ଗଞ୍ଜାମ

ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରରୁ ଖସିଲା ପଥର

ଖଲ୍ଲିକୋଟ,୨୦ା୯(ଡି.ଏନ.ଏ.): ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ତଥା ବହୁ ପୁରାତନ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ପ୍ରତି ବିପଦ ଘନେଇଲା। ସୋମବାର ଭୋରରେ ଜଗନ୍ନାଥ ମନ୍ଦିରର ସିଂହଦ୍ୱାର ଗୁମୁଟରୁ ଦୁଇଟି ସ୍ଥାନରୁ ପଥର ଖସି ତଳେ ପଡିଥିଲା। ପ୍ରାୟ ୩ ଶହ ବର୍ଷର ଏହି…

ତିନି ବର୍ଷ ହେଲା ଅବ୍ୟବସ୍ଥାରେ ଗଞ୍ଜାମ ମାଛ ମାର୍କେଟ

ଗଞ୍ଜାମ,୨୦।୯(ଡି.ଏନ.ଏ.): ଅବ୍ୟବସ୍ଥାରେ ଗଞ୍ଜାମ ସହର ସାନ ବଜାରଠାରେ ଥିବା ମାଛ ମାର୍କେଟ। ପୂର୍ବରୁ ଏନ୍‌ଏସି ପ୍ରଶାସନ ପକ୍ଷରୁ ମାଛ ବ୍ୟବସାୟୀଙ୍କ ଲାଗି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିଲାl ହେଲେ ସହରର ସୌନ୍ଦର୍ଯ୍ୟକରଣ ଓ ରାସ୍ତା ସମ୍ପ୍ରସାରଣର ଆଳ ଦେଖାଇ ଭାଙ୍ଗି ଦିଆଯାଇଥିଲା…

ପୁଣି ଏମ୍‌କେସିଜି ଛାତରୁ ଖସିଲା ସିଲିଂ

ବ୍ରହ୍ମପୁର ଅଫିସ,୧୯।୯: ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ଛାତରୁ ପୁଣି ସିଲିଂ ଖସିଥିବା ଅଭିଯୋଗ ହୋଇଛି। ତଳ ମହଲାରେ ଥିବା ଡାୟଲିସିସ ୱାର୍ଡର ଛାତରୁ ଏହି ସିଲିଂ ଖସିଥିଲା ବେଳେ ଡାକ୍ତରଖାନାର ନୂଆ କୋଠା କେତେ ସୁରକ୍ଷିତ ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି…

ଏନ୍‌ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ହେଲେ ପିସିସି ସଦସ୍ୟ

ଦିଗପହଣ୍ଡି,୨୦।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟ ଭାବେ ସୋମବାର ମନୋନୀତ ହୋଇଛନ୍ତି। ପ୍ରଫୁଲ୍ଲ ପୂର୍ବରୁ ଡିସିସି ଉପସଭାପତି ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ସାଂଗଠନିକ ଦକ୍ଷତା ଆଧାରରେ ତାଙ୍କୁ…

ଖୁବ୍‌ଶୀଘ୍ର ଖୋଲିବ ଆସିଷ୍ଟାଣ୍ଟ ସେସନ୍ସ କୋର୍ଟ

ପୁରୁଷୋତ୍ତମପୁର,୧୯।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଖୁବ୍‌ଶୀଘ୍ର ଆସିଷ୍ଟାଣ୍ଟ ସେସନ୍ସ ଜଜ୍‌ ତଥା ସିଭିଲ ଜଜ୍‌ ସିନିୟର ଡିଭିଜନ କୋର୍ଟ ଖୋଲିବାକୁ ଯାଉଛି। ଏନେଇ ସୋମବାର ଗଞ୍ଜାମ ଜିଲା ଦୌରାଜଜ ଆନନ୍ଦ ଚନ୍ଦ୍ର ବେହେରା ଓ ରେଜିଷ୍ଟ୍ରାର ସୁଶାନ୍ତ କୁମାର ମିଶ୍ର ପୁରୁଷୋତ୍ତମପୁର…

ପାଞ୍ଚଶହରୁ ଉର୍ଦ୍ଧ୍ୱ ଶବଦାହ କରି ଚର୍ଚ୍ଚାରେ ଶିବରାମ

ଗଞ୍ଜାମ,୧୯।୯(ଡି.ଏନ.ଏ.): ପେସାରେ ଜଣେ ବ୍ୟବସାୟୀ। ହେଲେ ସମସ୍ତେ ତାଙ୍କୁ ମଶାଣି ସାଥୀ ଭାବେ ଜାଣନ୍ତି l ଶବଦାହ ପାଇଁ କେହି ଡାକନ୍ତୁ ବା ନ ଡାକନ୍ତୁ ସେ ସବୁ କାମ ଛାଡି ସେ ମଶାଣିରେ ପହଞ୍ଚିଯାନ୍ତି। ଏଥିରେ ତାଙ୍କୁ ତୃପ୍ତି ମିଳିଥାଏ…

ଏସ୍‌ଏଚ୍‌ଜିକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୧୯ା୯(ଡି.ଏନ.ଏ.):ଆଜାଦୀ କି ଅମୃତ ମହୋତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ଆହ୍ବାନ ଦେଇଥିଲେ। ସ୍ବାଧୀନତା ଦିବସରେ ପ୍ରତ୍ୟେକ ବ୍ୟକ୍ତି ନିଜ ଘର ଆଗରେ ଜାତୀୟ ପତାକା ଉଡାଇବାକୁ କୁହାଯାଇଥିଲା। ଏହି ପରିପ୍ରେକ୍ଷୀରେ ଲକ୍ଷାଧିକ…

ଠିକାଦାର ହତ୍ୟା ମାମଲା: ରେଳଷ୍ଟେଶନରୁ ଅଭିଯୁକ୍ତଙ୍କୁ କାବୁ କଲା ପୋଲିସ

ବ୍ରହ୍ମପୁର ଅଫିସ,୧୮।୯: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ରିଷିପୁର ଗାଁର ଠିକାଦାର ପୂର୍ଣ୍ଣଚନ୍ଦ୍ର ନାହାକ ହତ୍ୟା ଘଟଣାରେ ଫେରାର ଥିବା ଅନ୍ୟତମ ହତ୍ୟାକାରୀଙ୍କୁ ପୋଲିସ ରବିବାର ବ୍ରହ୍ମପୁର ରେଳଷ୍ଟେଶନରୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ରିଷିପୁର ଗାଁର ଅନନ୍ତ…

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ: ଥାନାରେ ପ୍ରେମିକ ଅଟକ

ବ୍ରହ୍ମପୁର ଅଫିସ,୧୮।୯: ସଦର ଥାନା ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କ ମୃତଦେହ ରବିବାର ପୋଲିସ ଜବତ କରିଛି। ମହିଳାଙ୍କ ଆନୁମାନିକ ବୟସ ୩୫ ବର୍ଷ ହେବ ବୋଲି ପୋଲିସ କହିଛି। ଏନେଇ ପୋଲିସ ଏକ ମାମଲା (ନଂ.୪୩୦/୨୨) ରୁଜୁ କରି ମୃତଦେହ…

ତାରାତାରିଣୀ ପୀଠରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ

ପୁରୁଷୋତ୍ତମପୁର,୧୮ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରା ତାରିଣୀଙ୍କ ପୀଠରେ ପାର୍ବଣ ପୂଜା ଶନିବାର ରାତି ପବିତ୍ର ମୂଳାଷ୍ଟମୀଠାରୁ ଆରମ୍ଭ ହୋଇଛି। ଏହା ଦୀର୍ଘ ୧୬ଦିନ ଧରି ଚାଲି ଦଶହରାରେ ସମାପନ ହେବ। ଭାଦ୍ରବ ମାସ ଶୁକ୍ଳ ଅଷ୍ଟମୀରେ ମା’…

ପୋତାଗଡ଼ର ବିକାଶ ନେଇ ଏମ୍‌ପି, ବିଧାୟକଙ୍କ ସମୀକ୍ଷା

ଗଞ୍ଜାମ,୧୮।୯(ଡି.ଏନ୍‌.ଏ.): ଗଞ୍ଜାମ ସହରସ୍ଥିତ ଐତିହାସିକ ପୋତାଗଡ଼ର ବିକାଶ ଓ ପୁନରୁଦ୍ଧାର ନିମନ୍ତେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଶନିବାର ପୋତାଗଡ଼ ଗସ୍ତ କରି ଏହାର ସମୀକ୍ଷା କରିଥିଲେ। ତହସିଲଦାର ଅରୁଣ କୁମାର ନାୟକ, ବ୍ରହ୍ମପୁର…

ପ୍ରମାଣ ଅଭାବରୁ ମୁଖ୍ୟ ଅଭିଯୁକ୍ତ ସହ ୩ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୮।୯: ସ୍ବତନ୍ତ୍ର ଫାଷ୍ଟଟ୍ରାକ ପୋକ୍‌ସୋ କୋର୍ଟ ବିଚାରପତି ଗଣେଶ୍ୱର ପତି ଏକ କୁମାରୀ ମାତୃତ୍ୱ ଘଟଣାର ବିଚାର କରିଥିଲେ। ପ୍ରମାଣ ଅଭାବରୁ ସେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଜଣଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତମାନେ ୩ ଭାଇ। ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?