ଭୂତକୋଠି ପାଲଟିଛି ୩ ସରକାରୀ କୋଠା
ଖଡ଼ିଆଳ,୨।୭(ସୁଜିତ୍ ପ୍ରଧାନ)ନୂଆପଡ଼ା ଜିଲା ଖଡ଼ିଆଳ ଏନ୍ଏସି ଅନ୍ତର୍ଗତ ବିଜେପୁର ଗ୍ରାମ ଗାନ୍ଧୀନଗର ସାହିରେ ଜନସ୍ବାସ୍ଥ୍ୟ ବିଭାଗର ନୂତନ ଗୃହ, ଆୟୁର୍ବେଦିକ ଡାକ୍ତରଖାନା ଏବଂ ମିଶନ ଶକ୍ତି ପାଇଁ ଗୃହ ନିର୍ମାଣ ହୋଇଛି। ଏହି ୩ଟି ସରକାରୀ କୋଠା କୌଣସି କାର୍ଯ୍ୟରେ ଆସୁ…
୬ ଦିନ ପରେ ପଞ୍ଚାୟତ ଅଫିସ ଖୋଲିଲା
ଲାଞ୍ଜିଗଡ଼,୨।୭(ରମେଶ ଚନ୍ଦ୍ର ନାୟକ)କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବେନଗାଁ ପଞ୍ଚାୟତରେ ଆଜକୁ ୫ ମାସରୁ ଊର୍ଦ୍ଧ୍ୱ ହେଲା ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗମାନଙ୍କୁ ଭତ୍ତା ମିଳି ନ ଥିବାରୁ ପଞ୍ଚାୟତ ଅଫିସରେ ତାଲା ପକାଇଥିଲେ। ଘଟଣାର ୬ ଦିନ ପରେ ଏବିଡିଓଙ୍କ…
୫ ଦିନ ହେଲା ପଞ୍ଚାୟତ ଅଫିସରେ ତାଲା
ଲାଞ୍ଜିଗଡ଼,୧।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବେନଗାଁ ପଞ୍ଚାୟତରେ ୫ ମାସରୁ ଊଦ୍ଧ୍ୱର୍ର୍ ହେଲା ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗଙ୍କୁ ଭତ୍ତା ମିଳିନାହିଁ। ଏହାର ପ୍ରତିବାଦରେ ଗତ ୫ ଦିନ ହେଲା ପଞ୍ଚାୟତ ଅଫିସରେ ହିତାଧିକାରୀମାନେ ତାଲା ପକାଇଛନ୍ତିି।…
ଆଉ ଶୁଣିବାକୁ ମିଳିବନି କଣ୍ଠ ଶିଳ୍ପୀ ସୁନାମ ସୁନାଙ୍କ ଗୀତ
ଭବାନୀପାଟଣା,୩୦।୬(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ସୁନାମଧନ୍ୟ କଣ୍ଠ ଶିଳ୍ପୀ ତଥା କଳାହାଣ୍ଡିର କିଶୋର କୁମାର କୁହାଯାଉଥିବା ଲୋକପ୍ରିୟ ଗାୟକ ସୁନାମ ସୁନା (ମୁନା)ଙ୍କ ଶୁକ୍ରବାର ସକାଳରେ ରାୟପୁରସ୍ଥିତ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଛି। ତାଙ୍କ ବିୟୋଗ ଖବର ଶୁଣି କଳାହାଣ୍ଡି…
ପୋଲିସ ବେଶରେ କରୁଥିଲେ ଡକାୟତି
ଭବାନୀପାଟଣା,୩୦।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସ ଏକ ୧୩ଜଣିଆ ଆନ୍ତଃଜିଲା ଡକାୟତି ଗ୍ୟାଙ୍ଗଙ୍କୁ ଧରିଛି। ୧୩ ଡକାୟତଙ୍କ ମଧ୍ୟରୁ ୧୦ଜଣ କଳାହାଣ୍ଡି ଓ ୩ଜଣ ବଲାଙ୍ଗୀର ଜିଲାର ବୋଲି ଜଣାପଡିଛି। ସେମାନେ ହେଲେ ବଲାଙ୍ଗୀର ଜିଲା ସଇଁତଲା ଥାନା ଅନ୍ତର୍ଗତ ରେଙ୍ଗାଲି…
ଜଣଙ୍କୁ ଶୁଣ୍ଢରେ ଟେକି କଚାଡ଼ି ମାରିଲା ହାତୀ
ଭବାନୀପାଟଣା,୩୦ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଟେବାମହୁଲ ଗାଁରେ ହାତୀ ଆକ୍ରମଣରେ ପଞ୍ଚୁ ମାଝି(୫୦)ଙ୍କ ମୃତ୍ୟୁ ହୋଇଛି। ଗୁରୁବାର ରାତିରେ ଘର ନିକଟରେ ଥିବା ସମୟରେ ହଠାତ୍ ହାତୀ ସମ୍ମୁଖରେ ପଡ଼ିଯାଇଥିଲେ। ଫଳରେ ହାତୀଟି ତାଙ୍କୁ…
ବିଷାକ୍ତ ସାପ କାମୁଡାରେ ବ୍ୟକ୍ତିଙ୍କ ମୃତ୍ୟୁ ଅଭିଯୋଗ
କୋକସରା,୨୯।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ବିଷାକ୍ତ ସାପ କାମୁଡାରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ସାନ ପୋଡାଗୁଡା ପଞ୍ଚାୟତ ମଙ୍ଗଳପୁର ଗ୍ରାମରେ ଏଭଳି ଘଟଣା ସାମ୍ନାକୁ ଆସିଛି। ମୃତକ ହେଲେ ବନମାଳି ମାଝୀ(୪୦)। ସୂଚନାଯୋଗ୍ୟ,…
ହାଇଦ୍ରାବାଦରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଗାଁକୁ ଫେରିଲା ମୃତଦେହ
କୋକସରା,୨୯।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ମାଝୀଗୁଡା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ଗତ ୨ ଦିନ ତଳେ ମୃତ୍ୟୁ ହୋଇଥିଲା। ଗୁରୁବାର ସକାଳେ ମୃତ ଦାଦନ ଶ୍ରମିକ ଭିକାରୀ ବାଗଙ୍କ ମୃତଦେହ ନିଜ ଗାଁକୁ ଏକ…
୨୮ଲକ୍ଷ ଟଙ୍କା ନେଇ ଚମ୍ପଟ
ଭବାନୀପାଟଣା,୨୯।୬(ଉତ୍ତମ କୁମାର ଦାଶ): ଗ୍ରାହକ ସେବାକେନ୍ଦ୍ରରେ ଠକେଇ। ଗାଁ ଲୋକଙ୍କ ଲକ୍ଷାଧିକ ଟଙ୍କା ନେଇ ଚମ୍ପଟ ମାରିଛନ୍ତି ଏକ ପରିବାର। ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲା ଜୟପାଟଣା ଥାନା ଅଧୀନ ମୋହନଗୁଡା ଗ୍ରାମରେ। ଗାଁରେ ଏକ ଗ୍ରାହକ ସେବାକେନ୍ଦ୍ର…
ବାହୁଡ଼ାରେ ଅଘଟଣ:ପୋଲ ତଳକୁ ଖସିଲା ପିକଅପ, ଚାଳକ ମୃତ,୮ଗୁରୁତର
ଭବାନୀପାଟଣା,୨୮।୬(ଉତ୍ତମ କୁମାର ଦାଶ): ବାହୁଡ଼ାରେ ଅଘଟଣ। କଳାହାଣ୍ଡି ଜିିଲା ଜୟପାଟଣା ବ୍ଲକ ଢୁଲୁ ଘାଟିରେ ବୁଧବାର ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପଣସ ବୋଝେଇ ଆସୁଥିବା ଏକ ପିକ୍ଅପ ଭ୍ୟାନ ପୋଲତଳକୁ ଖସି ପଡିବାରୁ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।…
ଶହେ ଖଣ୍ଡ ଦୁଇଶହ ଟଙ୍କିଆ ନକଲି ନୋଟ ଜବତ, ଅଭିଯୁକ୍ତ କୋର୍ଟ ଚାଲାଣ
ମ.ରାମପୁର,୨୭।୬(ଶଶିଭୂଷଣ ପ୍ରହରାଜ ): କଳାହାଣ୍ଡି ଜ଼ିଲା କରଲାମୁଣ୍ଡା ବ୍ଲକ ତଥା ମ.ରାମପୁର ଥାନା ଅନ୍ତର୍ଗତ କୁନ୍ଦେଇପାଲି ଗ୍ରାମ ଠାରେ ପୋଲିସ ନକଲି ନୋଟ କରବାର କରୁଥିବା ଯୁବକ ବୀରେନ୍ଦ୍ର ସୁନାକୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର…
ଜମି ହୁଡାରୁ ଚାଷୀଙ୍କ ମୃତ ଦେହ ଜବତ
ଭବାନୀପାଟଣା,୨୭।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୟପାଟଣା ଥାନା ପାବଳୀ ଗ୍ରାମର ଘେନୁମୁଣ୍ଡା ବଡ଼ବନ୍ଧ ନିକଟରେ ଥିବା ଏକ ଚାଷଜମି ହୁଡାରୁ ଜଣେ ଚାଷୀଙ୍କ ମୃତ ଦେହକୁ ମଙ୍ଗଳବାର ସକାଳରେ ସ୍ଥାନୀୟ ପୋଲିସ ଜବତ କରିଛି। ମୃତ ଚାଷୀ ହେଲେ ପାବଳୀ…
Archives


