କଳାହାଣ୍ଡି

୧୫ କି.ମି. ପାହାଡ଼ ଚଢ଼ି ଗଲେ ପଡ଼େ ପଞ୍ଚାୟତ କାର୍ଯ୍ୟାଳୟ

ଭବାନୀପାଟଣା,୩।୩(ଉତ୍ତମ କୁମାର ଦାଶ): ଦୁର୍ଗମ ଅଞ୍ଚଳର ଆଦିବାସୀମାନେ କିଭଳି ମୁଖ୍ୟସ୍ରୋତରେ ସାମିଲ ହେବେ ଓ ସରକାରୀ ଯୋଜନାର କିଭଳି ସେମାନେ ଲାଭ ପାଇବେ ସେ ନେଇ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତିବର୍ଷ କୋଟି…

ବିବାହ କାର୍ଯ୍ୟରେ ଯୋଗଦେବାକୁ ବାଇକ୍‌ରେ ଯାଉଥିଲେ: ଧକ୍କାଦେଲା ଅଟୋ, ଆଉ ତା’ପରେ…

କୋକସରା,୨ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଆମପାଣିରୁ ଧର୍ମଗଡ଼କୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେର ଆମପାଣି ଥାନା ଭୁର୍ଷାଗୁଡାରୁ କୁଳେରଗୁଡା ରାସ୍ତା ମଝିରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ…

ଯୁବତୀଙ୍କୁ ବଳାତ୍କାର: ନ୍ୟାୟ ନ ମିଳିଲେ ଆତ୍ମାହୁତି ଚେତାବନୀ

ଲାଞ୍ଜିଗଡ଼,୧ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅଞ୍ଚଳର ଜଣେ ୧୮ବର୍ଷୟ ଯୁବତୀଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଅଭିଯୁକ୍ତ ବିଜେପୁର ଗ୍ରାମର ଶିବ ନାଏକ(୫୨)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଯୁବତୀ ଜଣକ ଶୁକ୍ରବାର ସକାଳେ…

ଚୋରା ଚାଲାଣ ରୋକିପାରୁନି ଅବକାରୀ ବିଭାଗ, ରାଜସ୍ବ ଆଦାୟରେ ଖୁସ୍‌

ଭବାନୀପାଟଣା,୧ା୩ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଦେଶୀ ଓ ବିଦେଶୀ ମଦର ଚାହିଦା ଏକ ସମ୍ବେଦନଶୀଳ ପରିସ୍ଥିତି ସୃଷ୍ଟି କରିଛି। ଜିଲାର ମୁଖ୍ୟାଳୟ ହେଉ ଅବା ଗାଁ ଯୁଆଡେ ଆଖି ବୁଲାଇଲେ ମଦ ମିଳିବା ସହଜ ହୋଇଯାଉଛି। ସବୁଠାରୁ ରୋଚକପୂର୍ଣ୍ଣ…

ଥମୁନି ଦାଦନ ଦୁଃଖ: ବିଶାଖାପାଟଣାରେ ନାବାଳକ ଶ୍ରମିକଙ୍କ ମୃତ୍ୟୁ

ଲାଞ୍ଜିଗଡ଼,୧ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅଧୀନ ମାଳିଯୁବାଙ୍ଗ ପଞ୍ଚାୟତର କେନ୍ଦୁପେଟ ଗାଁର ନାବାଳକ ରଘୁ ମାଝୀ(୧୭) ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲାକୁ ଦାଦନ ଖଟିବାକୁ ଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ରଘୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା…

ଦୁର୍ଘଟଣାରେ ଚାଲିଗଲା ବିଏସ୍‌ଏଫ ଯବାନଙ୍କ ଜୀବନ: କାନ୍ଦବୋବାଳିରେ ଫାଟିଲା ଗାଁଦାଣ୍ଡ

କୋକସରା,୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଗ୍ରାମର ଜୟ ନାରାୟଣ ଶବରଙ୍କ ପୁଅ ତଥା ବିଏସ୍‌ଏଫ ଯବାନ ରଶ୍ମୀ ରଞ୍ଜନ ଶବର(୪୫) ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସେ ୨୦୦୬ରେ ବିଏସ୍‌ଏଫ୍‌ରେ ଯୋଗ ଦେଇଥିଲେ। ବର୍ତ୍ତମାନ…

ବସ୍‌କୁ ଅପେକ୍ଷା କରିଥିଲେ ମହିଳା, ଗୋଡ଼ ଉପରେ ଚଢ଼ିଗଲା ବାଇକ୍‌

ଥୁଆମୂଳ ରାମପୁର,୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ସଦର ମହକୁମାସ୍ଥିତ ଜେଏମଏଫ ସି କୋର୍ଟ ନିକଟରେ ମଧ୍ୟାହ୍ନରେ ଏକ ବାଇକ ଦୁର୍ଘଟଣା ଘଟଛି। ଏଥିରେ ଜଣେ ମହିଳା ଗୁରୁତର ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଥୁଆମୂଳ ରାମପୁର…

ଦାଦନ ଖଟିବାକୁ ଯାଇ ସ୍ବାମୀ ନିଖୋଜ, ଥାନାର ଦ୍ୱାରସ୍ଥ ହେଲେ ସ୍ତ୍ରୀ

ଥୁଆମୂଳ ରାମପୁର,୧ା୩(ଦୁର୍ଗା କୀର୍ତ୍ତି): ଦିନକୁ ଦିନ କଳାହାଣ୍ଡି ଜିଲା ତଥା ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଧିବାସୀ ଗରିବ ଖଟିଖିଆ ଦିନମଜୁରିଆ ନିଜ ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବରେ ଖଟିବାକୁ ଯାଇ କେବେ ଶବ…

ମନ୍ଥର ଗତିରେ ଚାଲିଛି ନିମ୍ନମାନର ବ୍ରିଜ କାମ, ଜଳବନ୍ଦୀ ଆଶଙ୍କାରେ ପୁଣି ୩୫୦ ପରିବାର

ଲାଞ୍ଜିଗଡ଼,୧ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ବିଜେପୁର ପ୍ରଧାନୀପଡ଼ା ଛକରୁ ସାହାଜପଡ଼ା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ କଲ୍ୟାଣୀ ନଦୀରେ ବ୍ରିଜ ନିର୍ମାଣ ୨୦୨୩ରେ ମେ’ ମାସରେ କାମ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା…

୨ ମାସରୁ ଊର୍ଦ୍ଧ୍ୱ ହେବ ଏଟିଏମ୍‌ରେ ନାହିଁ ଟଙ୍କା, ଗ୍ରାହକ ହନ୍ତସନ୍ତ

ଥୁଆମୂଳ ରାମପୁର,୧ା୩(ଦୁର୍ଗାକୀର୍ତ୍ତି): କଳାହାଣ୍ଡି ଜିଲା ଦୁର୍ଗମ ଥୁଆମୂଳ ରାମପୁର ବ୍ଲକରେ ଥିବା ଗୋଟିଏ ମାତ୍ର ସାହା ଭରସା ସାଜିଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ୍‌ର ଏଟିଏମ୍‌ ଗତ ୨ମାସ ରୁ ଊର୍ଦ୍ଧ୍ୱ ହେଲା ଅଚଳ ହୋଇପଡ଼ିଛି। ଏମିତି କି ମାସ ମାସ ଧରି…

ଗ୍ରାମ୍ୟ ଜଳଯୋଗାଣ କର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଲାଞ୍ଜିଗଡ଼,୧ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳର ଗ୍ରାମାଞ୍ଚଳରେ ସପ୍ତାହେ ହେଲା ଜଳଯୋଗାଣ ବାଧାପ୍ରାପ୍ତ ହୋଇଥିବାବେଳେ ଏହାର ବିକଳ୍ପ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଲେ ବ୍ଲକ ପ୍ରଶାସନ। ଗ୍ରାମ୍ୟ ଜଳ ଯୋଗାଣ କର୍ମଚାରୀ ଦରମା, ଭତ୍ତା, ସ୍ଥାୟୀ ନିଯୁକ୍ତି…

ପିଡିଟି ଉପରେ ୫ଦିନିଆ ସଚେତନତା ଶିବିର

ଥୁଆମୂଳ ରାମପୁର,୧ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସଭାଗୃହଠାରେ ଜାତୀୟ ପଞ୍ଚାୟତ ପୁରସ୍କାର ଓ ପଞ୍ଚାୟତ ବିକାଶ ସୂଚୀ (ପିଡିଟି) ଉପରେ ୫ଦିନିଆ ସଚେତନତା ଶିବିର ବିଡିଓ ଧ୍ରୁବଚରଣ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?