ହାଇକୋର୍ଟ ଗଲେ ସୁମିତ୍ଙ୍କ ବାପା
ବ୍ରହ୍ମପୁର ଅଫିସ,୧୦।୧: ବ୍ରହ୍ମପୁର ବ୍ରହ୍ମାନଗରର ବହୁଚର୍ଚ୍ଚିତ ତପସ୍ବିନୀ ଦାଶ ଓ ସୁମିତ ସାହୁଙ୍କ ପାରିବାରିକ ବିବାଦ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ସୁମିତଙ୍କ ପରିବାର ଉପରେ ତପସ୍ବିନୀ ଦେଇଥିବା ପିଟିଶନର ଆଜି ଶୁଣାଣି ଏସଡିଜେଏମ୍ କୋର୍ଟରେ ହେବାର ଥିଲା।…
ତପସ୍ବିନୀ -ସୁମିତ ମାମଲା, ଆଜି ଶୁଣାଣି
ବ୍ରହ୍ମପୁର ଅଫିସ,୧୦।୧: ବ୍ରହ୍ମପୁର ବ୍ରହ୍ମାନଗରର ବହୁଚର୍ଚ୍ଚିତ ତପସ୍ବିନୀ ଦାଶ ଓ ସୁମିତ ସାହୁଙ୍କ ପାରିବାରିକ ବିବାଦ ମାମଲା ତୁଟିବାର ନା ନେଉନି। ସୁମିତଙ୍କ ପରିବାର ଉପରେ ତପସ୍ବିନୀ ଦେଇଥିବା ପିଟିଶନର ଆଜି ଶୁଣାଣି ଏସ୍ଡିଜେମ୍ କୋର୍ଟରେ ହେବାରେ ଅଛି । ଏହାସହ…
ଅବଧି ବଢ଼ାଇ ଛୁଟିରେ ଡାକ୍ତର ସୁମିତ
ଆସିକା,୧୦ା୧(ଡି.ଏନ୍.ଏ.): ଡାକ୍ତର ସୁମିତ ସାହୁ ଓ ତାଙ୍କ ସ୍ତ୍ରୀ ତପସ୍ବିନୀ ଦାଶଙ୍କ ମଧ୍ୟରେ ଲାଗି ରହିଥିବା ପାରିବାରିକ ବିବାଦ ଥମିବାର ନାଁ ଧରୁନି। ଜିଲା ଜଜ୍ କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ତପସ୍ବିନୀ ଗତ ୬ ତାରିଖରୁ ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ଶାଶୁଘରେ ରହିଥିଲେ…
ଥ୍ୟାଙ୍କ ୟୁ କହି ପ୍ରାଧ୍ୟାପକଙ୍କ ଠାରୁ ଲୁଟିନେଲେ
ଗଞ୍ଜାମ,୮।୧(ଡି.ଏନ୍.ଏ.): ସହଯୋଗ ମାଗି ଜଣେ ପ୍ରଧ୍ୟାପକଙ୍କ ଠାରୁ ଲୁଟିନେଲେ ମୋବାଇଲ । ଏଭଳି ଘଟଣା ଘଟିଛ ଗଞ୍ଜାମ ସହରରେ । ମିଳିଥିବା ସୂଚନା ପ୍ରକାରେ, ଗଞ୍ଜାମ କଲେଜ ଓଡ଼ିଆ ବିଭାଗ ପ୍ରାଧ୍ୟାପକ ଭାଗିରଥି ପଲାଇ ଶନିବାର ଚାଲିଚାଲି ବଜାରରୁ କଲେଜ ଫେରୁଥିବା…
ଗାଁରେ ବ୍ୟାପିଗଲା ନିଆଁ, ଜଳିଗଲା ୨୦ ବଖରା
ସୋରଡ଼ା,୮ା୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଭଗବାନପୁର ପଞ୍ଚାୟତ ରୁମାପାଲି ଗ୍ରାମରେ ଶନିବାର ସକାଳେ ଅଚାନକ ନିଆଁ ଲାଗି ଗ୍ରାମର ୧୦ ପରିବାରର ୨ ବଖରା ଲେଖାଏ ୨୦ ବଖରା ପୋଡ଼ିଯାଇଛି। ଖବର ପାଇ ପୋଲିସ ଏସ୍ଆଇ ଆର୍ତ୍ତତ୍ରାଣ ଦାନି ଓ କର୍ମଚାରୀ ସହ…
ଗଞ୍ଜାମରେ ସମସ୍ତ ଧର୍ମାନୁଷ୍ଠାନ ୯ରୁ ବନ୍ଦ
ଛତ୍ରପୁର,୮।୧(ଡି.ଏନ୍.ଏ.): ରାଜ୍ୟରେ କରୋନା ଏବଂ ଓମିକ୍ରନ୍ ଭାରିଆଣ୍ଟ ବୃଦ୍ଧିକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ପ୍ରଶାସନିକ ରଖି କଟକଣା କଡ଼ାକଡ଼ି କରାଯାଇଛି। ଏ ନେଇ ଗଞ୍ଜାମ ଜିଲାରେ ସମସ୍ତ ଧର୍ମାନୁଷ୍ଠାନ ସର୍ବସାଧାରଣଙ୍କ ପାଇଁ ୯ ତାରିଖରୁ ବନ୍ଦ ରହିବ। ମା’ ତାରାତାରିଣୀ,…
ବୋହୂ ଆସିଲେ, ଶ୍ୱଶୁର ଘର ଛାଡ଼ିଲେ
ବ୍ରହ୍ମପୁର ଅଫିସ,୮ା୧: ଡାକ୍ତର ସୁମିତ ସାହୁ-ତପସ୍ବିନୀ ଦାଶ ପାରିବାରିକ ବିବାଦ ନୂଆମୋଡ଼ ନେଇଛି। ଜିଲାଜଜ୍ଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ରାତିରେ ତପସ୍ବିନୀ ବ୍ରହ୍ମାନଗର ଦ୍ୱିତୀୟ ଲାଇନ୍ସ୍ଥିତ ଶାଶୁଘରେ ପ୍ରବେଶ କରିଥିଲେ। ଏହାର କିଛି ସମୟ ପରେ ଶ୍ୱଶୁର ପ୍ରମୋଦ ସାହୁ ଘର ଛାଡ଼ିଛନ୍ତି।…
ଜେଲ ଗଲେ ଦୁର୍ଦ୍ଦାନ୍ତ ଅପରାଧୀ ରାନୀ ପଣ୍ଡା
ବ୍ରହ୍ମପୁର ଅଫିସ,୭।୧: ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ କୁଖ୍ୟାତ ଗଞ୍ଜେଇ ଚାଲାଣକାରୀ ରାନୀ ପଣ୍ଡାଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। କିଛି…
ଆବାସ ଗୃହ ନିର୍ମାଣକୁ ସାହି ବାସିନ୍ଦାଙ୍କ ବିରୋଧ
ଗଞ୍ଜାମ,୭।୧(ଡି.ଏନ୍.ଏ.): ଗଞ୍ଜାମ ସହର ୱାର୍ଡ ନଂ ୫ ମେଡିକାଲ ଗଳି ସ୍ଥିତ ରାମେୟା ବନ୍ଧ ହିଡ଼ରେ ଦୀର୍ଘ ବର୍ଷ ହେବ କିଛି ଭୂମିହୀନ ଲୋକ ବାସ କରି ଆସୁଛନ୍ତି । ସେମାନଙ୍କ ଥଇଥାନ ପାଇଁ ଏନ୍ଏସି ପ୍ରଶାସନ ବାଲିସାହିଠାରେ ଆବାସ ଗୃହ…
ଶାଶୁଘର ଭିତରକୁ ଗଲେ ତପସ୍ବିନୀ
ବ୍ରହ୍ମପୁର ଅଫିସ,୬ା୧: ସୁମିତ ସାହୁ-ତପସ୍ବିନୀ ଦାଶଙ୍କ ପାରିବାରିକ ବିବାଦର ଅନ୍ତ ଘଟିଛି। ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ତପସ୍ବିନୀ ଗୁରୁବାର ରାତିରେ ଶାଶୁଘରେ ପ୍ରବେଶ କରିଛନ୍ତି । ତପସ୍ବିନୀ ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ଶାଶୁଘରେ ରହିବେ ଓ ଡା. ସୁମିତ ତାଙ୍କ…
ସୁମିତଙ୍କ ବେଡ୍ରୁମ୍ରେ ରହିବାକୁ ଅଡ଼ି ବସିଲେ ତପସ୍ବିନୀ
ବ୍ରହ୍ମପୁର ଅଫିସ,୫।୧: ଗଞ୍ଜାମ ଜିଲା ଜଜ କୋର୍ଟ ତପସ୍ବିନୀଙ୍କୁ ଶାଶୁଘର ବ୍ରହ୍ମପୁର ବ୍ରହ୍ମାନଗରର ଗଣେଶ ନିବାସରେ ରହିବାକୁ ମଙ୍ଗଳବାର ରାୟ ଶୁଣାଇଥିଲେ। କୋର୍ଟଙ୍କ ରାୟ ପରେ ବି ମଙ୍ଗଳବାର ରାତିରେ ତପସ୍ବିନୀ ସୁମିତଙ୍କ ଘରର ଗ୍ୟାରେଜରେ ରାତି କାଟିଛନ୍ତି । ସୁମିତଙ୍କ…
ରାୟକୁ ନେଇ ସନୁଷ୍ଟ ନୁହଁନ୍ତି ସୁମିତ, ହାଇକୋର୍ଟ ଯିବେ
ବ୍ରହ୍ମପୁର ଅଫିସ,୪।୧: ହାଇକୋର୍ଟ ଯିବେ ଡାକ୍ତର ସୁମିତ ସାହୁ। ତପସ୍ବିନୀ ଦାଶ ଏବଂ ତାଙ୍କ ମଧ୍ୟରେ ଚାଲିଥିବା ବିବାହ ବିବାଦ ମାମଲାରେ ଜିଲା ଜଜ୍ କୋର୍ଟ ଦେଇଥିବା ରାୟକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରିବେ ସେ। ଏନେଇ ସୁମିତଙ୍କ ଓକିଲ ସୁରେନ୍ଦ୍ର…
Archives


