ଗଞ୍ଜାମ

ସଙ୍ଗରୋଧ କେନ୍ଦ୍ରରେ ସାପ

ହିଞ୍ଜିଳିକାଟୁ,୨୪ା୫(ଡ଼ି.ଏନ୍‌.ଏ.)- ହିଞ୍ଜିଳିକାଟୁ ବ୍ଲକ ପୋଚିଲିମା ଖମ୍ବେୟାଦୋରା ଜୁନିୟର କଲେଜରେ ହୋଇଥିବା କ୍ୱାରାଣ୍ଟାଇନ ସେଣ୍ଟରରେ ସରୀସୃପ ଦେଖି ଅନ୍ତେବାସୀମାନେ ଅତଙ୍କିତ ହୋଇ ପଡ଼ିଛନ୍ତି। ଗତ ୪ଦିନ ହେଲା ଏଠାରେ ବିଷାକ୍ତ ସାପ ଓ ଗୋଧି ବିଚରଣ କରୁଥିବା ଫଟୋ ରାଳବ ଗ୍ରାମର ଜଣେ…

୯ ଜୁଆଡି ଗିରଫ, ୧୯ହଜାର ଟଙ୍କା ଜବତ

ହିଞ୍ଜିଳିକାଟୁ,୨୪ା୫(ଡ଼ି.ଏନ୍‌.ଏ.)- ହିଞ୍ଜିଳିକାଟୁ ପୌରାଞ୍ଚଳ ଥାନାସାହି ନିକଟରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ରବିବାର ହିଞ୍ଜିଳିକାଟୁ ପୋଲିସ ଚଢ଼ାଉ କରିଥିଲା। ସେଠାରୁ ୯ ଜୁଆଡିଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୧୯ହଜାର ୨ଶହ ଟଙ୍କା ଓ ତାସ ମୁଠା ଜବତ କରିଛି।…

ଦାରିଙ୍ଗବାଡି ଘାଟିରେ ଫସି ରହିଲା ପ୍ରବାସୀଙ୍କ ବସ୍‌ : ସାରା ରାତି ସମୟ କାଟିଲେ ଶ୍ରମିକ

ସୋରଡା,୨୪ା୫,(ଡି.ଏନ.ଏ.)-ତାମିଲନାଡୁର କୋଏମ୍ବାଟୁରରୁ ୩୨ ଜଣ ପ୍ରବାସୀ ଓଡିଆଙ୍କୁ ଧରି ବଲାଙ୍ଗୀର ଅଭିମୁଖେ ଆସୁଥିବା ଏକ ବସ୍‌ ଶନିବାର ରାତି ୧୦ଟାରେ ଗଞ୍ଜାମ ଜିଲା ସୀମାନ୍ତ ସୋରଡା-ଦାରିଙ୍ଗବାଡ଼ି ୪ ନଂ. ଘାଟିରେ ଫସି ରହିଥିଲା। ଫଳରେ ପ୍ରବାସୀମାନେ ଘାଟିରେ ସାରା ରାତି ସମୟ…

ପ୍ରବାସୀଙ୍କୁ ଓଡ଼ିଆଙ୍କୁ ନେଇ ବ୍ରହ୍ମପୁର ଫେରିଲା ୪ ଟ୍ରେନ

ବ୍ରହ୍ମପୁର ଅଫିସ,୨୪।୫-ବ୍ରହ୍ମପୁର ରେଳଷ୍ଟେସନ ୪ ନମ୍ବର ପ୍ଲାଟଫର୍ମରେ ରବିବାର ଅପରାହ୍ନ ସୁଦ୍ଧା ପହଞ୍ଚିଲା ୪ଟି ଟ୍ରେନ। ପ୍ରଥମ ଟ୍ରେନଟି ତାମିଲନାଡୁରୁ ୮୯୮ ଜଣ ପ୍ରବାସୀ ଓଡ଼ିଆଙ୍କୁ ଧରି ଆସିଥିବାବେଳେ ଏଥିରେ ଗଞ୍ଜାମ ଜିଲାର ରହିଛନ୍ତି ୬୩୬ ଜଣ। ଦ୍ବିତୀୟ ଟ୍ରେନ ସୁରଟରୁ…

ଚେନ୍‌ ଟାଣି ଟ୍ରେନରୁ ଖସି ପଳାଇଲେ ଗଞ୍ଜାମର ୪୦୦ ପ୍ରବାସୀ

ଛତ୍ରପୁର,୨୪ା୫,(ଡି.ଏନ.ଏ.)-ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ବାଲିବଗଡ ରେଲୱେ ଫାଟକ ନିକଟରେ ରବିବାର ଅପରାହ୍ନରେ ଚେନ୍‌ ପୁଲିଂ କରି ଗଞ୍ଜାମର ୪୦୦ ପ୍ରବାସୀ ଖସି ପଳାଇଛନ୍ତି। ଖବରପାଇ ଆରପିଏଫ ଓ ଛତ୍ରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି କେତେକ ପ୍ରବାସୀଙ୍କୁ ବାଲିବଗଡ଼ ରାସ୍ତା,…

ମଦ ପାଇଁ ଆକ୍ରମଣ: ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୪ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଶ୍ରୀହରି ସେଠୀଙ୍କୁ ରବିବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। କେସ୍‌ ନଂ.୧୧୨/୨୦ ଅନୁଯାୟୀ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ୍‌ ହାଜତକୁ ପଠାଇଦିଆଯାଇଛି। ଆଇଆଇସି ବସନ୍ତ କୁମାର…

ମଦ ବିକ୍ରି ଅଭିଯୋଗରେ ଅବକାରୀ ଚଢ଼ାଉ: ମିଳିଲାନି ମଦ, ସାହିରେ ଉତ୍ତେଜନା

ଗଞ୍ଜାମ,୨୪ା୫(ଡି.ଏନ୍‌.ଏ.): କରୋନା ପାଇଁ ସବୁଆଡ଼େ ମଦ ଦୋକାନ ବନ୍ଦ ରହିଛି। ଚୋରା ଲୁଚାରେ ମଦ ବିକ୍ରି ହେଉଥିବା ନେଇ ଗଞ୍ଜାମ ସହରରେ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଶନିବାର ଅବକାରୀ ବିଭାଗ ପକ୍ଷରୁ ବ୍ରାହ୍ମଣଢମଣା ସାହିରେ…

ଶିକ୍ଷକଙ୍କୁ ଆକ୍ରମଣ ଘଟଣା, ବିବାଦ ବଢ଼ୁଛି

ଭଞ୍ଜନଗର,୨୪।୫(ଡି.ଏନ.ଏ.)- ଜଗନ୍ନାଥପ୍ରସାଦ ବ୍ଲକ କ୍ଷେତମୁଣ୍ଡୁଳି ବିଦ୍ୟାଳୟ କ୍ୱାରାଣ୍ଟାଇନ ସେଣ୍ଟର ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକଙ୍କୁ ସମ୍ପୃକ୍ତ ଗ୍ରାମର କିଛି ଯୁବକ ଗତ ୧୯ ତାରିଖରେ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଗ୍ରାମର କେତେଜଣ ବ୍ୟକ୍ତି ମଧ୍ୟ…

ବ୍ରହ୍ମପୁର ବଡ଼ ମେଡିକାଲରେ ଶିଶୁ ବିକ୍ରି ଅଭିଯୋଗ: ୭ଦିନ ଭିତରେ ରିପୋର୍ଟ ଦେବାକୁ ସିଡବ୍ଲ୍ୟୁସିର ନିର୍ଦ୍ଦେଶ

ବ୍ରହ୍ମପୁର ଅଫିସ,୨୪ା୫- ବ୍ରହ୍ମପୁର ବଡ଼ ମେଡିକାଲରେ ଶିଶୁ ବିକ୍ରି ନେଇ ଚାଇଲ୍ଡ ଲାଇନ୍‌ ପକ୍ଷରୁ ଶନିବାର ଅଭିଯୋଗ ହୋଇଛି। ଚାଇଲ୍ଡ ଲାଇନ ଏନେଇ ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି)କୁ ଜଣାଇବା ପରେ ୭ଦିନ ମଧ୍ୟରେ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ…

କୋଚିଂ ସେଣ୍ଟର ଉପରେ ଚଢ଼ାଉ

କବିସୂର୍ଯ୍ୟନଗର,୨୩ା୫-କରୋନା ଯୋଗୁ ସରକାରଙ୍କ ତରଫରୁ ସ୍କୁଲ, କଲେଜ, କୋଚିଂ ସେଣ୍ଟର ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି। ମାତ୍ର ଇ-ଶିକ୍ଷାଦାନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ବୃଦ୍ଧ ଓ କୋମଳମତି ପିଲା ବାହାରକୁ ବାହାରିବା ସମ୍ପୂର୍ଣ୍ଣ ବାରଣ କରାଯାଇଛି। କିନ୍ତୁ ବହୁ…

ଗଞ୍ଜାମରେ ସୁସ୍ଥ ହେଲେଣି ୨୦୩ କରୋନା ଆକ୍ରାନ୍ତ

ଛତ୍ରପୁର,୨୩ା୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ଶନିବାର ପୁଣି ୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ପୂର୍ବରୁ ୧୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ମୋଟ ୨୦୩ଜଣ ସୁସ୍ଥ ହୋଇ ଫେରିଲେଣି। ଅପରପକ୍ଷରେ ଦିନକୁ ଦିନ ଜିଲାରେ କରୋନା ପଜିଟିଭ୍‌ ସଂଖ୍ୟା…

ସୁରଟରୁ ବ୍ରହ୍ମପୁର ଷ୍ଟେଶନରେ ବିଳମ୍ବିତ ରାତିରେ ପହଞ୍ଚିବ ଆଉ ୩ ଟ୍ରେନ୍‌

ବ୍ରହ୍ମପୁର ଅଫିସ,୨୩ା୫: ସୁରଟରୁ ଶ୍ରମିକମାନଙ୍କୁ ନେଇ ବାହାରିଥିବା ୩ଟି ସ୍ବତନ୍ତ୍ର ଟ୍ରେନ ଶନିବାର ବିଳମ୍ବିତ ରାତିରେ ବ୍ରହ୍ମପୁର ଷ୍ଟେଶନରେ ପହଞ୍ଚିବ। ବିଭିନ୍ନ ଜିଲାର ଶ୍ରମିକମାନେ ଉକ୍ତ ଟ୍ରେନରେ ଆସିବେ ବୋଲି ଜଣାପଡ଼ିଛି। ବହ୍ମପୁର ରେଳଷ୍ଟେଶନର ୪ ନମ୍ବର ପ୍ଲାଟଫର୍ମରେ ଏହିସବୁ ଟ୍ରେନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?