ଯାଜପୁର

ପ୍ରଧାନଶିକ୍ଷକଙ୍କ ମନମାନି: ଧାରଣାରେ ବସିଲେ ଛାତ୍ରୀ

ବରୀ,୯ା୧୦(ମହେନ୍ଦ୍ର ସ୍ବାଇଁ): ବରୀ ଶିକ୍ଷାମଣ୍ଡଳ ଅଧିନସ୍ଥ ଧାରପୁରସ୍ଥିତ ଏକମାତ୍ର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଶିକ୍ଷାଦାନ, ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ଏବଂ ପ୍ରଧାନଶିକ୍ଷକଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଗୁରୁବାର ଛାତ୍ରୀମାନେ ଧାରଣାରେ ବସିଥିବାର ଦେଖିବାକୁ ମିଳିଛି। ସୂଚନା ମୁତାବକ ଏହି ବିଦ୍ୟାଳୟର…

ଯାଜପୁରରେ ଚାଞ୍ଚଲ୍ୟ: କନ୍ୟା ସନ୍ତାନ ଜନ୍ମ ଦେଲେ ନାବାଳିକା

ଯାଜପୁର, ୯ା୧୦(ହର୍ଷବର୍ଦ୍ଧନ ବେହେରା): କଳିଙ୍ଗନଗର ଥାନା ଅଞ୍ଚଳର ଜଣେ ନାବାଳିକା ଯାଜପୁର ରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟ ଏକ ଘରୋଇ ହସ୍ପିଟାଲରେ କନ୍ୟାସନ୍ତାନ ଜନ୍ମ ଦେଇଛନ୍ତି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ସାମାଜିକ କର୍ମୀ ଜିତେନ ବାରିକ…

 ଯାଜପୁରରେ ଭୟଙ୍କର ଦୃଶ୍ୟ: ମହିଳାଙ୍କୁ  ନଦୀକୂଳରୁ ଝାମ୍ପିନେଲା କୁମ୍ଭୀର

ବରୀ,୬।୧୦(ମହେନ୍ଦ୍ର ସ୍ବାଇଁ): ବନ୍ୟାଜଳ କମ ଥାଇ ସୁଦ୍ଧା ବିଭିନ୍ନ ନଦୀରେ କୁମ୍ଭୀର ମାନଙ୍କର ଆତଙ୍କ ଦେଖିବାକୁ ମିଳିଛି। ସୋମବାର ଅପରାହ୍ନରେ ବରୀ ବ୍ଲକ ବୋଦୁଅ ପଞ୍ଚାୟତ ଅଧୀନ କନ୍ତିଆ ଗ୍ରାମର ମହଲା ସାହିର ସୌଦାମିନୀ ମହଲା(୫୭) ନଦୀକୁ ଶୌଚ ହେବାକୁ ଯାଇଥିବା…

ଯୁବକଙ୍କ ବେକ, ଯୌନାଙ୍ଗ କାଟି ହତ୍ୟାକଲେ ଭିଣୋଇ

ଯାଜପୁର ରୋଡ୍‌, ୫।୧୦ (ପବିତ୍ର ରଞ୍ଜନ ମହାନ୍ତି): ଯାଜପୁରରୋଡ୍‌ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ବେକ ଓ ଯୌନାଙ୍ଗକୁ କାଟି ଭିଣୋଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ମିଥୁନ ବେହେରା। ଅଭିଯୁକ୍ତ ଭିଣୋଇ କହ୍ନେଇ ବେହେରା ଫେରାର…

ଏଟିଏମ୍‌ରୁ ଟଙ୍କା ଉଠାଇ ଫେରୁଥିଲେ, ପିଛା କରି ଅଟକାଇଲେ ୩ ଯୁବକ; ରକ୍ତାକ୍ତ କରି…

ଧର୍ମଶାଳା,୪।୧୦(ଶିବ ପ୍ରସାଦ ମହାନ୍ତି): ରାତିରେ ଲୁଟେରା ଆତଙ୍କ। ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ କାନପୁର ନିକଟରେ ଶନିବାର ରାତିରେ ଜଣେ ଯୁବକଙ୍କୁ ତିନି ଜଣ ଲୁଟେରା ମାରଣାସ୍ତ୍ରରେ ଆକ୍ରମଣ କରି ଟଙ୍କା ଛଡାଇ ନେଇଛନ୍ତି। ରକ୍ତାକ୍ତ ଅବସ୍ଥାରେ ଯୁବକ ଜଣଙ୍କ…

ଜାରକା ଅଞ୍ଚଳରେ ମାତିଛନ୍ତି ଚୋର: ସିରିଜ ଚୋରି ପରେ ବି ପୋଲିସ ହାତ ଖାଲି

ଧର୍ମଶାଳା,୪।୧୦(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଜାରକା ଅଞ୍ଚଳରେ ମାତିଛନ୍ତି ଚୋର। ଘରେ କେହି ନ ଥିବାର ସୁଯୋଗ ନେଇ ଲୁଟି ନେଉଛନ୍ତି ସବୁକିଛି। ଶୁକ୍ରବାର ବିଳମ୍ବିତ ରାତ୍ରିରେ ନିକଟସ୍ଥ ଜାମୁବଣିଆ ଗ୍ରାମରେ ଦୁର୍ବୃତ୍ତମାନେ କବାଟ ତାଲା ଓ…

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପସ୍ତାବ: ଓ୍ବାର୍ଡ ସଭ୍ୟଙ୍କୁ କରିନେଲେ ଅପହରଣ

