ପୁଣି ଭୁଶୁଡ଼ିଲା ଗୁନଗୁନିଆ କେନାଲ
ଭବାନୀପାଟଣା,୨୩।୧(ସ୍ବ.ପ୍ର.):କଳାହାଣ୍ଡି ଜିଲା ଇନ୍ଦ୍ରାବତୀ ବାମ କେନାଲରେ ରବିବାର ପୁଣି ଘାଇ ସୃଷ୍ଟି ହୋଇଛି। ଏହି ଘାଇ ଗୁନଗୁନିଆ ଡିଷ୍ଟ୍ରିବ୍ୟୁଟାରି କେନାଲର ରେଙ୍ଗାଲପାଲି ଗାଁ ନିକଟରେ ହୋଇଛି। ପ୍ରାୟ ୩୦ ଫୁଟର ଏହି ଘାଇ ଯୋଗୁ ବହୁ ଚାଷଜମି ଜଳମଗ୍ନ ହୋଇଛି।...
ପୁଣି ଭାଙ୍ଗିଲା ଇନ୍ଦ୍ରାବତୀ ବାମ କେନାଲ, ୩୦ ଫୁଟର ଘାଇ
ଭବାନୀପାଟଣା,୨୨ା୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଇନ୍ଦ୍ରାବତୀ ବାମ କେନାଲରେ ପୁଣି ଘାଇ ସୃଷ୍ଟି ହୋଇଛି। ଏହି ଘାଇଟି ଗୁନଗୁନିଆ ଡିଷ୍ଟ୍ରିବ୍ୟୁଟାରି କେନାଲର ରେଙ୍ଗାଲପାଲି ଗାଁ ନିକଟରେ ହୋଇଛି। ପ୍ରାୟ ୩୦ ଫୁଟର ଏହି ଘାଇ ହୋଇଥିବା ବେଳେ ଏହା ଯୋଗୁ ବହୁ...
୬ ବର୍ଷ ପରେ ବି ମିଳୁନି ଜମି ଅଧିଗ୍ରହଣ କ୍ଷତିପୂରଣ: ରାସ୍ତା ଅବରୋଧ କଲେ ଜମିହରା
କୋକସରା,୨୧ା୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଆମପାଣିଠାରୁ ଧର୍ମଗଡ଼ ଦେଇ ନିର୍ମାଣାଧୀନ ବିଜୁ ଏକ୍ସପ୍ରେସ ଓ୍ବେ ପାଇଁ ଭୁର୍ଷାଗୁଡ଼ା ଗ୍ରାମର ବନମାଳୀ ମାଝି, ପରୀକ୍ଷିତ ମାଝି, ରିକ ମାଝି, ଔରତ ମାଝି, ସୋମନାଥ ମାଝି, ପୁରୁଷୋତ୍ତମ ମାଝି, ନୀଳକଣ୍ଠ ମାଝି ପରିବାର ପ୍ରାୟ...
ଅବ୍ୟବସ୍ଥାରେ ଜୁନାଗଡ଼ ଏସ୍ବିଆଇ ମୁଖ୍ୟ ଶାଖା
ଭବାନୀପାଟଣା,୨୧।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ ସହର କଲମପୁର ଛକରେ ଥିବା ଏସ୍ବିଆଇ ମୁଖ୍ୟ ଶାଖା ଏବେ ଅବ୍ୟବସ୍ଥାରେ ଚାଲିଥିବା ଦେଖିବାକୁ ମିଳିଛି। ଫଳରେ ଏହି ବ୍ୟାଙ୍କ ଉପରେ ନିର୍ଭର କରୁଥିବା ହଜାର ହଜାର ହିତାଧିକାରୀ, ଗ୍ରାହକ ଏବେ ନାହଁି ନ...
ମହିଳାଙ୍କୁ ଦଳିଦେଲା ହାତୀ
ରୁପ୍ରାରୋଡ଼,୨୦।୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା ନର୍ଲା ଥାନା ଅଧୀନ ବାଗପୁର ଗ୍ରାମରେ ଏକ ଅଘଟଣ ଘଟିଛି। ଏକ ଦନ୍ତାହାତୀ ଜଣେ ମହିଳାଙ୍କୁ ଦଳି ଦେଇଛି। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଚମ୍ପା ଗଉଡ଼(୫୨)। ମିଳିଥିବା ସୂଚନା ମୁତାବକ, ଶୁକ୍ରବାର...
ଖଳା ନିର୍ମାଣ ପ୍ରାପ୍ୟ ଦାବିରେ ଆମରଣ ଅନଶନ
କର୍ଲାମୁଣ୍ଡା,୧୮ା୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ୧୯-୨୦ ଆର୍ଥିକ ବର୍ଷରେ ବିଭିନ୍ନ ପଞ୍ଚାୟତରେ ଧାନଖଳା ନିର୍ମାଣର ୨ ବର୍ଷ ପରେ ମଧ୍ୟ ଟଙ୍କା ମିଳି ନ ଥିବାରୁ ବୁଧବାର କାମରେ ନିୟୋଜିତ ମେଟ୍ ଓ ଶ୍ରମିକମାନେ ବ୍ଲକ ସମ୍ମୁଖରେ ଆମରଣ...
ଗାଁରେ ଝାଡ଼ାବାନ୍ତି ବ୍ୟାପିବା ପରେ ଚେତିଲା ପ୍ରଶାସନ
କୋକସରା,୧୮ା୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ସଦର କୋକସରା ପଞ୍ଚାୟତ କୋକସରା ଗ୍ରାମରେ ଗତ କିଛି ଦିନ ହେବ ଝାଡ଼ାବାନ୍ତିରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଝାଡ଼ାବାନ୍ତି ବ୍ୟାପିବାର ମୁଖ୍ୟ କାରଣ ଦୂଷିତ ପାନୀୟ ଜଳ ବୋଲି...
ବାଇକ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ: ମୃତଦେହ ରଖି ରାସ୍ତା ଅବରୋଧ
ଭବାନୀପାଟଣା,୧୮ା୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ କାଲୋପଲା ଛକ ନିକଟରେ ବୁଧବାର ବାଇକ୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାମ କୁନ୍ତଳା ବାରିକ୍ ହୋଇଥିବା ବେଳେ ତାଙ୍କ ଘର ଧର୍ମଗଡ଼ ବ୍ଲକ ତରାପୁର ଗ୍ରାମ ଟେମରିଆ...
କୋକସରାରେ ବଢ଼ୁଛି ଝାଡ଼ାବାନ୍ତି
କୋକସରା,୧୭।୧(ଡି.ଏନ୍.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ସଦର କୋକସରା ପଞ୍ଚାୟତ କୋକସରା ଗ୍ରାମରେ ଗତ କିଛି ଦିନ ଧରି ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଝାଡ଼ାବାନ୍ତି ବ୍ୟାପିବାର ମୁଖ୍ୟ କାରଣ ଦୂଷିତ ପାନୀୟ ଜଳ ବୋଲି ପ୍ରାଥମିକ...
ପାନୀୟ ଜଳ ପାଇଁ ତେଜିଲା ଆନ୍ଦୋଳନ: ରାସ୍ତାକୁ ଓହ୍ଲାଇଲେ ମହିଳା
ଲାଞ୍ଜିଗଡ଼,୧୬।୧(ଡି.ଏନ୍.ଏ.): ଜାନୁୟାରୀ ମାସ ନ ସରୁଣୁ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ ବନ୍ଧପାରି ଗାଁଠାରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଏହାକୁ ନେଇ ପ୍ରଶାସନ ତଥା ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ନ ନେବାରୁ...
ଅବହେଳିତ ଅବସ୍ଥାରେ ଇନ୍ଦ୍ରାବତୀ ନଦୀ ଉତ୍ପତ୍ତିସ୍ଥଳ
ତେନ୍ତୁଳିଖୁଣ୍ଟି,୧୬।୧(ଡି.ଏନ୍.ଏ.): ଗୋଟେ ଆମ୍ବଗଛ ପାର୍ଶ୍ୱରୁ ବହିଆସୁଛି ତିନୋଟି ଜଳଧାର। ଏହିଠାରୁ ହିଁ ଇନ୍ଦ୍ରାବତୀ ନଦୀର ଉତ୍ପତ୍ତି। ନିଜ ଆଖିରେ ନ ଦେଖିଲେ କେବେ ବି ବିଶ୍ୱାସ ହେବନି ଯେ ତିନୋଟି ସରୁ ଜଳଧାର ହିଁ ଇନ୍ଦ୍ରାବତୀ ନଦୀର ଉତ୍ପତ୍ତି ସ୍ଥଳ।...
ବଞ୍ଚିବାର ରାହା ଖୋଜୁଛନ୍ତି ଆଦିବାସୀ
ଭବାନୀପାଟଣା,୧୬।୧(ସ୍ବ.ପ୍ର.): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀମାନଙ୍କ ପାଇଁ ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ପ୍ରଶାସନିକ ଅଧିକାରୀଙ୍କ ନାଲିଫିତା ତଳେ ସବୁ ଯୋଜନା ଅଟକି ପଡୁଛି। ଏମାନଙ୍କ ପାଇଁ ନା ଅଛି...
Archives


