ଗଞ୍ଜାମ

ଗଞ୍ଜାମରେ ମୋବାଇଲ ସ୍ବାବ ସଂଗ୍ରହ, ଆଣ୍ଟିଜେନ୍‌ ଟେଷ୍ଟ: ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ହେଲା ଆରମ୍ଭ

ଛତ୍ରପୁର,୯।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଜିଲାରେ ସ୍ବାବ ସଂଗ୍ରହ ଓ କରୋନା ଟେଷ୍ଟିଂ ବୃଦ୍ଧି ନେଇ ଜିଲା ପ୍ରସାଶନ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। ଜିଲାରେ ମୋବାଇଲ ସ୍ବାବ ସଂଗ୍ରହ ମୁଖ୍ୟମନ୍ତ୍ରୀଙ୍କ…

ସଙ୍ଗରୋଧ କେନ୍ଦ୍ରରେ କାମକରିବା ପରେ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ କରାଯାଉ ସ୍ବାବ ଟେଷ୍ଟ: ଶେରଗଡ଼ ପ୍ରାଥମିକ ଶିକ୍ଷକ ସଂଘ

ଶେରଗଡ଼,୯।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଏ ନେଇ ଶିକ୍ଷକ ମାନଙ୍କୁ କ୍ୱାରାଣ୍ଟାଇନ କାର୍ଯ୍ୟରେ ନିୟୋଜିତ କରୁଛି ବ୍ଲକ ପ୍ରଶାସନ। ସେମାନେ ତାଙ୍କ ଜୀବନକୁ ବିପଦରେ ପକାଇ କାମ କରୁଛନ୍ତି। ମାତ୍ର ସରକାର…

ଗଞ୍ଜାମରେ ଶଟ୍‌ଡାଉନ୍‌ର ପ୍ରଭାବ: ରାସ୍ତାଘାଟ ଜନଶୂନ୍ୟ

ଗଞ୍ଜାମ,୯ା୭(ଡି.ଏନ୍‌.ଏ.) : ମହାମାରୀ କରୋନା ସାରା ବିଶ୍ୱରେ କାୟା ବିସ୍ତାର କରିଚାଲିଛି ।ଏହାକୁ ରୋକିବା ପାଇଁ ବିଶ୍ୱସ୍ତରରେ ନିଆ ଯାଉଥିବା ପଦକ୍ଷେପ ଫେଲ୍‌ ମାରିଛି। ଏକ ମାତ୍ର ବିକଳ୍ପ ହେଉଛି ସାମାଜିକ ଦୂରତା ଏବଂ ମାସ୍କ ବ୍ୟବହାର। ଏଥିପାଇଁ ସରକାରଙ୍କ ପକ୍ଷରୁ…

ଗଞ୍ଜାମରେ ଘରକୁ ଘର ବୁଲି ସ୍ବାସ୍ଥ୍ୟ ସ୍କ୍ରିନିଂ ଆରମ୍ଭ: ଅଞ୍ଚଳରେ ୫ ଦିନ ଶଟ୍‌ଡାଉନ

ଛତ୍ରପୁର,୯।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ମୁକାବିଲା ପାଇଁ ଗୁରୁବାରଠାରୁ ସମସ୍ତ ସହରାଞ୍ଚଳ, ୫ ବ୍ଲକ ହେଡକ୍ୱାର୍ଟରରେ ଘରକୁ ଘର ଯାଇ ସ୍ବାସ୍ଥ୍ୟ ସ୍କ୍ରିନିଂ ଆରମ୍ଭ ହୋଇଛି। ସ୍କ୍ରିନିଂ ପାଇଁ ଉକ୍ତ ଅଞ୍ଚଳରେ ୫ ଦିନ ଶଟ୍‌ଡାଉନ କରାଯାଇଛି । ଏସମ୍ପର୍କରେ ଜିଲାପାଳ…

ଗଞ୍ଜାମ ସହରରେ ଗୋଷ୍ଠୀ ସଂକ୍ରମଣ ରୋକିବା, ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ

ଗଞ୍ଜାମ,୯।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ମହାମାରୀ କରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏଠାରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ସମାନ ଅବସ୍ଥା ଗଞ୍ଜାମ ଏନ୍‌ଏସିରେ ମଧ୍ୟ ଦେଖିବାକୁ ମିଳିଛି। ତେବେ କରୋନା ମୁକାବିଲା କରିବା ଏବେ…

ଗଞ୍ଜାମ ଜିଲାକୁ ବନ୍ଦ ହେଲା ଟ୍ରେନ୍‌ ସେବା

ଭୁବନେଶ୍ୱର, ୮ା୭(ବ୍ୟୁରୋ)-ଗଞ୍ଜାମରେ କୋଭିଡ-୧୯ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଜିଲାରେ ଟ୍ରେନ୍‌ ସେବାକୁ ବନ୍ଦ କରାଯାଇଛି। ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲାର ସମସ୍ତ ଷ୍ଟେସନ ସହ ବାଲୁଗାଁ ଷ୍ଟେସନ ଠାରେ ଯାତ୍ରୀବାହୀ ଟ୍ରେନ ଗୁଡିକର ରହଣି ବନ୍ଦ କରାଯିବାକୁ ନିଷ୍ପତ୍ତି…

ପାରଳାଖେମୁଣ୍ଡି ୩ ଦିନ ଶଟ୍‌ଡାଉନ

ପାରଳାଖେମୁଣ୍ଡି,୮।୭(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆସନ୍ତା ଶୁକ୍ରବାର, ଶନିବାର ଓ ରବିବାର ୩ ଦିନ ପାରଳାଖେମୁଣ୍ଡି ସହର ଶଟଡାଉନ ରହିବ। ଏ ନେଇ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ସେହିପରି ପାରଳାଖେମୁଣ୍ଡିକୁ ସଂଯୋଗ…

ଗଞ୍ଜାମରେ ପହଞ୍ଚିଲେ ଡିଜିପି : କଲେ କୋଭିଡ ପରିଚାଳନା ସମୀକ୍ଷା

ଛତ୍ରପୁର,୮।୭(ଡି.ଏନ୍‌.ଏ.): ଓଡ଼ିଶା ପୋଲିସ ଡିଜି ଅଭୟ ବୁଧବାର ଅପରାହ୍ନରେ ଗଞ୍ଜାମ ଜିଲାରେ ପହଞ୍ଚିଛନ୍ତି। ଛତ୍ରପୁରସ୍ଥିତ ଗଞ୍ଜାମ ଏସ୍‌ପିଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ବୈଠକରେ କୋଭିଡ-୧୯ ପରିଚାଳନା ଓ ଗାଇଡଲାଇନକୁ କାର୍ଯ୍ୟକାରୀ ସମ୍ପର୍କୀୟ ସମୀକ୍ଷା ଡିଜିପି କରିଛନ୍ତି। ଏହି ବୈଠକରେ ଦକ୍ଷିଣାଞ୍ଚଳ ଡିଆଇଜି…

୭ ଦିନ ନିମଖଣ୍ଡିପେଣ୍ଠ ଗାଁ ଶଟଡାଉନ

ଦିଗପହଣ୍ଡି,୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକରେ ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି। ଏ ନେଇ ସ୍ଥାନୀୟ ପ୍ରଶାସନ ଓ ସାଧାରଣ ଜନତାଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଗତ କିଛିଦିନ ମଧ୍ୟରେ ଦିଗପହଣ୍ଡି…

ଛତ୍ରପୁର ସହରକୁ ବାହାର ଲୋକ ଆସିବା ମନା: ପ୍ରବେଶ ପଥ ସିଲ୍‌

ଛତ୍ରପୁର,୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ସହରର ସମସ୍ତ ପ୍ରବେଶ ପଥକୁ ସିଲ୍‌ କରିଦିଆଯାଇଛି। କେବଳ ଡିଆର୍‌ଡିଏ ଛକରେ ପୋଲିସ, ପ୍ରଶାସନିକ ଅଧିକାରୀଙ୍କ ଗାଡି ଓ ଆମ୍ବୁଲାନ୍ସକୁ ସହର ମଧ୍ୟକୁ ଯିବାକୁ ଅନୁମତି ରହିଛି। ବାହାର ଅଞ୍ଚଳର ଲୋକଙ୍କୁ ଛତ୍ରପୁର ସହରକୁ ପ୍ରବେଶ…

ଗଞ୍ଜାମରୁ ବାହାରକୁ ଯିବାକୁ ଚାହୁଁଥିଲେ, କେବଳ ଏହି ମାନଙ୍କୁ ମିଳିବପାଶ

ଛତ୍ରପୁର,୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରୁ ବାହାରକୁ ଯିବା ପାଇଁ ପାଶ ବ୍ୟବସ୍ଥା ହୋଇଛି। ତେବେ କେବଳ ସ୍ବାସ୍ଥ୍ୟ ଓ ଜରୁରୀ ସରକାରୀ କାର୍ଯ୍ୟ ପାଇଁ କର୍ତ୍ତୃପକ୍ଷଙ୍କ ଅନୁମତି ପତ୍ର ଦେଖାଇଲେ ବାହାର ରାଜ୍ୟକୁ ଛଡ଼ାଯିବ। ଏଥିପାଇଁ ଆବେଦନ କରିବାକୁ ପଡିବ । ସମ୍ପୃକ୍ତ…

ଶେରଗଡ଼ ବ୍ଲକକୁ ନିର୍ଦ୍ଦେଶନାମା ନ ଆସୁଣୁ ପିତ୍ତଳ ପଞ୍ଚାୟତ ୬ଦିନ ଶଟ୍‌ଡାଉନ

ଶେରଗଡ଼,୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକକୁ ୫ଦିନ ପାଇଁ ଜିଲାପାଳ ଶଟ୍‌ଡାଉନ ଘୋଷଣା କରିଥିଲେ। ଏହି ନିର୍ଦ୍ଦେଶନାମା ଆସିବା ପୂର୍ବରୁ ପିତ୍ତଳ ସରପଞ୍ଚ ରଙ୍ଗବତୀ ବେହେରା ବୁଧବାରଠାରୁ ପଞ୍ଚାୟତକୁ ୬ଦିନ ପାଇଁ ଶଟ୍‌ଡାଉନ ଘୋଷଣା କରିଛନ୍ତି। ଏକ ପ୍ରେସ ଇସ୍ତାହାରରେ ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri