ଘର ଘର ବୁଲି ବହି ବାଣ୍ଟୁଛନ୍ତି ଶିକ୍ଷୟିତ୍ରୀ
କୋକସରା,୨୧।୪(ଡି.ଏନ୍.ଏ) – ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକସ୍ତରରୁ ଅଷ୍ଟମ ଶ୍ରେଣୀ ଯାଏ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରଙ୍କୁ ଘର ଘର ବୁଲି ଶିକ୍ଷୟିତ୍ରୀ/ଶିକ୍ଷକମାନେ ପୁସ୍ତକ ବଣ୍ଟନ କରିବା ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ କରୋନା ଯୋଗଁୁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା ହୋଇଛି।…
କ୍ଷତିଗ୍ରସ୍ତ ଧାନଜମି ବୁଲି ଦେଖିଲେ କୃଷି ଅଧିକାରୀ
ଜୁନାଗଡ,୨୧।୪(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଇନ୍ଦ୍ରାବତୀ ଦକ୍ଷିଣ କେନାଲ ଅନ୍ତର୍ଗତ ଜୁନାଗଡ ବ୍ଲକ ତଳଜାରିଙ୍ଗ ପଞ୍ଚାୟତରେ କେନାଲ ପାଣି ତଳମୁଣ୍ଡରେ ପହଞ୍ଚି ପାରି ନ ଥିବାରୁ ରବିଧାନ ଫସଲ ଏବେ ମରିବାକୁ ବସିଛି। ରବି ଚାଷ ଆରମ୍ଭ ପୂର୍ବରୁ କେନାଲ ବିଭାଗ ୨୫…
ମାଗଣାରେ ପନିପରିବା, ମାସ୍କ ବଣ୍ଟନ କଲା ମିଶନ ଶକ୍ତି
କେସିଙ୍ଗା,୨୧।୪: କଳାହାଣ୍ଡି ଜିଲା କେସିଙ୍ଗାରେ ଅସହାୟ ଲୋକଙ୍କୁ ମାଗଣାରେ ପନିପରିବା ଓ ମାସ୍କ ବଣ୍ଟନ। ଏନ୍.ଏ.ସି. ସ୍ଥିତ ସାନପଡା, ଗୌଡ଼ପଡା ଓ ମାଝିପଡାରେ ମିଶନ ଶକ୍ତି ଓ ମା’ ସନ୍ତେଷୀ ମହିଳା ଗ୍ରୁପର ମିଳିତ ଉଦ୍ୟମରେ ଅସହାୟ ଲୋକଙ୍କୁ ମାଗଣାରେ ପନିପରିବା…
ତଳମୁଣ୍ଡରେ ପହଞ୍ଚିଲାନି କେନାଲ ପାଣି: ମରିବାକୁ ବସିଲାଣି ଗର୍ଭଣୀ ଧାନ
ଜୁନାଗଡ,୨୦।୪(ଡି.ଏନ୍.ଏ.): କଳାହାଣ୍ଡି ଜିଲାରେ କେନାଲ ବିଭାଗ ପାଣି ଦେବାକୁ କହିି ଶେଷ ମୁହୂର୍ତ୍ତରେ ନ ଦେବା ଫଳରେ ଚାଷୀମାନେ ଅଡୁଆରେ ପଡିଛନ୍ତି। ବର୍ତ୍ତମାନ ରବିଧାନ ଗର୍ଭଣୀ ଅବସ୍ଥାରେ ଥିବାବେଳେ କେନାଲରେ ପାଣି ନ ଆସିବା ଯୋଗୁଁ ଫସଲ ନଷ୍ଟ ହେବାକୁ ବସିଲାଣି।…
୨୬ ଶ୍ରମିକଙ୍କୁ ସଂଗରୋଧ ଗୃହକୁ ପଠାଇଲା ପୋଲିସ
ଭବାନୀପାଟଣା/କୋକସରା,୨୦।୪(ସ୍ବ.ପ୍ର/ଡି.ଏନ.ଏ.): ଫୁଲବାଣୀରୁ ୨୬ଜଣ ଶ୍ରମିକ ନରଙ୍ଗପୁରକୁ ଚାଲିଚାଲି ଆସୁଥିବା ସମୟରେ ସୋମବାର ଆମପାଣି ପୋଲିସ ହାତରେ ଧରା ପଡିଥିଲେ। ପରେ ଉକ୍ତ ଶ୍ରମିକମାନଙ୍କୁ ସ୍ଥାନୀୟ ସଂଗରୋଧ ଗୃହରେ ଥଇଥାନ କରାଯାଇଛି। ମିଳିଥିବା ସୁଚନା ଅନୁସାରେ, ଫୁଲବାଣୀ ଜିଲା ଖଜୁରୀପଡାଠାରେ ନବରଙ୍ଗପୁର ଜିଲାର…
ଲକ୍ଷାଧିକ ଟଙ୍କାର ଶାଗୁଆନ ପଟା ଜବତ
ଭବାନୀପାଟଣା/ଜୟପାଟଣା,୧୯।୪(ସ୍ବ.ପ୍ର/ଡି.ଏନ୍.ଏ.): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅର୍ନ୍ତଗତ ଜୟପାଟଣା ରେଞ୍ଜ ବଟକର୍ଲାକୋର୍ଟ ଓ ପାବଲି ଗ୍ରାମରେ ରବିବାର ବନ ବିଭାଗ ପକ୍ଷରୁ ଚଢାଉ କରି ବିପୁଳ ପରିମାଣରେ ଶାଗୁଆନ କାଠ ଜବତ କରଯାଇଛି। ଏହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ…
କଳାହାଣ୍ଡି ପୋଲିସ ପକ୍ଷରୁ ରକ୍ତଦାନ ଶିବିର, ୧୦୧ ୟୁନିଟ ରକ୍ତ ସଂଗ୍ରହ
ଜୁନାଗଡ,୧୯।୪(ଡି.ଏନ୍.ଏ)-ଜୁନାଗଡ ସହର ଅଗ୍ରସେନ ଭବନଠାରେ ରବିବାର କଳାହାଣ୍ଡି ପୋଲିସ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରରେ ୧୦୧ଜଣ ମହିଳା,ପୁରୁଷ ସ୍ବେଚ୍ଛାକୃତଭାବେ ରକ୍ତଦାନ କରିଥିଲେ। ପରେ ସେମାନଙ୍କୁ କଳାହାଣ୍ଡି ପୋଲିସ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଥିଲା।…
କରୋନା ମାଡ: ଆର୍ଥିକ ସହାୟତା ଦାବି କଲା ବାରିକ ସମିତି
ଭବାନୀପାଟଣା, ୧୮।୪(ସ୍ବ.ପ୍ର.): କରୋନା ଯୋଗଁୁ ମାର୍ଚ୍ଚ ୨୪ ମାର୍ଚ୍ଚଠାରୁ ସାରାଦେଶରେ ଲକ୍ଡାଉନ ଜାରିରହିଛି। ଯାହାଫଳରେ ଅନେକ ଲୋକ ଏବେ ନିଜ ଜୀବିକା ହରାଇ ବସିଛନ୍ତି। କାମ କରି ପରିବାର ଚଳଉଥିବା ଉକ୍ତ ଲୋକମାନଙ୍କ ଜୀବନ ଏବେ ଦୁର୍ବିସହ ହୋଇପଡିଛି। ଏପରି ଏକ…
ଖାଦ୍ୟ ପାଇଲେ ଘାଟି ଉପରେ ରହୁଥିବା ଭୋକିଲା ମାଙ୍କଡପଲ
ଲାଞ୍ଜିଗଡ,୧୮।୪(ଡି.ଏନ୍.ଏ): ଭବାନୀପାଟଣାରୁ ବିଶ୍ୱନାଥପୁରକୁ ଯାଉଥିବା ରାସ୍ତାରେ ବଞ୍ଜାରୀଘାଟି, ଢେପଗୁଡା ଘାଟି, ଶିକେରକୁପା ଆଦି ଅଞ୍ଚଳରେ ଶହଶହ ମାଙ୍କଡଙ୍କୁ ଲକ୍ ଡାଉନ ଭୋକିଲା ରଖିଛି। ଏବେ ଲାଞ୍ଜିଗଡରୋଡର ଯୋଗମୟା ଏସ୍ଏସ୍ଜି ଗ୍ରୁପ କିନ୍ତୁ ଏମାନଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଉଛି। ଏହି ମହିଳା…
ଦୁର୍ଗମ ଅଞ୍ଚଳ ନିୟମଗିରି ପାଦଦେଶର ଅଧିବାସୀଙ୍କୁ ସଚେତନ କଲେ ବିଡିଓ
ଲାଞ୍ଜିଗଡ,୧୮।୪(ଡି.ଏନ୍.ଏ):କରୋନା ମୁକାବିଲା ନେଇ ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସଚେତନ କରାଯାଇଛି। ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ନିୟମଗିରି ପାଦ ଦେଶରେ ଥିବା ତ୍ରିଲୋଚନପୁର ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ କରୋନା ସମ୍ପର୍କରେ ଲୋକଙ୍କୁ ସତେନ କରିଛନ୍ତି। ତ୍ରିଲୋଚନପୁର…
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତାର ହାତ ବଢ଼ାଇଲା କଳାହାଣ୍ଡି ଶିକ୍ଷା ବିଭାଗ
ଭବାନୀପାଟଣା,୧୮।୪ (ସ୍ବ.ପ୍ର.): କୋଭିଡ-୧୯ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତାର ହାତ ବଢ଼ାଇଛି କଳାହାଣ୍ଡି ଜିଲା ଶିକ୍ଷା ବିଭାଗ। ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଉଦ୍ଦେଶ୍ୟରେ ଜିଲା ଶିକ୍ଷାଧିକାରୀ ସୁଶାନ୍ତ ଚୋପଦାର ସମୁଦାୟ ୭୭ ଲକ୍ଷ ୪୧ ହଜାର ୫୮ ଟଙ୍କାର…
ଲକ୍ ଡାଉନ୍ ହେଲା ଚାଷୀଙ୍କ ପାଇଁ କାଳ
କୋକସରା, ୧୮ା୪(ଡି.ଏନ.ଏ.) – ପ୍ରଥମେ କରାବର୍ଷା ଓ ତାର କିଛିଦିନ ପରେ ଲକ୍ଡାଉନ କଳାହାଣ୍ଡି ଜିଲା କୋକସରା ବ୍ଲକର ପନିପରିବା ଓ ତରଭୁଜ ଚାଷୀଙ୍କ ପାଇଁ କାଳ ସାବ୍ୟସ୍ତ ହୋଇଛି । ଏଥିଯୋଗୁ ଶତାଧିକ ଚାଷୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି…
Archives


