ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହେବେ ୩ ପ୍ରତିଭା
ମ.ରାମପୁର,୨୦ା୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମହାବୀର (ଏମ୍ଏସ୍ଏ) ଭବାନୀପାଟଣା ପକ୍ଷରୁ ହେବାକୁ ଥିବା ଚଳିତ ବର୍ଷର ବାର୍ଷିକ ଉତ୍ସବରେ ମ.ରାମପୁରର ୩ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା ଦିଆଯିବ ବୋଲି ଜଣାପଡ଼ିଛି। ତଦନୁସାରେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଲଳିତ କଳା ଶିଳ୍ପୀ…
ଗାଁକୁ ନାହିଁ ରାସ୍ତା: ଷ୍ଟ୍ରେଚରରେ ବୁହାହେଲା ମୃତଦେହ
ଭବାନୀପାଟଣା,୧୯।୮(ସ୍ବ.ପ୍ର.): ଦାନ ମାଝୀ ଘଟଣା ଭଳି ପୁଣି ଥରେ ଦୁର୍ଗମ ଅଞ୍ଚଳରେ ଆଉ ଏକ ମୃତଦେହକୁ ସମ୍ମାନ ମିଳିନାହିଁ। ଗାଁକୁ ରାସ୍ତା ନ ଥିବାରୁ ୭ କିଲୋମିଟର ପର୍ଯ୍ୟନ୍ତ ମୃତଦେହକୁ ଷ୍ଟ୍ରେଚରରେ ସମ୍ପର୍କୀୟମାନେ ବୋହି ନେଇଥିବା ଦେଖିବାକୁ ମିଳିଛି। ଏଭଳି ଅଭାବନୀୟ…
କଳାହାଣ୍ଡିରେ ବ୍ୟାପୁଛି ଝାଡ଼ାବାନ୍ତି, ଗାଁରେ ପହଞ୍ଚିଲେ ଡାକ୍ତରୀ ଦଳ
କୋକସରା,୧୯।୮(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ଦୁର୍ଗମ ଟର୍ଲିଆମ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଖବର ପାଇ କୋକସରା ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସଙ୍କ ନେତୃତ୍ୱରେ ମେଡିକାଲ ଟିମ ଟର୍ଲିଆମ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ…
ଆମପାଣି ଘାଟିରେ ବସ୍-ଟ୍ରକ ମୁହାଁମୁହିଁ: ୨ ଡ୍ରାଇଭରଙ୍କ ସମେତ ଯାତ୍ରୀ ଗୁରୁତର
କୋକସରା,୧୯।୮(ଡି.ଏନ୍.ଏ.): କଳାହାଣ୍ଡି-ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟିର ଖଡ଼କା ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଓଏସ୍ଆର୍ଟିସିର ଏକ ଯାତ୍ରୀବାହୀ ବସ୍ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ୨ ଗାଡି ଚାଳକଙ୍କ ସମେତ ବସ୍ର ଜଣେ…
ବଳାତ୍କାର ଉଦ୍ୟମ କରି ବନ୍ଧା ହେଲେ ଯୁବକ
କୋକସରା,୧୮।୮(ଡି.ଏନ୍.ଏ.): ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗରେ କଳାହାଣ୍ଡି ଜିଲା କୋକସରା ପୋଲିସ ଜୟନ୍ତପୁର ପଞ୍ଚାୟତ ଅଞ୍ଚଳର ଜଣେ ଯୁବକଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ନୀଳକଣ୍ଠ ବାରିକ(୨୭)। ଅଭିଯୋଗ ମୁତାବକ, ଗତ ୧୪ ତାରିଖ…
ଭୋଗରା ଜମି ଜବରଦଖଲ ଅଭିଯୋଗ: ତହସିଲଦାରଙ୍କଠାରେ ବଡ଼ପୋଡ଼ାଗୁଡ଼ାବାସୀ ଫେରାଦ
କୋକସରା,୧୭।୮(ଡି.ଏନ.ଏ.):କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଭାଳିଆଯୋର ଗ୍ରାମର ଦେବଦେବୀଙ୍କ ପୂଜା ପାଇଁ ରହିଥିବା ୧୭ ଏକର ୫୨ ଡେସିମିଲ ସରକାରୀ ଭୋଗରା ଜମିକୁ କେତେଜଣ ବ୍ୟକ୍ତି ବଳପୂର୍ବକ ଜବରଦଖଲ କରିଥିବା ଅଭିଯୋଗ ହୋଇଛି। ଏହାକୁ ବିରୋଧ କରି…
ବର୍ଷାରେ ଭାଙ୍ଗିଗଲା ଘର: ୨ ପରିବାର ବେସାହାରା
କୋକସରା,୧୭।୮(ଡି.ଏନ.ଏ) ଗତ କିଛିଦିନ ତଳେ ହୋଇଥିବା ଲଘୁଚାପ ଜନିତ ଲଗାଣ ବର୍ଷାରେ କୋକସରା ବ୍ଲକର ଆମପାଣି ପଞ୍ଚାୟତ କନ୍ଦାଗଡ଼ ଗ୍ରାମର କୁମୁଦ ମାଝୀ ଓ ଫୁଫଗାଁ ପଞ୍ଚାୟତ ଫୁଫଗାଁ ଗ୍ରାମର ସୁଲୋଚନା ଜାଳଙ୍କ ମାଟିଘର ବର୍ଷା କାରଣରୁ ଭାଙ୍ଗି ଯାଇଥିବା ନେଇ…
ଜମିକୁ ଯାଉଥିବା ବେଳେ ଭାଲୁ ଆକ୍ରମଣ: ମହିଳା ଗୁରୁତର
କୋକସରା,୧୬।୮(ଡି.ଏନ୍.ଏ.): ଭାଲୁ ଆକ୍ରମଣରେ ମହିଳା ଗୁରୁତର। କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ପାତ୍ରବସା ଗାଁ ର ମହିଳା କ୍ଷୀର ଚଳାନ ମଙ୍ଗଳବାର ସକାଳେ ନିଜ ଚାଷଜମିକୁ ଯାଉଥିବା ସମୟରେ ହଠାତ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ତାଙ୍କ ଚିତ୍କାର…
ହାତୀନଦୀରେ ବନ୍ୟା: ଗାଁ, ମୁଖ୍ୟ ରାସ୍ତାରେ ଚାଲିଲା ପାଣି
ଭବାନୀପାଟଣା,୧୫।୮(ସ୍ବ.ପ୍ର): କଳାହାଣ୍ଡି ଜିଲାରେ ୩ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ଜିଲାରେ ପ୍ରବାହିତ ହେଉଥିବା ଅନେକ ନଦୀ ନାଳର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସେହିପରି ଅନେକ ସ୍ଥାନ ମୁଖ୍ୟ ରାସ୍ତାରେ ବଢି ପାଣି ପ୍ରବାହିତ ହେଉଥିବାରୁ…
ଜୀବନ ଚାଲିଗଲା, ହେଲେ ଆବାସ ଯୋଜନାରେ ଅଗସ୍ତିଙ୍କୁ ମିଳିଲାନି ଘର
କେସିଙ୍ଗା,୧୫।୮(ଡି.ଏନ୍.ଏ.): ଜୀବନ ଚାଲିଗଲା ସିନା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିପାରିଲା ନାହିଁ। ଶେଷରେ ପଞ୍ଚାୟତ କାର୍ଯ୍ୟାଳୟ ବାରଣ୍ଡା ହିଁ ତାଙ୍କର ଶେଷ ଠିକଣା ହୋଇ ରହିଗଲା। ଗୋଟିଏ ପଟେ ସରକାର ରାଜ୍ୟର ଗରିବ ଶ୍ରେଣୀର ଲୋକଙ୍କ ଲାଗି ଆବାସ…
୭୫ ବର୍ଷ ପରେ ନିୟମଗିରି ପାହାଡ଼ରେ ଉଡ଼ିଲା ତ୍ରିରଙ୍ଗା
ଭବାନୀପାଟଣା,୧୫।୮(ସ୍ବ.ପ୍ର.): ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳନ କରୁଛି ଆଜାଦୀ କା ଅମୃତ ମହୋତ୍ସବ। ଜାତୀୟ ପତାକାକୁ ସମ୍ମାନ ଦେବା ତଥା ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହର୍…
ହାଲେର ଯୋର ଆପ୍ରୋଚ ପୋଲରେ ୩ ଫୁଟ ପାଣି
ଭବାନୀପାଟଣା,୧୫।୮(ସ୍ବ.ପ୍ର.): ଲଘୁଚାପ ପ୍ରଭାବରେ କଳାହାଣ୍ଡି ଜିଲାରେ ୩ ଦିନ ହେଲା ଲଗାଣ ବର୍ଷା ଜାରି ରହିଛି। ଏପରି ସ୍ଥିତିରେ ଜୁନାଗଡ଼ ବ୍ଲକ ବଣ୍ଡାକୁଟା ନିକଟସ୍ଥ ହାଲେର ଯୋର ଆପ୍ରୋଚ ପୋଲ ଉପରେ ସୋମବାର ସକାଳୁ ୩ ଫୁଟରୁ ଅଧିକ ପାଣି ଚାଲୁଥିବା…
Archives


