କଳାହାଣ୍ଡି

ଦୁଇ ଦିନରେ ଚିହ୍ନଟ ହେଲେ ୫୨ କରୋନା ଆକ୍ରାନ୍ତ: ଜୁନାଗଡ଼ର ଏହି ୭ ଓ୍ବାର୍ଡ୍‌କୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କଲା ଜିଲା ପ୍ରଶାସନ

ଜୁନାଗଡ,୧୫।୮(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ସହରରେ ୨ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨ରେ ପହଞ୍ଚିଛି। ଫଳରେ ସଂକ୍ରମଣ ବଢିବା ଆଶଙ୍କା କରି ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ମଧ୍ୟରାତ୍ରିଠାରୁ ସହରର ୭ଟି ୱାର୍ଡକୁ ଆସନ୍ତା ୨୦ତାରିଖ ମଧ୍ୟରାତ୍ରି ଯାଏ କଣ୍ଟେନମେଣ୍ଟ ଜୋନ୍‌...

ଆଜିଠୁ ଜୁନାଗଡ଼ ସହରରେ ୨ ଦିନିଆ ଶଟ୍‌ଡାଉନ୍‌ ଲାଗୁ: ୧୨ ଓ୍ବାର୍ଡ୍‌ରେ ୪୩ ଟିମ୍‌ କରିବେ ସ୍କ୍ରିନିଂ

ଜୁନାଗଡ଼,୧୨।୯(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲାର ଜୁନାଗଡ଼ ସହରରେ କରୋନା ପଜିଟିଭ୍‌ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସୁରକ୍ଷା ଦୃଷ୍ଟିରୁ କଳାହାଣ୍ଡି ଜିଲାପାଳ ଡ଼ା. ଗାଭାଲି ପରାଗ ହର୍ଷଦ ସହରକୁ ୧୨ ଓ ୧୩ ତାରିଖ ଶଟ୍‌ଡାଉନ ଘୋଷଣା କରିଥିଲେ...

ଅଗଷ୍ଟ ୧୨,୧୩ ତାରିଖ ବନ୍ଦ ରହିବ ଜୁନାଗଡ଼ ସହର: ଜାଣନ୍ତୁ କାହିଁକି

ଜୁନାଗଡ଼,୯।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ଦିନକୁ ଦିନ କରୋନା ପଜିଟିଭ୍‌ ସଂଖ୍ୟା ବୃଦ୍ଧି ପାଉଛି । ଏ ନେଇ ସହରକୁ ଶଟଡାଉନ ଘୋଷଣା କରି ସ୍କ୍ରିନିଂ କରିବା ପାଇଁ ସହରବାସୀ ଦାବି କରିଥିଲେ। ତେବେ କଳାହାଣ୍ଡି ଜିଲାପାଳ ଡା....

ସାନଭାଇଙ୍କ ଆତ୍ମହତ୍ୟା ଖବର ପାଇ ବଡଭାଇ କଲେ ଏମିତି

ଧର୍ମଗଡ,୯।୮(ଡି.ଏନ.ଏ.)- କଳାହାଣ୍ଡି ଜିଲା ଧର୍ମଗଡ ଥାନା ଅନ୍ତର୍ଗତ ରାଜମୋଟେର ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ପ୍ରଥମେ ସାନ ଭାଇ ଆତ୍ମହତ୍ୟା କରିଥିବା ବେଳେ ବଡ ଭାଈ ଦେହରେ କିରୋସିନ ଢାଳି ନିଆଁ ଲଗାଇ...

କଳାହାଣ୍ଡିର ଗୌରବ: ୟୁପିଏସ୍‌ସିରେ ସଫଳ ହେଲେ ଅଙ୍କିତ-ରାହୁଲ

କେସିଙ୍ଗା,୪।୮(ଡି.ଏନ୍‌.ଏ.): ୟୁପିଏସ୍‌ସି ପରୀକ୍ଷାରେ ଚମକିଛନ୍ତି ଓଡ଼ିଆ। ୟୁପିଏସ୍‌ସିରେ କଳାହାଣ୍ଡି ଜିଲାରୁ ୨ ଜଣ ସଫଳତା ପାଇ ଜିଲାପାଇଁ ଗୌରବ ଆଣିଛନ୍ତି। କେସିଙ୍ଗାର ରାହୁଲ ଗୋଏଲ ୧୬୮ ନଂ ର଼୍ୟାଙ୍କ୍‌ ପାଇଥିବାବେଳେ ଭବାନୀପାଟଣାର ଅଙ୍କିତ ଶଙ୍କର ମିଶ୍ର ୨୯୪ ନଂ ର଼୍ୟାଙ୍କ୍‌ରେ...

କେନାଲରେ ଫାଟ, ଚାଷ ଜମିକୁ ମାଡ଼ି ପାରୁ ନାହିଁ ପାଣି

କୋକସରା,୨।୮ (ଡି.ଏନ.ଏ.)-କଳାହାଣ୍ଡି ଜିଲା କୋକସରା ବ୍ଲକ କ୍ଷୁଦ୍ର ଜଳସେଚନ ଓ ଅଣୁ ବିଭାଗ ଅଧୀନରେ ଥିବା ବେହେରା ଡ୍ୟାମ୍‌ ଏବଂ ବିଭିନ୍ନ ଚେକ୍‌ ଡ୍ୟାମ୍‌ରୁ ବାହାରି ଥିବା କେନାଲ ଏବେ ଚାଷ କାମରେ ଲାଗୁନାହିଁ ା ଆବଶ୍ୟକ ରକ୍ଷାଣାବେକ୍ଷଣ, ମରାମତି...

୩୫କେଜି ଚାଉଳ ହିଁ ସାହା ଭରସା

କୋକସରା, ୨।୮(ଡି.ଏନ.ଏ.)- କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ପଞ୍ଚାୟତ ବୋବାରିଆ ଗାଁର ଅସହାୟ ଦମ୍ପତି ଧନେଶ୍ୱର ରାଉତ ଓ ସପୁର ରାଉତ। ସେମାନଙ୍କ ଝିଅ ପୁଅ କିମ୍ବା ଆତ୍ମୀୟ କେହି ନାହାନ୍ତି । ବଳ ବୟସ ଥିବାବେଳେ କୁଲି...

ସୌରଭ କଳାହାଣ୍ଡି ଜିଲା ଟପ୍ପର

ଜୁନାଗଡ,୨୯।୭(ଡି.ଏନ୍‌.ଏ)-ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ହାବସପୁରସ୍ଥିତ କୃପାସିନ୍ଦୁ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ସୌରଭ କୁମାର ସର୍ବାଧିକ ନମ୍ବର ରଖି ଜିଲା ଟପ୍ପର ହୋଇଛନ୍ତି। ସେ ମୋଟ ୫୪୦(୯୦%)ନଂ ରଖି ଜିଲାରେ ପ୍ରଥମ ସ୍ଥାନ...

ବର୍ଷାରେ ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ : ଅନ୍ଧାରରେ ପୂରା ଗାଁ

ଜୁନାଗଡ,୨୭।୭(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଛୋରିଆଗଡ ପଞ୍ଚାୟତ ସାନଫୁର୍ଲା ଗ୍ରାମରେ ସୋମବାର ଅପରାହ୍ନରେ ଜୋରରେ ପବନ ବୋହିବା ସହ ବର୍ଷା ହୋଇଥିଲା। ଏହାର ପ୍ରଭାବରେ ଗଁାରେ ଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମରର ସିମେଣ୍ଟ ଖମ୍ବ ଭାଙ୍ଗି ପଡିଥିଲା। ଫଳରେ ଖମ୍ବ ଉପରେ...

ପଜିଟିଭ ଚିହ୍ନଟ ପରେ ସଂକ୍ରମିତଙ୍କ ଗାଁ ୫ଦିନ ଶଟ୍‌ଡାଉନ

ଜୁନାଗଡ,୨୭।୭(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ମହିଚଲା ପଞ୍ଚାୟତ ଅନ୍ତର୍ଗତ ଚକୁଳି ଗ୍ରାମରେ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ କୋଭିଡ ଯୋଦ୍ଧା ଓ ତାଙ୍କ ପରିବାରର ଅନ୍ୟ ତିନି ଜଣ ସଦସ୍ୟ ରହିଥିଲେ। ପରେ ସେମାନଙ୍କୁ...

ବଚସା ହେଲା କାଳ: ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ

କେସିଙ୍ଗା,୨୬।୭(ଡି.ଏନ.ଏ.)-କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧୀନ ବ୍ରାହ୍ମଣୀ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଜଣେ ଯୁବକ ଟାଙ୍ଗିଆରେ ହାଣି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ମୃତା ମହିଳା ହେଲେ ପୁଷ୍ପା ରାଉତ (୪୦)। ଖବରପାଇ ପୋଲିସ...

ଗଜବାହାଲ ପଞ୍ଚାୟତ ୨ ଦିନ ଶଟ୍‌ଡାଉନ

କର୍ଲାମୁଣ୍ଡା,୨୬।୭(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତକୁ ରବିବାର ସକାଳଠାରୁ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ୨ ଦିନ ଶଟ୍‌ଡାଉନ ଘୋଷଣା କରାଯାଇଛି। ପଞ୍ଚାୟତ ନିକଟସ୍ଥ ପଡ଼ୋଶୀ ବଲାଙ୍ଗୀର ଜିଲାର ଏକ ଗାଁରୁ ଜଣେ ବ୍ୟକ୍ତି କରୋନା ପଜିଟିଭ୍‌ ଚିହ୍ନଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri