ଛାତ୍ରୀଙ୍କ ଭିଡିଓ ଭାଇରାଲ ଘଟଣା: ଶିକ୍ଷକଙ୍କ ପରେ ଦୁଇ ଖବରଦାତା ଗିରଫ
ବାଲିକୁଦା,୨୭ା୪(ସ୍ବ.ପ୍ର.): ଭିଡିଓ ଭାଇରାଲ ମାମଲାର ସମାଧାନ ପାଇଁ ଛାତ୍ରୀଙ୍କୁ ଚାପ ପକାଉଥିବା ୨ ଖବରଦାତାଙ୍କୁ ବାଲିକୁଦା ପୋଲିସ ସୋମବାର ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ଏହି ଥାନା ଅଞ୍ଚଳର ବିପିନ ସେଠୀ ଓ ଦିଲୁ ମୁଦୁଲି। ଛାତ୍ରୀଙ୍କ ଅଭିଯୋଗ…
କ୍ୱାରାଣ୍ଟାଇନ କେନ୍ଦ୍ର ବୁଲିଲେ ଜିଲାପାଳ
ମାର୍ଶାଘାଇ,୨୭ା୪(ଡି.ଏନ.ଏ.): ଲକ୍ଡାଉନ ପରେ ବାହାର ରାଜ୍ୟରେ ଥିବା ଲୋକଙ୍କୁ ଆଣିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏନେଇ ଆଶା, ଅଙ୍ଗନୱାଡି କର୍ମୀ ଓ ଏଏନଏମ କର୍ମୀ ଘରଘର ବୁଲି ବାହାର ରାଜ୍ୟରେ ଥିବା ଲୋକଙ୍କ ତଥ୍ୟ ସଂଗ୍ରହ କରୁଛନ୍ତି। ଯେଉଁମାନେ…
ବ୍ଲକ୍ ପ୍ରଶାସନକୁ ମାସ୍କ ଯୋଗାଇଲା ମା’ଶକ୍ତି ଏସ୍ଏଚ୍ଜି
ଏରସମା,୨୭ା୪ (ସ୍ବ.ପ୍ର.): କରୋନା ମୁକାବିଲା ଲାଗି ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଏହି ପରିପ୍ରେକ୍ଷୀରେ ସବୁ ଲୋକଙ୍କୁ ମାସ୍କ ଯୋଗାଇ ଦେବା ଲାଗି ଏରସମା ବ୍ଲକର ମା’ଶକ୍ତି ଏସ୍ଏଚ୍ଜିର ମହିଳାମାନେ ଆଗେଇ ଆସିଛନ୍ତି। ଲୋକଙ୍କ…
ପୋର୍ଟ ଭିତରେ ଜଳିଗଲା ହାଇଓ୍ବା
ପାରାଦୀପ, ୨୪।୪ (ସ୍ବ.ପ୍ର.)-ପାରାଦୀପ ପୋର୍ଟର ୧ନମ୍ବର ଗେଟ୍ ପାଖରେ ଚାଲିଥିବ ଏକ ନୂତନ ପ୍ରକଳ୍ପ(ଜେଏସ୍ଡବ୍ଲ୍ୟୁ)ରେ ଶୁକ୍ରବାର ଏକ ହାଇଓ୍ବାରେ ନିଆଁ ଲାଗି ଗାଡ଼ିଟି ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ଗାଡ଼ିଟି ପେଟ୍ କୋକ୍ ବୋଝେଇ କରି ନିଷିଦ୍ଧାଞ୍ଚଳ ପ୍ଲଟକୁଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି।…
୫-ଟି ସଚିବଙ୍କ କୋଭିଡ୍-୧୯ ହସ୍ପିଟାଲ ପରିଦର୍ଶନ
ପାରାଦୀପ, ୧୭।୪ (ସ୍ବ.ପ୍ର.)-କରୋନା ମୁକାବିଲା ପାଇଁ ବିଭିନ୍ନ ଜିଲାରେ କୋଭିଡ୍-୧୯ ହସ୍ପିଟାଲ ସ୍ଥାପନ କରାଯାଉଛି। ଏହି କ୍ରମରେ ପାରାଦୀପଠାରେ ୧୦୦ଶଯ୍ୟା ବିଶିଷ୍ଠ କୋଭିଡ୍-୧୯ ହସ୍ପିଟାଲ ପ୍ରସ୍ତୁତ କରାଯାଇଛି। ଶୁକ୍ରବାର ୫-ଟି ସଚିବ ଭି.କେ. ପାଣ୍ଡିଆନ ପାରାଦୀପଠାରେ ପହଞ୍ଚତ୍ ଉକ୍ତ ହସ୍ପିଟାଲରେ ରୋଗୀ…
ଲାଗିଲା କଟକଣା: ସମୁଦ୍ରରୁ ମାଛ ଧରା ୨ ମାସ ବନ୍ଦ
ପାରାଦୀପ, ୧୭।୪ (ସ୍ବ.ପ୍ର.)- କରୋନା ଭୂତାଣୁ ପ୍ରତିହତ କରିବା ପାଇଁ ସାରାଦେଶରେ ଲକ୍ଡାଉନ୍ ଜାରି ରହିଥିବା ବେଳେ ଏବେ କେତେକ କ୍ଷେତ୍ରରେ ନିୟମ କୋହଳ କରାଯାଇଛି। ସେଥିମଧ୍ୟରେ ମାତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ଧରିବାକୁ ଯାଇପାରିବେ ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ…
ପୋଲିସ ପାଣ୍ଠିକୁ ଟ୍ୟୁଶନ ଦରମା ଦେଲେ ଛାତ୍ର
ପାରାଦୀପ, ୧୭।୪ (ସ୍ବ.ପ୍ର.)-କରୋନା ପାଇଁ ବିଭିନ୍ନ କଟକଣା ଲାଗୁ କରାଯାଇଥିବା ବେଳେ ପୋଲିସ ଏହାର ପରିଚାଳନା କରୁଛି। ପୋଲିସର ଏହି ସେବାଦୃଶ୍ୟ କାମ ପାଇଁ ଜଣେ ନର୍ସରୀ ଛାତ୍ର ବାଲିଝରା ବସ୍ତିର ପ୍ରତୀକ ତରାଇ ନିଜ ଟ୍ୟୁଶନ ଦରମା ୩୦୦୦ ଟଙ୍କା…
ସମ୍ମାନିତ ହେଲେ ସଫେଇ କର୍ମଚାରୀ
ପାରାଦୀପ, ୧୭।୪ (ସ୍ବ.ପ୍ର.)-କରୋନା ଭୟରେ ଲୋକମାନେ ଘରୁ ବାହାରକୁ ବାହାରିବାକୁ ଭୟ କରୁଥିବା ବେଳେ ସଫେଇ କର୍ମଚାରୀମାନେ ଲୋକମାନଙ୍କୁ ନିରନ୍ତର ସେବା ଯୋଗାଇ ଦେଉଛନ୍ତି। ପାରାଦୀପ ପୌରାଞ୍ଚଳରେ ସଫେଇ କର୍ମଚାରୀମାନେ ପ୍ରତିଦିନ ସାନିଟାଇଜ୍ ସ୍ପ୍ରେ କରିବା ସହ ସଫେଇ କାମ କରୁଛନ୍ତି।…
ଅବ୍ୟବସ୍ଥାରେ ଆଇସୋଲେଶନ ସେଣ୍ଟର
ଏରସମା, ୧୬।୪ (ସ୍ବ.ପ୍ର.)-ଏରସମା ବ୍ଲକ ଅଧୀନ ଜିରୋଇଲୋ ପଞ୍ଚାୟତରେ ହୋଇଥିବା ଆଇସୋଲେଶନ ସେଣ୍ଟରରେ ନାନା ଅବ୍ୟବସ୍ଥା ଥିବା ଅଭିଯୋଗ ହୋଇଛି। ଏଥିରେ ରହିଥିବା ଜଣେ ମହିଳାଙ୍କ ସମେତ ୫ ଜଣ ଅସୁବିଧାରେ ରହୁଛନ୍ତି। ପ୍ରକାଶ ଯେ, ଜିରାଇଲୋ ପଞ୍ଚାୟତ ଅଧୀନ ଜିରାଇଲୋ…
ମାଙ୍କଡ଼, କୁକୁରଙ୍କ ସାହାରା ଭୋଗଦୋକାନୀ: ୨୯ ଦିନ ହେଲା ଯୋଗାଉଛନ୍ତି ଖାଦ୍ୟ
ରଘୁନାଥପୁର, ୧୧।୪ (ଡି.ଏନ୍.ଏ.)-କରୋନା ଭାଇରସ୍ ସଂକ୍ରମଣକୁ ନେଇ ସାରାଦେଶରେ ଲକ୍ଡାଉନ୍ ଜାରି କରାଯାଇଥିବା ବେଳେ ରଘୁନାଥପୁର ବ୍ଲକ କେରେକେରାସ୍ଥିତ ଗୋରଖନାଥ ପୀଠ ମଧ୍ୟ ବନ୍ଦ ରହିଛି। ଫଳରେ ଏଠାକୁ ଶ୍ରଦ୍ଧାଳୁଙ୍କ ଆଗମନ ବନ୍ଦ ରହିବା ସହ ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିଲାମ…
ଅସୁସ୍ଥ ବୃଦ୍ଧାଙ୍କୁ ରାସ୍ତାରେ ଛାଡ଼ି ପଳାଇଲା ଆମ୍ବୁଲାନ୍ସ
ଜଗତ୍ସିଂହପୁର ଅଫିସ,୧୦ା୪: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ(ଏସ୍ସିବି) ମେଡିକାଲ କଲେଜ ପରିସରରୁ ଅସୁସ୍ଥ ଥିବା ଜଣେ ଗରିବ ବୃଦ୍ଧାଙ୍କୁ ତାଙ୍କ ଗାଁରେ ଛାଡିବାକୁ ଆସିଥିବା ଏକ ବେସରକାରୀ ଆମ୍ବୁଲାନ୍ସ ଜଗତ୍ସିଂହପୁର ସହର ରାସ୍ତା ପାର୍ଶ୍ୱରେ ଛାଡି ପଳାଇଛି। ସମ୍ପୃକ୍ତ ବୃଦ୍ଧା ହେଲେ ଜଗତ୍ସିଂହପୁର…
ରିଟେଲ ପଏଣ୍ଟ ଚିହ୍ନଟକୁ ନେଇ ଅସନ୍ତୋଷ: ୪, ୭ ୮୯ ପିଲାଙ୍କୁ ମିଳିବ ମଧ୍ୟାହ୍ନଭୋଜନ ଚାଉଳ
ନାଉଗାଁ, ୧୦ା୪(ସ୍ବ.ପ୍ର.): କରୋନା ଯୋଗୁ ସ୍କୁଲ ପିଲାଙ୍କୁ ୩ମାସର ମଧ୍ୟାହ୍ନ ଭୋଜନ ବାବଦ ଚାଉଳ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଅଭିଭାବକ ପିଲାଙ୍କ ଟୋକନ ବିଦ୍ୟାଳୟରୁ ଗ୍ରହଣ କରିବେ। ପ୍ରଶାସନ ପକ୍ଷରୁ ଚିହ୍ନଟ ହୋଇଥିବା ରିଟେଲ୍ ପଏଣ୍ଟରେ ଟୋକନ ଦାଖଲ କରି…
Archives


