ମଧ୍ୟାହ୍ନଭୋଜନର ମାନ ପରୀକ୍ଷା କଲେ ସରପଞ୍ଚ
ଧର୍ମଶାଳା,୨୮।୮(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଥାନୁଆଳ ପଞ୍ଚାୟତ ସରପଞ୍ଚ ଶନିବାର ଏକ ସ୍କୁଲକୁ ଯାଇ ଛାତ୍ରୀଛାତ୍ରଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଖାଦ୍ୟର ମାନ ପରୀକ୍ଷା କରିଛନ୍ତି। ଥାନୁଆଳ ପଞ୍ଚାୟତ ସରପଞ୍ଚ ନର୍ମଦା ସ୍ବାଇଁ ନିଜ ପଞ୍ଚାୟତ ଅଧୀନରେ ଆସୁଥିବା ମୁରାରୀପୁରସ୍ଥିତ…
ପିଏମ୍ଜିଏସ୍ୱାଇ ରାସ୍ତା ନିର୍ମାଣରେ ଲାଞ୍ଚ ଅଭିଯୋଗ
ଯାଜପୁର ଅଫିସ,୨୮।୮: ଯାଜପୁର ଜିଲାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା (ପିଏମ୍ଜିଏସ୍ୱାଇ)ରେ ବିନା ପିସିରେ ଫାଇଲ୍ ଘୁଞ୍ଚେ ନାହିଁ ବୋଲି ଠିକାଦାରମାନେ ଅଭିଯୋଗ କରିଆସୁଛନ୍ତି। ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ସୁକିନ୍ଦା ବ୍ଲକ ଆରଡି ରାସ୍ତାଠାରୁ ଡୁବିଖାଲ ପିଏମ୍ଜିଏସ୍ୱାଇ ରାସ୍ତାରେ।…
ଗ୍ୟାସ୍ କଟରରେ କାଟି ଏଟିଏମ୍ରୁ ୩.୯୨ଲକ୍ଷ ଟଙ୍କା ଲୁଟ୍
ରସୁଲପୁର,୨୮।୮(ଡି.ଏନ.ଏ.): ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ହରିପୁର ବଜାରସ୍ଥିତ ଆକ୍ସିସ୍ ବ୍ୟାଙ୍କ ଏଟିଏମ୍ରୁ ୩.୯୨ ଲକ୍ଷ ଟଙ୍କା ଲୁଟ୍ ହୋଇଛି ା ଲୁଟେରାମାନେ ଗ୍ୟାସ କଟରରେ ଏଟିଏମକୁ କାଟି କ୍ୟାଶ ଟ୍ରେ ରେ ଥିବା ସମୁଦାୟ ଟଙ୍କା ନେଇ ଯାଇଛନ୍ତି…
ବାଲି ଚୋରିକୁ ଜଗିବ ସିସିଟିଭି
ଯାଜପୁର ଅଫିସ,୨୭ା୮: ବାଲି ଚୋରିକୁ ଜଗିବା ପାଇଁ ବାଲିଘାଟଗୁଡ଼ିକରେ ଲାଗିବ ସିସିଟିଭି କ୍ୟାମେରା। ଏହାସହ ବାଲି ପରିବହନ ହେଉଥିବା ଗାଡ଼ିରେ ଗ୍ଲୋବାଲ ପୋଜିସନିଂ ସିଷ୍ଟମ (ଜିପିଏସ୍) ଲଗାଇବା ବାଧ୍ୟତାମୂଳକ କରାଯାଇଛି। ବାଲି ଉତ୍ତୋଳନରେ ମେଶିନ ବ୍ୟବହାର ହେଲେ ତହସିଲଦାର ଦାୟୀ ରହିବେ।…
ସହାୟତା ରାଶି କାଟି ରଖୁଛି ବ୍ୟାଙ୍କ
ବରୀ,୨୬ା୮(ଡି.ଏନ.ଏ.): ବରୀ ବ୍ଲକ ଏକ କୃଷିବହୁଳ ଅଞ୍ଚଳ। ବିଭିନ୍ନ ସମୟରେ ବନ୍ୟା, ବାତ୍ୟା, ମରୁଡି କୃଷକଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଥାଏ। ତେବେ ସରକାରଙ୍କ ତରଫରୁ କୃଷକଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିବା ନିମନ୍ତେ କାଳିଆ ଯୋଜନା, ବଳିଆ ଯୋଜନା ଓ କ୍ଷତିଗ୍ରସ୍ତ…
ଅସମ୍ପୂର୍ଣ୍ଣ ନଦୀବନ୍ଧ, ବିପଦରେ ଜୀବନ
ଯାଜପୁର ଅଫିସ,୨୬ା୮: ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ଶାଖା କାଣି ନଦୀର ବ୍ରହ୍ମଚାରୀପାଟଣାରେ ସୃଷ୍ଟି ହୋଇଥିବା ଘାଇ ଉପରୁ ବନ୍ୟାଜଳ ହ୍ରାସ ପାଇଛି। ଏହାପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଘାଇ ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ ପୁଣି ଥରେ…
ସାଟେଲାଇଟ୍ ଧରିବ କଳାପଥର ଲୁଟ୍
ଯାଜପୁର ଅଫିସ,୨୬ା୮: ଓଡ଼ିଶା ଲଘୁ ଖଣିଜ ଦ୍ରବ୍ୟ ରିହାତି-୨୦୧୬ ଓ ରିହାତି (ସଂଶୋଧନ)-୨୦୧୭ ଓ ୨୦୧୮ ଆଇନ ଅନୁଯାୟୀ ଅନୁମୋଦନ ପରିମାଣଠାରୁ ଅଧିକ ଲୁଟ୍ ଉପରେ ଗତ ମାର୍ଚ୍ଚରେ ବିଧାନସଭାରେ ପ୍ରଶ୍ନ ହେବା ପରେ ଯାଜପୁର ଜିଲା ଧର୍ମଶାଳା ତହସିଲ ପକ୍ଷରୁ…
କୁନ ବେହେରାଙ୍କ ୨ଟି ଯାକ କିଡ୍ନୀ ଖରାପ: ଚିକିତ୍ସାରେ ଅର୍ଥ ସାଜିଛି ବାଧକ
ଜେନାପୁର,୨୫ା୮(ଡି.ଏନ.ଏ.): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ପଞ୍ଚାୟତ ଉତ୍ତର ଆରିମୂଳ ଗଁାର କୁନ ଚନ୍ଦ୍ର ବେହେରା(୫୯) କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ୨ଟି ଯାକ କିଡ୍ନୀ ଖରାପ ହୋଇଯାଇଛି। ମାତ୍ର ତାଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି। ସେ…
ଛାତ୍ରୀଛାତ୍ର ଆସୁଛନ୍ତି, ଶିକ୍ଷକଙ୍କ ଦେଖାନାହିଁ
ବରୀ,୨୫ା୮(ଡି.ଏନ.ଏ.): ଯାଜପୁର ଜିଲା ବରୀ ଶିକ୍ଷା ମଣ୍ଡଳ ଅଧୀନରେ ଥିବା ବରୀ ପଞ୍ଚାୟତର ଜଲ୍ଲାଲଉଦ୍ଦିନ ଉର୍ଦ୍ଦୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଛାତ୍ରୀଛାତ୍ର ଶିକ୍ଷା ଗ୍ରହଣ କରିବାକୁ ଆସୁଛନ୍ତି। ମାତ୍ର ଶିକ୍ଷୟିତ୍ରୀଶିକ୍ଷକ ଆସୁନାହାନ୍ତି। ଫଳରେ ପିଲାଙ୍କ ପାଠ ପଢାରେ ବ୍ୟାଘତ ସୃଷ୍ଟି ହେଉଛି।…
ନଦୀବନ୍ଧରେ ବିତୁଛି ଜୀବନ
ଯାଜପୁର ଅଫିସ/ଝୁମ୍ପୁରି(ଡି.ଏନ.ଏ.),୨୫ା୮: ବୈତରଣୀର ଶାଖା କାଣୀ ନଦୀର ବ୍ରହ୍ମଚାରୀପାଟଣା ଗ୍ରାମ ନିକଟରେ ସୃଷ୍ଟି ହୋଇଥିବା ଘାଇ ଦ୍ୱାରା ପ୍ରବାହିତ ବନ୍ୟା ପାଣି ନିକଟସ୍ଥ ଗ୍ରାମଗୁଡିକୁ ଅହରହ ପଶୁଛି। ଦ୍ୱିତୀୟ ବନ୍ୟାରେ ମରାମତି ଘାଇ ପୁଣି ଭାଙ୍ଗି ଯିବାରୁ ଜଳସେଚନ ବିଭାଗ ପକ୍ଷରୁ…
ଟାଙ୍ଗର ପଡ଼ିଆରେ ହେବ ଖଣି ଅଞ୍ଚଳର ଟ୍ରକ୍ ପାର୍କିଂ
କାଳିଆପାଣି,୨୪ା୮(ଡି.ଏନ.ଏ.): ସୁକିନ୍ଦା ଖଣି ଅଞ୍ଚଳରେ କ୍ରୋମାଇଟ ପରିବହନ ପାଇଁ ଆସୁଥିବା ଟ୍ରକ୍ଗୁଡ଼ିକ ପାଇଁ ଟାଙ୍ଗର ପଡ଼ିଆରେ ହେବ ପାର୍କିଂ ବ୍ୟବସ୍ଥା। ଟ୍ରାଫିକ ସମସ୍ୟା ଦୂର କରିବା ସହ ଟ୍ରକ୍ଗୁଡ଼ିକୁ ଶୃଙ୍ଖଳିତ ଭାବେ ପରିବହନ ସୁବିଧା ଦେବା ପାଇଁ ସ୍ଥାନୀୟ କୁସୁମୁଣ୍ଡିଆଠାରେ ଥିବା…
ସାଟେଲାଇଟ୍ ମାପଚୁପ ରଫାଦଫା ମସୁଧା
ଯାଜପୁର ଅଫିସ,୨୩ା୮:ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ଶତାଧିକ ଖାଦାନରୁ ମୂଲ୍ୟବାନ୍ କଳାପଥର ଉଭୟ ଲିଜ୍ଧାରୀ ଓ ପ୍ରଶାସନିକ ଅଧିକାରୀ ମିଳିମିଶି ଲୁଟି ନେଇଛନ୍ତି। ଗତ ମାର୍ଚ୍ଚରେ ବିଧାନସଭା ଅଧିବେଶନରେ ଏକ ପ୍ରଶ୍ନର ଉତ୍ତରରେ ଏହା ସ୍ପଷ୍ଟ ହୋଇଥିଲା। ଅନୁମୋଦନଠାରୁ ବହୁ…
Archives


