ପାରିବାରିକ କଳହର କରୁଣ ପରିଣତି: ନିଃସନ୍ତାନ ଦମ୍ପତି ନେଲେ ଏଭଳି ଚରମ ନିଷ୍ପତ୍ତି
ଦିଗପହଣ୍ଡି,୧୧।୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ପୋଡ଼ାମାରି ଗ୍ରାମ ଭଞ୍ଜ ସାହିର ଏକ ଦମ୍ପତି ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ସନ୍ତୋଷ ଗୌଡ ଏବଂ ତାଙ୍କ ସ୍ତ୍ରୀ ନୟନି ଗୌଡ। ଖବରପାଇ ପାଟପୁର ପୋଲିସ…
ଜାମିନରେ ଆସି ଲୁଟ କରି ଧରାପଡ଼ିଲେ
ବ୍ରହ୍ମପୁର ଅଫିସ,୧୦।୯: ଜଣେ ବ୍ୟବସାୟୀଙ୍କଠୁ ଟଙ୍କା ଲୁଟ ଅଭିଯୋଗରେ ବୈଦ୍ୟନାଥପୁର ଥାନା ପୋଲିସ ଜଣଙ୍କୁ କାବୁ କରିଛି। ସେ ହେଲେ ଲାଞ୍ଜିପଲ୍ଲୀର ମନୋଜ ପାଣିଗ୍ରାହୀ। ତାଙ୍କ ନିକଟରୁ ୩ଟି ମୋବାଇଲ ଫୋନ୍ ଓ ଗୋଟିଏ ସାଇକେଲ ଜବତ ହୋଇଛି। ମନୋଜ କିଛିଦିନ…
ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା ପାର୍ଶଲ ବୋଝେଇ ଟ୍ରକ
ଗଞ୍ଜାମ,୧୦ା୯(ଡି.ଏନ୍.ଏ.): ୧୬ ନଂ. ଜାତୀୟ ରାଜପଥ ଶନିମନ୍ଦିର ଛକ ଠାରେ ଏକ ପାର୍ଶଲ ବୋଝଇ ଟ୍ରକ୍ ରୋଡ୍ ପାର୍ଶ୍ୱରେ ଥିବା ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡ଼ିଥିବା ଜଣାପଡ଼ିଛି l ଏହି ଦୁର୍ଘଟଣା ଫଳରେ ବିଦ୍ୟୁତ ସରବରାହ ବନ୍ଦ କରି…
ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁଦିବସ
ଦିଗପହଣ୍ଡି,୫ା୯(ଡି.ଏନ୍.ଏ.): ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ପ୍ରତିବର୍ଷ ଭଳି ଚଳିତବର୍ଷ କୋଭିଡ୍ କଟକଣା ମଧ୍ୟରେ ଗୁରୁଦିବସ ପାଳନ କରାଯାଇଥିଲା। ଦିଗପହଣ୍ଡି ସରସ୍ବତୀ ବିଦ୍ୟାମନ୍ଦିର ପରିସରରେ ପ୍ରଧାନ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ମିଶ୍ର ଓ ଭଗବତୀ…
ଦଶମ ଛାତ୍ରୀଙ୍କୁ ବଳାତ୍କାର
ବ୍ରହ୍ମପୁର ଅଫିସ,୪।୯: ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ବ୍ରହ୍ମପୁର ବଡବଜାର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ପାଣିଗ୍ରାହୀପେଣ୍ଠର ଶମ୍ଭୁ ଓରଫ ସୀମାଞ୍ଚଳ ସାବତ(୨୫)। ପୋଲିସ ପୀଡ଼ିତା ଓ…
ଦୁଇ ମହିଳା ପୋଲିସ ଅଫିସର ପାଇବେ ମୁଖ୍ୟମନ୍ତ୍ରୀ ପଦକ
ପୁରୁଷୋତ୍ତମପୁର,୩।୯(ଡି.ଏନ୍.ଏ.): ଗଞ୍ଜାମ ଜିଲାର ଦୁଇ ମହିଳା ପୋଲିସ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରବା ସହ ପୁରସ୍କାର ପ୍ରଦାନ ନେଇ ମନୋନୀତ କରିଛନ୍ତି। ଦୁଇ ଅଫିସର ହେଲେ ପୁରୁଷୋତ୍ତମପୁର ଥାନାର ପୂର୍ବତନ ଏସ୍ଆଇ ତଥା ବର୍ତ୍ତମାନ ଭୂବନେଶ୍ବର କମିଶନରେଟ ପୋଲିସର ମର୍କତନଗର ଥାନାରେ…
ଋଷିକୂଲ୍ୟାରେ ଭାରତ ମାନଚିତ୍ର, ଭାଇରାଲ ହେଉଛି ଫଟୋ
ପୁରୁଷୋତ୍ତମପୁର,୨ା୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ନିକଟରେ ପ୍ରବାହିତ ଋଷିକୂଲ୍ୟା ନଦୀ କୂଳରେ ପ୍ରକୃତି ସୃଷ୍ଟି କରିଛି ଏକ ଭାରତ ମାନଚିତ୍ର। ନଦୀରେ ପାଣି ପ୍ରବାହିତ ହେଉଥିବା ବେଳେ ଆପେ ଆପେ ଏଭଳି ଭାରତ ମାନଚିତ୍ର ସଦୃଶ ଭଳି ପାଣି ରହି ପ୍ରବାହିତ…
ବନ୍ୟଜନ୍ତୁ ଶିକାର ପାଇଁ ବୁଲୁଥିଲେ ଜଙ୍ଗଲରେ, ୨ ଗିରଫ
ଭଞ୍ଜନଗର,୨ା୯(ଡି.ଏନ୍.ଏ.): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ରେଞ୍ଜ ସଂରକ୍ଷିତ ଜଙ୍ଗଲରୁ ବୁଧବାର ରାତିରେ ବନ ବିଭାଗ କର୍ମଚାରୀ ବନ୍ଧୁକ ସହ ୨ ଜଣ ଶିକାରୀଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ ଜଗନ୍ନାଥପ୍ରସାଦର ସନ୍ତୋଷ ବେହେରା ଓ ଆଙ୍କୁଲକୁମ୍ପାର ଜଳନ୍ଧର ଜାନି।…
ତଳି ରୋଇବାକୁ ଗଲାବେଳେ ଓଲଟିଲା ଅଟୋ, ୩ ଗୁରୁତର,୧୧ ଆହତ
ଦିଗପହଣ୍ଡି,୧।୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ମୁଖ୍ୟ ରାସ୍ତାର ଶଶ୍ମାନ ନିକଟରେ ବୁଧବାର ସକାଳେ ଦୁର୍ଘଟଣା ଘଟିଛି। ଏକ ଏକ ଡାଲା ଅଟୋ ଓଲଟି ପଡିବାରୁ ଫାସିଗୁଡ଼ା ଗ୍ରାମ ବଡ଼ସାହିର ୧୪ ମହିଳା ଶ୍ରମିକ ଆହତ ହୋଇଥିବା…
୧୫୪ ବର୍ଷରେ ବ୍ରହ୍ମପୁର ପୌରସଂସ୍ଥା
୧୮୬୭ ମସିହାର କଥା। ସେ ସମୟରେ ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ଥିଲା ଗଞ୍ଜାମ ଜିଲା। ସେହିବର୍ଷ ପ୍ରତିଷ୍ଠିତ ହୋଇଥିଲା ବ୍ରହ୍ମପୁର ପୌରସଂସ୍ଥା। ୧୫୪ ବର୍ଷର ଏହି ସ୍ବାୟତ୍ତ ଶାସନ ସଂସ୍ଥା ୧୨ ବର୍ଷ ତଳେ ମହାନଗର ନିଗମରେ ପରିଣତ ହୋଇଛି। ଅତୀତରେ…
ଟିକା ନେବାକୁ ଆସି ଭାଙ୍ଗିଲେ କବାଟ, ରେଲିଂ
କବିସୂର୍ଯ୍ୟନଗର,୩୦ା୮: ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ମେଡିକାଲରେ ସୋମବାର ପ୍ରଥମ, ଦ୍ୱିତୀୟ ଡୋଜ୍ ଟିକା ନେବା ଲାଗି ପ୍ରବଳ ଭିଡ ହୋଇଥିଲା। ଟିକାକରଣ ସକାଳ ୯ଟାରୁ ଆରମ୍ଭ ହୋଇଥିଲା। ଏଥିଲାଗି ୨ ହଜାରରୁ ଊର୍ଦ୍ଧ୍ୱ ଲୋକ ଆଗୁଆ ଭିଡ ଜମାଇଥିଲେ। ଆବଶ୍ୟକ ପରିମାଣ…
ବାଲି ଚୋରା ଚାଲାଣ ବେଳେ ୧୩ ଜଣଙ୍କୁ ବାନ୍ଧିଲା ପୋଲିସ : ୬ ଟ୍ରାକ୍ଟର ଜବତ
ପୁରୁଷୋତ୍ତମପୁର,୩୦।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଋଷିକୂଲ୍ୟା ନଦୀ ଘାଟର ବିଭିନ୍ନ ସ୍ଥାନରୁ ବାଲି ମାଫିଆମାନେ ବିନା ଦ୍ବିଧାରେ ବାଲି ଖୋଳି ନେବାରେ ଲାଗିଛନ୍ତି। ତେବେ ସୋମବାର ପୋଲିସ ପାଟ୍ରୋଲିଂ ସମୟରେ ରେଗିଡି ଓ ପାଗଳବାବା ଛକଠାରେ ବାଲି ବୋଝେଇ କରି…
Archives


