ତାଲାବନ୍ଦ ଘରୁ ସୁନା ଗହଣା, ଟଙ୍କା ଲୁଟ୍
ବ୍ରହ୍ମପୁର ଅଫିସ,୯ା୬: ଲୁଟିଆ ଗ୍ୟାଙ୍ଗ ତୁଳସୀନଗର ୮ମ ଲାଇନର ପୁଣି ଏକ ତାଲାବନ୍ଦ ଘରେ କଳାକନା ବୁଲାଇଛନ୍ତି। ଗୃହକର୍ତ୍ତା ମହମ୍ମଦ ଜିଲାନିଙ୍କ ଅନୁପସ୍ଥିତିରେ ଲୁଟେରା ମାନେ ଲୁଟ କରିଥିବା ସେ ଅଭିଯୋଗ କରିଛନ୍ତି। ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ…
ସୋରଡା ଏନଏସିକୁ ୧କୋଟି ୯୭ଲକ୍ଷ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ସୋରଡା,୯।୬: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋରଡା ସହରର ବିକାଶ ଲାଗି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ଅନୁଦାନ ପ୍ରାପ୍ତ ଫ୍ଲାଗସିପ ସ୍କିମ ମୁକ୍ତା ଯୋଜନା ଅଧୀନରେ ସୋରଡା ଏନଏସିକୁ ଏକକୋଟି ସତାନବେ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଶୁକ୍ରବାର ଭିଡିଓ…
ପିସି କାରବାରକୁ ନେଇ ଜନପ୍ରତିନିଧି-ବିଡିଓ ମୁହଁ।ମୁହିଁ
ପୁରୁଷୋତ୍ତମପୁର,୯।୬(ଡିଏନଏ ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଳକ ସମ୍ମିଳନୀ କକ୍ଷରେ ପଞ୍ଚମ ସମିତି ବୈଠକ ଅଧ୍ୟକ୍ଷା ପିଙ୍କି ବେହେରାଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଓ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବେଦ୍ୟ ଯୋଗ…
ବିଦ୍ୟୁତ ଆଘାତରେ ମିସ୍ତ୍ରୀଙ୍କ ମୃତ୍ୟୁ
ହିଞ୍ଜିଳିକାଟୁ,୮।୬(ଡିଏନଏ): ହିଞ୍ଜିଳି ଥାନା ପିତଳରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ବ୍ରାହ୍ମଣଛାଇ ଗ୍ରାମର ସୂର୍ଯ୍ୟ ରାଉତ। ପ୍ରକାଶ ଯେ, ହିଞ୍ଜିଳି ଥାନା ଅନ୍ତର୍ଗତ ବ୍ରାହ୍ମଣଛାଇ ଗ୍ରାମର ସୂର୍ଯ୍ୟ ପିତଳଗ୍ରାମକୁ ଜଣେ ବ୍ୟକ୍ତିଙ୍କ…
ନଳକୂପ ସ୍ଥାନାନ୍ତର ଦାବି ଜୋର ଧରିଲା
ବେଲଗୁଣ୍ଠା,୮ା୬ ଦୀର୍ଘ ବର୍ଷ ଧରି ରାସ୍ତା ମଝିରେ ଛିଡ଼ା ହୋଇଛି ନଳକୂପ। ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ରାସ୍ତା ମଝିରୁ ଏହାକୁ ସ୍ଥାନାନ୍ତର କରିବା ପାଇଁ ବିଭାଗୀୟ ଅଧିକାରୀଙ୍କର ଆନ୍ତରିକତା ପ୍ରକାଶ ପାଉନ ଥିବାରୁ ଦିନକୁ ଦିନ ଦୁର୍ଘଟଣାର ବଢୁଛି। ଏହିଭଳି…
ଘରୁ ଗହଣା, ଟଙ୍କା ଚୋରି ଘଟଣାରେ ୪ ଗିରଫ
ବ୍ରହ୍ମପୁର ଅଫିସ, ୮।୬: ବଡବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ ନିକଟ ଗାୟତ୍ରୀ ବିହାରରେ ସୁଶାନ୍ତ ମିଶ୍ରଙ୍କ ଘରୁ ଲୁଟେରା ଗ୍ୟାଙ୍ଗ ଗତ ୩୧ ତାରିଖ ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ଗହଣା ଓ ଟଙ୍କା ଚୋରି କରିନେଇଥିଲେ। ଏହି ଘଟଣାରେ ବଡବଜାର…