ଯାଜପୁର,୪ା୧୦(ହର୍ଷବର୍ଦ୍ଧନ ବେହେରା):ପଞ୍ଚାୟତ ନିର୍ବାଚନକୁ ପ୍ରାୟ ଦେଢ଼ବର୍ଷ ବାକି ରହିଥିବାବେଳେ ଯାଜପୁର ଜିଲାରେ ସରପଞ୍ଚମାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯିବା ରାଜନୀତି ଜୋର ଧରିଛି। ଯାଜପୁର ଜିଲାର ବିଞ୍ଝାରପୁର ବ୍ଲକ ରଣପୁର ଏବଂ ଦଶରଥପୁର ବ୍ଲକ ବିରୁହାଁ ସରପଞ୍ଚଙ୍କ ବିରୋଧରେ ଉପଜିଲାପାଳଙ୍କ ନିକଟରେ…

ଦୃଢ଼ ଇଚ୍ଛାଶକ୍ତି ଦେଲା ସଫଳତା: ସ୍ବାଗତିକା ହେଲେ ମିସେସ୍‌ ଇଣ୍ଡିଆ

ଯାଜପୁରରୋଡ୍‌,୨୭ା୯(ପବିତ୍ର ରଞ୍ଜନ ମହାନ୍ତି): ଦୃଢ଼ ଇଚ୍ଛାଶକ୍ତି ମଣିଷକୁ ସଫଳତା ଆଣିଦେଇଥାଏ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଯାଜପୁର ଜିଲା ବ୍ୟାସନଗର ପୌର ପରିଷଦ ଅଧୀନ ନହକା ଅଞ୍ଚଳର ସ୍ବାଗତିକା ସାମଲ। ନୂଆଦିଲ୍ଲୀର ଡିକେ ପିଜାଣ୍ଟ ସଂସ୍ଥା ପକ୍ଷରୁ ରେଡିସନ ବ୍ଲ୍ୟୁ ହୋଟେଲଠାରେ…

ବିଜେଡିକୁ ଶକ୍ତ ଧକ୍କା: ଦଳ ଛାଡ଼ିଦେଲେ…

ଯାଜପୁର,୨୭ା୯(ହର୍ଷବର୍ଦ୍ଧନ ବେହେରା):ଯେଉଁ ଆସନରେ ପୂର୍ବରୁ ବାପା ଲଢୁଥିଲେ, ସେହି ଆସନରେ ସ୍ତ୍ରୀ କିମ୍ବା ପୁଅ ଲଢ଼ିଲେ। ଏହାବାଦ ବରିଷ୍ଠ ନେତାଙ୍କୁ ଛାଡ଼ି ସିନେଷ୍ଟାରଙ୍କୁ ରାଜନୀତିକୁ ଟଣାଗଲା। ହେଲେ ୨୦୨୪ ନିର୍ବାଚନରେ ପରିବାରବାଦ କିମ୍ବା ସିନେଷ୍ଟାରଙ୍କୁ ଜନତା ପସନ୍ଦ କଲେନି। ଦଳରେ ଥିବା…

ସିନ୍ଦୁର ପାଇଁ ପ୍ରେମିକା ଟାଙ୍ଗିଆ ଚୋଟରେ ପ୍ରେମିକ ଗୁରୁତର

କଳିଙ୍ଗନଗର,୨୬।୯(ଶୁଭାଷି ରାଉତ): ଯାଜପୁର ଜିଲା କଳିଙ୍ଗନଗର ଥାନା ବାରବାଙ୍କି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକାଙ୍କ ଧାରୁଆ ଟାଙ୍ଗିଆରେ ପ୍ରେମିକ ଗୁରୁତର ହୋଇଛନ୍ତି। ଆହାତ ଯୁବକ ଗ୍ରାମର ସ୍ବର୍ଗତ ସାଲଖାନ ସୋରେନଙ୍କ ପୁଅ ପିଠ (୨୩)।…

ଟ୍ୟାଙ୍କରକୁ ଧକ୍କା ଦେଲା ଯାତ୍ରୀବାହୀ ବସ: ତିନି ଗୁରୁତର

ଧର୍ମଶାଳା ୨୬।୯(ଶିବପ୍ରସାଦ ମହାନ୍ତି) ଯାଜପୁର ଜିଲା ଧର୍ମଶାଳା ଥାନା ୧୬ ନମ୍ବର ଜାତୀୟ ରାଜପଥର ରଥିଆ ଛକ ନିକଟରେ ବାଲେଶରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଗୁରୁତର ହୋଇଥିବା ତିନିଜଣ ଯାତ୍ରୀଙ୍କୁ ପ୍ରଥମେ ଧର୍ମଶାଳା ଓ…

ଯନ୍ତ୍ରଣା ବଢ଼ାଉଛି ଜଗନ୍ନାଥ ସଡ଼କ, କଷ୍ଟ ଦେଉଛି ରାସ୍ତା ଗର୍ତ୍ତ

ଧର୍ମଶାଳା ୨୫।୯(ଶିବପ୍ରାସାଦ ମହାନ୍ତି): ଯାଜପୁର ଜିଲା ୧୬ ଜାତୀୟ ରାଜପଥ ବୁଦ୍ଧଛକଠାରୁ ଧର୍ମଶାଳା ବଜାର ଦେଇ ବ୍ରାହ୍ମଣୀ ନଦୀବନ୍ଧ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଛି। ୪ ଥାକିଆ ରାସ୍ତା ପାଇଁ ଦୀର୍ଘ ଦିନ ହେବ କାମ ଆରମ୍ଭ ହୋଇଥିଲେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?