ସର୍ବସାଧାରଣରେ ମଦ ବ୍ୟବହାର ନିଷ୍ପତ୍ତିକୁ ବିରୋଧ
ବ୍ରହ୍ମପୁର ଅଫିସ,୧୭ା୧୧- ଉତ୍କଳ ଆଶ୍ରମ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ମାସିକ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ପ୍ରଫେସର ଡ. ରବିନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଉପଦେଷ୍ଟା ପ୍ରଫେସର ଡ. ବ୍ରଜମୋହନ…
ଘରକୁ ଆସିବାକୁ ବିରୋଧ କରିବାରୁ ହତ୍ୟା
ବୁଗୁଡ଼ା,୧୭ା୧୧(ଡି.ଏନ.ଏ.)- କେ.ନୂଆଗାଁ ଥାନା ଦିଗବାରିଣୀ ପାହାଡ଼ ନିକଟସ୍ଥ କେରାଣ୍ଡିମାଳ ଜଙ୍ଗଲରୁ ଶୁକ୍ରବାର ପୋଲିସ ଯଜ୍ଞସେନ ଜେନା (୧୫)ଙ୍କ କଙ୍କାଳ ଉଦ୍ଧାର କରିଥିଲା। ନଂ. ୨୬୫/୧୯ରେ ମାମଲା ରୁଜୁ କରି ବୁଗୁଡ଼ା ପୋଲିସ ଜରଡ଼ା ଥାନା ହରଡ଼ମରାର କୃଷ୍ଣଚନ୍ଦ୍ର ଗୌଡ଼ଙ୍କୁ ଅଟକ ରଖିଥିଲା।…
ବ୍ରହ୍ମପୁର ଜେଲରେ ୭୬୩ କଏଦୀ , କାରାଗାରରେ ମା’ ସହ ଜଣେ ଶିଶୁ
ବ୍ରହ୍ମପୁର ଅଫିସ,୧୭ା୧୧- ବ୍ରିଟିଶ ଶାସନ ସମୟରେ ୧୮୬୩ ମସିହାରେ ସ୍ଥାପିତ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ୧୫୬ ବର୍ଷ ପୂରିଛି। ଏଠାରେ ୭୪୩ କଏଦୀ ରହିବା ବ୍ୟବସ୍ଥାଥିବାବେଳେ ବିଭିନ୍ନ ସମୟରେ ଏହାଠାରୁ ଅଧିକ ରହୁଛନ୍ତି। ଶନିବାର ସୁଦ୍ଧା ୨୯ ମହିଳାଙ୍କ ସମେତ ୭୬୩…
ବର୍ଷାରେ ଫସଲ କ୍ଷତିର ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ
ଛତ୍ରପୁର,୧୭ା୧୧(ଡି.ଏନ.ଏ)- ଗଞ୍ଜାମ ଜିଲାରେ ଅକ୍ଟୋବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଲଘୁଚାପଜନିତ ଲଗାଣ ବର୍ଷା ହୋଇଥିଲା। ଏଥିରେ ୧୨ ବ୍ଲକ ଅଧୀନ ୧୨୫ ପଞ୍ଚାୟତ ଓ ୩ ଏନଏସି ଅଞ୍ଚଳର ଫସଲ କ୍ଷତି ହୋଇଛି। କୃଷି ବିଭାଗ ପକ୍ଷରୁ ଫସଲ କ୍ଷତି…
ଗୋପାଳପୁର ବେଳାଭୂମି ରାସ୍ତାରୁ ଜବରଦଖଲ ଉଚ୍ଛେଦ
ଗୋପାଳପୁର,୧୬।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଗୋପାଳପୁର ବେଳାଭୂମି ରାସ୍ତାକୁ ଦୀର୍ଘବର୍ଷ ଧରି ଜବରଦଖଲକାରୀ କବ୍ଜାରେ ରଖିଥିଲେ। ଏ ନେଇ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବେଳାଭୂମିର ଉନ୍ନତୀକରଣ ଓ ସ୍ବଚ୍ଛତାକୁ ଗୁରୁତ୍ୱ ଦେଇ ଉକ୍ତ ରାସ୍ତାରେ ଥିବା ଜବରଦଖଲକାରୀଙ୍କୁ ହଟାଇବା ପାଇଁ ନିର୍ଦ୍ଦେଶ…
କ୍ରିକେଟ ଖେଳରୁ ଦୁର୍ଘଟଣା: ବଲ ବାଜି ମେଡିକାଲ ଛାତ୍ରଙ୍କ ମୃତ୍ୟୁ
ବ୍ରହ୍ମପୁର ଅଫିସ,୧୬ା୧୧-ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର ବଡ ମେଡିକାଲ ଖେଳ ପଡ଼ିଆରେ ଶୁକ୍ରବାର କ୍ରିକେଟ ଖେଳ ବେଳେ ଏକ ଦୁର୍ଘଟଣା ଘଟିଛି। କ୍ରିକେଟ ବଲ ବାଜି ଜଣେ ମେଡିକାଲ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବିଶ୍ୱଭୂଷଣ ସାହୁ…
ବିଚାରାଧୀନ କଏଦୀଙ୍କ ମୃତ୍ୟୁ
ଆସିକା,୧୬ା୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଆସିକା ସବ୍ଜେଲରେ ଶୁକ୍ରବାର ସକାଳେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି ା ସେ ହେଲେ ଧରାକୋଟ ଥାନା ଅନ୍ତର୍ଗତ ବାଦଗଡ଼ ଗ୍ରାମର ଡାକ୍ତର ସାହୁ ଓରଫ ଡାକ (୩୪) ା ବାଦଗଡ଼ର ବାବୁ ପ୍ରଧାନଙ୍କୁ ଗତ…
ଗଞ୍ଜାମ ଜିଲା ଠିକାଦାର ସଂଘର ଆନ୍ଦୋଳନ : ବନ୍ଦ ହୋଇଯିବ ଉନ୍ନୟନ କାର୍ଯ୍ୟ
ବ୍ରହ୍ମପୁର ଅଫିସ୍,୧୬ା୧୧-ନିଖିଳ ଓଡ଼ିଶା ଠିକାଦାର ମହାସଂଘ ପକ୍ଷରୁ୍ ଡକାଯାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନରେ ଗଞ୍ଜାମ ଜିଲା ଠିକାଦାର ସଂଘ ସାମିଲ୍ ହୋଇଛି। ଫଳରେ ଗତ ୧ ତାରିଖରୁ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଛି। ଫଳରେ ଉନ୍ନୟନ କାର୍ଯ୍ୟଗୁଡ଼ିକର ନିର୍ମାଣ ଏକ ପ୍ରକାର…
ଟ୍ରାଫିକ୍ ସମସ୍ୟା, ବିଏମ୍ସିର ଜବରଦଖଲ ଉଚ୍ଛେଦ
ବ୍ରହ୍ମପୁର ଅଫିସ,୧୬ା୧୧-ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଶୁକ୍ରବାର ସହରର ବିଭିନ୍ନ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ କରାଯାଇଛି। ବିଏମ୍ସି ଏନ୍ଫୋର୍ସମେଣ୍ଟ ଅଫିସର ତରୁଣ କାନ୍ତଙ୍କ ନେତୃତ୍ୱରେ ଗଠିତ ଟିମ୍ ପୂର୍ବାହ୍ନରେ ପୁରୁଣା ବସ୍ଷ୍ଟାଣ୍ଡ, ଅନ୍ନପୂର୍ଣ୍ଣା ମାର୍କେଟ ଓ ଗାନ୍ଧୀନଗର ଅଞ୍ଚଳର ମୁଖ୍ୟରାସ୍ତା ପାର୍ଶ୍ୱରେ…
ବିଟେକ୍ ଛାତ୍ରଙ୍କ ମୃତ୍ୟୁ ଘଟଣା: ଏସ୍ପିଙ୍କୁ ଭେଟି ତଦନ୍ତ ଦାବି କଲେ ମା’,ବାପା
ଛତ୍ରପୁର,୧୬ା୧୧(ଡି.ଏନ.ଏ) -ବ୍ରହ୍ମପୁର ରାମହରିନଗରର ରବୀନ୍ଦ୍ର ନାଥ ମିଶ୍ରଙ୍କ ପୁଅ ହ୍ରିତିକଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ବୋଲି ଚମାଖଣ୍ଡି ପୋଲିସ କହିଛି। ମାତ୍ର ହ୍ରିତିକଙ୍କ ମା’, ବାପା ଏଥିରେ ସନ୍ଦେହ କରିବା ସହ ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ହ୍ରିତିକଙ୍କ ବାପା ରବୀନ୍ଦ୍ର…
ପାହାଡ଼ରୁ ନାବାଳକଙ୍କ କଙ୍କାଳ ଉଦ୍ଧାର: ହତ୍ୟା ସନ୍ଦେହ, ଜଣେ ଅଟକ
ବୁଗୁଡ଼ା,୧୬ା୧୧(ଡି.ଏନ.ଏ.)-ଗଞ୍ଜାମ ଜିଲା ଚିକିଟି ନିକଟସ୍ଥ ଦିଗବାରିଣୀ ପାହାଡ଼ରୁ ଶୁକ୍ରବାର ବୁଗୁଡ଼ା ପୋଲିସ ଜଣେ ନାବାଳକଙ୍କ କଙ୍କାଳ ଉଦ୍ଧାର କରିଛି। ନାବାଳକ ଜଣକ ହେଲେ ଝୋଲରୀ ଗ୍ରାମର ପରମେଶ୍ୱର ଜେନାଙ୍କ ପୁଅ ଯଜ୍ଞସେନ (୧୫)। ଅଞ୍ଜଳିଙ୍କ ଏତଲା କ୍ରମେ ପୋଲିସ ନଂ. ୨୬୫/୧୯ରେ…
ଆଜିର ଶିଶୁ କାଲିର ଭବିଷ୍ୟତ
ବ୍ରହ୍ମପୁର ଅଫିସ୍,୧୫।୧୧: ଗଜପତି ନଗରସ୍ଥିତ ଏକ୍ସ-ଜେନ୍ କଲେଜ ଅଫ୍ ଭିଜୁଆଲ୍ ଆର୍ଟଠାରେ ଶୁକ୍ରବାର ଦ୍ୱିତୀୟ ବାର୍ଷିକ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଛନ୍ତି । ତିନି ଦିନ ପର୍ଯ୍ୟନ୍ତ…
Archives


