ଗଞ୍ଜାମ

କରୋନା କଟକଣା ମଧ୍ୟରେ ପୂଜା ପାଉଛନ୍ତି ମା’

ବୁଗୁଡ଼ା,୨୪ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଅନ୍ତର୍ଗତ ବୁଗୁଡ଼ା ସହରର ମଦନମୋହନ ଛକରେ ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ଦୁର୍ଗା ପୂଜା ଆରମ୍ଭ ହୋଇଯାଇଛି। ମଦନମୋହନ ଛକଠାରେ ନିରାଡମ୍ବର ଭାବେ ଶୁକ୍ରବାର ରାତିରୁ ମହା ସପ୍ତମୀ ପୂଜା ଆରମ୍ଭ ହୋଇଯାଇଥିବା ବେଳେ...

ପେସାଦାର ଅପରାଧୀଙ୍କୁ ଛୁରି ଭୁସି ହତ୍ୟା: ୨ ସନ୍ଦିଗ୍ଧ ଅଟକ

ଦିଗପହଣ୍ଡି,୨୪।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଶନିବାର ସକାଳେ ଜଣେ ପେସାଦାର ଅପରାଧୀଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ବନ୍ଥପଲ୍ଲୀ ଗାଁର ବଚ୍ଚନ ସ୍ବାଇଁ। ଗାଁ ମଣ୍ଡପରେ ବଚ୍ଚନ...

ଗଞ୍ଜାମରେ ପନିପରିବା ଦର ଆକାଶଛୁଆ, ୧୦୦ ଟପିଲା ପିଆଜ

ଗଞ୍ଜାମ,୨୩ା୧୦(ଡି.ଏନ୍‌.ଏ.): ଦୀର୍ଘ ୮ ମାସରୁ ଊର୍ଦ୍ଧ୍ୱ ହେବ କରୋନା କଟକଣା ତଥା ଲକ୍‌ଡାଉନ ଶଟ୍‌ଡାଉନରେ କାମଧନ୍ଦା କରି ନ ପାରି ସାଧାରଣ ଜନତାଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ପଡ଼ିଥିବା ବେଳେ ପନିପରିବା ଦର ବୃଦ୍ଧି ଚିନ୍ତା ବଢ଼ାଇଛି। ବର୍ତ୍ତମାନ...

ଜୁଆ ଆଡ୍ଡାରେ ଚଢାଉ: ୪୫ ଜୁଆଡ଼ି ଗିରଫ, ୧ଲକ୍ଷ ୮୯ ହଜାର ଜବତ

ବ୍ରହ୍ମପୁର ଅଫିସ,୨୨ା୧୦-ପୋଲିସ ବ୍ରହ୍ମପୁର ସହରରେ ବୁଧବାର ରାତିରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ ଜୁଆଆଡ୍ଡା ଠାବ କରିଛି। ଏଠାରୁ ୪୫ ଜୁଆଡ଼ିଙ୍କୁ ଗିରଫ କରାଯାଇଥିବାବେଳେ ମୋଟ ୧ଲକ୍ଷ ୮୯ହଜାର ୨୪୦ଟଙ୍କା ଜବତ କରାଯାଇଛି। ଟାଉନ୍‌ ଥାନା ପୋଲିସ ବୁଧବାର...

ପୋଖରୀରେ ବୁଡ଼ି ୨ ଭଉଣୀ ମୃତ

ଖଲ୍ଲିକୋଟ,୨୧ା୧୦(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ତୁଳସୀପୁର ଗ୍ରାମ ନିକଟ ପୋଖରୀରେ ବୁଡ଼ି ବୁଧବାର ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଉକ୍ତ ଗ୍ରାମର ସୁରେଶ ପାହାନଙ୍କ ଦୁଇ ଝିଅ ଖୁସି (୧୦) ଓ ପୂଜା (୮)।...

ସଟର ପ୍ଲେଟ ଚୋରି ମାମଲା: ୨ ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୨୧।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୧ ନଂ ୱାର୍ଡ ରାମଚନ୍ଦ୍ର ନଗରରେ ରାସ୍ତା ଓ ଡ୍ରେନ ନିର୍ମାଣ କରୁଥିବା ଠିକାଦାର ଦୁର୍ଗା ମାଧବ ସାହୁଙ୍କ ୨୪ ଟି ଲୁହା ସଟର ପ୍ଲେଟଗୁଡ଼ିକ ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ...

