ଗଞ୍ଜାମ

ଯୁବକଙ୍କୁ ବୋମା ମାଡ଼, କାରଣ ଖୋଜୁଛି ପୋଲିସ

ଆସିକା,୨୯ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଗାଙ୍ଗପୁର ଥାନା ଅଧୀନ ପଣିବନ୍ଧ ଗ୍ରାମରେ ଶୁକ୍ରବାର ବୋମାମାଡରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଟୁକୁନା ସ୍ବାଇଁ । ତାଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବାରୁ…

ପୁତୁରାର ଠେଙ୍ଗା ମାଡରେ କକାଙ୍କ ମୃତ୍ୟୁ

ଭଞ୍ଜନଗର,୨୯।୧୦(ଡି.ଏନ୍‌.ଏ.): ପୁତୁରା ଆକ୍ରମଣରେ ଘଟିଛି କକାଙ୍କ ମୃତ୍ୟୁ। ଏଭଳି ଏକ ଘଟଣା ଘଟିଛି ତାରସିଂଙ୍ଗି ଥାନା ଅନ୍ତର୍ଗତ ମହୁଲ ପାଟଣା ଗ୍ରାମରେ। ମୃତକ ଜଣଙ୍କ ହେଲେ କୃଷ୍ଣ ଖିଲାର । ଖବର ପାଇ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ…

ବଳିଥିବା ଭାତ, ଡାଲମାକୁ ନେଇ ମହିଳାଙ୍କ ମଧ୍ୟରେ ମାରପିଟ୍‌

ଧରାକୋଟ,୨୮ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ଥାନା ଅଧୀନ ପାଙ୍କଳବାଡ଼ି ଗ୍ରାମରେ କୁମାରପୂର୍ଣ୍ଣିମା ପରେ ଝିଅମାନେ ଚାନ୍ଦା ଆଦାୟ କରି ପାଲା ପରିବେଷଣ କରାଇଥିଲେ। ପରେ ଭୋଜି ଭାତର ଆୟୋଜନ କରିଥିଲେ। ଭୋଜିରେ ବଳିଥିବା ଭାତ, ଡାଲମା ଘରକୁ ନେବାକୁ ନେଇ ଦୁଇ…

ଯୁବକଙ୍କୁ ଛୁରିରେ ଆକ୍ରମଣ କରି ଅଭିଯୁକ୍ତ କୋର୍ଟ ଚାଲାଣ

ହିଞ୍ଜିଳିକାଟୁ,୨୮ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ନୂଆଗଡ଼ ଗ୍ରାମରେ ଗତ ୧୬ ତାରିଖରେ ମୋହନ ପଟ୍ଟନାୟକଙ୍କୁ ଛୁରିରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଗୁରୁତର ମୋହନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା…

ମମିତା ହତ୍ୟା ମାମଲା: ଭାଜପା କର୍ମୀ-ପୋଲିସ ଧସ୍ତାଧସ୍ତି

ଛତ୍ରପୁର,୨୮ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରରେ ଭାଜପା ସାଙ୍ଗଠନିକ ଘୁମୁସର ଜିଲା ଯୁବମୋର୍ଚ୍ଚା ପକ୍ଷରୁ ବିଶାଳ ରାଲି କରାଯାଇଛି। ମମିତା ପରିବାରକୁ ନ୍ୟାୟ ଦାବିରେ ଗଞ୍ଜାମ ଏସ୍‌ପିଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ପୋଲିସ କର୍ମଚାରୀ ଓ ଭାଜପା ନେତା ଓ କର୍ମୀଙ୍କ ମଧ୍ୟରେ…

ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ ପଶିଗଲା ଖାଲରେ

ଗଞ୍ଜାମ,୨୭ା୧୦(ଡି.ଏନ୍‌.ଏ.): ମଙ୍ଗଳବାର ବିଳମ୍ବିତ ରାତିରେ ଗୋଟିଏ ୧୦୮ ଆମ୍ବୁଲାନ୍ସ ରାସ୍ତା ପାର୍ଶ୍ୱ ଖାଲରେ ପଶି ଯାଇଥିଲା। ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁ ଏହି ଦୁର୍ଘଟଣା ଘଟିଥାଇ ପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ମିଳିଥିବା ସୂଚନାନୁଯାୟୀ, ୧୦୮ ଆମ୍ବୁଲାନ୍ସଟି…

ଟ୍ରାକ୍ଟର ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ

ପୋଲସରା,୨୫।୧୦(ଡି.ଏନ୍‌.ଏ): ଗଞ୍ଜାମ ଜିଲା ପୋଲସରା ସହରର ହାଇସ୍କୁଲ ଛକରେ ସୋମବାର ସକାଳେ ଏକ ଟ୍ରାକ୍ଟର ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ପୋଲସରା ଥାନା ଚିରିକିପଡା ଶାସନ ଗ୍ରାମର ପ୍ରଫୁଲ୍ଲ ସାହୁଙ୍କ ପୁଅ ବସନ୍ତ ସାହୁ।…

ପାଓ୍ବାରଟିଲରକୁ ଧକ୍କା ଦେଲା ବାଇକ୍‌

ହିଞ୍ଜିଳିକାଟୁ,୨୪।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ସମରଝୋଳ ଛକ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ରାସ୍ତା ପାଶର୍‌ବରେ ଥିବା ଏକ ପାଓ୍ବାରଟିଲରକୁ ଏକ ବାଇକ ଧକ୍କା ଦେବାରୁ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ହିଞ୍ଜିଳି ଥାନା…

ନିର୍ବନ୍ଧରେ ଯୋଗଦେବାକୁ ଯାଉଥିଲା ବେଳେ କାର୍‌ ଉପରେ ପଡ଼ିଲା ବାସି ତୋରାଣି, ଆଉ ତା’ ପରେ…

ଗଞ୍ଜାମ,୨୪।୧୦(ଡିଏନ୍‌.ଏ.): ଗଞ୍ଜାମ ସହରସ୍ଥିତ ପୁରୁଣା ଜାତୀୟ ରାଜପଥ ବଡବଜାରସ୍ଥିତ ଏକ ଜଳଖିଆ ଦୋକାନ ପାର୍ଶ୍ୱରେ ଏକ କାର ଉପରକୁ ବାସି ତୋରାଣି ଫିଙ୍ଗିବା ଚର୍ଚ୍ଚାର ବିଷୟ ପାଲଟିଛି। ଏ ନେଇ ଗାଡି ମାଲିକ ଗଞ୍ଜାମ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମିଳିଥିବା…

ବ୍ରହ୍ମପୁର ଆଇଟିଆଇକୁ ସ୍ବର୍ଣ୍ଣ

ବ୍ରହ୍ମପୁର ଅଫିସ,୨୩ା୧୦: ବ୍ରହ୍ମପୁର ଆଇଟିଆଇ ଜାତୀୟସ୍ତରୀୟ ଦକ୍ଷତାଭିତ୍ତିକ ପ୍ରତିଯୋଗିତାରେ ସଫଳତା ହାସଲ କରିଛି। ଗତ ୨୦ରୁ ୨୩ ତାରିଖ ଯାଏ ବିହାର ପାଟନାଠାରେ ଏହି ପ୍ରତିଯୋଗିତା ହୋଇଥିଲା। ଏଥିରେ ୮ଟି ରାଜ୍ୟର ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ଏଥିମଧ୍ୟରୁ ବ୍ରହ୍ମପୁର ଆଇଟିଆଇ ଇଲେକଟ୍ରିିକାଲ…

କାର୍ତ୍ତିକ ଆରମ୍ଭରୁ ପରିବା ଦର ଆକାଶଛୁଆଁ

ଗଞ୍ଜାମ,୨୩ା୧୦(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ପନିପରିବା ଦର ଆକାଶଛୁଆଁ ହୋଇଛି। ବାଇଗଣ କିଲୋପିଛା ୬୦ ଟଙ୍କା ହୋଇଥିବା ବେଳେ ଟମାଟୋ ୫୦, ବିନ୍ସ ୧୦୦ ଟପିଛି। ସେହିପରି ନିତ୍ୟ ଅପରିହାର୍ଯ୍ୟ ଆଳୁ କିଲୋ ପ୍ରତି ୨୫ ଟଙ୍କାରେ ପହଞ୍ଚିଛି। ପିଆଜ ୪୦, ଭେଣ୍ଡି…

ନିଷ୍କାସନ ହୋଇପାରୁନି ବର୍ଷାଜଳ: ଡ୍ରେନ୍‌ ନିର୍ମାଣ ଦାବି

ଗଞ୍ଜାମ,୨୩।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁଇଁତଳା ନୂଆ ସାହିରେ ଗତ କିଛି ଦିନ ତଳେ ହୋଇଥିବା ଲଘୁଚାପ ଜନିତ ବର୍ଷାପାଣି ଏବେବି ଜମି ରହିଥିବା ଦେଖିବାକୁ ମିଳିଛି। ଡ୍ରେନ ନ ଥିବା ଯୋଗୁ ଉକ୍ତ ବର୍ଷାଜଳ ନିଷ୍କାସିତ ହୋଇପାରୁନି। ତେଣୁ ଡ୍ରେନ୍‌ ନିର୍ମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?