ଶନିବାର କଳାହାଣ୍ଡି ଜିଲା ଗସ୍ତ କରିଛନ୍ତି। ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ସେ ଯୋଗ ଦେଇଥିଲେ। ପରେ ଜିଲା ପୋଲିସ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ଖବରଦାତା…
ମନ୍ଥର ଗତିରେ ଚାଲିଛି ପୋଲ କାର୍ଯ୍ୟ, ଦେଶୀଡଙ୍ଗାରେ ନଦୀ ପାର ହେଉଛନ୍ତି ଲୋକେ
ଭବାନୀପାଟଣା,୨୧।୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ବଡ଼ଚେରଗାଁ ଅଞ୍ଚଳର ଲୋକେ ଆଜି ବି ଦୈନନ୍ଦିନ କାର୍ଯ୍ୟ ପାଇଁ ଦେଶୀଡଙ୍ଗା ଉପରେ ଭରସା କରୁଛନ୍ତି। ଏହି ଅଞ୍ଚଳର ବଡ଼ଚେରଗାଁ, ଉଛୁଲା, ଚହକା, ନୂଆଗାଁ, ପଞ୍ଚାୟତର ହଜାର ହଜାର ଜନସାଧାରଣ ସ୍ବାସ୍ଥ୍ୟ ହେଉ ଅବା…