ଜୁଆ ଆଡ୍ଡା ଉପରେ ଚଢ଼ାଉ: ୬ ଜୁଆଡି ଗିରଫ, ୧୪,୨୦୦ ଟଙ୍କା ଜବତ

ଦିଗପହଣ୍ଡି,୨୦।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡି ପଞ୍ଚାୟତ କାଣ୍ତସର ଗାଁରେ ଦୀର୍ଘଦିନ ଧରି ଚାଲିଥିବା ଜୁଆଆଡ୍ଡା ଉପରେ ଦିଗପହଣ୍ଡି ଥାନା ଆଇଆଇସି ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ସୋମବାର ବିଳମ୍ବିତ ରାତିରେ ଚଢ଼ାଉ...

ଜୁଆଖେଳ ଚାଲିଥିବା ବେଳେ ଚଢ଼ାଉ: ୫ ଜୁଆଡି ଗିରଫ

ଦିଗପହଣ୍ଡି,୧୯।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ରାଜପୁର ଗାଁରେ ଜୁଆଖେଳ ଚାଲିଥିବା ବେଳେ ଦିଗପହଣ୍ଡି ପୋଲିସ ଚଢ଼ାଉ କରି ୫ ଜୁଆଡିଙ୍କୁ ଗିରଫ କରିଛି। ଥାନା ଆଇଆଇସି ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ ଟିମ ଅତର୍କିତ...

କରୋନା କଟକଣା : ବିନା ଭକ୍ତରେ ମା’ ତାରାତାରିଣୀଙ୍କ ନବରାତ୍ର ପର୍ବ

ପୁରୁଷୋତ୍ତମପୁର,୧୭ା୧୦(ଡି.ଏନ୍‌.ଏ.): ଶାରଦୀୟ ପୂଜା ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ନବରାତ୍ର ପର୍ବ କରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଛି। ପ୍ରଶାସନ ପକ୍ଷରୁ ଜାରି ହୋଇଥିବା କରୋନା କଟକଣା ଯୋଗୁ ବିନା ଭକ୍ତରେ ପୂଜା ପାଇଛନ୍ତି...

ଗହଣା ଦୋକାନରୁ କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଅଳଙ୍କାର ଲୁଟ୍‌ ଘଟଣା: ଚାରିଦିନ ପରେ ବି ଲୁଟେରାଙ୍କ ଟେର ପାଉନି ପୋଲିସ

ପୁରୁଷୋତ୍ତମପୁର,୧୭।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ମଧ୍ୟସ୍ଥ ପୋଲିସ ଥାନା ଓ ଏସ୍‌ଡିପିଓ ଅଫିସ ପଛପଟ ଚାଙ୍ଗୁଡିଆପଦର ସାହିରେ ଥିବା ଏକ ଦୋକାନରୁ ମଙ୍ଗଳବାର ଲୁଟ୍‌ ହୋଇଥିଲା। ଲୁଟେରା କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଅଳଙ୍କାର ଲୁଟି ନେଇଥିଲେ। ଏହି...

ହୁମା ସାପ୍ତାହିକ ଶୁଖୁଆ ହାଟକୁ କରୋନା ଛାଟ: କେବେ ଖୋଲିବ ଚାହିଁ ରହିଛନ୍ତି ଗ୍ରାହକ

ଗଞ୍ଜାମ,୧୭।୧୦(ଡିଏନଏ ): ଗଞ୍ଜାମ ଜିଲା ହୁମା ଏବଂ ପାଳୁରୁ ଜଙ୍କସନ ମଧ୍ୟଭାଗରେ ଜିଲାର ପ୍ରସିଦ୍ଧ ହୁମା ସାପ୍ତାହିକ ଶୁଖୁଆ ହାଟ ଅବସ୍ଥିତ l ଏହି ହାଟରେ ଶୁଖୁଆ ସମେତ ଘର କରଣ ସାମଗ୍ରୀ ସହ ବିଭିନ୍ନ ରକମର ପନିପରିବା ଆଦି...

ରାସ୍ତା ପାଲଟିଛି ମରଣଯନ୍ତା

ବୁଗୁଡ଼ା,୧୬।୧୦: ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଷୋହଳ ମାଇଲି ଛକଠାରୁ ଗରେଇ ଝୁଳି ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟରେ ଏହି ରାସ୍ତା ନିର୍ମାଣ ହୋଇଥିଲା। ଏହି ରାସ୍ତା ଉପରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri