ପୋଲିସ ଘରୁ ଚୋରି: ସୁନା,ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ଜୁନାଗଡ଼,୪।୯(ଡିଏନଏ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ମଥୁରା ଗ୍ରାମର ସନ୍ତୋଷ ପଣ୍ଡାଙ୍କ ଘରୁ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ତେବେ ସନ୍ତୋଷ ଜିଲାର ଆମପାଣି ଥାନାରେ ପୋଲିସ ହାବିଲଦାର ଭାବେ ଦାୟିତ୍ୱ ତୁଲାଉଥିବାରୁ ପୋଲସ ଘରୁ ଚୋରି ନେଇ ଅଞ୍ଚଳରେ…
ସମସ୍ତ ଦୋଷୀ ଫାଶୀଖୁଣ୍ଟରେ ଝୁଲିଲା ପରେ ହିଁ ଶାନ୍ତି ପାଇବ ପୀଡ଼ିତାଙ୍କ ଆତ୍ମା: ବିଜୁ ଛାତ୍ର ଜନତା ଦଳ
ଭବାନୀପାଟଣା,୩।୧୦(ଡି.ଏନ୍.ଏ.): ଉତ୍ତରପ୍ରଦେଶର ହାଥରସ ଗଣବଳାତ୍କାର ଓ ହତ୍ୟାକାଣ୍ଡ ମାମଲାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ଏହି କ୍ରମରେ କଳାହାଣ୍ଡି ଜିଲା ବିଜୁ ଛାତ୍ରଜନତା ଦଳ ତରଫରୁ ପୀଡ଼ିତାଙ୍କୁ ନ୍ୟାୟ ଦେବା ଏବଂ ଅଭିଯୁକ୍ତମାନଙ୍କୁ ଗିରଫ କରି ଫାଶୀ ଦେବାକୁ ଦାବି ହୋଇଛି।…
ପୀଡ଼ିତାଙ୍କୁ ନ୍ୟାୟ ଦାବି: କଳାହାଣ୍ଡିରେ ବିକ୍ଷୋଭ
ଭବାନୀପାଟଣା,୩।୧୦(ଡି.ଏନ୍.ଏ.): ଉତ୍ତରପ୍ରଦେଶର ଗଣବଳାତ୍କାର ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ପାଇଁ ସବୁଠି ଦାବି ହେଉଛି। ଏ ନେଇ ଭବାନୀପାଟଣାରେ କଳାହାଣ୍ଡି ୟୁନାଇଟେଡ୍ ଆମ୍ବେଡକର ରାଇଟ୍ ଫୋରମ୍ ଏବଂ କଳାହାଣ୍ଡି ଦଳିତ ମଞ୍ଚ ତରଫରୁ ଗଣ ବିକ୍ଷୋଭ କରାଯାଇଛି। ଏଥିରେ ଏପିଆଇର ଛବିଲାଲ ନିଆଲ,…
ବିପର୍ଯ୍ୟସ୍ତ ରାସ୍ତା: ଅଧକିମି ଚାଲି ଚାଲି ଆସିଲେ ଗର୍ଭବତୀ
କେଗାଁ, ୩ା୧୦(ଡି.ଏନ.ଏ.) କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ କେଗାଁ ପଞ୍ଚାୟତ ଅନ୍ତର୍ଗତ ସାନଚେର କର୍ଲାପଡା ଗଁା ରାସ୍ତା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଏଥିଯୋଗୁ ଗାଁକୁ ଆମ୍ବୁଲାନ୍ସ ଆସି ନ ପାରିବାରୁ ୧ କିଲୋମିଟର ଚାଲି ଚାଲି ଜଣେ ଗର୍ଭବତୀ ଆମ୍ବୁଲାନ୍ସ ପାଖକୁ…
ହାଥରସ ମାମଲା: କଳାହାଣ୍ଡି ଛାତ୍ର କଂଗ୍ରେସର ବିକ୍ଷୋଭ
ଭବାନୀପାଟଣା,୨।୧୦(ଡି.ଏନ୍.ଏ.): ଉତ୍ତରପ୍ରଦେଶର ହାଥରସ ଠାରେ ଜଣେ ଦଳିତ ଯୁବତୀଙ୍କ ସହ ଘଟିଯାଇଥିବା ଗଣବଳାତ୍କାରକୁ ବିରୋଧ କରି କଳାହାଣ୍ଡି ଛାତ୍ର କଂଗ୍ରେସ ତରଫରୁ ଭବାନୀପାଟଣା କଲଜେ ଛକରେ ବିକ୍ଷୋଭ କରାଯାଇଛି। ଏହି ଘଟଣାରେ ସମସ୍ତ ଦୋଷୀଙ୍କୁ ଫାଶୀ ଦଣ୍ଡ ଦାବିରେ ପ୍ରତିବାଦ କରାଯାଇଥିଲା।…
କରୋନା ସଂକ୍ରମଣରୁ ମୁକ୍ତି ପାଇ କଳାହାଣ୍ଡିର ୧୬ ପୋଲିସ କର୍ମଚାରୀ କଲେ ପ୍ଲାଜମା ଦାନ
ଭବାନୀପାଟଣା,୨।୧୦(ଡି.ଏନ୍.ଏ.): କରୋନା ସଂକ୍ରମଣରୁ ମୁକ୍ତି ପାଇଥିବା କଳାହାଣ୍ଡି ଜିଲାର ୧୬ ଜଣ ପୋଲିସ କର୍ମଚାରୀ ପ୍ଲାଜମା ଦାନ କରିଛନ୍ତି। ସେମାନେ ସ୍ସିବିରେ କରୋନାରେ ଆକ୍ରାନ୍ତ ଗୁରୁତର ରୋଗୀଙ୍କୁ ପ୍ଲାଜମା ଦାନ କରିଥିବା ଜଣାପଡିଛି। ଜିଲାରେ ପ୍ରାୟ ଶତାଧିକ ଆଗାଧାଡିର କରୋନା ଯୋଦ୍ଧା…
ଏଥର ଝଲସିବ କଳାହାଣ୍ଡି: ଭିଡିଓ କନ୍ଫରେନ୍ସିଂ ଜରିଆରେ ୩ ଶକ୍ତି ପ୍ରକଳ୍ପ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨ା୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍ଫରେନ୍ସିଂ ଜରିଆରେ କଳାହାଣ୍ଡି ଜିଲା ଜୟପାଟଣା ଅଞ୍ଚଳର ବାନେର୍ଠାରେ ଏକ ୨୨୦/୧୩୨/୩୩ କେଭି ଗ୍ରୀଡ୍ ସବଷ୍ଟେଶନ ଉଦ୍ଘାଟନ କରିଛନ୍ତି। ଏହାସହିତ ଗ୍ରୀଡରୁ ବାହାରିଥିବା ଦୁଇଟି ୩୩ କେଭି ଫିଡର ଲାଇନ୍ ମଧ୍ୟ ଲୋକାର୍ପିତ…
ଗ୍ରୁପରେ ଅଶ୍ଳୀଳ ଫଟୋ ଛାଡ଼ିବା ପଡିଲା ମହଙ୍ଗା: ହରଡ଼ଘଣାରେ ଅତିରିକ୍ତ ଆର୍ଏମ୍ସି ସମ୍ପାଦକ
ଜୁନାଗଡ଼,୩୦।୯(ଡିଏନଏ) : କଳାହାଣ୍ଡି ଜିଲା ଜୁନାଗଡ଼ ନିୟନ୍ତ୍ରିତ ବଜାର କମିଟିର ଅତିରିକ୍ତ ଆର୍ଏମ୍ସି ସମ୍ପାଦକ ସୁରେନ୍ଦ୍ର କୁମାର ବାଗ ଜୁନାଗଡ଼ ଆର୍ଏମ୍ସିର ଅଫିସିଆଲ ହାଟ୍ସଆପ ଗ୍ରୁପରେ ଅଶ୍ଳୀଳ ଫୋଟୋ ଛାଡ଼ିବା ନେଇ ଜିଲାରେ ଆଲୋଡନ ସୃଷ୍ଟି ହୋଇଛି। ଏହାକୁ ନେଇ ଅତିରିକ୍ତ…
