କଳାହାଣ୍ଡି

୩୩ ପରିବାର ଉଚ୍ଛେଦକୁ ବିରୋଧ

ପର୍ଲା,୨୮।୪(ଡି.ଏଡ଼.ଏ.): କଳାହାଣ୍ଡି ଜିଲା ସଦର ବ୍ଲକ ତଥା ଶଗଡା ସଂରକ୍ଷିତ ଜଙ୍ଗଲ ଜମିରେ ଘରଦ୍ୱାର କରି ରହି ଆସୁଥିବା ୩୩ ଆଦିବାସୀ ପରିବାରକୁ ବନ ବିଭାଗ ଉଚ୍ଛେଦ କରିଛି। ଯୁଗସାଇପାଟଣା ପଞ୍ଚାୟତ, ନେହେଲା ଓ ଶଗଡା ପଞ୍ଚାୟତର ମାଖାଗୁଡା ଗ୍ରାମର ଏହି…

ବିନା ଅନୁମତିରେ ଘରକୁ ଯାଇଛନ୍ତି ଜୁନାଗଡ଼ର ୬୦ରୁ ଊର୍ଦ୍ଧ୍ୱ ଶିକ୍ଷୟିତ୍ରୀ/ଶିକ୍ଷକ: କାରଣ ଦର୍ଶାଅ ନୋଟିସ ଜାରି

ଜୁନାଗଡ଼,୨୯।୪(ଡି.ଏନ୍‌.ଏ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନଗୁଡିକୁ ଆଗୁଆ ଛୁଟି ଘୋଷଣା କରିଛନ୍ତି। ଏପରିକି ଶିକ୍ଷୟିତ୍ରୀ/ଶିକ୍ଷକଙ୍କୁ ନିଜ ମହକୁମାରେ ରହି କୋଭିଡ-୧୯ ମୁକାବିଲା କରିବା କାର୍ଯ୍ୟରେ ପ୍ରଶାସନକୁ ସହଯୋଗ କରିବା ପାଇଁ ନିର୍ଦ୍ଦେଶ…

ରାଜସ୍ଥାନରେ ଫସିଛନ୍ତି କଳାହାଣ୍ଡିର ୨ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର: ଫେରାଇ ଆଣିବାକୁ ନିବେଦନ

ଭବାନୀପାଟଣା, ୨୮ା୪(ସ୍ବ.ପ୍ର): ଲକ୍‌ଡାଉନ ଯୋଗୁ କଳାହାଣ୍ଡି ଜିଲାର ୨ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ରାଜସ୍ଥାନର କୋଟାକୁ ପଢିବାକୁ ଯାଇ ସେଠାରେ ଫସିରହିଛନ୍ତି। ସେଠାରେ କରୋନା ସଂକ୍ରମଣ ଅଧିଜ ହୋଇଥିବା ଯୋଗଁୁ ଛାତ୍ରୀଛାତ୍ରମାନେ ଘରୁ ବାହାରକୁ ବାହାରୁ ନାହାନ୍ତି। ଏହି ପରିସ୍ଥିତିରେ ସେମାନଙ୍କୁ ନିଜ…

୨୫ ଲକ୍ଷ ଟଙ୍କା ଲୋଭରେ ୨୫ ହଜାର ଗଲା

ଲାଞ୍ଜିଗଡ,୨୮।୪(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଲାଞ୍ଜିଗଡ ଡମ୍ବବିଶିପଡାର ଜଣେ ବ୍ୟକ୍ତି ଅନ୍‌ ଲାଇନ୍‌ ଠକେଇର ଶିକାର ହୋଇଛନ୍ତି। ସେ ହେଲେ ଗଜେନ୍ଦ୍ର ପରାଭୋଇ। ଦିନ ମଜୁରିଆ ଭାବେ କାମ କରି ସେ ପରିବୁର ଚଳାନ୍ତି। ତେବେ ଗତ ୨୪ତାରିଖ ନ୍ୟାଶନାଲ ଲଟେରୀ ନାମକ ଏକ…

ମଣ୍ଡିରେ ଗଜା ହେଉଛି ଧାନ

ମୋହନଗିରି,୨୮।୪(ଡି.ଏନ.ଏ.): କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଅଧୀନ ମୋହନଗିରି ଅଞ୍ଚଳର ୧୧ ଜଣ ଚାଷୀ ୪୫୦ କୁଇଣ୍ଟାଲ ଧାନ ବିକିବାକୁ ଜାନୁୟାରୀରୁ ମୋହନଗିରି ସେବା ସମବାୟ ସମିତି ମଣ୍ଡିରେ ଜଗିଛନ୍ତି। ହେଲେ ଧାନ ଉଠୁନି। ଶେଷରେ ବର୍ଷା ଏବଂ କାକରରେ ଭିଜି…

ଲକ୍‌ଡାଉନ କଟକଣାର ପ୍ରଭାବ: ଘରୋଇ ବସ୍‌ ମାଲିକ,କର୍ମଚାରୀ ହତାଶ

ଭବାନୀପାଟଣା,୨୮ା୪(ଡି.ଏନ୍‌.ଏ.)-ଲକ୍‌ଡାଉନ ଯୋଗୁ କଳାହାଣ୍ଡି ଜିଲାର ପ୍ରାୟ ୧୦ହଜାରରୁ ଊର୍ଦ୍ଧ୍ୱ ଗାଡି ମାଲିକ, ଡ୍ରାଇଭର, ହେଲପର, କଣ୍ଡକ୍ଟର ଏବଂ ଏହା ଉପରେ ନିର୍ଭର କରି ଚଳୁଥିବା ଅନ୍ୟାନ୍ୟ କର୍ମଚାରୀମାନେ ହାତବାନ୍ଧି ବସିଛନ୍ତି ା ଜିଲାର ଭବାନୀପାଟଣା ସମେତ ବିଭିନ୍ନ ସହରଠାରୁ ଆରମ୍ଭ କରି…

୩୨ କୁଇଣ୍ଟାଲ ମହୁଲ ପୋଚ ନଷ୍ଟ କଲା ଅବକାରୀ ବିଭାଗ

ଜୁନାଗଡ,୨୭।୪(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଅନ୍ତର୍ଗତ ରଣପୁର ଗ୍ରାମ ନିକଟି କୁସୁମଖୋଲ, ସୁନାରୀପାଣି ଓ ଆମଖୋଲ ପାହାଡରେ ଦେଶୀ ହାତରନ୍ଧା ମଦ ତିଆରି ହେଉଥିବା ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ସୋମବାର ଚଢାଉ କରାଯାଇଥିଲା। ଚଢାଉର ୩୨.୬୦ କୁଇଣ୍ଟାଲ…

ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ, କ୍ରୟ ସମନ୍ଧୀୟ ପ୍ରଶିକ୍ଷଣ ଶିବିର

ଲାଞ୍ଜିଗଡ,୨୭ା୪(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ସମନ୍ବିତ ଉନ୍ନୟନ ସଂସ୍ଥା ଆନୁକୂଲ୍ୟରେ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ତାହାର କ୍ରୟ ସମନ୍ଧରେ ଏକ ପ୍ରଶିକ୍ଷଣ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ପ୍ରକଳ୍ପ ପ୍ରଶାସକ ବିରଞ୍ଚି…

ମହୁଲ ଫୁଲର ଅଭାବୀ ବିକ୍ରି

ଭବାନୀପାଟଣା/କୋକସରା,୨୭।୪(ସ୍ବ.ପ୍ର/ଡି.ଏନ.ଏ.): ମହୁଲ ଫୁଲର ବାସ୍ନାରେ ମହକୁଛି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଟାଣ ଖରା ବଡିବା ସାଙ୍ଗକୁ ମହୁଲ ଗଛରୁ ଠପ୍‌ଠପ୍‌ ଝରି ପଡୁଛି ପଡୁଛି ଫୁଲ। ପାହାନ୍ତିଆରୁ ମହୁଲ ଫୁଲ ଗୋଟାଇବାକୁ ଭିଡ ଜମାଉନ୍ତି ଆଦିବାସୀ ପରିବାରର ମହିଳା ଓ ପିଲାଛୁଆ।…

କୋକସରାରେ କାଳବୈଶାଖୀ: ଗଛ ଭାଙ୍ଗିଲା, ପରିବା ଚାଷ ନଷ୍ଟ

ଭବାନୀପାଟଣା/କୋକସରା,(ସ୍ବ.ପ୍ର/ଡିଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ଓ ଜୁନାଗଡ ବ୍ଲକର ବିଭିନ୍ନ ଅଞ୍ଚଳରେ ରବିବାର ଅପରାହ୍ନରେ ପ୍ରବଳ ବର୍ଷା ପବନ ସହ କୁଆପଥର ମାଡ ହୋଇଛି। ପ୍ରାୟ ୪୫ ମିନିଟ ଧରି ହୋଇଥିବା କାଳବୈଶାଖୀ ପ୍ରଭାବରେ ବଡ ବଡ ଗଛ ଭାଙ୍ଗି ପଡିଛି।…

ମୁମ୍ବାଇରେ ଓଡିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଭବାନୀପାଟଣା/କୋକସରା,(ସ୍ବ.ପ୍ର/ଡିଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ମୂଷାପାଲି ପଞ୍ଚାୟତ ଅନ୍ତର୍ଗତ ଖପ୍ରାମାଲ ଗ୍ରାମର କହ୍ନେଇ ମାଝୀ (୨୩) ନାମକ ଜଣେ ଦାଦନ ଶ୍ରମିକଙ୍କ ମୁମ୍ବାଇରେ ମୃତ୍ୟୁ ଘଟିଛି। ସେଠାରେ ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ,…

ଦୟନୀୟ ସ୍ଥିତିରେ ଶତାଧିକ କୁମ୍ଭକାର ପରିବାର

ଜୁନାଗଡ,୨୬।୪(ଡି.ଏନ୍‌.ଏ.)  ମହାମାରୀ କରୋନା ଯୋଗୁ ସରକାରଙ୍କ କଟକଣା ଓ ଲକ୍‌ଡାଉନ ଲୋକଙ୍କ ହାତରୁ ରୋଜଗାର ଛଡାଇ ନେଇଛି। କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ କଳିଆକୁଣ୍ଡଲ ଗ୍ରାମରେ ମାଟି ସାମଗ୍ରୀ ତିଆରି କରି ପେଟ ପୋଷୁଥିବା ଶତାଧିକ କୁମ୍ଭକାର ପରିବାର ଏବେ ଦୟନୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri