ମହାରାଷ୍ଟ୍ରରୁ ପିକ୍ଅପ ଭ୍ୟାନରେ ଆସିଲେ ୧୭ ଶ୍ରମିକ
କେଗାଁ, ୧୦ା୫(ଡିଏନଏ): କରୋନା ପାଇଁ ପ୍ରବାସୀ ଶ୍ରମିକ ଘରମୁହାଁ ହୋଇଛନ୍ତି। ରବିବାର କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକକୁ ମହାରାଷ୍ଟ୍ରରୁ ୧୭ ଶ୍ରମିକ ଏକ ପିକଅପ ଭ୍ୟାନ ଯୋଗେ ଆସିଛନ୍ତି। ସେମାନେ ମୁମ୍ବାଇରୁ ଚାଲି ଚାଲି ନାଗପୁର ପର୍ଯ୍ୟନ୍ତ ଆସିବା ପରେ ପୋଲିସ…
ନାଁ ପଞ୍ଜିକରଣ କରି ପାରି ନ ଥିବା ଚାଷୀଙ୍କୁ ଭେଟିଲେ ଉପଜିଲାପାଳ
ଜୁନାଗଡ,୮।୫(ଡି.ଏନ୍.ଏ.)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକର ୮୬ଜଣ ଚାଷୀ ଠିକ୍ ସମୟରେ ପ୍ୟାକ୍ସରେ ନିଜର କାଗଜପତ୍ର ଦେଇ ପାରି ନ ଥିବାରୁ ଚଳିତ ରବି (ଡାଳୁଅ)ଚାଷ ପାଇଁ ପଞ୍ଜୀକରଣ କରିପାରି ନାହାନ୍ତି। କିଛିଦିନ ତଳେ ଏହି ଚାଷୀମାନେ ଏ ନେଇ ଜିଲା ପ୍ରଶାସନର…
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କରଣ ସମାଜର ସହାୟତା
କୋକସରା,୬।୫(ଡି.ଏନ.ଏ.)-କଳାହାଣ୍ଡି ଜିଲା କୋକସରା ଆଞ୍ଚଳିକ କରଣ ସମାଜ ପକ୍ଷରୁ ଡାକ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ୧୯ ସହାୟତା ପାଣ୍ଠିକୁ ୩୧ହଜାର ଟଙ୍କା ପ୍ରଦାନ କରାଯାଇଛି। ଆଞ୍ଚଳିକ କରଣ ସମାଜ ସଭାପତି ସହଦେବ ପଟ୍ଟନାୟକ ଓ ସାଧାରଣ ସମ୍ପାଦକ ନାରାୟଣ ପଟ୍ଟନାୟକଙ୍କ ଜରିଆରେ…
୨୭କୁଇଣ୍ଟାଲ ମହୁଲ ପୋଚ ନଷ୍ଟ କଲା ଅବକାରୀ ବିଭାଗ
ଜୁନାଗଡ,୬।୫(ଡି.ଏନ୍.ଏ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ରଣପୁର ପୋଡଚୁଆଁ ପାହାଡରେ ଦେଶୀ ହାତରନ୍ଧା ମଦ ତିଆରି ହେଉଥିବା ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ସେଠାରେ ତଲାସୀ ପରେ ୨୭.୪୦ କୁଇଣ୍ଟାଲ ମହୁଲ ପୋଚ, ୩୫ଲିଟର ହାତରନ୍ଧା ମଦ…
ସଙ୍ଗରୋଧ ଗୃହରେ ପ୍ରବାସୀ ଶ୍ରମିକଙ୍କୁ ଭେଟିଲେ, ମାସ୍କ ବାଣ୍ଟିଲେ ବିଧାୟକ
କୋକସରା,୬।୫(ଡି.ଏନ୍.ଏ): କଳାହାଣ୍ଡି ଜିଲା ଧର୍ମଗଡ ବିଧାୟକ ମୌଷଧି ବାଗ କୋକସରା ସହର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବୁଧବାର ମାସ୍କ ଓ ସାବୁନ ବଣ୍ଟନ କରିଛନ୍ତି। ପରେ ସ୍ଥାନୀୟ ଜବାହର ଉଚ୍ଚ ବିଦ୍ୟାପୀଠରେ କରାଯାଇଥିବା ଅସ୍ଥାୟୀ କୋଭିଡ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀ…
ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ପରିଦର୍ଶନ କଲେ ଜିଲାପାଳ
ଜୁନାଗଡ,୬।୫(ଡି.ଏନ୍.ଏ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବୁଡିପଦର ଓ ତଳମଲାଠାରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରକୁ ବୁଧବାର ଅପରାହ୍ନରେ ଜିଲାପାଳ ଡ.ଗାଭାଲି ପରାଗ ହର୍ଷଦ ପରିଦର୍ଶନ କରିଥିଲେ। ସେଠାରେ ରହୁଥିବା ଶ୍ରମିକଙ୍କ ସେ ସ୍ଥିତି ବୁଝିବା ସହ କାର୍ଯ୍ୟର ସମୀକ୍ଷା କରିଥିଲେ।…
ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ୪୦ୟୁନିଟ୍ ରକ୍ତ ସଂଗ୍ରହ
ଜୁନାଗଡ,୬ା୫(ଡି.ଏନ୍.ଏ)-କରିବା ରକ୍ତ ଦାନ, ବଞ୍ଚାଇବା ଜୀବନ ଏହି ଉଦ୍ଦେଶ୍ୟ ନେଇ ମଙ୍ଗଳବାର ବିଜେଡି ପକ୍ଷରୁ ଭବାନୀପାଟଣା ରକ୍ତ ଭଣ୍ଡାରଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ବେଚ୍ଛାକୃତ ଭାବେ ୪୦ ଜଣ ରକ୍ତଦାନ କରିଥିଲେ। ବିଜେଡି ନେତ୍ରୀ…
ରାଜକୁମରଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
ଭବାନୀପାଟଣା/କୋକସରା, ୬ା୫(ସ୍ବ.ପ୍ର/ଡି.ଏନ୍.ଏ.) – କଳାହାଣ୍ଡି ଜିଲା କୋକସରା ବ୍ଲକ ମାଝିଗଡ଼ା ପଞ୍ଚାୟତ ଡୋଙ୍ଗରିପଡ଼ାର ରାଜକୁମର ବାଗ (୫୭)। ଗୋଡ଼ ଭାଙ୍ଗିଯିବା ପରେ ବିଛଣାରେ ପଡ଼ି ରହିଛନ୍ତି। ଅର୍ଥାଭାବରୁ ଉନ୍ନତ ଡାକ୍ତରୀ ଚିକିତ୍ସା କରାଇବା ତାଙ୍କ ପକ୍ଷେ ସମ୍ଭବ ନ ହେବାରୁ ସେ…
ଲାଞ୍ଜିଗଡରେ ସାମାଜିକ ଦୂରତାକୁ ବେଖାତିର
ଲାଞ୍ଜିଗଡ,୫ା୫(ଡି.ଏନ୍.ଏ): ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯେତେ ସଚେତନ କରାଗଲେ ମଧ୍ୟ ବୁଝିବାକୁ ନାରାଜ। ବିଭିନ୍ନ ସ୍ଥାନରେ ଲୋକେ ସାମାଜିକ ଦୂରତାକୁ ବେଖାତିର କରୁଛନ୍ତି । କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକରେ ଦେଖିବାକୁ ମଳିଛି ଏଭଳି ସ୍ଥିତି। ତେଜରାତି ଦୋକାନ…
ତେଲେଙ୍ଗେନାକୁ କାମ କରିବାକୁ ଯାଇଥିଲେ, ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ରହିଲେ ୨୪ ପ୍ରବାସୀ ଶ୍ରମିକ
ଜୁନାଗଡ,୫।୫(ଡି.ଏନ୍.ଏ.): ତେଲେଙ୍ଗେନାକୁ କାମ କରିବାକୁ ଯାଇଥିବା କଳାହାଣ୍ଡି ଜିଲା ଜୁନାଗଡ ବ୍ଲକର ୨୪ଜଣ ପ୍ରବାସୀ ଓଡିଆ ମଙ୍ଗଳବାର ବସ୍ ଭଡା କରି ଜୁନାଗଡରେ ପହଞ୍ଚିଛନ୍ତି। ଏଥିରେ ଜୁନାଗଡ ବ୍ଲକର ତଳମଲା ପଞ୍ଚାୟତର ୨୨, ମାଟିଗଁା ଓ ହାବସପୁର ପଞ୍ଚାୟତର ଜଣେ ଲେଖାଏ…
ହାବସପୁର ଗ୍ରାମରେ ଜଳକଷ୍ଟ: ଲୋକଙ୍କୁ ମିଳୁନି ପାଇପ ପାଣି
ଜୁନାଗଡ, ୫।୫(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ହାବସପୁର ଗ୍ରାମରେ ଜଳକଷ୍ଟ ଦେଖାଦେଇଛି। ଗ୍ରାମରେ ପ୍ରକଳ୍ପ ଥିଲେ ବି ଲୋକେ ପାଇପ ପାଣି ପାଇବାରୁ ବଞ୍ଚିତ ରହିଛନ୍ତି। ଓଭରହେଡ ଟ୍ୟାଙ୍କରେ ଲାଗିଥିବା ମୋଟର ବିଦ୍ୟୁତ୍ ସମସ୍ୟା ଯୋଗୁ ଚାଲି ନ ପାରିବାରୁ…
ଦୁର୍ଘଟଣାରେ ଦେଓଗାଁ ବିଟ୍ ଫରେଷ୍ଟ ଗାର୍ଡଙ୍କ ଜୀବନ ଗଲା
କେସିଙ୍ଗା,୫ା୫(ଡି.ଏନ.ଏ)-କଳାହାଣ୍ଡି ଜିଲା କେସିଙ୍ଗା ବନବିଭାଗ ଅଧିନ ଦେଓଗାଁ ବିଟରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ଭୁବନେଶ୍ୱର ଠେଲା (୪୬) ସୋମବାର ରାତିରେ ଏକ ଅଜଣା ଗାଡି ଧକ୍କାରେ ପ୍ରାଣ ହରାଇଛନ୍ତି। ଭୁବନେଶ୍ୱର କୌଣସି କାମରେ ଭବାନୀପାଟଣା ଯାଇ ସରକାରୀ ବାସଭବନ କସ୍ରୁପଡ଼ାକୁ ବାଇକ…
Archives


