ସମ୍ମାନିତ ହେଲେ ସଫେଇ କର୍ମଚାରୀ
ପାରାଦୀପ, ୧୭।୪ (ସ୍ବ.ପ୍ର.)-କରୋନା ଭୟରେ ଲୋକମାନେ ଘରୁ ବାହାରକୁ ବାହାରିବାକୁ ଭୟ କରୁଥିବା ବେଳେ ସଫେଇ କର୍ମଚାରୀମାନେ ଲୋକମାନଙ୍କୁ ନିରନ୍ତର ସେବା ଯୋଗାଇ ଦେଉଛନ୍ତି। ପାରାଦୀପ ପୌରାଞ୍ଚଳରେ ସଫେଇ କର୍ମଚାରୀମାନେ ପ୍ରତିଦିନ ସାନିଟାଇଜ୍ ସ୍ପ୍ରେ କରିବା ସହ ସଫେଇ କାମ କରୁଛନ୍ତି।…
ଅବ୍ୟବସ୍ଥାରେ ଆଇସୋଲେଶନ ସେଣ୍ଟର
ଏରସମା, ୧୬।୪ (ସ୍ବ.ପ୍ର.)-ଏରସମା ବ୍ଲକ ଅଧୀନ ଜିରୋଇଲୋ ପଞ୍ଚାୟତରେ ହୋଇଥିବା ଆଇସୋଲେଶନ ସେଣ୍ଟରରେ ନାନା ଅବ୍ୟବସ୍ଥା ଥିବା ଅଭିଯୋଗ ହୋଇଛି। ଏଥିରେ ରହିଥିବା ଜଣେ ମହିଳାଙ୍କ ସମେତ ୫ ଜଣ ଅସୁବିଧାରେ ରହୁଛନ୍ତି। ପ୍ରକାଶ ଯେ, ଜିରାଇଲୋ ପଞ୍ଚାୟତ ଅଧୀନ ଜିରାଇଲୋ…
ମାଙ୍କଡ଼, କୁକୁରଙ୍କ ସାହାରା ଭୋଗଦୋକାନୀ: ୨୯ ଦିନ ହେଲା ଯୋଗାଉଛନ୍ତି ଖାଦ୍ୟ
ରଘୁନାଥପୁର, ୧୧।୪ (ଡି.ଏନ୍.ଏ.)-କରୋନା ଭାଇରସ୍ ସଂକ୍ରମଣକୁ ନେଇ ସାରାଦେଶରେ ଲକ୍ଡାଉନ୍ ଜାରି କରାଯାଇଥିବା ବେଳେ ରଘୁନାଥପୁର ବ୍ଲକ କେରେକେରାସ୍ଥିତ ଗୋରଖନାଥ ପୀଠ ମଧ୍ୟ ବନ୍ଦ ରହିଛି। ଫଳରେ ଏଠାକୁ ଶ୍ରଦ୍ଧାଳୁଙ୍କ ଆଗମନ ବନ୍ଦ ରହିବା ସହ ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିଲାମ…
ଅସୁସ୍ଥ ବୃଦ୍ଧାଙ୍କୁ ରାସ୍ତାରେ ଛାଡ଼ି ପଳାଇଲା ଆମ୍ବୁଲାନ୍ସ
ଜଗତ୍ସିଂହପୁର ଅଫିସ,୧୦ା୪: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ(ଏସ୍ସିବି) ମେଡିକାଲ କଲେଜ ପରିସରରୁ ଅସୁସ୍ଥ ଥିବା ଜଣେ ଗରିବ ବୃଦ୍ଧାଙ୍କୁ ତାଙ୍କ ଗାଁରେ ଛାଡିବାକୁ ଆସିଥିବା ଏକ ବେସରକାରୀ ଆମ୍ବୁଲାନ୍ସ ଜଗତ୍ସିଂହପୁର ସହର ରାସ୍ତା ପାର୍ଶ୍ୱରେ ଛାଡି ପଳାଇଛି। ସମ୍ପୃକ୍ତ ବୃଦ୍ଧା ହେଲେ ଜଗତ୍ସିଂହପୁର…
ରିଟେଲ ପଏଣ୍ଟ ଚିହ୍ନଟକୁ ନେଇ ଅସନ୍ତୋଷ: ୪, ୭ ୮୯ ପିଲାଙ୍କୁ ମିଳିବ ମଧ୍ୟାହ୍ନଭୋଜନ ଚାଉଳ
ନାଉଗାଁ, ୧୦ା୪(ସ୍ବ.ପ୍ର.): କରୋନା ଯୋଗୁ ସ୍କୁଲ ପିଲାଙ୍କୁ ୩ମାସର ମଧ୍ୟାହ୍ନ ଭୋଜନ ବାବଦ ଚାଉଳ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଅଭିଭାବକ ପିଲାଙ୍କ ଟୋକନ ବିଦ୍ୟାଳୟରୁ ଗ୍ରହଣ କରିବେ। ପ୍ରଶାସନ ପକ୍ଷରୁ ଚିହ୍ନଟ ହୋଇଥିବା ରିଟେଲ୍ ପଏଣ୍ଟରେ ଟୋକନ ଦାଖଲ କରି…
କୋହଳ ହେଉଛି ଲକ୍ଡାଉନ୍ ନିୟମ
ଜଗତ୍ସିଂହପୁର ଅଫିସ,୬ା୪: କରୋନା ଭୂତାଣୁ ସଂକ୍ରମଣ ବଢୁଥିବାରୁ ସରକାର ଦେଶକୁ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏହି ଅନୁଯାୟୀ ଜଗତ୍ସିଂହପୁର ଜିଲାରେ ପ୍ରଥମେ ନିୟମକୁ କଡାକଡି ପାଳନ କରାଯାଇଥିଲା। କିନ୍ତୁ ଧୀରେ ଧୀରେ ଏହି ନିୟମ କୋହଳ ହେଉଥିବା ଲକ୍ଷ୍ୟ କରାଯାଉଛି। ଯେହେତୁ…
କୋଭିଡ୍-୧୯ ନିର୍ଦ୍ଦେଶନାମାର ଖିଲାପ: ଭୋଜି କରୁଥିବାବେଳେ ୩ ଯୁବକ ଗିରଫ
ଜଗତ୍ସିଂହପୁର ଅଫିସ,୬ା୪: କରୋନା ଭୂତାଣୁ (କୋଭିଡ୍-୧୯) ସଂକ୍ରମଣକୁ ନେଇ ଦେଶରେ ଚିନ୍ତା ପ୍ରକଟ କରାଯାଉଥିବାବେଳେ ସାମାଜିକ ଦୂରତା ଓ ଜରୁରୀ ନ ଥିଲେ ଘରୁ ବାହାରନ୍ତୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି। ଏଥିସହ କେହି ଏକାଠି ଲଗାଲଗି ହୋଇ…
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା
ନାଉଗଁା, ୬।୪ (ସ୍ବ.ପ୍ର.)-କୋଭିଡ୍-୧୯ର ମୁକାବିଲା ପାଇଁ ଫିଲ୍ମ ତାରକାଙ୍କଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ ସଂଗଠନ ଓ ସାଧାରଣ ଲୋକେ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ଓ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଏହି କ୍ରମରେ ନାଉଗଁା ବ୍ଲକ…
ଜଗତସିଂହପୁର ଜିଲାର ସମସ୍ତ ନମୁନା ନେଗେଟିଭ୍
ଜଗତ୍ସିଂହପୁର ଅଫିସ, ୫।୪: କରୋନା ଭୂତାଣୁ (କୋଭିଡ୍-୧୯ ) ସଂକ୍ରମଣକୁ ନେଇ ଜିଲାବାସୀଙ୍କ ମଧ୍ୟରେ ଦେଖା ଦେଇଥିବା ଭୟ ଆପାତତଃ ଦୂର ହୋଇଛି। କାରଣ ଖବର ଲେଖାହେବା ଭିତରେଜଗତସିଂହପୁର ଜିଲାରୁ ଯାଇଥିବା ସମସ୍ତ 38ଟି ଯାକ ନମୁନା ରିପୋର୍ଟ ନେଗେଟିଭ୍ ଆସିଛି…
ଲକ୍ଡାଉନ୍: ପୂର୍ବାହ୍ନ ୧୧ଟା ପରେ କେବଳ ଔଷଧ ଦୋକାନ ଖୋଲିବ
ଏରସମା, ୫ ।୪ (ସ୍ୱ.ପ୍ର.)- ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ଘର ଆଖପାଖ ଅଞ୍ଚଳକୁ ସଟ୍ଡାଉନ୍ କରି ଦିଆଯିବା ସହ କେବଳ କେତେକ ଔଷଧ ଦୋକାନ ଖୋଲିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି…
ନିଜାମୁଦିନ ଧାର୍ମିକ ସଭାରୁ ଜଗତସିଂହପୁର ଫେରିଥିବା ସନ୍ଦେହ: ଜିଲାବାସୀଙ୍କ ମନରେ ବଢୁଛି ଶଙ୍କା
ଜଗତସିଂହପୁର ଅଫିସ, ୪।୪: ଦିଲ୍ଲୀ ନିଜାମୁଦିନ ତବଲିଗ ଜମାତରେ ମାର୍ଚ୍ଚ ମଧ୍ୟଭାଗରେ ବହୁ ମୁସଲିମ ସମ୍ପ୍ରଦାୟ ଏକତ୍ରିତ ହେବାପରେ ସେଠାରୁ କରୋନା ସଂକ୍ରମଣ ବଢିଥିବା ଜଣାପଡିଛି। ଏନେଇ ଜଗତସିଂହପୁର ଜିଲାବାସୀଙ୍କ ମନରେ ଭୟ ବଢ଼ିବାରେ ଲାଗିଛି। କାରଣ ଜିଲା ମୁଖ୍ୟାଳୟ ସମେତ…
ବିଦେଶ ଫେରନ୍ତାଙ୍କୁ ନେଇ ଗାଁରେ ଉତ୍ତେଜନା
ନାଉଗଁ।, ୨୯।୩ (ସ୍ବ.ପ୍ର.)-କରୋନା ଭୂତାଣୁ ସଂକ୍ରମଣକୁ ନେଇ ବିଶ୍ୱବାସୀ ଆତଙ୍କିତ ରହିଥିବା ବେଳେ ବାହାର ରାଜ୍ୟକୁ କାର୍ଯ୍ୟ କରିବାକୁ ଯାଇ ଗଁାକୁ ଫେରୁଥିବା ଶ୍ରମିକମାନଙ୍କୁ ନେଇ ଏବେ ବିଭିନ୍ନ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ଏପରିକି ବିଦେଶାଗତଙ୍କୁ ଗ୍ରାମରେ ନ ରଖିବା…
Archives


