କଳାହାଣ୍ଡି

କେସିଙ୍ଗା ଏନ୍‌ଏସିକୁ ମ୍ୟୁନିସିପାଲିଟି ଘୋଷଣା ଦାବି

କେସିଙ୍ଗା,୬ା୫(ତୁମେଶ୍ବର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିକୁ ମ୍ୟୁନିସିପାଲିଟି ଘୋଷଣା ପାଇଁ ସିଟିଜେନ ଫୋରମ ପକ୍ଷରୁ ଦାବି କରାଯାଇଛି। ଏହି ମର୍ମରେ ଫୋରମର ସଭାପତି ଡା. ହେମସାଗର ସାହା ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ଏବଂ ଗୃହ ଓ ନଗର…

ପ୍ରୋତ୍ସାହନ ଅଭାବ: କଳାହାଣ୍ଡିରେ ତେନ୍ତୁଳି ବଜାର ବ୍ୟବସ୍ଥା ମାନ୍ଦା

ଭବାନୀପାଟଣା, ୬ା୫ (ଉତ୍ତମ କୁମାର ଦାଶ):ଆଦିବାସୀ ଉନ୍ନୟନ ସମବାୟ ନିଗମ (ଟିଡିସିସି) ତଥା ରାଜ୍ୟ ସରକାର ତେନ୍ତୁଳି ସଂଗ୍ରହ ପାଇଁ ଯେତିକି ତତ୍ପରତା ଦେଖାଇବା କଥା ତାହା ନ ହେବା କାରଣରୁ କଳାହାଣ୍ଡି ଜିଲାର ହିତାଧିକାରୀ ବାହାରିଆ ବେପାରୀଙ୍କ ଉପରେ ନିର୍ଭରଶୀଳ…

ନୂତନ ବ୍ଲକ ଶିକ୍ଷା ଅଧିକାରୀଙ୍କ ଯୋଗଦାନ: ସମସ୍ତଙ୍କ ସହଯୋଗରେ ହେବ ୧ ନମ୍ବର ଶିକ୍ଷା ବ୍ଲକ

କର୍ଲାମୁଣ୍ଡା:୫।୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ନୂତନ ଭାବେ ସୋମବାର ବ୍ଲକ ଶିକ୍ଷା ଅଧିକାରୀ ବାଞ୍ଛାନିଧି ପଣ୍ଡା ଯୋଗ ଦେଇଛନ୍ତି। କାର୍ଯ୍ୟାଳୟରେ ଯୋଗ ଦେବା ସମୟରେ ବିଭାଗୀୟ ଅଧିକାରୀ, କର୍ମଚାରୀ ତଥା ଶିକ୍ଷକ ସଂଘ ସଭାପତି…

୩ ବର୍ଷ ହେଲା ସୋଲାର ପାଣିଟାଙ୍କି ଅଚଳ: ସମସ୍ୟାରେ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ

କେସିଙ୍ଗା,୫ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି ଅଧୀନସ୍ଥ ପରଲସିଙ୍ଗା ପଞ୍ଚାୟତ ଅନ୍ତର୍ଗତ ବେଳାମାଲ ଗ୍ରାମରେ ଗତ ୨୦୧୯.୨୦ ଆର୍ଥିକ ବର୍ଷରେ ସୋଲାର ସିଷ୍ଟମ water supply ଫଣ୍ଡରୁ ୪ଲକ୍ଷ ୫୦ହଜାର ବ୍ୟୟ ଅଟକଳରେ ନିର୍ମାଣ କରାଯାଇ ଥିଲା। ନଳକୂପ…

ଅଞ୍ଚଳବାସୀଙ୍କ ବହୁ ଦାବି ପରେ ୧୦.୫ କୋଟି ଟଙ୍କା ବ୍ୟୟ ଅଟକଳରେ ଚାଲିଛି ରାସ୍ତା ନିର୍ମାଣ, କାର୍ଯ୍ୟ ଶେଷ ହେଲେ…

କେସିଙ୍ଗା,୪ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଦୀର୍ଘଦିନରୁ ଦାବି ହୋଇ ଆସୁଥିବା ମଶାଣିବନ୍ଧ-ରେଙ୍ଗାଲିଗ୍ରାମକୁ ସଂଯୋଗ କରୁଥିବା ଆର୍‌ଡିରାସ୍ତା ବର୍ତ୍ତମାନ ନିର୍ମାଣାଧୀନ ରହିଛି। ଅଞ୍ଚଳବାସୀଙ୍କ ବହୁ ଦାବି ପରେ ଏବଂ ଗଣମାଧ୍ୟମରେ ଖବର ପ୍ରକାଶ ପରେ ତତ୍ପରତା…

ଜମୁଛି ବିରାଟ ପର୍ବ: ରିଷିଡ଼ା ଚଳଚଞ୍ଚଳ

ରିଷଡ଼ା ୩।୫(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜଲା କର୍ଲାମୁଣ୍ଡା ବ୍ଲକ ରିଷଡ଼ା କନ୍ଧପଡା ରାଧାକୃଷ୍ଣ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ବିରାଟ ପର୍ବ ଆରମ୍ଭ ହୋଇଯାଇଛି। ପର୍ବର ତୃତୀୟ ରଜନୀରେ ବାଘ ମଲ୍ଲ ବଧ ଓ ଚନ୍ଦନଯାତ୍ରା ମଞ୍ଚସ୍ଥ ହୋଇଥିଲା ଅକ୍ଷୟ ତୃତୀୟାଠାରୁ ୭ଦିନ…

ପାସ୍‌ହାର: କଳାହାଣ୍ଡିରେ ୯୫.୨୨%, ନୂଆପଡ଼ାରେ ୯୭.୦୫%

ଭବାନୀପାଟଣା,୩ା୫ (ଉତ୍ତମ କୁମାର ଦାଶ): ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଶୁକ୍ରବାର ଅପରାହ୍ନରେ ପ୍ରକାଶ ପାଇଛି। ଚଳିତ ବର୍ଷ କଳାହାଣ୍ଡି ଜିଲାରେ ପାସ୍‌ ହାର ୯୫.୨୨% ରହିଛି। ଜୟପାଟଣା ବ୍ଲକ ମୁଖିଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା…

ରିଞ୍ଜା ସରପଞ୍ଚଙ୍କ ବିୟୋଗରେ ଶୋକ

କର୍ଲାମୁଣ୍ଡା,୨ା୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତ ସରପଞ୍ଚ ପଞ୍ଚାନନ ବାଗଙ୍କ ଶୁକ୍ରବାର ପରଲୋକ ହୋଇଛି। ତାଙ୍କୁ ୫୩ ବର୍ଷ ହୋଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମିଳିଥିବା ସୂଚନା…

ନକଲି ଶିକ୍ଷକ ବିରୋଧରେ ଜିଲା ଆଦିବାସୀ ସଂଘ ରାଜସ୍ବ କମିଶନରଙ୍କ ଦ୍ୱାରସ୍ଥ

ରିଷିଡ଼ା,୧ା୫(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସମେତ ଜିଲାର ସମସ୍ତ ବ୍ଲକରେ ନକଲି ପ୍ରମାଣପତ୍ର ଦେଇ ଚାକିରୀ କରୁଛନ୍ତି। ଦୀର୍ଘବର୍ଷ ହେଲା ଏହି ନକଲି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲା ଆଦିବାସୀ ସଂଘ ପକ୍ଷରୁ ଦାବି…

ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ୩ ମନ୍ଦିରର ରତ୍ନମୁଦ ଉତ୍ସବ, ସାମିଲ ହେଲେ ଏମ୍‌ପି-ବିଧାୟକ

ଥୁଆମୂଳ ରାମପୁର,୧ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାସ୍ଥିତ ମା’ ମାଣିକେଶ୍ବରୀ, ଶ୍ରୀ ଜଗନ୍ନାଥ ଏବଂ ରାମେଶ୍ୱର ମହାଦେବଙ୍କ ନୂତନ ନିର୍ମାଣାଧୀନ ଭବ୍ୟ ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତ ୨୮ ତାରିଖ ସୋମବାର ଶୁଭାରମ୍ଭ…

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ଜଣଙ୍କ ଜୀବନ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଧର୍ମଗଡ଼,୧ା୫(ଘାସିରାମ ଜଗତ): କଳାହାଣ୍ଡି କୋକସରା ଥାନା ବେହେରା ନିକଟରେ ଜଣେ ଯୁବକଙ୍କୁ ୧୦୮ଆମ୍ବୁଲାନ୍ସ ଧକ୍କା ଦେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ଯୁବକ ହେଲେ ରାବଣଗୁଡ଼ା…

ଆନ୍ତର୍ଜାତିକ ଜିଲାସ୍ତରୀୟ ସମବାୟ ବର୍ଷ ପାଳନ, ସମ୍ବର୍ଦ୍ଧିତ ହେଲା ଟେମ୍‌ରା ସମବାୟ ସମିତି

କୋକସରା,୩୦।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ପାଳନ ଅବସରରେ ବୁଧବାର କଳାହାଣ୍ଡିରେ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ଟାଉନହଲ ଭବାନୀପାଟଣାଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତା କରିଥିଲେ। ଏଥିରେ ସମ୍ମାନିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri