ବଜ୍ରପାତରେ ଜଣେ ମୃତ
ତିର୍ତ୍ତୋଲ, ୧୭।୩ (ଡି.ଏନ୍.ଏ.):ତିର୍ତ୍ତୋଲ ବ୍ଲକ କନକପୁର ପଞ୍ଚାୟତ ବଡ଼ସରୋଳ ଗ୍ରାମରେ ସୋମବାର ବଜ୍ରପାତ ଘଟି ସେହି ଗ୍ରାମର ଦ୍ୱିଜବର ଭୋଇ(୬୨)ଙ୍କ ମୃତ୍ୟୁ ଘଟିଛି। ଅପରାହ୍ନରେ ପ୍ରବଳ ଘଡ଼ଘଡ଼ି ବିଜୁଳି ମାରୁଥିବା ବେଳେ ଦ୍ୱିଜବର ତାଙ୍କ ଘର ଆଗରେ ଥିବା ଏକ ଗଛ…
୬୮,୫୫୦ଟଙ୍କାରେ ଶୌଚାଳୟ ନିଲାମ
ରଘୁନାଥପୁର,୧୭ା୩(ଡି.ଏନ୍.ଏ.): ଜଗତ୍ସିଂହପୁର ଜିଲା ରଘୁନାଥପୁର ବ୍ଲକ କେରେକେରାସ୍ଥିତ ଗୋରଖନାଥ ପୀଠରେ ସୋମବାର ଭୋଗ, ଦୀପ, ଯଁାବାଳ, ଫୁଲ ଦୋକାନ, ଶୌଚାଳୟ ପାଇଁ ନିଲାମ ପ୍ରକ୍ରିୟା ହୋଇଥିଲା। ନିର୍ଦ୍ଧାରିତ ସମୟରେ ଭୋଗ, ଦୀପ, ଯଁାବାଳ, ଫୁଲ ଦୋକାନ ପାଇଁ କୌଣସି ଫର୍ମ ପଡ଼ି…
ପାରାଦୀପ ଜାହାଜରେ ବିଦେଶୀ ନାଗରିକଙ୍କ ଅସ୍ବାଭାବିକ ମୃତ୍ୟୁ
ପାରାଦୀପ, ୧୬।୩(ସ୍ବ.ପ୍ର.): ପାରାଦୀପ ବନ୍ଦର ଆଙ୍କରେଜ ଏରିଆରେ ଥିବା ଏକ ପଣ୍ୟବାହୀ ଜାହାଜରେ ସୋମବାର ଜଣେ ୟୁକ୍ରେନ୍ ନାଗରିକଙ୍କର ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ ଜାହାଜ କ୍ୟାପ୍ଟେନ ୟୁଦିନ ବିଟାଲୀ(୪୭)। ଏହା ଜଣାପଡ଼ିବା ପରେ ପୋର୍ଟ ପିଏଚ୍ଓ(ପୋର୍ଟ ହେଲ୍ପ ଅଫିସ)…
ଅପମିଶ୍ରଣରେ ଲଗାମ ନାହିଁ
ପାରାଦୀପ,୧୬।୩ (ସ୍ବ.ପ୍ର.): ସମ୍ପ୍ରତି କରୋନା ଭାଇରସ୍ ପାଇଁ ସମଗ୍ର ବିଶ୍ୱରେ ଆତଙ୍କ ଖେଳିଯାଇଛି। ଏଥିପାଇଁ ରାଜ୍ୟ ସରକାର ମଧ୍ୟ ଖୁବ୍ ତତ୍ପରତା ସହ ପଦକ୍ଷେପ ନେଉଛନ୍ତି। ହେଲେ ବିଭିନ୍ନ ଖାଦ୍ୟ ପଦାର୍ଥରେ କରାଯାଉଥିବା ଅପମିଶ୍ରଣ ପ୍ରତି ଲଗାମ ରହୁ ନ ଥିବାରୁ…
ବଧୂ ନିର୍ଯାତନା: ସ୍ବାମୀ, ଶ୍ୱଶୁରଙ୍କ ବିରୋଧରେ ଅଭିଯୋଗ
ରଘୁନାଥପୁର,୧୬।୩ (ଡି.ଏନ.ଏ.): ସ୍ବାମୀ ଓ ଶ୍ୱଶୁରଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଜଣେ ବଧୂ କିଶନନଗର ଥାନା ଅନ୍ତର୍ଗତ କଲରାବାଙ୍କ ଫାଣ୍ଡିରେ ରାବିବାର ଅଭିଯୋଗ କରିଛନ୍ତି। ମହିଳା ଜଣକ ହେଲେ ଏହି ଥାନା ଅନ୍ତର୍ଗତ ଶିର୍ଲୋ ଗଁାର ପ୍ରିୟଙ୍କା ସିଂହ। ପ୍ରିୟଙ୍କା ଦିଲୀପଙ୍କୁ…
ରାସ୍ତା କାମ ବେଳେ ବଟି ଆଦାୟ: ଥାନାରେ ଅଭିଯୋଗ
ନାଉଗାଁ, ୧୬।୩ (ସ୍ବ.ପ୍ର.): ନାଉଗାଁ ବ୍ଲକ ଅଧୀନ ନାଉଗାଁ -ଗାରୋଇ ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟ କରୁଥିବା ଠିକାଦାରଙ୍କୁ କୋରୁଅ ପଞ୍ଚାୟତ ଧୂଆଁପଦା ଗ୍ରାମର ଦୁଇ ଜଣ ବ୍ୟକ୍ତି ବଟି ମାଗିବା ନେଇ ରବିବାର ଥାନାରେ ଅଭିଯୋଗ ହୋଇଛି। କାନୁନ୍ଗୋ ସାହିର…
ରାସ୍ତାକଡ଼ରୁ ଶିଶୁକନ୍ୟା ଉଦ୍ଧାର
ଏରସମା,୧୬।୩ (ସ୍ବ.ପ୍ର.): ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା। ଗତ ଗୁରୁବାର ଅନୁଗୋଳ ଜିଲାର ଏକ ଶ୍ମଶାନରୁ ଶିଶୁକନ୍ୟାଟିଏ ଉଦ୍ଧାର ହୋଇଥିବା ବେଳେ ରବିବାର ଏରସମା ଥାନା ଅଧୀନ ଜିରାଇଲୋ ପଞ୍ଚାୟତର ଏକଘରିଆ ନିକଟ ରାସ୍ତାକଡ଼ରୁ ଆଉ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର…
ପାରାଦୀପ ଶିଳ୍ପାଞ୍ଚଳ: ଅପରାଧ ନିୟନ୍ତ୍ରଣ ନିରୁତ୍ସାହଜନକ
ପାରାଦୀପ,୧୬।୩ (ସ୍ବ.ପ୍ର.): ପାରାଦୀପ ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳରେ ଏବେ ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ୨୦୦୧ ଜନଗଣନା ତଥ୍ୟାନୁସାରେ ଏଠାକାର ଜନସଂଖ୍ୟା ୭୩,୬୨୫ ଥିବା ବେଳେ ୨୦୧୧ ବେଳକୁ ହ୍ରାସ ପାଇ ୬୮,୩୧୦ରେ ପହଞ୍ଚତ୍ଥିଲା। ୨୦୨୧ ଜନଗଣନା ବେଳକୁ ସେହି ସଂଖ୍ୟା…
ପାରାଦୀପ-ହରିଦାସପୁର ରେଳପଥ: ଅଗଷ୍ଟରୁ ଚାଲିବ ପଣ୍ୟବାହୀ ଟ୍ରେନ୍
ପାରାଦୀପ,୧୫ା୩(ସ୍ବ.ପ୍ର.): ପାରାଦୀପ-ହରିଦାସପୁର ରେଳପଥରେ ଆସନ୍ତା ଅଗଷ୍ଟରୁ ଟ୍ରେନ୍ ଚଳାଚଳ କରିବ ବୋଲି ଜଗତ୍ସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି। ଟ୍ରେନ୍ ଚଳାଚଳ କଲେ ପରିବହନ ଜନିତ ପ୍ରଦୂଷଣ ହ୍ରାସ ପାଇବ ବୋଲି ସେ ମତ ରଖିଛନ୍ତି। ଗତ ଶୁକ୍ରବାର…
ଜଗତ୍ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ: ଲାଗିଲା ଆଉ ୩ ଡାୟାଲିସିସ୍ ୟୁନିଟ୍, ଅଟୋ ଆନାଲାଇଜର
ଜଗତ୍ସିଂହପୁର ଅଫିସ,୧୫ା୩: ଜଗତ୍ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଡାୟାଲିସିସ୍ ୟୁନିଟ୍ରେ ପୁଣି ୩ଟି ମେଶିନ୍ ବୃଦ୍ଧି ହୋଇଛି। ଏହାକୁ ଜଗତ୍ସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଏବଂ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଉଦ୍ଘାଟନ କରିଛନ୍ତି। ଆଗରୁ ୩ଟି…
ଏସ୍ପି ଅଫିସ ସମ୍ମୁଖରେ ଉତ୍ତେଜନାପୂର୍ଣ୍ଣ ଜାତିଆଣ ଓ ଅଶ୍ଳୀଳ ଭାଷଣ ମାମଲା: ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆର ରାଜ୍ୟ ସଭାପତି ଗିରଫ
ଜଗତ୍ସିଂହପୁର ଅଫିସ,୧୫ା୩: ତିର୍ତ୍ତୋଲ ଥାନା ଅଧୀନ ରେପୁରପାଟଣା ଗ୍ରାମରେ ଦଳିତ ଓ ସବର୍ଣ୍ଣଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଏହି ବିବାଦର ସମାଧାନ ପାଇଁ ଶାନ୍ତି କମିଟି ଗଠନ ହୋଇଛି। ଆସନ୍ତା ୧୬ ତାରିଖରେ ଶାନ୍ତି କମିଟି ବସିବାର ଅଛି। କିନ୍ତୁ ତା’…
ପିଚୁ ପାଇଁ ଅନନ୍ତପୁର-ନେନ୍ଧେରା ଢଳେଇ ରାସ୍ତା ବିପର୍ଯ୍ୟସ୍ତ: ସାଧାରଣରେ ତୀବ୍ର ଅସନ୍ତୋଷ
ବାଲିକୁଦା,୧୫ା୩(ସ୍ବ.ପ୍ର.): ବାଲିକୁଦା ବ୍ଲକ୍ର ସମୁଦ୍ର ଉପକୂଳକୁ ଯାତାୟାତ ପାଇଁ ଥିବା ଏକମାତ୍ର ରାସ୍ତା ଅନନ୍ତପୁର-ନେନ୍ଧେରା ଏବେ ବିପର୍ଯ୍ୟସ୍ତ। ଉକ୍ତ ରାସ୍ତାର କିଛି ଭାଗ ଟେଣ୍ଡର କରାଯାଇ ବିଭାଗ ପକ୍ଷରୁ ମରାମତି କରାଯାଉଛି। ମାତ୍ର ମରାମତି ହେଉଥିବା ପିଚୁ ରାସ୍ତା ପାଇଁ ଆରମ୍ଭରେ…
Archives


