୨ଦିନ ହେଲା ଦୁଇମୃତଦେହର ପରିଚୟ ଖୋଜୁଛି ପୋଲିସ
ଆସିକା,୨୬।୨: ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବୁଢାକେନ୍ଦୁ ଜଙ୍ଗଲରୁ ପୋଲିସ ୨ ଗଳିତ ମୃତଦେହ ଜବତ କରିଥିଲା । ଘଟଣାର ୨ଦିନ ପରେ ମୃତକଙ୍କ ସମ୍ପର୍କରେ ପୋଲିସକୁ କୌଣସି ସୁରାକ ମିଳିପାରି ନାହିଁ । ଶୁକ୍ରବାର ଗଞ୍ଜାମ ଏସ୍ପି ବ୍ରିଜେଶ…
କୋଲକାତାରୁ ଆଇପିଏଲ ବେଟିଂ ମୁଖିଆ ଗିରଫ: ୭୨. ୯୬ ଲକ୍ଷ ଟଙ୍କାର ବ୍ୟାଙ୍କ ଆକାଉଣ୍ଟ ସିଜ୍
ବ୍ରହ୍ମପୁର ଅଫିସ ,୨୬।୨ : ଗଞ୍ଜାମ ଜିଲାରେ ଆଇପିଏଲ ବେଟିଂ ପାଇଁ ୟୁଜର ଆଇଡି ଓ ପାସୱାର୍ଡ ଦେଇ କେତେକ ବୁକିଂ ଜରିଆରେ କାରବାର ଚଳାଇଥିବା ମୁଖିଆଙ୍କୁ ବ୍ରହ୍ମପୁର ପୋଲିସ ଗୁରୁବାର କୋଲକାତାରୁ ଗିରଫ କରିଥିଲା। ଅଭିଯୁକ୍ତ ଜଣଙ୍କ ହେଲେ ଦିନେଶ…
ବୁଗୁଡ଼ାରେ ବନ୍ଦ ରହିଲା ସମସ୍ତ ବାଣିଜି୍ୟକ ପ୍ରତିଷ୍ଠାନ
ବୁଗୁଡ଼ା, ୨୬।୨ (ଡି.ଏନ୍.ଏ.): ଦ୍ରବ୍ୟ ଓ ସେବା ଟିକସ (ଜିଏସ୍ଟି), ଜାଳେଣି ଗ୍ୟାସ ଦର ବୃଦ୍ଧି, ଇ-ଓ୍ବେ ବିଲ୍କୁ ବିରୋଧ କରି କନ୍ଫେଡେରେସନ ଅଫ ଅଲ୍ ଇଣ୍ଡିଆ ଟ୍ରେଡରସ (ସିଏଆଇଟି) ପକ୍ଷରୁ ଦେଶ ବ୍ୟାପି ଶୁକ୍ରବାର ବନ୍ଦ ଡାକରା ଦିଆଯାଇଥିଲା। ଏହି…
ଗାଡ଼ି ଚଳାଇ ଧରାପଡିଲେ ନାବାଳକ: ୨୫ ହଜାର ଜରିମାନା ଗଣିଲେ ବାପା
ଛତ୍ରପୁର,୨୬।୨(ଡିଏନଏ): ଜଣେ ନାବାଳକଙ୍କୁ ଏକ ମାଲବାହୀ ଅଟୋ ଚଳାଇବାଙ୍ ମହଙ୍ଗା ପଡ଼ିଛି। ଗଞ୍ଜାମ ଜିଲା ଛତ୍ରପୁର ଥାନା ପୋଲିସ ପକ୍ଷରୁ ଗାଡି ଯାଞ୍ଚ ସମୟରେ ଏହି ନାବାଳକ ଏକ ମାଲବାହୀ ଅଟୋ (ନଂ. ଓ ୦୭ପି ୫୭୯୬) ଚଳାଉ ଥିବା ବେଳେ…
ବିରଳ ହ୍ବେଲ୍ ସାର୍କର ଜୀବନ ବଞ୍ଚାଇଲେ ପର୍ଯ୍ୟଟକ
ଚିକିଟି,୨୬ା୨: ଗଞ୍ଜାମ ଜିଲା ଚିକିଟି ବ୍ଲକ ସୁନୁପୁର ସ୍ଥିତ ସମୁଦ୍ର ଉପକୂଳରେ ଏକ ବିରଳ ପ୍ରଜାତିର ହ୍ବେଲ୍ ସାର୍କ ଦେଖିବାକୁ ମିଳିଛି। ପର୍ଯ୍ୟଟକମାନେ ବେଳାଭୂମିରେ ବୁଲୁଥିବା ବେଳେ ହଠାତ୍ ସାର୍କଟି କୂଳକୁ ଆସିଥିବା ଦେଖିଥିଲେ। ଖବର ପ୍ରଚାର ହେବା ପରେ ବେଳାଭୂମିରେ…
ଓକିଲଙ୍କ ଅଫିସ ତାଲା ଭାଙ୍ଗି ନଗଦ ଟଙ୍କା, ଫାଇଲପତ୍ର ନେଇଗଲେ ଦୁର୍ବୃତ୍ତ
ପୁରୁଷୋତ୍ତମପୁର,୨୫।୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ମଧ୍ୟସ୍ଥ ରଥସାହି ଛକଠାରେ ବୁଧବାର ରାତିରେ ଦୁର୍ବୃତ୍ତମାନେ ଓକିଲ ସୀମାଞ୍ଚଳ ମିଶ୍ରଙ୍କ ଅଫିସ ସହ କାଳୁ ସାମଲଙ୍କ ଟେଣ୍ଟ ହାଉସ ଦୋକାନ, ଡାକ୍ତର ସରୋଜ କୁମାର ଦାଶଙ୍କ ହୋମିଓ କ୍ଲିନିକ, ଶାନୁ ସାମଲଙ୍କ ତେଜରାତି…
ମଣ୍ଡି ନେଉନି ଧାନ, ବ୍ଲକ ଅଫିସ ଘେରିଲେ ଗ୍ରାମବାସୀ
ଗଞ୍ଜାମ,୨୫।୨(ଡି.ଏନ.ଏ): ଗଞ୍ଜାମ ବ୍ଲକ ଅଞ୍ଚଳ ଚାଷୀଙ୍କର ଧାନ ମଣ୍ଡି ନେଉନି l ଗୁରୁବାର ଏହି ବ୍ଲକ କାଇଁଚପୁର ପଞ୍ଚାୟତ ଝାଡୁକୁଦା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଚାଷୀ ଏହାର ପ୍ରତିବାଦ କରିବା ସହ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ l…
ଶୋ’ରୁମ୍ ସଟର ତାଡ଼ି ୮ ଲକ୍ଷ ଚୋରି କଲେ ଦୁର୍ବୃତ୍ତ
ବ୍ରହ୍ମପୁର ଅଫିସ,୨୪ା୨: ବ୍ରହ୍ମପୁର ସହରରେ କିଛି ଦିନର ନୀରବତା ପରେ ପୁଣିଥରେ ଚୋରି ଭଳି ଘଟଣା ସାମ୍ନାକୁ ଲାଗିଛି। ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଖୋଡ଼ାସିଙ୍ଗିରେ ଥିବା ବାଜାଜ୍ ଶୋ’ରୁମରୁ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଟଙ୍କା ଚୋରିକରି ନେଇଛନ୍ତି। ବୁଧବାର ସକାଳେ…
ତ୍ରିବେଣୀ ମଠ ଛକରେ ବିକ୍ରି ହେଉଛି ଅପମିଶ୍ରିତ ପେଟ୍ରୋଲ, ଡିଜେଲ; ନିରବଦ୍ରଷ୍ଟା ସାଜିଛି ପ୍ରଶାସନ
ଗଞ୍ଜାମ, ୨୪।୨(ଡି.ଏନ୍.ଏ.): ଗଞ୍ଜାମ ସହର ତ୍ରିବେଣୀ ମଠ ଛକଠାରେ ଗତ କିଛିମାସ ହେବ ଅପମିଶ୍ରିତ ଡିଜେଲ ଓ ପେଟ୍ରୋଲ ବିକ୍ରି ହେଉଥିବା ଅଭିଯୋଗ ହେଉଛି l ଅସାଧୁ ବେପାରୀମାନେ ବିଭିନ୍ନ ଉର୍ଣ୍ଣୟନ କାର୍ଯ୍ୟରେ ଲାଗୁଥିବା ଟିପର ଓ ଟ୍ରାକ୍ଟରଗୁଡିକରୁ ଶାଗ ମାଛ…
ଥମୁନି ହାତୀ ଉପଦ୍ରବ: ଲୋକେ ଆତଙ୍କିତ
ବୁଗୁଡ଼ା,୨୩।୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବନାଞ୍ଚଳର ଠଣାପଲ୍ଲୀ ବିଟ୍ରେ ଏକ ଦନ୍ତାହାତୀ ପ୍ରବେଶ କରି ଉପଦ୍ରବ କରୁଥିବା ଦେଖିବାକୁ ମିଳିଛି। କୁଞ୍ଜବନ ଗ୍ରାମର ଧାନ ଖାଇ ତାହାକୁ ନଷ୍ଟ କରିଦେଇଛି। ଏହା ସହ ତାଳ ଗଛକୁ ଭାଙ୍ଗି କନ୍ଦା ଖାଇଥିବା ଜଣାପଡିଛି…
ଜୋର ଜବରଦସ୍ତ ଘର ଭାଙ୍ଗିବା ଘଟଣା : ଅସନ୍ତୋଷ ପ୍ରକାଶ କଲେ କନ୍ଧ ଶତପଥୀ
ଗଞ୍ଜାମ,୨୩।୨(ଡି.ଏନ୍.ଏ.): ଗଞ୍ଜାମ ସହର ତ୍ରିବେଣୀ ମଠ ଛକଠାରେ ଦୀର୍ଘ ସତୁରୀ ବର୍ଷରୁ ଊର୍ଦ୍ଧ୍ୱ ହେବ ରହି ଆସୁଥିବା କନ୍ଧ ଶତପଥୀଙ୍କ ଘରକୁ ଗତ ୯ ତାରିଖରେ ମନ୍ଦିର କର୍ତ୍ତୃପକ୍ଷ ଜୋର ଜବରଦସ୍ତ ଜେସିବି ଦ୍ୱାରା ଭାଙ୍ଗି ଦେଇଥିଲେ । ଏ ନେଇ…
କୁକୁର କବଳରୁ କୃଷ୍ଣସାର ମୃଗ ଉଦ୍ଧାର
ବୁଗୁଡ଼ା,୨୨।୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ବାଲିପଦର ସେକ୍ସନର କନ୍ଧ ଚନ୍ଦନପେଢ଼ି ଗ୍ରାମରୁ ଏକ ମାଈ କୃଷ୍ଣସାର ମୃଗ ଉଦ୍ଧାର ହୋଇଛି। ଏକ ବୁଲା କୁକୁର ମୁହଁରୁ ମୃଗକୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି। ରବିବାର ସାରେ କୃଷ୍ଣସାର ମୃଗଟି କନ୍ଧ…
Archives