ବିନା ଯାଞ୍ଚରେ ଫାଇନ୍ ଆଦାୟ କରୁଛି ପରିବହନ ବିଭାଗ
ସୋରଡ଼ା,୮ା୬(ଡି.ଏନ୍.ଏ.): ବିନା କୌଣସି ଯାଞ୍ଚରେ କିପରି ଫାଇନ ପକାଇବା ଅଭ୍ୟାସ ଆରମ୍ଭ କଲେଣି ପରିବହନ ବିଭାଗ ତା’ର ଏକ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ସୋରଡ଼ା ଠାରେ। ଏଠାକାର କବିରାଜ ସାହିର ଏମ୍ ସୁନୀଲ କୁମାର ଆଚାରୀ ନିଜ କାର…
୩୦୦ କେଜି ଗଞ୍ଜେଇ ଜବତ, ଧରାପଡ଼ିଲେ ୨ ଅଭିଯୁକ୍ତ
ବ୍ରହ୍ମପୁର ଅଫିସ,୮।୬- ଅବକାରୀ ଗୋଇନ୍ଦା ଡେପୁଟି କମିଶନର ଡମ୍ବୁରଧର ଖଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଟିମ୍ ସଦର ଥାନା ଅଧୀନ ବାଲିପଡା ଛକରୁ ଗୁରୁବାର ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଏପରିକି ୨ଜଣ ଚାଲାଣକାରୀଙ୍କୁ ଅବକାରୀ ଟିମ୍ କାବୁ କରିଛି।…
ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନ ମାନର ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ କାର୍ଯ୍ୟନିର୍ବାହୀ ଅଧିକାରୀ
ଗଞ୍ଜାମ,୮।୬(ଡିଏନଏ )ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ନଂ ୯ ବରପଲି ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନ ମାନର ବୋଲି ଗ୍ରାମବାସୀ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର…
କନ୍ଧମାଳରୁ ଅନୁଗୋଳ ଗଞ୍ଜେଇ ଚାଲାଣ: କାର ସହ ୬୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
ବ୍ରହ୍ମପୁର ଅଫିସ,୭।୬: ଅବକାରୀ ଗୁଇନ୍ଦା ଯାଞ୍ଚ ବେଳେ ଜବତ ହୋଇଛି ୬୦କେଜିର ଗଞ୍ଜେଇ। ଅବକାରୀ ଗୁଇନ୍ଦା ଡେପୁଟି କମିଶନର ଡ଼ମ୍ବୁରଧର ଖଣ୍ଡାଙ୍କ ନିର୍ଦେଶରେ ଏକ ଟିମ ଅଙ୍କୁଶପୁର ଛକରେ ଗାଡ଼ି ଚେକିଂ କରିଥିଲା। ବ୍ରହ୍ମପୁର ଅଭିମୁଖେ ଆସୁଥିବା ଏକ କାର ନମ୍ବର…
ପେନ୍ସିଲ ଆର୍ଟ ଓ ସ୍କ୍ରିବଲିଂ ଆର୍ଟରେ ନିପୁଣ ୨ ଭାଇ
ବେଗୁନିଆପଡ଼ା,୭।୬: ଅମ୍ଳାନ ଗୌରବ କୁମାର ଓ ଆୟୁଷ ଅଂଶୁମାନ ଦୁଇ ଭାଇ। ଅମ୍ଳାନ +୩ ବିଜ୍ଞାନ ପଢା ସରିଥିବା ବେଳେ ଆୟୁଷ ଦ୍ୱାଦଶ ବିଜ୍ଞାନ ପଢ଼ା ସରିଛି। ଉଭୟଙ୍କ ପଢା ସହିତ ଲୁକ୍କାୟିତ ଭାବରେ ଚିତ୍ର ପ୍ରତି ଥିଲା ଅହେତୁକ ଦୁର୍ବଳତା।…
ଭଗବାନଙ୍କ କୃପାରୁ ସୁରକ୍ଷିତ ଫେରିଲୁ
ବ୍ରହ୍ମପୁର ଅଫିସ,୬ା୬: ବାହାନଗା ନିକଟରେ ଟ୍ରେନ ଦୁର୍ଘଟଣା କଥା ଭାବିବା ବେଳକୁ ଲୁହ ଆସିଯାଉଛି। ମୁ ଓ ମୋ ପରିବାର ଭଗବାନଙ୍କ କୃପାରୁ ସେଠାରୁ ସୁରକ୍ଷିତ ଫେରିଛୁ ବୋଲି ଦୁର୍ଘଟଣାରୁ ବର୍ତ୍ତିଥିତ୍ବା ବ୍ରହ୍ମପୁର ଗୋସାଇଁ ନୂଆଗାଁ ଅଞ୍ଚଳର ଇଜିକେୟଲ ଦାସ କହିଛନ୍ତି।…

