ଗଞ୍ଜାମ

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ଯୁବକଙ୍କ ଜୀବନଗଲା: ଶ୍ମଶାନରୁ ମୃତଦେହ ଜବତ

ପାଟପୁର,୪ା୬- ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପାଟପୁର ଲଛବିଲ ସାହିରେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ଜଣେ ଯୁବକଙ୍କ ବୁଧବାର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି। ସେ ହେଲେ ଉକ୍ତ ସାହିର ନିତ୍ୟାନନ୍ଦ ସାହୁ (୩୦)। ବୁଧବାର ସକାଳେ ଘରେ ବିଦ୍ୟୁତ୍‌ ତାର…

ଗଞ୍ଜାମ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ: ଦୁର୍ବଳ ନଦୀବନ୍ଧ, ଘାଇ ମରାମତି ନିର୍ଦ୍ଦେଶ

ଛତ୍ରପୁର,୪ା୬(ଡି.ଏନ୍‌.ଏ.)- ଛତ୍ରପୁରସ୍ଥିତ ଓସ୍ବାସ ଭିଡିଓ କନ୍‌ଫରେନ୍ସ ହଲ୍‌ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ଜଙ୍ଗଲ…

ଗଞ୍ଜାମରେ ଗୋଷ୍ଠୀ ସଂକ୍ରମଣ ହୋଇନି: ଜିଲାପାଳ

ଛତ୍ରପୁର,୩।୬(ଡି.ଏନ.ଏ.)-ରାଜ୍ୟରେ ସର୍ବାଧିକ କରୋନା ପଜିଟିଭ ସଂଖ୍ୟା ଗଞ୍ଜାମ ଜିଲାରେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଜିଲାରେ ୪୯୯ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୪୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।…

ପୋଖରୀରୁ ନାବାଳକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଆର.ଉଦୟଗିରି,୩ା୬(ଡି.ଏନ.ଏ.)- ଗଜପତି ଜିଲା ନୂଆଗଡ ବ୍ଲକ ତାବରଡା ଗ୍ରାମ ପୋଖରୀରୁ ମଙ୍ଗଳବାର ସନ୍ଧ୍ୟାରେ ସାଙ୍ଗଙ୍କ ସହ ଗାଧୋଇ ଯାଇଥିବା ଜଣେ ନାବାଳକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ନିବେଶ ପ୍ରଧାନଙ୍କ ପୁଅ ସୁମନ ଓରଫ ଚିଣ୍ଟୁ (୧୪)। ଚିଣ୍ଟୁଙ୍କୁ…

ଚୌଧୁରୀ ଟିକରପଡ଼ା ପଞ୍ଚାୟତକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କଲା ପ୍ରଶାସନ

ଦିଗପହଣ୍ଡି,୩ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅଧୀନ ବିଭିନ୍ନ ଗାଁରୁ ୧୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ବୁଧବାର ମଧ୍ୟାହ୍ନରୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅନୁମୋଦନ କ୍ରମେ ସମୁଦାୟ ଚୌଧୁରୀ ଟିକରପଡ଼ା…

ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ମାମଲା: ୩ ବର୍ଷ ପରେ ଗିରଫ ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି,୩ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଥିବା ଜଣେ ଯୁବକଙ୍କୁ ଘଟଣାର ୩ ବର୍ଷ ପରେ ଦିଗପହଣ୍ଡି ପୋଲିସ ବୁଧବାର ବ୍ରହ୍ମପୁର କୋର୍ଟକୁ ଚାଲାଣ କରିଛନ୍ତି। କେସ୍‌…

ବ୍ରହ୍ମପୁର ରେଳଷ୍ଟେଶନରେ ଓହ୍ଲାଇଲେ ୩୬ ଯାତ୍ରୀ

ବ୍ରହ୍ମପୁର ଅଫିସ,୩ା୬-ପ୍ରଥମକରି ଯାତ୍ରୀଙ୍କୁ ନେଇ ସିକନ୍ଦରାବାଦରୁ ହାଓଡ଼ା ଅଭିମୁଖେ ବାହାରିଥିବା ଫଲକନାମା ଏକ୍ସପ୍ରେସ୍‌ ମଙ୍ଗଳବାର ବ୍ରହ୍ମପୁର ଷ୍ଟେଶନରେ ପହଞ୍ଚିଥିଲା। ସେଥିରୁ ୩୬ ଜଣ ଯାତ୍ରୀ ବ୍ରହ୍ମପୁର ରେଳାଷ୍ଟେଶନରେ ଓହ୍ଲାଇଥିଲେ। ସେହିପରି ହାଓଡା ଅଭିମୁଖେ ୭ ଯାତ୍ରୀ ଉକ୍ତ ଟ୍ରେନରେ ଚଢିଥିଲେ ବୋଲି…

ପୁଣି ରେକର୍ଡ ଭାଙ୍ଗିଲେ ସତ୍ୟ: ନିର୍ମାଣ କଲେ ବିଶ୍ୱର କ୍ଷୁଦ୍ରତମ ରଥ

ବ୍ରହ୍ମପୁର ଅଫିସ,୩ା୬-ପୂର୍ବ ରେକର୍ଡକୁ ଭାଙ୍ଗିଛନ୍ତି ଶିଳ୍ପୀ ସତ୍ୟ ମହାରଣା ା ଦୁଇଦିନ ପୂର୍ବେ ସେ ୧.୩ ସିଏମ୍‌ ଉଚ୍ଚତାର ରଥ ନିର୍ମାଣ କରି ଚର୍ଚ୍ଚାକୁ ଆସିଥିବା ବେଳେ ମଙ୍ଗଳବାର ପୁଣି ରେକର୍ଡ ଭାଙ୍ଗିଛନ୍ତି ା ମାତ୍ର ୩୦ ମିନିଟ୍‌ରେ ୧ ଏମ୍‌ଏମ୍‌…

୨ ପଜିଟିଭ ଚିହ୍ନଟ ପରେ କେନ୍ଦୁବାଡି ଶଟ୍‌ଡାଉନ୍‌

ପୋଲସରା,୩ା୬(ଡି.ଏନ.ଏ.)- ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ପୋଲସରା ବ୍ଲକ କେନ୍ଦୁବାଡି ଗ୍ରାମକୁ ମଙ୍ଗଳବାର ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ୨ ପଜିଟିଭ ଚିହ୍ନଟ ଓ ସେମାନେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବାରୁ ଏପରି ପଦକ୍ଷେପ ନିଆଯାଇଛି। ମଙ୍ଗଳବାର ପୋଲସରା ବିଡ଼ିଓ ଶମ୍ଭୁନାଥ ନନ୍ଦୀ ଓ…

ଦିଗପହଣ୍ଡି ବ୍ଲକ ସମ୍ମୁଖରେ ସିପିଆଇର ଗଣବିକ୍ଷୋଭ

ଦିଗପହଣ୍ଡି,୩ା୬(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ସିପିଆଇ ରାଜ୍ୟ କମିଟିର ଡାକରା କ୍ରମେ ବଡ଼ଖେମୁଣ୍ଡି ଜୋନାଲ କମିଟି ପକ୍ଷରୁ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ସିପିଆଇ ଗଞ୍ଜାମ ଜିଲା କମିଟି ସହ ସମ୍ପାଦକ ଅଳକ ନାଥ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ…

ଚୋରି ଉଦ୍ୟମ ପଣ୍ଡ: ଅଭିଯୁକ୍ତଙ୍କୁ ପୋଲିସ ଜିମା ଦେଲେ ଗ୍ରାମବାସୀ

ଚିକିଟି,୨ା୬(ଡି.ଏନ୍‌.ଏ.)- କେ.ନୂଆଗଁା ଥାନା ଚିକିଟି ଫାଣ୍ଡି ମାଧବନ୍ଧ ଗ୍ରାମ ନିକଟରେ ଥିବା ଘରୋଇ କମ୍ପାନୀର ଏକ ମୋବାଇଲ ଟାୱାର ନିକଟରେ ମଙ୍ଗଳବାର ମଧ୍ୟାହ୍ନରେ ୫ଜଣ ଅଜଣା ଯୁବକ ଯନ୍ତ୍ରାଂଶଗୁଡିକ ଖୋଲୁଥିଲେ। ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀ ପଚାରିବାରୁ ସେମାନେ ଘଟଣାସ୍ଥଳରୁ ଚମ୍ପଟ…

କୋଭିଡ୍‌ ଆମ୍ବୁଲାନ୍ସ ଚାଳକଙ୍କୁ କରୋନା, ପଞ୍ଚାୟତ ଶଟ୍‌ଡାଉନ୍‌

ଧରାକୋଟ,୨ା୬(ଡି.ଏନ୍‌.ଏ.)- ଧରାକୋଟ ବ୍ଲକ ଗୋଲାଦାମୋଦରପଲ୍ଲୀ ପଞ୍ଚାୟତକୁ ୪୮ ଘଣ୍ଟା ପାଇଁ ସରପଞ୍ଚ ଜି.ସୂର୍ଯ୍ୟ କୁମାରୀ ରେଡ୍ଡୀ ଶଟ୍‌ଡାଉନ ଘୋଷଣା କରିଛନ୍ତି। ଏ ନେଇ ଗଞ୍ଜାମ ଜିଲାପାଳ, ଧରାକୋଟ ତହସିଲଦାର, ଧରାକୋଟ ବିଡିଓ ଓ ଥାନାଧିକାରୀଙ୍କୁ ସୂଚନା ପ୍ରଦାନ କରିଥିବା ସେ କହିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?