କଳାହାଣ୍ଡିରେ ପିଆଜ ଦର ଅହେତୁକ ବୃଦ୍ଧି: ଚିନ୍ତାରେ ଗ୍ରାହକ
ଭବାନୀପାଟଣା,୨୮।୯(ଡି.ଏନ୍.ଏ.): ରାଜ୍ୟରେ ବର୍ତ୍ତମାନ ପିଆଜ ଦରକୁ ନେଇ ଚିନ୍ତାରେ ଗ୍ରାହକ । କଳାହାଣ୍ଡି ଜିଲାରେ ବର୍ତ୍ତମାନ ପିଆଜ ଦର ରହିଛି କିଲୋ ପିଛା ୫୦ ଟଙ୍କା। ତେବେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଜିଲାର ପିଆଜ ଚାଷୀ। ମୁଣ୍ଡ ଝାଳ…
ପୋଲିସ ଏସ୍ଆଇ ବ୍ରଜ କିଶୋର ଦୁରିଆଙ୍କ ପରଲୋକ: ଶୋକ ପ୍ରକାଶ କଲେ ଏସ୍ପି
ଭବାନୀପାଟଣା,୨୮।୯ (ଡି.ଏନ୍.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଏସ୍ଆଇ ବ୍ରଜ କିଶୋର ଦୁରିଆଙ୍କ ବିୟୋଗ ଘଟିଛି। ଏସ୍ଆଇଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେ ଗୁରୁତର ହୋଇ ପ୍ରଥମେ ଭବାନୀପାଟଣା ପରେ ସେଠାରୁ ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲକୁ ସ୍ଥାନାନ୍ତର…
କଳାହାଣ୍ଡିରେ କରୋନା ପଜିଟିଭ୍ ସଂଖ୍ୟା ୩୧୩୧ରେ ପହଞ୍ଚିଲା
ଭବାନୀପାଟଣା,୨୭।୯(ଡି.ଏନ୍.ଏ.): କଳାହାଣ୍ଡି ଜିଲାର ବିଭିନ୍ନ ବ୍ଲକରେ ଶନିବାର ସନ୍ଧ୍ୟା ୫ ଟା ସୁଦ୍ଧା ୫୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତ ୨୫ ତାରିଖ ମଧ୍ୟରାତ୍ରୀରେ ୨୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ବର୍ତ୍ତମାନ ଜିଲାରେ ଆକ୍ରାନ୍ତ ସଂଖ୍ୟା…
୮୦ ବର୍ଷ ବୟସରେ ବି ମିଳିନି ବିଧବା, ବାର୍ଦ୍ଧକ୍ୟ ଭତ୍ତା କି ରାଶନ୍
ଭବାନୀପାଟଣା,୨୭।୯(ଡି.ଏନ୍.ଏ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କାଣୀଗୁମା ପଞ୍ଚାୟତ ଅଧୀନସ୍ଥ ଦୁର୍ଗମ ପିତମାଣ୍ଡି ଗାଁର ଜଣେ ବିଧବାଙ୍କୁ ୮୦ ବର୍ଷ ବୟସରେ ବାର୍ଦ୍ଧକ୍ୟ ଭତ୍ତା କି ରାଶନ୍ କାର୍ଡ ମିଳିନାହିଁ। ଏହା ସହ ସ୍ବାମୀଙ୍କ ମୃତ୍ୟୁକୁ ୧୦ ବର୍ଷ ପୂରିଥିଲେ…
Archives


