କଳାହାଣ୍ଡି

ହାଥରସ ମାମଲା: କଳାହାଣ୍ଡି ଛାତ୍ର କଂଗ୍ରେସର ବିକ୍ଷୋଭ

ଭବାନୀପାଟଣା,୨।୧୦(ଡି.ଏନ୍‌.ଏ.): ଉତ୍ତରପ୍ରଦେଶର ହାଥରସ ଠାରେ ଜଣେ ଦଳିତ ଯୁବତୀଙ୍କ ସହ ଘଟିଯାଇଥିବା ଗଣବଳାତ୍କାରକୁ ବିରୋଧ କରି କଳାହାଣ୍ଡି ଛାତ୍ର କଂଗ୍ରେସ ତରଫରୁ ଭବାନୀପାଟଣା କଲଜେ ଛକରେ ବିକ୍ଷୋଭ କରାଯାଇଛି। ଏହି ଘଟଣାରେ ସମସ୍ତ ଦୋଷୀଙ୍କୁ ଫାଶୀ ଦଣ୍ଡ ଦାବିରେ ପ୍ରତିବାଦ...

କରୋନା ସଂକ୍ରମଣରୁ ମୁକ୍ତି ପାଇ କଳାହାଣ୍ଡିର ୧୬ ପୋଲିସ କର୍ମଚାରୀ କଲେ ପ୍ଲାଜମା ଦାନ

ଭବାନୀପାଟଣା,୨।୧୦(ଡି.ଏନ୍‌.ଏ.): କରୋନା ସଂକ୍ରମଣରୁ ମୁକ୍ତି ପାଇଥିବା କଳାହାଣ୍ଡି ଜିଲାର ୧୬ ଜଣ ପୋଲିସ କର୍ମଚାରୀ ପ୍ଲାଜମା ଦାନ କରିଛନ୍ତି। ସେମାନେ ସ୍‌ସିବିରେ କରୋନାରେ ଆକ୍ରାନ୍ତ ଗୁରୁତର ରୋଗୀଙ୍କୁ ପ୍ଲାଜମା ଦାନ କରିଥିବା ଜଣାପଡିଛି। ଜିଲାରେ ପ୍ରାୟ ଶତାଧିକ ଆଗାଧାଡିର କରୋନା...

ଏଥର ଝଲସିବ କଳାହାଣ୍ଡି: ଭିଡିଓ କନ୍‌ଫରେନ୍ସିଂ ଜରିଆରେ ୩ ଶକ୍ତି ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ କଳାହାଣ୍ଡି ଜିଲା ଜୟପାଟଣା ଅଞ୍ଚଳର ବାନେର୍‌ଠାରେ ଏକ ୨୨୦/୧୩୨/୩୩ କେଭି ଗ୍ରୀଡ୍‌ ସବଷ୍ଟେଶନ ଉଦ୍‌ଘାଟନ କରିଛନ୍ତି। ଏହାସହିତ ଗ୍ରୀଡରୁ ବାହାରିଥିବା ଦୁଇଟି ୩୩ କେଭି ଫିଡର ଲାଇନ୍‌ ମଧ୍ୟ...

ଗ୍ରୁପରେ ଅଶ୍ଳୀଳ ଫଟୋ ଛାଡ଼ିବା ପଡିଲା ମହଙ୍ଗା: ହରଡ଼ଘଣାରେ ଅତିରିକ୍ତ ଆର୍‌ଏମ୍‌ସି ସମ୍ପାଦକ

ଜୁନାଗଡ଼,୩୦।୯(ଡିଏନଏ) : କଳାହାଣ୍ଡି ଜିଲା ଜୁନାଗଡ଼ ନିୟନ୍ତ୍ରିତ ବଜାର କମିଟିର ଅତିରିକ୍ତ ଆର୍‌ଏମ୍‌ସି ସମ୍ପାଦକ ସୁରେନ୍ଦ୍ର କୁମାର ବାଗ ଜୁନାଗଡ଼ ଆର୍‌ଏମ୍‌ସିର ଅଫିସିଆଲ ହାଟ୍ସଆପ ଗ୍ରୁପରେ ଅଶ୍ଳୀଳ ଫୋଟୋ ଛାଡ଼ିବା ନେଇ ଜିଲାରେ ଆଲୋଡନ ସୃଷ୍ଟି ହୋଇଛି। ଏହାକୁ ନେଇ...

କଳାହାଣ୍ଡିରେ ପିଆଜ ଦର ଅହେତୁକ ବୃଦ୍ଧି: ଚିନ୍ତାରେ ଗ୍ରାହକ

ଭବାନୀପାଟଣା,୨୮।୯(ଡି.ଏନ୍‌.ଏ.): ରାଜ୍ୟରେ ବର୍ତ୍ତମାନ ପିଆଜ ଦରକୁ ନେଇ ଚିନ୍ତାରେ ଗ୍ରାହକ । କଳାହାଣ୍ଡି ଜିଲାରେ ବର୍ତ୍ତମାନ ପିଆଜ ଦର ରହିଛି କିଲୋ ପିଛା ୫୦ ଟଙ୍କା। ତେବେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଜିଲାର ପିଆଜ ଚାଷୀ। ମୁଣ୍ଡ...

ପୋଲିସ ଏସ୍‌ଆଇ ବ୍ରଜ କିଶୋର ଦୁରିଆଙ୍କ ପରଲୋକ: ଶୋକ ପ୍ରକାଶ କଲେ ଏସ୍‌ପି

ଭବାନୀପାଟଣା,୨୮।୯ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଏସ୍‌ଆଇ ବ୍ରଜ କିଶୋର ଦୁରିଆଙ୍କ ବିୟୋଗ ଘଟିଛି। ଏସ୍‌ଆଇଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେ ଗୁରୁତର ହୋଇ ପ୍ରଥମେ ଭବାନୀପାଟଣା ପରେ ସେଠାରୁ ଭୁବନେଶ୍ୱରସ୍ଥିତ ସମ୍‌ ହସ୍ପିଟାଲକୁ...

କଳାହାଣ୍ଡିରେ କରୋନା ପଜିଟିଭ୍‌ ସଂଖ୍ୟା ୩୧୩୧ରେ ପହଞ୍ଚିଲା

ଭବାନୀପାଟଣା,୨୭।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାର ବିଭିନ୍ନ ବ୍ଲକରେ ଶନିବାର ସନ୍ଧ୍ୟା ୫ ଟା ସୁଦ୍ଧା ୫୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତ ୨୫ ତାରିଖ ମଧ୍ୟରାତ୍ରୀରେ ୨୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ବର୍ତ୍ତମାନ ଜିଲାରେ ଆକ୍ରାନ୍ତ...

୮୦ ବର୍ଷ ବୟସରେ ବି ମିଳିନି ବିଧବା, ବାର୍ଦ୍ଧକ୍ୟ ଭତ୍ତା କି ରାଶନ୍‌

ଭବାନୀପାଟଣା,୨୭।୯(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କାଣୀଗୁମା ପଞ୍ଚାୟତ ଅଧୀନସ୍ଥ ଦୁର୍ଗମ ପିତମାଣ୍ଡି ଗାଁର ଜଣେ ବିଧବାଙ୍କୁ ୮୦ ବର୍ଷ ବୟସରେ ବାର୍ଦ୍ଧକ୍ୟ ଭତ୍ତା କି ରାଶନ୍‌ କାର୍ଡ ମିଳିନାହିଁ। ଏହା ସହ ସ୍ବାମୀଙ୍କ ମୃତ୍ୟୁକୁ ୧୦ ବର୍ଷ...

ଆମପାଣି ରାଜସ୍ବ ନିରୀକ୍ଷକ ଲାଞ୍ଚ ନେବା ଭିଡିଓ ଭାଇରାଲ୍‌

ଭବାନୀପାଟଣା,୨୬।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ତହସିଲ ଆମପାଣି ଆର୍‌ଆଇ ଲାଞ୍ଚ ନେଉଥିବା ଦର୍ଶାଇ ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଜଣେ ବ୍ୟକ୍ତି ମ୍ୟୁଟେସନ୍‌ ପାଇଁ କହିଲା ପରେ ସମ୍ପୃକ୍ତ ଆର୍‌ଆଇ ୨ ହଜାର ଟଙ୍କା ଲାଞ୍ଚ...

ଫେସ୍‌ବୁକ୍‌ରେ ଭିଡିଓ ଭାଇରାଲ୍‌ କରି ୩ ଗିରଫ

ଭବାନୀପାଟଣା,୨୫।୯(ଡି.ଏନ୍‌.ଏ.): ଫେସ୍‌ବୁକ୍‌ରେ ମିଥ୍ୟା ଭିଡିଓ ଭାଇରାଲ କରି ଭବାନୀପାଟଣା ସହରର ୩ ଯୁବକ ଗିରଫ ହୋଇଛନ୍ତି। ଅଭିଯୁକ୍ତମାନେ ହେଲେ ଭବାନୀପାଟଣା ସହର ବାହାଦୁରବଗିଚା ପଡାର ଅମିତ ଚୌଧୁରୀ, ସୁଶାନ୍ତ ପୁରୋହିତ ଓ ଗୌନ୍ତିଆପଡାର ମୋହନ ମେହେରା। ମିଥ୍ୟା ଭିଡିଓ ଭାଇରାଲ୍‌...

ଡଙ୍ଗରିଆଙ୍କ ପାଠପଢାରେ ନେଟୱାର୍କ ସାଜିଛି ବାଧକ, ନିୟମଗିରିରୁ ବହୁ ତଳକୁ ଓହ୍ଲାଉଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦।୯(ଡି.ଏନ୍‌.ଏ.): ମୋବାଇଲ୍‌ ସେବା ଅପହଞ୍ଚ। ମାଓବାଦୀ ଭୟରେ କାମ କରୁନି ଘରୋଇ ମୋବାଇଲ ଟାୱାର । ଫଳରେ ନିୟମଗିରିକୁ ପହଞ୍ଚତ୍ ପାରିନି ମୋବାଇଲ ସେବା। କୌଣସି ଗାଁ ତ ଦୂରର କଥା ପାହାଡ, ଡଙ୍ଗର ଚଢିଲେ ବି ଆସୁନି ନେଟୱାର୍କ।...

ଭବାନୀପାଟଣା ବଜାରରେ ବେକାବୁ ହେଉଛି ପନିପରିବା ଦର

ଭବାନୀପାଟଣା,୨୦।୯(ଡି.ଏନ୍‌.ଏ.): ବର୍ଷା ଓ ବନ୍ୟା ପରିବା ବଜାରରେ ନିଆଁ ଲଗାଇଲା ଭଳି ସ୍ଥିତି ସୃଷ୍ଟି କଲାଣି। ରାଜ୍ୟ ବାହାରୁ ଆମଦାନୀ ହେଉଥିବା ପନିପରିବା ଦର ଆକାଶଛୁଆଁ ହେବାରେ ଲାଗିଥିବା ବେଳେ ଏପଟେ ରାଜ୍ୟ ଭିତରେ ଚାଷ ହହେଉଥିବା ପନିପରିବା ଦର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri