ବିଏମ୍ସି କଠିନ ବର୍ଜ୍ୟବସ୍ତୁ ପ୍ରକଳ୍ପ କାର୍ଯ୍ୟାରମ୍ଭ
ବ୍ରହ୍ମପୁର ଅଫିସ,୨୮।୪: ବ୍ରହ୍ମପୁର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ନିର୍ମିତ ହୋଇଥିବା କଠିନ ବର୍ଜ୍ୟବସ୍ତୁ ପ୍ରକଳ୍ପ ପ୍ରାୟ ୩ ବର୍ଷ ପରେ କାର୍ଯ୍ୟାରମ୍ଭ ହୋଇଛି। ଏ ନେଇ ବୁଧବାର ବିଏମ୍ସି କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ନିର୍ବାହୀ ଯନ୍ତ୍ରୀ ବସନ୍ତ ପାଢୀ ଓ…
ଗଞ୍ଜାମରେ ନୂଆ ଆର୍ଟିଓ
ଛତ୍ରପୁର,୨୬।୪(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ନୂତନ ଆର୍ଟିଓ ଭାବେ ମାନସ ସାହୁ କାର୍ଯ୍ୟରେ ଯୋଗଦେଇଛନ୍ତି। ପୂର୍ବରୁ ସେ ବରଗଡ଼ ଜିଲାରେ ଆର୍ଟିଓ ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ଏବେ ଗଞ୍ଜାମରେ ସେ ଯୋଗଦେବା ପରେ ତାଙ୍କୁ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିବା ଜଣାପଡ଼ିଛି।
ଗୋପାଳ ସାର୍ଙ୍କୁ ଧକ୍କା ଦେଲା ସ୍କୁଲ ବସ୍
ଗଞ୍ଜାମ,୨୬।୪(ଡି.ଏନ୍.ଏ.): ଗଞ୍ଜାମ ସହର ନିକଟସ୍ଥ ଶନିମନ୍ଦିର ପାଖରେ ମଙ୍ଗଳବାର ଏକ ସ୍କୁଲ ବସ୍ ଧକ୍କାରେ ଜଣେ ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଦାମୋଦର ପୁର ଗ୍ରାମର ଆଦର୍ଶ ଶିକ୍ଷକ ଗୋପାଳ ଚନ୍ଦ୍ର ବେହେରା। ତାଙ୍କୁ ଚିକିତ୍ସା ପାଇ ବ୍ରହ୍ମପୁର…
ଶୂନ୍ୟ ହେଲା ମା’ କୋଳ: ଏକାସାଙ୍ଗରେ ଚାଲିଗଲେ ଭାଇ ଉଭଣୀ
ଗଞ୍ଜାମ,୨୬।୪(ଡି.ଏନ୍.ଏ.): ଗଞ୍ଜାମ ବ୍ଲକ ହୁମା ଫାଣ୍ଡି ଅଧୀନ ଗଡ଼ହୁମା ଗ୍ରାମରେ ମଙ୍ଗଳବାର ଏକ ଦୁଖଃଦ ଘଟଣା ଘଟିଛି। ଗାଁର ଗୋବିନ୍ଦ ମହାରଣାଙ୍କ ନାତି ଏବଂ ନାତୁଣୀଙ୍କ ଗୋଟିଏ ଦିନରେ ଅକାଳ ବିୟୋଗ ଘଟିଛି। ମୃତ ଭାଇ ଭଉଣୀ ହେଲେ ରୁଦ୍ର(୨ ବର୍ଷ)…
ଋଷିକୂଲ୍ୟାରେ ବୁଡ଼ି ଛତିଶଗଡ଼ ଯୁବକ ନିଖୋଜ
ଛତ୍ରପୁର,୨୬।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଗଙ୍ଗାପୁର ଗାଁରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଁ ନିକଟ ଋଷିକୁଲ୍ୟା କଂସାରୀ ଗଣ୍ଡରେ ଗାଧୋଇାକୁ ଯାଇ ଛତିଶିଗଡ଼ର ଜଣେ ଯୁବକ ନିଖୋଜ ହୋଇଛନ୍ତି । ନିଖୋଜ ଯୁବକ ଜଣକ ହେଉଛନ୍ତି ଆଶିଷ କୁମାର…
ବ୍ୟାଙ୍କରେ ଅଚେତ ହୋଇଗଲେ ନାବାଳିକା ଛାତ୍ରୀ
ଗଞ୍ଜାମ,୨୫।୪(ଡି.ଏନ୍.ଏ.): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ ବରୋଦା ଗ୍ରାମର ଜ୍ୟୋତ୍ସ୍ନା ସ୍ବାଇଁ ଓ ତାଙ୍କ ଝିଅ କାଜଲ ସ୍ବାଇଁ(୯) ସୋମବାର କୌଣସି କାମରେ ଗଞ୍ଜାମ ଷ୍ଟେଟ୍ ବ୍ୟାଙ୍କ ଆସିଥିଲେ। ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଯୋଗୁ କାଜଲ ହଠାତ୍ ଅଚେତ ହୋଇ…
ଜିଲାପାଳଙ୍କ କାର୍ଯ୍ୟାଳୟରୁ ଆସିଛି କହି ଠକିନେଲେ ୧୦ ହଜାର
ଗଞ୍ଜାମ,୨୫।୪(ଡି.ଏନ୍.ଏ.): ଜିଲାପାଳଙ୍କ କାର୍ଯ୍ୟାଳୟରୁ ଆସିଛି। ୧୯୯୯ ମହାବାତ୍ୟାରେ ହୋଇଥିବା କ୍ଷୟକ୍ଷତି ଟଙ୍କା ମିଳିବ କହି ଜଣେ ବୃଦ୍ଧଙ୍କଠାରୁ ୧୦ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ଗତ ଶନିବାର ପୂର୍ବାହ୍ନରେ ଏକ ବାଇକ୍ରେ ଜଣେ ଯୁବକ ଗଞ୍ଜାମ…
ଭାବି ସ୍ବାମୀଙ୍କ ମୃତ୍ୟୁ ସହି ନ ପାରି ଆତ୍ମହତ୍ୟା କଲେ ଯୁବତୀ
ଛତ୍ରପୁର,୨୫ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ହଂସପୁରରେ ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡ଼ାଙ୍କୁ ଗତ ୨୨ ତାରିଖ ରାତିରେ ପିଟିପିଟି ହତ୍ୟା କରାଯାଇଥିଲା। ତେବେ ଏହି ମାମଲା ସୋମବାର ଭିନ୍ନମୋଡ଼ ନେଇଛି। ଉକ୍ତ ବ୍ୟବସାୟୀଙ୍କ ସହ ବିବାହ କରିବାକୁ ଥିବା ଯୁବତୀ…
ଆଉ କିଛିଦିନ ପରେ ପଡ଼ିଥାନ୍ତା ହାତଗଣ୍ଠି, ଯୁବକଙ୍କୁ ପିଟିପିଟି ମାରିଦେଲେ ଦୁର୍ବୃତ୍ତ
ଛତ୍ରପୁର,୨୫ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ହଂସପୁରରେ ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡ଼ାଙ୍କୁ ଗତ ୨୨ ତାରିଖ ରାତିରେ ପିଟିପିଟି ହତ୍ୟା କରାଯାଇଥିଲା। ତେବେ ଏହି ମାମଲା ସୋମବାର ଭିନ୍ନମୋଡ଼ ନେଇଛି। ଉକ୍ତ ବ୍ୟବସାୟୀଙ୍କ ସହ ବିବାହ କରିବାକୁ ଥିବା ଯୁବତୀ…
ବୁଗୁଡ଼ା ଅଞ୍ଚଳରେ ବୁଢୁଛି ଚୋରା ମଦ କାରବାର
ବୁଗୁଡ଼ା,୨୫।୪(ଡି.ଏନ.ଏ.): ବୁଗୁଡ଼ା ସହର ସମେତ ନିକଟବର୍ତ୍ତୀ ଅଞ୍ଚଳରେ ଚୋରା ମଦ କାରାବାର ବୃଦ୍ଧି ପାଉଛି। ବୁଗୁଡା ଅବକାରୀ ବିଭାଗ ଅଧୀନରେ ଥିବା ବିଭିନ୍ନ ସ୍ଥାନରେ ମଧ୍ୟ ଏହି ଚୋରା କାରାବାର ବହୁଳ ଭାବରେ ଚାଲୁଛି। ଏପରିକି ବିଭାଗ ପକ୍ଷରୁ ଅନୁମତି ମିଳିଥିବା…
ବିଦ୍ୟୁତ୍ କର୍ମଚାରୀଙ୍କୁ ରାତି ତମାମ ଅଟକ ରଖିଲେ ଗ୍ରାମବାସୀ
ଜଗନ୍ନାଥପ୍ରସାଦ,୨୫।୪(ଡି.ଏନ.ଏ.): ବିଦ୍ୟୁତ୍କାଟ ଓ ଲୋ ଭୋଲ୍ଟେଜକୁ ନେଇ ଜଗନ୍ନାଥପ୍ରସାଦ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଶନିବାର ବିଳମ୍ବିତ ରାତିରେ ବିଦ୍ୟୁତ୍ କାର୍ଯ୍ୟାଳୟଠାରେ ଦୁଇ ଗ୍ରାମବାସୀ ଓ ବିଦ୍ୟୁତ୍ କର୍ମଚାରୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଫଳରେ ୨ ଗ୍ରାମର ଉପଭୋକ୍ତା ମିଶି ୮ ଜଣ…
ଋଷିକୁଲ୍ୟା ସହ ସଂଯୋଗୀକରଣ ହେଉ ମହାନଦୀ
ବ୍ରହ୍ମପୁର ଅଫିସ,୨୫।୪: ଗଞ୍ଜାମ ଜିଲାରେ ଜଳ ସଙ୍କଟର ସ୍ଥାୟୀ ସମାଧାନ ପାଇଁ ଦୀର୍ଘବର୍ଷର ଜନଦାବି ଋଷିକୂଲ୍ୟା ସହ ସଂଯୋଗୀକରଣ ହୋଇପାରୁନି ମହାନଦୀ। ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏ କ୍ଷେତ୍ରରେ ଆଖି ବୁଜି…
Archives


