କଳାହାଣ୍ଡି

ଦିଲ୍ଲୀ ସାଧାରଣତନ୍ତ୍ର ଦିବସରେ ଅଭିନୟ ପାଇଁ ମନୋନୀତ ହେଲେ ବୃନ୍ଦାବନ ସାଂକୃତିକ ଅନୁଷ୍ଠାନର କଳାକାର

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ଷାଠିଏ ଜଣ କଳାକାର କେନ୍ଦ୍ର ସଂସ୍କୃତି ବିଭାଗ ଓ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ମନୋନୀତ ହୋଇଛନ୍ତି। ଚଳିତ ବର୍ଷ ସାଧାରଣ ତନ୍ତ୍ର ଦିବସରେ କର୍ତ୍ତବ୍ୟ ପଥ…

୪୪ ବର୍ଷ ବିତିଥିଲେ ବି ପଡ଼ାବାସୀଙ୍କୁ ମିଳୁନି ସ୍ଥାୟୀ ପଟ୍ଟା, ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଦେଲେ ଧାରଣା

କର୍ଲାମୁଣ୍ଡା,୩୦ା୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ରେଗଡ଼ା କଲୋନୀ ପଡ଼ାବାସୀ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ସୂଚନା ମତେ ରେଗଡ଼ା କଲୋନୀ ପଡ଼ାବାସୀ କଲୋନୀପଡ଼ାରେ ବସବାସ କରିବାର ୪୪ବର୍ଷ ବିତିଯାଇଥିଲେ ମଧ୍ୟ ଏମାନେ ସ୍ଥାୟୀ…

ପୋଲିସ ଗାଡିକୁ ଧକ୍କା ଦେଲା ଟ୍ରକ୍‌:ଅଳ୍ପକେ ବର୍ତ୍ତିଲେ ଫାଣ୍ଡି ଅଧିକାରୀ

ଭବାନୀପାଟଣା,୩୦।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ବୋର୍ଡା ଫାଣ୍ଡି ସାପସିଲେଟ ନିକଟରେ ପୋଲିସ ଗାଡିକୁ ଏକ ଛତିଶଗଡ ଟ୍ରକ ଧକ୍କା ଦେଇଥିବା ଜଣାପଡିଛି। ଫଳରେ ପୋଲିସ ଗାଡ଼ିରେ ବସିଥିବା ବୋର୍ଡା ଫାଣ୍ଡି ଅଧିକାରୀ ଚନ୍ଦ୍ରହାସ୍ୟ ସାହୁ ସମେତ…

ସଞ୍ଜୟ ଶତପଥୀ ଥିଲେ ପରଶମଣି

ଭବାନୀପାଟଣା,୩୦।୧୨(ଉତ୍ତମ କୁମାର ଦାଶ):ପ୍ରଫେସର ସଞ୍ଜୟ ଶତପଥୀ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ। ସେ ଥିଲେ ଏକାଧାରରେ କବି, ଗୀତିକାର, ପ୍ରାବନ୍ଧିକ, ପ୍ରବଚକ, ସଙ୍ଗଠକ, ଗବେଷକ, ପ୍ରଶାସନିକ ଅଧିକାରୀ, ସୁବକ୍ତା, କଣ୍ଠଶିଳ୍ପୀ, ଉଦଘୋଷକ, ଆଧ୍ୟାତ୍ମିକବାଦୀ, ଛାତ୍ର ଉତ୍ସଳ, ଏନସିସିର କର୍ଣ୍ଣେଲ, ମାନବ ପ୍ରେମୀ,…

କଳାହାଣ୍ଡି ଚାଷୀଙ୍କୁ ପ୍ରଶଂସାରେ ପୋତି ପକାଇଲେ ମୋଦି

ଗୋଲାମୁଣ୍ଡା,୩୦l୧୨(ବଟକୃଷ୍ଣ ପଣ୍ଡା):ଆଜିର ଆଧୁନିକ ଯୁଗରେ ଯୁବ ଗୋଷ୍ଠୀ ଚାଷ କାର୍ଯ୍ୟପ୍ରତି ଆଗ୍ରହ ପ୍ରକାଶ କରୁ ନ ଥିବାବେଳେ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକର ଜଣେ ଯୁବ ଚାଷୀ ଟମାଟୋ ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହିତ ଅଞ୍ଚଳର ୧୫୦ରୁ ଊର୍ଦ୍ଧ୍ୱ…

ପୋଲିସ ଗାଡିକୁ ପିଟିଲା ଛତିଶଗଡ଼ ଟ୍ରକ୍‌

ଭବାନୀପାଟଣା,୨୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅଧୀନ ବୋର୍ଡା ଫାଣ୍ଡି ସାପସିଲେଟ ନିକଟରେ ପୋଲିସ ଗାଡିକୁ ଏକ ଛତିଶଗଡ ଟ୍ରକ ଧକ୍କା ଦେଇଛି। ଅନ୍ୟପକ୍ଷେ ପୋଲିସ ଗାଡ଼ିରେ ବସିଥିବା ବୋର୍ଡା ଫାଣ୍ଡି ଅଧିକାରୀ ଚନ୍ଦ୍ରହାସ୍ୟ ସାହୁ ସମେତ…

ସହାୟତା ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକୋ

କୋକସରା,୨୮ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଆମପାଣି ଥାନା ଅନ୍ତର୍ଗତ ଜାତୀୟ ରାଜପଥର ମହାଜନଗୁଡ଼ା ଶିଉନି ମଧ୍ୟରେ ଏକ ଗାଡ଼ି ଧକ୍କାରେ କେନ୍ଦୁଡ଼ଙ୍ଗରି ଗ୍ରାମର ଧବଳେଶ୍ବର ବାଗଙ୍କ ମୃତ୍ୟୁ ହୋଇଥିଲା। କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ଲୋକେ ମହାଜନଗୁଡ଼ା ଛକରେ ମୃତଦେହ…

ପାଇଥିଲେ ଘର: ଏବେ ପଟ୍ଟାରେ ଥିବା ପ୍ଲଟ ଗୋଚର

କର୍ଲାମୁଣ୍ଡା:୨୮।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡା ପଞ୍ଚାୟତ ରେଗଡା କଲୋନୀପଡାରେ ରହିବାର ୪୪ ବର୍ଷ ବିତିଯାଇଥିଲେ ମଧ୍ୟ ପଡାବାସୀଙ୍କୁ ସ୍ଥାୟୀ ପଟ୍ଟା ମିଳିପାରୁ ନାହିଁ। ଫଳରେ ପଡ଼ାବାସୀ ଚିନ୍ତାରେ ରହିଛନ୍ତି। ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ପଡ଼ାବାସୀ…

ମନରେଗା ଯୋଜନାରେ ମହାଦୁର୍ନୀତି: ଭିଜିଲାନ୍ସ ତଦନ୍ତ ଦାବି କଲେ ଅଞ୍ଚଳବାସୀ

ଥୁଆମୂଳ ରାମପୁର,୨୭।୧୨(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ଟିକ୍ରାଗୁଡା ନିକଟରେ ଏକ ପଥର ବନ୍ଧେଇ କାର୍ଯ୍ୟରେ ଅନିୟମିତତା ହୋଇଥିବା ଜଣାପଡିଛି। ମିଳିଥିବା ସୂଚନାରୁ ଜଣାପଡିଛି ଯେ, ଥୁଆମୁଳ ରାମପୁର ଗ୍ରାମ ପଞ୍ଚାୟତ ତରଫରୁ ମନରେଗା ଯୋଜନାରେ ଅନ୍ତର୍ଭୁକ୍ତ…

ଧାନର ଉଚିତ ମୂଲ୍ୟ, କଟ୍‌ନି ଛଟ୍‌ନି ବନ୍ଦ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ, ଦାବି ପୂରଣ ନ ହେଲେ ଆହୁରି…

କେସିଙ୍ଗା,୨୮ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଚାଷୀଙ୍କ ଅମଳ ଧାନର ଉଚିତ୍‌ ମୂଲ୍ୟ ପ୍ରଦାନ ଓ କଟ୍‌ନି ଛଟ୍‌ନ ବନ୍ଦ ବାବଦକୁ ନେଇ କେସିଙ୍ଗା ସହରରେ କଂଗ୍ରେସର ଟାଉନ ସଭାପତି ସୁଭାଷ ଚନ୍ଦ୍ର ଜୈନଙ୍କ ନେତୃତ୍ୱରେ ଜାତୀୟ ରାଜପଥ ୨୬କୁ…

କଟନିଛଟନୀ ଅଭିଯୋଗରେ ଭବାନୀପାଟଣା ସଦର ବନ୍ଦ: ଯାତାୟାତ ଠପ୍‌

ଭବାନୀପାଟଣା,୨୮।୧୨(ଉତ୍ତମ କୁମାର ଦାଶ): କଟନିଛଟନୀ ଅଭିଯୋଗରେ ଶନିବାର ଭବାନୀପାଟଣା ସଦର ବନ୍ଦ ଡାକରା ଦିଆଯାଇଛି। କଂଗ୍ରେସ ପକ୍ଷରୁ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ରହିବ। କଲେଜ ଛକ ନିକଟ ରାସ୍ତାରେ ବିକ୍ଷୋଭ, ଯାତାୟାତ ଠପ୍‌ ରହିଛି। ଦୋକାନ, ବଜାର…

ମୁହାଁମୁହିଁ ଧକ୍କାରେ ଜଳିଗଲା ୨ ଟ୍ରକ୍‌: ଡ୍ରାଇଭର୍‌ ଜୀବନ୍ତ ଦଗ୍ଧ

ଭବାନୀପାଟଣା/କେସିଙ୍ଗା,୨୮।୧୨(ଉତ୍ତମ କୁମାର ଦାଶ/ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଭବାନୀପାଟଣା ନିକଟସ୍ଥ ପାଷ୍ଟିକୁଡି-ନାସିଗାଁ ମଝିରେ ଥିବା ୨୬ ନମ୍ବର ଜାତୀୟ ରାଜପଥରେ ଚାଉଳ ବୋଝେଇ ଟ୍ରକ ଓ କୋଇଲା ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୨ଟ୍ରକ ନିଆଁ ଲାଗି ପାଉଁଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?