ଯାଜପୁର

ଆଶାୟୀ ପ୍ରାର୍ଥୀଙ୍କ ପୋଷ୍ଟର ଯୁଦ୍ଧ

ଯାଜପୁରରୋଡ୍‌,୮ା୧(ପବିତ୍ର ରଞ୍ଜନ ମହାନ୍ତି): ଆଗକୁ ବିଧାନସଭା ନିର୍ବାଚନ। ଏହାକୁ ନେଇ ପ୍ରମୁଖ ରାଜନୈତିକ ଦଳର ଆଶାୟୀମାନଙ୍କ ମଧ୍ୟରେ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ପାଇଁ ପୋଷ୍ଟର ଯୁଦ୍ଧ ଦେଖିବାକୁ ମିଳୁଛି। କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀର ସହରଠୁ ଗାଁ ଯାଏ ବିଭିନ୍ନ ଛକରେ…

ବେଧଡ଼କ ବାଲି ଚୋରା ଚାଲାଣ

ଯାଜପୁର ସଦର,୮ା୧(ସମର ବିଜୟ ଶରଣ): ଯାଜପୁର ବ୍ଲକ୍‌ ୨୦ ନମ୍ବର ଜାତୀୟ ରାଜପଥର ଯାଜପୁର-କୁଆଖିଆକୁ ସଂଯୋଗ କରୁଥିବା ଖରସ୍ରୋତା ନଦୀର ରାଜଘାଟଠାରେ ଥିବା ସେତୁ ନିକଟରୁ ବେଧଡ଼କ ବାଲି ଉଠାଯାଇ ଚୋରା ଚାଲାଣ କରାଯାଉଛି। ଏଥିଯୋଗୁ ସେତୁ ଭୁଶୁଡ଼ିବା ଆଶଙ୍କା ଦେଖାଦେଇଛି।…

ଖଣି, ଶିଳ୍ପାଞ୍ଚଳ ବାସିନ୍ଦା ଯକ୍ଷ୍ମା କବଳିତ

ଯାଜପୁର,୮ା୧ (ହର୍ଷବର୍ଦ୍ଧନ ବେହେରା: ଯାଜପୁର ଜିଲାର କଳିଙ୍ଗନଗର ଅଞ୍ଚଳରେ ୧୯୯୫ରୁ ଶିଳ୍ପାୟନ ଆରମ୍ଭ ହୋଇଛି। ଏହାର ବହୁ ପୂର୍ବରୁ ଜିଲାର ସୁକିନ୍ଦା ଅଞ୍ଚଳରେ ଖଣି ଖନନ ଆରମ୍ଭ ହୋଇଥିଲା। ବ୍ରାହ୍ମଣୀ ଓ ଏହାର ଉପନଦୀ ଖରସ୍ରୋତା କୂଳରେ ୧୫ରୁ ଊର୍ଦ୍ଧ୍ୱ ଇସ୍ପାତ…

୧୭ ବର୍ଷରୁ କମ୍‌ ଓଡ଼ିଶା କବାଡ଼ି ଦଳରେ ସବ୍ୟସାଚୀ

ରସୁଲପୁର,୭।୧(ରଂଜିତ ରାଉତ): ୧୭ବର୍ଷରୁ କମ୍‌ ବର୍ଗର ଓଡ଼ିଶା କବାଡି ଦଳରେ ଯାଜପୁର ଜିଲାରୁ ସବ୍ୟସାଚ୍ଚୀ ମହାନ୍ତି ଏକମାତ୍ର ଖେଳାଳି ଭାବରେ ଭାଗ ନେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେ ରାଜ୍ୟରୁ ଚୟନ ହୋଇଥିବା ୧୨ଜଣିଆ ଖେଳାଳିଙ୍କ ସହ ତେଲଙ୍ଗାନ ରାଜ୍ୟଗସ୍ତରେ ଅଛନ୍ତି।…

ଖେଳୁଥିବା ବେଳେ ପୋଖରୀରେ ବୁଡ଼ିଗଲେ ୨ ବର୍ଷର ଭଉଣୀ,ଭାଇ

ଯାଜପୁର ୬।୧: ଯାଜପୁର ଜିଲା ମଙ୍ଗଳପୁର ଥାନା ଅନ୍ତର୍ଗତ କୂଳସାହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଘର ସମ୍ମୁଖରେ ଦୁଇ ଭଉଣୀ ଭାଇ ଖେଳୁଥିବା ସମୟରେ ଘର ନିକଟରେ ଥିବା ପୋଖରୀରେ ପଡିଯାଇଥିଲେ । ଘର ଲୋକ ଦେଖି…

କାମ ନ ସରୁଣୁ ଭାଙ୍ଗୁଛି କଂକ୍ରିଟ, ଉଠିଯାଉଛି ପିଚୁ

ଯାଜପୁର,୬ା୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ପାଣିକୋଇଲି ରାସ୍ତା ଓ କୋଠାବାଡି (ଆରଏଣ୍ଡ ବି) ବିଭାଜନ ଅଧୀନରେ ଚାଲିଥିବା ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପରେ ବ୍ୟାପକ ଅନିୟମିତତା ଅଭିଯୋଗ ହେଉଛି। କେଉଁଠି ଗୁପ୍ତ ଟେଣ୍ଡର କରି ଅନେକ କୋଟି ଟଙ୍କାର…

ଖୋଲା କୂଅ ପାଣି ପିଉଛନ୍ତି ଗ୍ରାମବାସୀ

ଯାଜପୁର,୫ା୧(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଳଜଙ୍ଗ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଐତିହାସିକ ବଳରାମପୁରଗଡ଼ ଗ୍ରାମବାସୀ ଖୋଲା କୂପ ପାଣି ପିଉଛନ୍ତି। ରାଜନୈତିକ ନେତୃବର୍ଗଙ୍କ ଆନ୍ତରିକତାର ଅଭାବ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (ଆରଡବ୍ଲ୍ୟୁଏସ୍‌ଏସ୍‌) ବିଭାଗୀୟ…

ଅବହେଳିତ ଅବସ୍ଥାରେ ବିଡ଼ି ଶ୍ରମିକ

ବ୍ରହ୍ମବରଦା,୫ା୧(ଯଯାତି କେଶରୀ ବେହେରା):ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ବ୍ରହ୍ମବରଦା ପଞ୍ଚାୟତରେ ଥିବା ବିଡ଼ି ଶ୍ରମିକମାନେ ଅବହେଳିତ ଅବସ୍ଥାରେ ରହିଥିବା ଅଭିଯୋଗ କରିଛନ୍ତି। ପରିବାର ପ୍ରତିପୋଷଣ ପାଇଁ ବିଡ଼ି ନିର୍ମାଣକୁ ସେମାନେ ବେଉଷା ଭାବେ ବାଛିନେଇ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଦୈନକ…

ବେଆଇନ ଟ୍ରେନ୍‌ ଟିକେଟ୍‌ କାଟି ଅଡୁଆରେ ଯୁବକ: କମ୍ପ୍ୟୁଟର ଜବତ, ଜଣେ ଅଟକ

ସିଂହପୁର,୩ା୧(ଅନଙ୍ଗ ଉଦୟ ବେଉରିଆ): ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ସିଂହପୁର ବଜାରର ମହେଶ୍ୱର ପଣ୍ଡା ନାମକ ଦୋକାନୀ ନିଜ ଆଇଡିରୁ ବାରମ୍ବାର ଟ୍ରେନ୍‌ ଟିକେଟ କାଟୁଥିବା ରେଳବାଇ ପୋଲିସ ପାଖରେ ସୂଚନା ଥିଲା। ବୁଧବାର ଇନ୍ସିପେକ୍ଟର ଏ.କେ ସିଂଙ୍କ ନିର୍ଦ୍ଦେଶ…

ରାଜପଥରେ ଛାଇ ହୋଇଛି ଘରୋଇ ପ୍ରଚାରପତ୍ର

ରସୁଲପୁର,୩।୧(ରଞ୍ଜିତ ରାଉତ): ଜାତୀୟ ରାଜପଥରେ ଛାଇହୋଇଛି ଘରୋଇ ପ୍ରଚାରପତ୍ର। ନିଜର ପ୍ରଚାର ପାଇଁ ବ୍ୟବହାର ହେଉଛି ରାଜପଥ। ରସୁଲପୁର ବ୍ଲକ ଅଞ୍ଚଳ ଦେଇ ଯାଇଥିବା ୨ ଜାତୀୟ ରାଜପଥ ପ୍ରଚାର ହୋଡିଂର ପ୍ରମୁଖ ସ୍ଥାନ ପାଲଟିଛି। ନେତା ଓ ବ୍ୟବସାୟିକ ପ୍ରତିଷ୍ଠାନର…

ପାସେଞ୍ଜର ଟ୍ରେନରେ ୨ଗୁଣା ଭଡ଼ା ଆଦାୟ

ଯାଜପୁର,୩୧(ହର୍ଷବର୍ଦ୍ଧନ ବେହେରା): ରେଳ ବିଭାଗର ପୂର୍ବତଟ ରେଳ ଡିଭିଜନ ପକ୍ଷରୁ ଗତ ୩ା୪ା୨୦୨୧ରୁ ଯାତ୍ରୀଙ୍କଠାରୁ ଦୁଇଗୁଣା ଭଡ଼ା ଆଦାୟ କରାଯାଉଛି। ସମସ୍ତ ପାସେଞ୍ଜର ଓ ମେମୁ ଟ୍ରେନଗୁଡ଼ିକୁ ଦ୍ରୁତଗାମୀ ସ୍ପେଶିଆଲ ଟ୍ରେନ ଘୋଷଣା କରି ଗରିବ, ଖଟିଖିଆ, ରୋଗୀ, ଛାତ୍ରୀଛାତ୍ର, ବରିଷ୍ଠ…

ନବମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମ ନିବେଦନ, ଅଶ୍ଲୀଳ ଭାଷା କହି ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ

ଯାଜପୁର,୨।୧: ଛାତ୍ରୀଙ୍କୁ ପ୍ରେମ ନିବେଦନ ପ୍ରଧାନ ଶିକ୍ଷକଙ୍କୁ  ମହଙ୍ଗା ପଡ଼ିଛି। ନବମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମନିବେଦନ ସହ  ପ୍ରଧାନ ଶିକ୍ଷକ ଅଶ୍ଲୀଳ ଭାଷାରେ କିଛି କହିଥିଲେ। ଯାହାର ଅଡିଓ ବର୍ତ୍ତମାନ ଭାଇରାଲ ହେଉଛି। ଏଭଳି ଘଟଣା ଘଟିଛି ଯାଜପୁର ସଦର ବ୍ଲକର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri