ଝାରସୁଗୁଡ଼ା

ବୋହୂ କରୋନା ଆକ୍ରାନ୍ତ ହେବା ପରେ ଘରୁ ମିଳିଲା ଶାଶୁ-ଶ୍ୱଶୁରଙ୍କ ମୃତଦେହ

ବ୍ରଜରାଜନଗର,୨୮ା୫: ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା କାଳୀନଗର କଲୋନୀ ଏକ କ୍ୱାର୍ଟର୍ସରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଶୁକ୍ରବାର ପୋଲିସ ଜବତ କରିଛି। ପୋଲିସ ସୂଚନା ଅନୁଯାୟୀ ଉକ୍ତ କ୍ୱାର୍ଟର୍ସରେ ସଦାନନ୍ଦ ବିଶ୍ୱାଳ (୮୦) ଓ ତାଙ୍କର ସ୍ତ୍ରୀ ମାୟା ବିଶ୍ୱାଳ ପୁଅ…

ପ୍ରେମୀଯୁଗଳଙ୍କ ବିବାହ କରାଇଲା ସ୍ବେଚ୍ଛାସେବୀ ଅନୁଷ୍ଠାନ

ଝାରସୁଗୁଡ଼ା ଅଫିସ,୨୮ା୫: ଝାରସୁଗୁଡ଼ା ଜିଲାର ଏକ ପ୍ରେମୀଯୁଗଳ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ ମଧ୍ୟ ଭିନ୍ନ ଜାତିର ହୋଇଥିବାରୁ ଯୁବକଙ୍କ ପରିବାର ଲୋକେ ସ୍ବୀକୃତି ଦେଇ ନ ଥିଲେ। ପରେ ପ୍ରେମିକା ଜଣକ ସମଲେଶ୍ୱରୀ ମା’ଘର ଚେରିଟେବୁଲ୍‌ ଟ୍ରଷ୍ଟ ସ୍ବେଚ୍ଛାସେବୀ ଅନୁଷ୍ଠାନର…

ଏକତରଫା ପ୍ରେମକୁ ନେଇ ପରିବାରର ୪ଜଣଙ୍କୁ ଆକ୍ରମଣ

ଝାରସୁଗୁଡ଼ା ଅଫିସ୍‌,୨୪।୫: ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅଧୀନ ବନ୍ଧବାହାଲ ସାପଡ଼ାର ଗୋଟିଏ ପରିବାରର ୪ଜଣଙ୍କୁ ଆକ୍ରମଣ କରିବା ଅଭିଯୋଗରେ ସେହି ଗ୍ରାମର ଜଣେ ଯୁବକଙ୍କୁ ପୋଲିସ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି। ଗିିରଫ ଅଭିଯୁକ୍ତ ହେଲେ ଶିବ ଭଇଁସାଲ(୨୦)।…

କମ୍ପାନୀକୁ ୧୨ କୋଟି ଟଙ୍କାର ଚୂନା ଲଗାଇଥିଲେ କ୍ୟାସିୟର

ଝାରସୁଗୁଡା ଅଫିସ୍‌,୨୩।୫, ଝାରସୁଗୁଡ଼ା ସରବାହାଲ ସ୍ଥିତ ଓଡ଼ିଶା-ବେଙ୍ଗଲ କ୍ୟାରିୟର ଲିଃ ନାମକ ଟ୍ରାନ୍ସପୋର୍ଟ କମ୍ପାନୀରୁ ୧୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ କମ୍ପାନୀରେ କାର୍ଯ୍ୟରତ କ୍ୟାସିୟର ଏବଂ ତାଙ୍କର ସହଯୋଗୀଙ୍କୁ ଗିରଫ କରିଛି।…

ଶିଶୁ ବିଶେଷଜ୍ଞ ବୋଲାଉଥିବା ନକଲି ଡାକ୍ତର ଗିରଫ

ଝାରସୁଗୁଡ଼ା ଅଫିସ,୨୩ା୫: ଝାରସୁଗୁଡ଼ା ଜିଲା ବେଲପାହାଡ଼ ଅଞ୍ଚଳରୁ ଜଣେ ନକଲି ଡାକ୍ତରଙ୍କୁ ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିିଛି। ସେ ହେଲେ ଛତିଶଗଡ଼ ଦୁର୍ଗ ଜିଲା ଭଂସୁଲିର ରମେଶ କୁମାର ସାହୁ(୪୫)। ଏ ନେଇ ବେଲପାହାଡ଼ ଥାନା ପୋଲିସ…

ଇବ ନଦୀରେ ବୁଡି ନାବାଳକଙ୍କ ସଲିଳ ସମାଧି

ଝାରସୁଗୁଡା ଅଫିସ, ୨୨।୫: ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଇବ୍‌ ନଦୀର ଓପିଏମ ଘାଟରେ ଜଣେ ନାବାଳକ ବୁଡ଼ି ସଲିଳ ସମାଧି ଘଟିଛି। ମୃତ ନାବାଳକ ଜଣକ ହେଲେ ସ୍ଥାନୀୟ ଲମଟିବାହାଲର ୧୫ ବର୍ଷୀୟ ରିଣ୍ଟୁ ପୋଇରା। ଏନେଇ ବ୍ରଜରାଜନଗର…

କରୋନା ନେଲା ମା’ପୁଅଙ୍କ ଜୀବନ

ଲଇକେରା,୧୭ା୫: କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଝାରସୁଗୁଡ଼ା ଜିଲା ଲଇକେରା ବ୍ଲକର ମା’ପୁଅଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବ୍ଲକ ମୁଖ୍ୟାଳୟର ମା’ ବୁଇ ବେହେରା(୮୯) ଓ ପୁଅ ବିଜୟ ବେହେରା(୬୯)। ମା’ପୁଅ କରୋନା ସଂକ୍ରମିତ ହୋଇ ଗତ ୮…

ଅନାଥ ଆଶ୍ରମରୁ ୧୦ ପଜିଟିଭ୍‌ ଚିହ୍ନଟ

ଝାରସୁଗୁଡ଼ା ଅଫିସ,୧୬।୫: ଝାରସୁଗୁଡା ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ସଂକ୍ରମଣ ଜିଲାର ବିଭିନ୍ନ ଅନୁଷ୍ଠାନରେ ବ୍ୟାପିବାରେ ଲାଗିଛି । ଏଭଳି ଗୋଷ୍ଠୀ ସଂକ୍ରମଣକୁ ନେଇ ଜିଲା ପ୍ରଶାସନ ଚିନ୍ତାରେ ପଡ଼ିଛି। ଏଭଳି ସ୍ଥିତିରେ ଶନିବାର…

ଝାରସୁଗୁଡ଼ା ଉପକାରାଗାରର ୬୮ ଅନ୍ତେବାସୀ କରୋନା ପଜିଟିଭ୍‌ ଚିହ୍ନଟ

ଝାରସୁଗୁଡ଼ା ଅଫିସ,୧୫।୫: ଝାରସୁଗୁଡ଼ା ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ି ଚାଲିଛି। ଜିଲାରେ ପ୍ରତିଦିନ ୩ ଶହରୁ ୫ଶହ ପଜିଟିଭ୍‌ ଚିହ୍ନଟ ହୋଉଛନ୍ତି। ଫଳରେ ଜିଲା ପ୍ରଶାସନ ପାଇଁ ଏହା ଚିନ୍ତାର କାରଣ ପାଲଟିଛି। ଏଭଳି ସ୍ଥିତିରେ ଶନିବାର ଝାରସୁଗୁଡ଼ା…

ଆଖିବୁଜିଲେ ପୁଣି ଜଣେ କରୋନା ଯୋଦ୍ଧା

ଝାରସୁଗୁଡା ଅଫିସ, ୧୧।୫: ଝାରସୁଗୁଡା ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏଥିମଧ୍ୟରେ ଆକ୍ରାନ୍ତମାନେ ମଧ୍ୟ ପ୍ରତିଦିନ ପ୍ରାଣ ହରାଉଛନ୍ତି । ଫଳରେ ଜିଲାରେ କରୋନା ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ଏଭଳି ସ୍ଥିତିରେ…

ମୃତ କୋଭିଡ୍‌ ଆକ୍ରାନ୍ତଙ୍କ ମୋବାଇଲ ଫୋନ୍‌ , ଟଙ୍କା ଲୁଟ୍‌

ଝାରସୁଗୁଡ଼ା ଅଫିସ,୧୦ା୫: ଝାରସୁଗୁଡ଼ା ଜିଲା କୋଭିଡ୍‌ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ ନାମରେ ପୁଣି ଅଭିଯୋଗ ଆଣିଛନ୍ତି ମୃତ ରୋଗୀଙ୍କ ସମ୍ପର୍କୀୟ। ସୋମବାର ମୃତ କରୋନା ରୋଗୀ ମଧୁସୂଦନ ବିଶ୍ୱାଳଙ୍କ ଶଳା ଶେଖର ଖମାରୀ ଝାରସୁଗୁଡ଼ା ଟାଉନ ଥାନାରେ ହସ୍ପିଟାଲ୍‌ ମ୍ୟାନେଜର ଦେବ ନାୟକଙ୍କ…

ଯୁବତୀଙ୍କୁ ଗଣ ବଳାତ୍କାର: ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ୍‌

ଝାରସୁଗୁଡ଼ା ଅଫିସ,୮।୫: ଝାରସୁଗୁଡ଼ା ବସ୍‌ଷ୍ଟାଣ୍ଡ ଆଖପାଖ ଅଞ୍ଚଳ ରେଲଓ୍ବେ ପୋଲିସ ଓ ଓଡ଼ିଶା ପୋଲିସ ଅଧୀନରେ ରହିଛି। ଅନେକ ସମୟରେ ଉଭୟ ପୋଲିସ ମଧ୍ୟରେ ସମନ୍ବୟ ରହୁ ନ ଥିବାରୁ ଉକ୍ତ ଅଞ୍ଚଳରେ ଅପରାଧୀମାନେ ଅସାମାଜିକ କାର୍ଯ୍ୟ ଘଟାଇ ଚାଲିଛନ୍ତି। ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?