କଳାହାଣ୍ଡି

୨୪ ଘଣ୍ଟା ପରେ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

କୋକସରା,୨୯।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳ ଡୋକରୀଚଞ୍ଚରାର ଡୋକରୀଦରରେ ରବିବାର ଜଣେ ଯୁବକ ବୁଡି ନିଖୋଜ ହୋଇଯାଇଥିଲେ। ଘଟଣାର ୨୪ ଘଣ୍ଟା ପରେ ଭବାନୀପାଟଣା ଏବଂ କୋକସରା ଦମକଳ ଟିମ୍‌ର ମିଳିତ ପ୍ରୟାସରେ ସୋମବାର ମୃତଦେହ ଉଦ୍ଧାର ହୋଇଛି। ସୂଚନା ଯୋଗ୍ୟ,…

ଝିଅଘରକୁ ଯାଇ ଆଉ ଫେରିଲେନି ବାପା

ଲାଞ୍ଜିଗଡ଼,୨୯।୫(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବସନ୍ତପଡା ପଞ୍ଚାୟତ ନିୟମଗିରି ପାହାଡର ପାଦ ଦେଶର ଥିବା ବସନ୍ତ ପଡା ଗ୍ରାମର ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାଙ୍ଗରା ମାଝୀ(୫୭)। ସ୍ବର୍ଗତ ବାଙ୍ଗରା ରବିବାର ସାରେ ବସନ୍ତପଡା ଠାରୁ…

ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି: ବାନ୍ଧି ପକାଇ ବୁଲାଇଲେ କଳାକନା

କେସିଙ୍ଗା,୨୯।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ୯ ନଂ. ୱାର୍ଡର ବ୍ୟବସାୟୀ ସୁବାସ ଅଗ୍ରୱାଲଙ୍କ ଘରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଛି। କିଛି ଦୁର୍ବୃତ୍ତ ଘର କବାଟ ଭାଙ୍ଗି ପଶି ସମସ୍ତ ପରିବାର ଲୋକଙ୍କୁ ଧମକ ଦେଇଥିଲେ। ପରେ ସମସ୍ତଙ୍କୁ ରଶିରେ…

ପରିବାର ସଦସ୍ୟଙ୍କୁ ବାନ୍ଧି ପକାଇ ସବୁ ଲୁଟିନେଲେ ଦୁର୍ବୃତ୍ତ

ଭବାନୀପାଟଣା,୨୯ା୫(ସ୍ବ.ପ୍ର.): କଳାହାଣ୍ଡି ଜିଲା କେସିଙ୍ଗା ସହରର ଜଗନ୍ନାଥ ପଡ଼ାରେ ଡକାୟତି ହୋଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ,ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ସୁବାସ ଅଗ୍ରଓ୍ବାଲ୍‌ଙ୍କ ଘରେ ରବିବାର ବିଳମ୍ବିତ ରାତିରେ ମାରଣାସ୍ତ୍ର ଦେଖାଇ ସଶସ୍ତ୍ର ଡକାୟତି ହୋଇଛି। ପରିବାର ଲୋକଙ୍କ କହିବା ଅନୁଯାୟୀ, ବିଳମ୍ବିତ…

ସାଙ୍ଗମାନଙ୍କ ସହ ଗାଧୋଇବା ବେଳେ ବୁଡ଼ିଗଲେ

କୋକସରା,୨୮।୫(ଡି.ଏନ୍‌.ଏ.): ରବିବାର ଧର୍ମଗଡ଼ରୁ ୪ଜଣ ସାଙ୍ଗ ବୁଲିବା ପାଇଁ କୋକସରା ବ୍ଲକ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ପର୍ଯ୍ୟଟନ ସ୍ଥଳୀ ଡୋକରୀଚଞ୍ଚରାକୁ ଯାଇଥିଲେ। ବୁଲାବୁଲି କରିବା ପରେ ଡୋକରୀଦର ଜଳପ୍ରପାତରେ ୪ଜଣ ସାଙ୍ଗ ଗାଧୋଇବା ପାଇଁ ପାଣି ଭିତରକୁ ଯାଇଥିଲେ। ସେତିକିବେଳେ…

ପଲିଥିନ ତଳେ କ୍ଷୀର ବେୱାଙ୍କ ଜୀବନ

ବେହେରା,୨୮ା୫(ଡି.ଏନ.ଏ.): ଗରିବ ଅସହାୟମାନଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁପକା ଘର ଯୋଜନା ମାଧ୍ୟମରେ ଘର ଯୋଗାଇ ଦେଉଥିବା ବେଳେ ପ୍ରକୃତ ହିତାଧିକାରୀ ବର୍ଷ ବର୍ଷ ଧରି ଏଥିରୁ ବଞ୍ଚତ୍ତ ହେଉଛନ୍ତି। କଳାହାଣ୍ଡି ଜିଲା…

ଭୟରେ ଅଙ୍ଗନଓ୍ବାଡି କେନ୍ଦ୍ର ଯାଉନାହାନ୍ତି ଶିଶୁ, ଗର୍ଭବତୀ

ଲାଞ୍ଜିଗଡ଼,୨୭ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବସନ୍ତପଡା ସ୍ବାସ୍ଥ୍ୟ ଉପକେନ୍ଦ୍ର ଉପରେ ଥିବା ଆଜବେଷ୍ଟ ଛାତ ଗତ ସୋମବାର ଅପରାହ୍ନରେ ପବନରେ ଉଡିଯାଇ ନିକଟରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର ଉପରେ ଢାଙ୍କି ହୋଇ ଯାଇଛି। ୪ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ…

ଦୟନୀୟ ସ୍ଥିତିରେ ଜିଲା ପର୍ଯ୍ୟଟନ ବିଭାଗ

ଭବାନୀପାଟଣା,୨୬।୫(ସ୍ବ.ପ୍ର): ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ କଳାହାଣ୍ଡି ଜିଲାର ସ୍ଥାନ ସ୍ବତନ୍ତ୍ର ରହିଛି। ବର୍ତ୍ତମାନ ସୁଦ୍ଧା ସରକାରୀ ସ୍ତରରେ ଜିଲାରେ ୧୭ଟି ପର୍ଯ୍ୟଟନସ୍ଥଳୀ ରହିଛି। ତେବେ ଏହାର ତଦାରଖ ଓ ନୂତନତ୍ୱ ସର୍ଭେ କରିବାର ଦାୟିତ୍ୱ ସ୍ଥାନୀୟ ପର୍ଯ୍ୟଟନ ବିଭାଗର ରହିଥିବାବେଳେ ଜିଲାରେ…

ସର୍ବ ଭାରତୀୟ ପ୍ରଶାସନିକ ସେବାରେ ଗୌରବ ଆଣିଲେ ସିଦ୍ଧାନ୍ତ ବେଶ୍ରା

କୋକସରା,୨୩।୦୫ (ଡି.ଏନ.ଏ): ଆଜି ସର୍ବ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଫଳ ପ୍ରକାଶ ପାଇଛି। ସିଭିଲ ସର୍ଭିସ ପରୀକ୍ଷାରେ କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡୋଳା ଗ୍ରାମର ରାଜେନ୍ଦ୍ର ବେଶ୍ରା ଓ ଅଞ୍ଜନା ନାଗଙ୍କ ପୁଅ ସିଦ୍ଧାନ୍ତ ବେଶ୍ରା ୮୮୭ ର଼୍ୟାଙ୍କରେ…

ଗରିବ ହିତାଧିକାରୀଙ୍କ ପିଡ଼ିଏସ ଚାଉଳ ବାଟମାରଣା ଅଭିଯୋଗ

କୋକସରା,୨୨/୦୫(ଡି.ଏନ.ଏ): ଗରିବ ସୀମାରେଖା ତଳେ ରହୁଥିବା ହିତାଧିକାରୀଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ପିଡିଏସ ଚାଉଳ ଯୋଗାଣ କରୁଥିବା ବେଳେ ଗରିବଙ୍କ ପେଟକୁ ମାରି ଚାଉଳ ବାଟମାରଣା ହେଉଥିବା ଅଭିଯୋଗ ଆସିଛି । କଳାହାଣ୍ଡି ଜିଲା କୋକସରା…

ୟୁପିଏସ୍‌ସି ପରୀକ୍ଷା ରେ ଉତ୍ତୀର୍ଣ ହୋଇ କଳାହାଣ୍ଡି ପାଇଁ ଗୌରବ ଆଣିଲେ ପ୍ରଥମା ପ୍ରତୀକ୍ଷା ପ୍ରଧାନ

ଭବାନୀପାଟଣା,୨୩।୫(ସ୍ବ.ପ୍ର.): କଥାରେ ଅଛି ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ। ଠିକ ଏହି ଉକ୍ତିଟି ପରି କଳାହାଣ୍ଡି ଜିଲା ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଜଣେ ଝିଅ ମଙ୍ଗଳବାର ସଫଳତାର ଶୀର୍ଷରେ ପହଞ୍ଚିପାରିଛନ୍ତି। ଭାରତୀୟ ପ୍ରଶାସନିକ…

ବସୁଧା ଯୋଜନା କାର୍ଯ୍ୟକାରୀ ହେବାରେ ବିଳମ୍ବ, ପିଇବା ପାଣି ପାଇଁ ଲୋକେ ହଇରାଣ

କର୍ଲାମୁଣ୍ଡା,୨୦ା୫(ଡି.ଏନ୍‌.ଏ.): ସରକାର ସମସ୍ତଙ୍କୁ ପିଇବା ପାଣି ଯୋଗାଇବା ନିମନ୍ତେ ବିଭନ୍ନ ସ୍ଥାନରେ ବସୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଟେଣ୍ଡର ଜରିଆରେ ବ୍ୟବସ୍ଥା କରିଥିଲେ ହେଁ, ଯୋଜନାଗୁଡ଼ିକ ଠିକ୍‌ ସମୟରେ ସମ୍ପୂର୍ଣ୍ଣ ହେଇ ପାରୁ ନ ଥିବାର ସାଧାରଣ ଲୋକଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri