ପଲିଥିନ୍ ଧରପଗଡ଼ ଜୋରଦାର, ଜରିମାନା ଆଦାୟ
ବୁଗୁଡ଼ା,୨୦ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଏନ୍ଏସି ପ୍ରଶାସନ ପକ୍ଷରୁ ସହରରେ ପଲିଥିନ ଧରପଗଡ଼ ଜୋରଦାର ହୋଇଛି। ସ୍ଥାନୀୟ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମୀରଞ୍ଜନ ଦାସଙ୍କ ନେତୃତ୍ୱରେ ସହରର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବ୍ୟବହୃତ କରାଯାଉଥିବା ପଲିଥିନ ଧରପଗଡ଼ କରାଯାଇ…
ଏମ୍ଜିଏନ୍ଆରଜିଏସରେ ୧୦୦ ଦିନ କାମ ଯୋଗାଇ ଦେଶରେ ଏହି ଜିଲା ପ୍ରଥମ
ଛତ୍ରପୁର,୧୯।୭(ଡି.ଏନ୍.ଏ.): ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍ଜିଏ୍ନଆରଜିଏସ୍)ରେଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ଜବକାର୍ଡଧାରୀ ପରିବାରକୁ ଶହେ ଦିନ କାମ ଯୋଗାଇବାରେ ଦେଶରେ ଗଞ୍ଜାମ ଜିଲା ପ୍ରଥମ ସ୍ଥାନରେ ରହିଛି। ବିଗତ ବର୍ଷ ମାନଙ୍କରେ ମଧ୍ୟ ଏହି ଯୋଜନାରେ…
ଓଡ଼ିଶାରେ ଗଞ୍ଜାମ ଜିଲା ପ୍ରଥମ: ଏମ୍ଜିଏନ୍ଆରଜିଏସରେ ଏକ କୋଟି ଶ୍ରମଦିବସ
ଛତ୍ରପୁର,୧୯।୭(ଡି.ଏନ୍.ଏ.): ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍ଜିଏ୍ନଆରଜିଏସ୍)ରେ ଗଞ୍ଜାମ ଜିଲା ରେକର୍ଡ ସୃଷ୍ଟି କରିଛି। ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ଏକ କୋଟି ଶ୍ରମଦିବସ ସୃଷ୍ଟି କରି ଗଞ୍ଜାମ ଜିଲା ରେକର୍ଡ କରିଛି। ଏକ୍ଷେତ୍ରରେ ଓଡ଼ିଶାରେ ଗଞ୍ଜାମ…
ଏଣିକି ବ୍ରହ୍ମପୁରରେ ବାଧ୍ୟତାମୂଳକ ହେଲା ମାସ୍କ, ନ ପିନ୍ଧିଲେ ମିଳିବନି ପେଟ୍ରୋଲ
ବ୍ରହ୍ମପୁର ଅଫିସ,୧୯।୭: କଟକ ଭୁବନେଶ୍ୱର ସମେତ ସମ୍ବଲପୁର ପରେ ବର୍ତ୍ତମାନ ବ୍ରହ୍ମପୁର ମହାନଗର ନିଗମ (ବିଏମ୍ସି) କୋଭିଡ୍ ନିୟମକୁ କଡ଼ାକଡ଼ି କରିଛି। ଏଣିକି କରୋନା ରୋକିବାକୁ ବ୍ରହ୍ମପୁରରେ ମଧ୍ୟ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟରେ ଏବେ ଦୈନିକ ହଜାରେ ପାଖାପାଖି କରୋନା…
ଋଷିକୂଲ୍ୟା ନଦୀରେ ଜଳସ୍ତର ବୃଦ୍ଧି
ଗଞ୍ଜାମ,୧୯।୭(ଡି.ଏନ.ଏ.): ଗଞ୍ଜାମ ସହର ସ୍ଥିତ ଋଷିକୂଲ୍ୟା ନଦୀରେ ଜଳସ୍ତର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି l ଲଘୁଚାପ ଜନିତ ବର୍ଷା ଓ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପାଣି ନଦୀରେ ମିଶି ଏହାର ଜଳସ୍ତର ବୃଦ୍ଧି ପାଉଛି। ବର୍ତ୍ତମାନ…
ସ୍ବାସ୍ଥ୍ୟକେନ୍ଦ୍ରରୁ ଚୋରି କରି ବନ୍ଧା ହେଲେ ୪ ଅଭିଯୁକ୍ତ
ହିଞ୍ଜିଳିକାଟୁ,୧୬ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ସାରୁ ଓ ସାପୁଆପଲୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଟିଭି, କମ୍ପ୍ୟୁଟର ଡେସ୍କଟପ୍, ଇନ୍ଭର୍ଟର ଆଦି ଚୋରି ସହ ଗଣ୍ଡଳା ଛକରେ ଗୋଟିଏ ଘରର ତାଲା ଭାଙ୍ଗି ଚୋରି ଅଭିଯୋଗରେ ଶନିବାର ହିଞ୍ଜିଳି ପୋଲିସ ୪ ଜଣଙ୍କୁ…
ସାପକାମୁଡ଼ାରେ ଚାଲିଗଲା ଅବସରପ୍ରାପ୍ତ କର୍ମଚାରୀଙ୍କ ଜୀବନ
ଗଞ୍ଜାମ,୧୬ା୭(ଡି.ଏନ୍.ଏ.): ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତର ଗବୁଡ଼ି ମର୍ଦ୍ଧରାଜପୁର ବାସିନ୍ଦା ତଥା ଅବସରରପ୍ରାପ୍ତ ମୁଖ୍ୟ କିରାଣି ଶଶୀଭୂଷଣ ପଲାଇ (୭୫)ଙ୍କ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ଶଶୀଭୁଷଣ ବିଲରେ ଚାଷ କାମ ଦେଖିବାକୁ ଯାଇଥିବା ବେଳେ ଏକ ସାପ କାମୁଡ଼ି…
ସ୍କୁଲ ପରିସରରୁ ଛାତ୍ରଙ୍କ ସାଇକେଲ ନେଇଗଲେ ଦୁର୍ବୃତ୍ତ
ଗଞ୍ଜାମ,୧୬ା୭(ଡି.ଏନ୍.ଏ.): ଗଞ୍ଜାମ ସହରଠାରୁ କିଛି ଦୂର ଠାକୁରାଣୀ ମନ୍ଦିର ନିକଟରେ ଥିବା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରୁ ଶନିବାର ପୂର୍ବତନ ସରପଞ୍ଚ ନିରଞ୍ଜନ ରେଡ୍ଡୀଙ୍କ ପୁଅ ସପ୍ତମ ଶ୍ରେଣୀର ଛାତ୍ର କେଦାରଙ୍କ ସାଇକେଲକୁ କେହି ଦୁର୍ବୃତ୍ତ ଚୋରି କରି ନେଇ ଯାଇଥିବା ଜଣାପଡ଼ିଛି।…
ପଲିଥିନ ଧରପଗଡ଼, ଜରିମାନା ଆଦାୟ
ବୁଗୁଡା,୧୬।୭ (ଡି.ଏନ୍.ଏ.): ବୁଗୁଡା ଏନ୍ଏସିରେ ପ୍ରଶାସନ ପକ୍ଷରୁ ଶନିବାର ପଲିଥିନ ଧରପଗଡ଼ କରାଯାଇଥିଲା। ଏନ୍ଏସି କାର୍ଯ୍ୟ ନିବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଅଧିକାରୀମାନେ ବିଭିନ୍ନ ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ଯାଞ୍ଚ କାର୍ଯ୍ୟ କରିଥିଲେ। ଏପରି…
ଡେଙ୍ଗୁ ରୋଗୀ ଚିହ୍ନଟ ପରେ ଗାଁରେ ପହଞ୍ଚିଲା ବିଶେଷଜ୍ଞ ଟିମ୍
ବ୍ରହ୍ମପୁର ଅଫିସ,୧୫।୭: ଗଞ୍ଜାମ ଜିଲାରେ ଚଳିତ ବର୍ଷର ପ୍ରଥମ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛି। ଡେଙ୍ଗୁ ରୋଗରେ ଆକ୍ରାନ୍ତ ଜଣଙ୍କ ମହିଳା ବୋଲି ଜଣାପଡିଛି। ସେ ଭୁବନେଶ୍ୱରରେ ପରିବାର ସହ ରହୁଥିବା ବେଳେ ତାଙ୍କୁ ଜ୍ୱର ହୋଇଥିଲା। ପରେ ସେ ଗଞ୍ଜାମ ଘରକୁ…
ଗଞ୍ଜାମ ଜିଲାରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ
ବ୍ରହ୍ମପୁର ଅଫିସ,୧୫ା୭: ଗଞ୍ଜାମ ଜିଲାରେ ପ୍ରଥମ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି। ଡେଙ୍ଗୁ ରୋଗରେ ଆକ୍ରାନ୍ତ ଜଣଙ୍କ ମହିଳା ଅଟନ୍ତି। ସେ ଭୁବନେଶ୍ୱରରେ ରହୁଥିବା ବେଳେ ସେଠାରେ ତାଙ୍କୁ ଜ୍ୱର ହୋଇଥିଲା। ସେ ନିଜ ଘର ଗଞ୍ଜାମ ଫେରିଥିଲେ। ଗତ ୧୩ ତାରିଖରେ…
ରାହୁଲଙ୍କ କୁଶପୁତ୍ତଳିକା ଦାହ
ବୁଗୁଡ଼ା,୧୪ା୭(ଡି.ଏନ୍.ଏ.): ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସର ମୁଖପାତ୍ର ଦେଇଥିବା ଅଶାଳୀନ ଓ ଅପମାନ ସୂଚକ ମନ୍ତବ୍ୟର ଦୃଢ଼ ପ୍ରତିବାଦ କରି ଗୁରୁବାର ଜିଲା ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବୁଗୁଡ଼ା ମଦନମୋହନ ଛକରେ ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ…
Archives


