ସ୍କୁଲ ପରିସର ସଫେଇ କଲେ ସୁରଟ ଫେରନ୍ତା
କୁକୁଡାଖଣ୍ଡି, ୮।୮(ଡି.ଏନ.ଏ.)- ଗଞ୍ଜାମ ଜିଲା କୁକୁଡାଖଣ୍ଡି ବ୍ଳକର ନିମଖଣ୍ଡି ପ୍ରାଥମିକ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ଅଛନ୍ତି ୭୨ଜଣ ପ୍ରବାସୀ ଓଡ଼ିଆ। ସେମାନେ ସୁରଟ ଫେରନ୍ତା। ତେବେ ସେମାନେ ରହୁଥିବା ସ୍କୁଲ ପରିସରକୁ ପରିଷ୍କାର କରି ନୂଆ ଉଦାହରଣ ସୃଷ୍ଟି କରିଛନ୍ତି।...
ବାଲି, ପଥର ଚାଲାଣ, ଜରିମାନା ଆଦାୟ
ଚିକିଟି,୭ା୫(ଡି.ଏନ.ଏ.)-ଚିକିଟି ତହସିଲ ଅଞ୍ଚଳରେ ଟ୍ରକ୍ ଓ ଟ୍ରାକ୍ଟର ଯୋଗେ ବେଆଇନ ବାଲି, ପଥର ଚାଲାଣ ଓ ମାସ୍କ ବ୍ୟବହାର କରି ନ ଥିବା ବ୍ୟକ୍ତିଙ୍କଠାରୁ ୭୧,୮୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଚିକିଟି ତହସିଲ ଅନ୍ତର୍ଗତ ବିଭିନ୍ନ ଜାଗାରୁ ବାଲି...
ବୁଗୁଡ଼ା ବ୍ଲକ, ଏନ୍ଏସିର ୪୦ ସଙ୍ଗରୋଧ କେନ୍ଦ୍ରରେ ୨୦୫୯ ପ୍ରବାସୀ ଓଡ଼ିଆ
ବୁଗୁଡ଼ା,୭ା୫(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ଓ ଏନ୍ଏସିରେ ଥିବା ୪୦ ସଙ୍ଗରୋଧ କେନ୍ଦ୍ରରେ ଗୁରୁବାର ସୁଦ୍ଧା ମୋଟ ୨୦୫୯ ପ୍ରବାସୀ ଓଡ଼ିଆ (ସୁରାଟ ଫେରନ୍ତା) ଆସି ରହିଛନ୍ତି। ରବିବାର ଠାରୁ ବୁଧବାର ରାତି ସୁଦ୍ଧା ଏହି ପ୍ରବାସୀ ଓଡ଼ିଆମାନେ ଟ୍ରେନ ଓ...
ଏମ୍କେସିଜିରେ ୧୭ ସନ୍ଦିଗ୍ଧ ଭର୍ତ୍ତି
ବ୍ରହ୍ମପୁର ଅଫିସ,୭ା୫-ଗଞ୍ଜାମ ଜିଲାରେ ଏବେ ସୁରଟ ଫେରନ୍ତାଙ୍କୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଗୋଟିଏ ପଟେ ଲଗାତର ଜିଲାର ସନ୍ଦିଗ୍ଧ କରୋନା ଲକ୍ଷଣ ଥିବା ଲୋକମାନେ ଏମ୍କେସିଜିରେ ଭର୍ତ୍ତି ହେଉଥିବା ବେଳେ ନିକଟରେ ଗଞ୍ଜାମକୁ ସୁରଟରୁ ଫେରିଥିବା ପ୍ରବାସୀ ଓଡ଼ିଆଙ୍କୁ...
କ୍ୱାରାଣ୍ଟାଇନ ସେଣ୍ଟରକୁ ବାହାରୁ ଯାଉଛି ଖାଦ୍ୟ, ଭିଡିଓ ଭାଇରାଲ
ଭଞ୍ଜନଗର,୭।୫(ଡି.ଏନ.ଏ.)- ଗଞ୍ଜାମରେ ସୁରଟ ଫେରନ୍ତା ଚିନ୍ତା ବଢାଇଛନ୍ତି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ କ୍ୱାରାଣ୍ଟାଇନ୍ରେ ଥିବା ଲୋକେ ନିୟମ ମାନୁ ନାହାନ୍ତି। ଗଞ୍ଜାମ ଜିଲା ବେଲଗୁଣ୍ଠା ଜିଟି ହାଇସ୍କୁଲ କ୍ୱାରାଣ୍ଟାଇନ ସେଣ୍ଟରରେ ଲୋକଙ୍କୁ ସମ୍ପର୍କୀୟ ଭେଟୁଥିବାର ଭିଡ଼ିଓ ଗୁରୁବାର ଭାଇରଲ...
ସୁରଟରୁ ପୁଣି ୫ ବସ୍ ଗଞ୍ଜାମ ଆସିଲା
ଭଞ୍ଜନଗର,୭।୫(ଡି.ଏନ.ଏ)- କରୋନା ଭୂତାଣୁ ପାଇଁ ସୁରଟରୁ ହଜାର ହଜାର ଓଡ଼ିଆ ନିଜ ଭିଟାମାଟିକୁ ଫେରୁଛନ୍ତି। ପ୍ରଥମେ ବସ୍ ଯୋଗେ ଆସୁଥିବାବେଳେ ଦୁର୍ଘଟଣା ବଢ଼ିବା ସହ ସାମାଜିକ ଦୂରତ୍ୱ ରହିଲା ନାହିଁ। ଫଳରେ ସରକାର ବସ୍ ବଦଳରେ ଟ୍ରେନ୍ ଯୋଗେ ସୁରଟରୁ...
ସଙ୍ଗରୋଧ କେନ୍ଦ୍ରରେ ଯୋଗ, ପ୍ରାଣାୟମ
ବୁଗୁଡ଼ା,୭ା୫(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ତାଳଶାକର ମହାମାୟୀ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ଓଡ଼ିଆମାନଙ୍କୁ ଗୁରୁବାର ଯୋଗ, ପ୍ରାଣାୟମ ସମ୍ପର୍କରେ ଶିକ୍ଷା ଦିଆଯାଉଛି। ଉକ୍ତ କେନ୍ଦ୍ରକୁ ବୁଧବାର ରାତିରେ ପୁରୁଷ, ମହିଳା ଓ ଶିଶୁ ମିଶି ୭୫ ଜଣ ପହଞ୍ଚତ୍ବା...
ପ୍ରବାସୀ ଓଡ଼ିଆଙ୍କ ପାଇଁ କ୍ୱାରାଣ୍ଟାଇନ ବାଧ୍ୟତାମୂଳକ: ନିର୍ଦ୍ଦେଶନାମା ଜାରି କଲା ବିଏମ୍ସି
ବ୍ରହ୍ମପୁର ଅଫିସ,୭ା୫-ବ୍ରହ୍ମପୁରକୁ ଗୁଜୁରାଟ, ମହାରାଷ୍ଟ୍ର ଓ କେରଳ ରାଜ୍ୟରୁ ଆସିଥିବା ପ୍ରବାସୀ ଓଡ଼ିଆ ହୋମ କ୍ବାରାଣ୍ଟାଇନରେ ରହି ପାରିବେ ନାହିଁ। ସେମାନେ ପ୍ରଶାସନ ପକ୍ଷରୁ କରାଯାଇଥିବା ଇନଷ୍ଟିଚ୍ୟୁଟନାଲ ତଥା ସରକାରୀ କ୍ବାରାଣ୍ଟାଇନ କେନ୍ଦ୍ରରେ ରହିବାକୁ ପଡିବ। ଗୁରୁବାର ବ୍ରହ୍ମପୁର ମହାନଗର...
ଟ୍ରେନ୍ ଧକ୍କାରେ ଜଣକ ଜୀବନ ଗଲା
ଛତ୍ରପୁର,୭ା୫(ଡି.ଏନ୍.ଏ.) : ଗଞ୍ଜାମ ଜିଲା ଛତ୍ରପୁର ଥାନା ବ୍ରାହ୍ମଣିଆପଲ୍ଲୀ ରେଳ ଫାଟକ ନିକଟରେ ଟ୍ରେନ ଧକ୍କାରେ ଗୁରୁବାର ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଛି। ମୃତକ ଜଣକ ହେଲେ ଛତ୍ରପୁର ବ୍ଲକ ଅନ୍ତର୍ଗତ ଭିକlରିପଲ୍ଲୀ ପଞ୍ଚାୟତର ବ୍ରାହ୍ମଣୀଆପଲ୍ଲୀ ଗ୍ରାମର ପଞ୍ଚୁ ସେଠୀ।...
ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଗଞ୍ଜାମକୁ ରେଡ୍ ଜୋନ୍; ମୟୂରଭଞ୍ଜ, ଜଗତସିଂହପୁରକୁ ଅରେଞ୍ଜ ଜୋନ୍ ଭାବେ ଘୋଷଣା
ଭୁବନେଶ୍ୱର,୭।୫(ବ୍ୟୁରୋ): ଗୋଟିଏ ଦିନରେ ଗଞ୍ଜାମରେ ୧୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୁବ୍ଶୀଘ୍ର ଆକ୍ରାନ୍ତଙ୍କ ସଂଖ୍ୟା ଦ୍ୱିଗୁଣିତ ହେବାରୁ ରାଜ୍ୟ ସରକାର ଜିଲାକୁ ଗୁରୁବାର ରେଡ୍ ଜୋନ୍ ଭାବେ ଘୋଷଣା କରିଛନ୍ତି। ସେହିଭଳି ମୟୂରଭଞ୍ଜ ଓ ଜଗତସିଂହପୁରକୁ ମଧ୍ୟ ଅରେଞ୍ଜ...
ସରକାରୀ ଦେଶୀମଦ ଭାଟିରେ ବେଆଇନ ମଦ ପ୍ରସ୍ତୁତ ଘଟଣାରେ ୩ ଗିରଫ: ୭୨୦ ଲିଟର ଦେଶୀମଦ ଜବତ
ଦିଗପହଣ୍ଡି,୭।୫(ଡି.ଏନ୍.ଏ.): ଦିଗପହଣ୍ଡିରୁ ୨୦ କିଲୋମିଟରରେ ଦୂରରେ ଥିବା କଳବାଡ ଗ୍ରାମ ନିକଟ ସରକାରୀ ଦେଶୀ ମଦଭାଟି ଉପରେ କେ. ନୂଆଗାଁ ପୋଲିସ ବୁଧବାର ଅତର୍କିତ ଚଢ଼ାଉ କରିଛି। ଏହି ଚଢ଼ାଉରେ ପୋଲିସ ୭୨୦ ଲିଟର ଦେଶୀମଦ ଜବତ କରିଥିବା ଜଣାପଡ଼ିଛି।...
ଗଞ୍ଜାମରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଭୟଭୀତ ନ ହେବା ପାଇଁ ଜିଲାବାସୀଙ୍କୁ ଅନୁରୋଧ କଲେ ଜିଲାପାଳ
ଛତ୍ରପୁର,୭ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗୋଟିଏ ଦିନରେ ଜିଲାରେ ୧୭ ପଜିଟିଭ୍ ବାହାରିଥିବାରୁ ଜିଲାବାସୀ ଭୟଭୀତ ହୋଇପଡ଼ିଛନ୍ତି। ସମସ୍ତ ପଜିଟିଭ୍ ସୁରଟ ଫେରନ୍ତା ବୋଲି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଣମାଧ୍ୟମକୁ...
Archives


