ଯାଜପୁର

ବିଜୁ ସେତୁ ନାମରେ ଲକ୍ଷାଧିକ ଟଙ୍କା ଚଳୁ, ସୁଇମିଂ ପୁଲ ଭଳି ଗର୍ତ୍ତ ଖୋଳି ଫେରାର

ରଗଡ଼ି, ୨୧ା୪(ଡି.ଏନ.ଏ.): କୋରେଇ ବ୍ଲକ ରଣପୁର ପଞ୍ଚାୟତ ରଣପୁର ଗ୍ରାମର ଗହନିଆ ନାଳ ଉପରେ ବିଜୁ ସେତୁ ନିର୍ମାଣ ନାମରେ ଲକ୍ଷାଧିକ ଟଙ୍କା ଚଳୁ ହୋଇଥିବା ଅଭିଯୋଗ ହୋଇଛି। ଠିକାଦାର ଏକ ସୁଇମିଂ ପୁଲ ଭଳି ଗର୍ତ୍ତ ଖୋଳି ଅଧାପନ୍ତରିଆ କାମ…

ପୋଲ ତଳୁ ମିଳିଲା ନବଜାତ ଶିଶୁର ମୃତଦେହ

ଜେନାପୁର,୧୯।୪(ଡି.ଏନ୍‌.ଏ.): ଯାଜପୁର ଜିଲା ଜେନାପୁର ଥାନା ଅଧୀନ ବାରକଣା ନିକଟସ୍ଥ କୁଣ୍ଡି ନାଲ ପୋଲତଳେ ମଙ୍ଗଳବାର ଏକ ନବଜାତ ଶିଶୁକନ୍ୟାର ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ଖବର ପାଇ ଜେନାପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। କେହି…

ବଡ଼ ବ୍ୟବସ୍ଥା, ନିଯୁକ୍ତି ନାହିଁ

ଯାଜପୁର ଅଫିସ,୧୯ା୪ ଗତ ୫ ବର୍ଷ ମଧ୍ୟରେ ୪୫,୭୬୫ ଜଣ ଡିଗ୍ରୀ ଓ ଡିପ୍ଲୋମାଧାରୀ ଯୁବତୀଯୁବକ ନିଯୁକ୍ତି ଆଶାରେ ରାଜ୍ୟର ନିୟୋଜନ କାର୍ଯ୍ୟାଳୟଗୁଡ଼ିକରେ ସେମାନଙ୍କ ନାମ ପଞ୍ଜୀକରଣ କରିଛନ୍ତି। ହେଲେ ସେଥିରୁ ମାତ୍ର ୨୭୫ ଜଣ ନିୟୋଜନ ପଞ୍ଜୀକରଣ ମାଧ୍ୟମରେ ନିଯୁକ୍ତି…

ବୈତରଣୀ ନଦୀବନ୍ଧ ମରଣଯନ୍ତା

ପାଣିକୋଇଲି,୧୮ା୪(ଡି.ଏନ.ଏ.): କୋରେଇ ବ୍ଲକ ଅନ୍ତର୍ଗତ ମୂଳାପାଳ ପଞ୍ଚାୟତ ସମ୍ପୂର୍ଣ୍ଣ ବୈତରଣୀ ନଦୀବନ୍ଧ କଡ଼ରେ ଅବସ୍ଥିତ। ତେବେ ବାଲିଗାଡ଼ି ଚଳାଚଳ ଫଳରେ ବନ୍ୟା ସମୟରେ ନଦୀବନ୍ଧ ଭାଙ୍ଗିବାର ସୁଯୋଗ ସୃଷ୍ଟି ହେଉଛି। ଧନତ୍ରୀ ବାଲିଘାଟ ପାଇଁ ନଦୀବନ୍ଧରେ ବାଲି ପରିବହନକୁ ଅନୁମତି ମିଳିଛି।…

ଇଓଡବ୍ଲ୍ୟୁକୁ ଆରୁହା କଳାପଥର ଲୁଟ୍‌ ତଦନ୍ତ ଭାର

ଯାଜପୁର ଅଫିସ,୧୮ା୪: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହା ପାହାଡ଼ରୁ କଳାପଥର ଲୁଟ୍‌ ଓ ଜାଲିଆତି ମାମଲାର ତଦନ୍ତ ଭାର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)କୁ ଦିଆଯାଇଛି। ବରିଷ୍ଠ ଓ ଅଭିଜ୍ଞ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରିବାକୁ ଲୋକାୟୁକ୍ତ ଅଧ୍ୟକ୍ଷ…

ଭଗବାନଙ୍କୁ ବି ଛାଡ଼ିଲେନି: ତାଲା ଭାଙ୍ଗି ନେଇଗଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର

ଧର୍ମଶାଳା,୧୭।୪(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଚୋରମୁହାଁ ପଞ୍ଚାୟତ ବଡ଼ମଙ୍ଗଳପୁର ଗ୍ରାମଦେବତୀ ମା’ କରଞ୍ଜେଇଙ୍କ ମନ୍ଦିରରୁ ଚୋରି ହୋଇଛି। ଏ ନେଇ ରବିବାର ଥାନାରେ ଅଭିଯୋଗ ହୋଇଛି । ସୂଚନା ଯୋଗ୍ୟ, ସକାଳ ସମୟରେ ପୂଜକ ମନ୍ଦିରଯ ପୂଜା କରିବାକୁ ମନ୍ଦିର…

୨୦ ସୁଦ୍ଧା ରିପୋର୍ଟ ଦାଖଲ ନିର୍ଦ୍ଦେଶ

ଯାଜପୁର ଅଫିସ,୧୭।୪: ନକଲି ପ୍ରମାଣପତ୍ର ବଳରେ ଚାକିରି କରୁଥିବା ପ୍ରାଥମିକ ଶିକ୍ଷକମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକାଧିକ ନିର୍ଦ୍ଦେଶ ହେଉଛି। ଏପରି କି ତଦନ୍ତରେ ଶିଥିଳତା, କାର୍ଯ୍ୟରେ ଅବହେଳା, ଉପଯୁକ୍ତ ତଦନ୍ତ…

ବିଶ୍ୱ ଦକ୍ଷତା ପ୍ରତିଷ୍ଠାନ ପ୍ରତିନିଧିଙ୍କ ଇମ୍ଫା ଖଣି ପରିଦର୍ଶନ

କାଳିଆପାଣି,୧୭।୪(ଡି.ଏନ.ଏ.): ବିଶ୍ୱ ଦକ୍ଷତା ପ୍ରତିଷ୍ଠାନ(ୱାର୍ଲ୍‌ଡ ସ୍କିଲ୍‌ ସେଣ୍ଟର) ସିଙ୍ଗାପୁରର ପ୍ରତିନିଧି ତଥା ସ୍କୁଲ୍‌ ଅଫ୍‌ ଇଞ୍ଜିନିୟରିଂର ନିର୍ଦ୍ଦେଶକ ଚିଓକ ଇଞ୍ଜିଚୁନ, ପ୍ରଶାସନ ନିର୍ଦ୍ଦେଶକ କେରୱାନ ହିଙ୍ଗ ଏବଂ ବିଶ୍ୱ ଦକ୍ଷତା ପ୍ରତିଷ୍ଠାନ ଓଡ଼ିଶା ସରକାରଙ୍କ ପ୍ରତିନିଧି ତଥା ମେକାଟୋନିକ୍ସ ବିଭାଗ ନିର୍ଦ୍ଦେଶକ…

ପାଣି ପାଇଁ ଲୋକେ ଡହଳବିକଳ

ଧର୍ମଶାଳା,୧୭।୪(ଡି.ଏନ.ଏ.): ଗ୍ରାମାଞ୍ଚଳ ଲୋକଙ୍କୁ ବସୁଧା ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଏନେଇ ବାର୍ଷିକ କୋଟିକୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହେଉଛି। ହେଲେ ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ମୁନାଫାଖୋର ନୀତି ଯୋଗୁ ଲକ୍ଷଲକ୍ଷ ଟଙ୍କାରେ…

ଜଳ ନିଷ୍କାସନ ସମସ୍ୟା ସମାଧାନ ହେବ

ବରୀ,୧୭।୪(ଡି.ଏନ.ଏ.): ବରୀ ବ୍ଲକ ଅଧୀନ ମନ୍ଦାରି ପଞ୍ଚାୟତର ମେଦୁଆନାଳ, ଦୋବୁଅ ନାଳ ଓ ସପନା ପାଟରୁ ଜଳ ନିଷ୍କାସନ ନିମନ୍ତେ ଅଧପନ୍ତରିଆ ଭାବେ ଖୋଳାଯାଇଥିବା ନାଳର ପୁନରୁଦ୍ଧାର ଖୁବ୍‌ଶୀଘ୍ର କରାଯିବ। ଏଥିପାଇଁ ବରୀ ବିଧାୟିକା ସୁନନ୍ଦା ଦାସଙ୍କ ଅନୁରୋଧକ୍ରମେ ଶନିବାର ଡ୍ରେନେଜ୍‌…

ନରକଙ୍କାଳ, ଖପୁରି ଜବତ

ଜେନାପୁର,୧୭।୪(ଡି.ଏନ.ଏ.): ଜେନାପୁର ଥାନା ଅଞ୍ଜିରା ପଞ୍ଚାୟତ ଅଧୀନ ମୁରାରିପୁର ଗ୍ରାମ ନିକଟରେ ଥିବା ମହିମା ଆଶ୍ରମ ବାଡ଼ିର ଏକ କେନ୍ଦୁଗଛରୁ ଶନିବାର ଅପରାହ୍ନରେ ମଣିଷର ଖପୁରି, କଙ୍କାଳ, ଚପଲ ଓ ପୋଷାକ ମିଳିଛି। ଏହାକୁ ପୋଲିସ ଜବତ କରି ତଦନ୍ତ ଚଳାଇଛି।…

ଏନ୍‌ଏଚ୍‌ କଡ଼ରେ ଚୋରା ଲୁହାପଥର ବ୍ୟବସାୟ

ଚଣ୍ଡିଖୋଲ,୧୭।୪(ଡି.ଏନ.ଏ.): ପାରାଦୀପ ବନ୍ଦରକୁ ଯାଉଥିବା ଲୁହାପଥର ଗୁଡ଼ିକ ରାସ୍ତାରେ ବିକ୍ରି ହୋଇଯାଉଛି। କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲାର ବିଭିନ୍ନ ଲୁହାପଥର ଖଣିରୁ ପରିବହନ କରୁଥିବା ଟ୍ରକ୍‌ଗୁଡ଼ିକ ବନ୍ଦରରେ ପହଞ୍ଚତ୍ବାର ନିୟମ ରହିଛି। ହେଲେ ଅନେକ ଟ୍ରକ୍‌ ବନ୍ଦରରେ ନ ପହଞ୍ଚତ୍ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?