ପୂର୍ବତନ ସିଡିଭିଓଙ୍କୁ ୨ ବର୍ଷ ଜେଲ ସହ ୫ ହଜାର ଜରିମାନା
ବ୍ରହ୍ମପୁର ଅଫିସ,୧୨।୫ : ଗଜପତି ଜିଲା ପାରଳାଖେମୁଣ୍ଡି ପୂର୍ବତନ ସିଡିଭିଓ ଡକ୍ଟର ଜଳଧର ମଲ୍ଲିକଙ୍କୁ ୨ବର୍ଷ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଜରିମାନା। ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତି ଏ ନେଇ ଗୁରୁବାର ରାୟ ଶୁଣାଇଛନ୍ତି। ଲାଞ୍ଚ ନେଇ ଭିଜିଲାନ୍ସ…
ଯୌତୁକ ପାଇଁ ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ: ସ୍ବାମୀ, ଶାଶୁ-ଶ୍ୱଶୁର ଫେରାର
ଦିଗପହଣ୍ଡି,୧୨ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗଡ଼ସାମନ୍ତରାପୁର ଗ୍ରାମର ମାମି ଗୌଡ଼ଙ୍କୁ ତାଙ୍କ ସ୍ବାମୀ, ଶାଶୁ ଓ ଶ୍ୱଶୁର ଯୌତୁକ ପାଇଁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ମାମିଙ୍କ ଏତଲା ଅନୁଯାୟୀ, କେ.ନୂଆଗାଁ ଥାନା ଆଇଆଇସି ମୃତ୍ୟୁଞ୍ଜୟ ସ୍ବାଇଁ ଥାନାରେ…
ଶାସକ ଦଳକୁ ମୁକାବିଲାରେ ବିଫଳ ବିରୋଧୀ
ବ୍ରହ୍ମପୁର ଅଫିସ,୧୨।୫: ଗଞ୍ଜାମ ଜିଲା ରାଜନୀତିରେ ଶାସକ ଦଳକୁ ମୁକାବିଲାରେ ବିଫଳ ହୋଇଛି ବିରୋଧୀ। ଜିଲାର ସବୁ ନିର୍ବାଚନରେ ବିଜେଡିର ବିଜୟ ବାନା ଉଡ଼ୁଛି। କଂଗ୍ରେସର ସ୍ଥିତି ଦୁର୍ବଳ ଥିବାରୁ ସେହି ସଂଗଠନର ପକେଟ ଭୋଟ ଭାଜପାକୁ ଯାଇଛି। ଫଳରେ ଭାଜପା ଭୋଟ…
ଘୁମୁସର ବନଖଣ୍ଡରେ ୩୮ଲକ୍ଷ ଚାରାରୋପଣ ଯୋଜନା
ଭଞ୍ଜନଗର,୧୨।୫(ଡି.ଏନ.ଏ): ପ୍ରତିବର୍ଷ ଜୁଲାଇ ପହିଲାରୁ ବନ ମହୋତ୍ସବ ସପ୍ତାହ ପାଳନ ବେଳେ ବନବିଭାଗ ପକ୍ଷରୁ ଚାରାରୋପଣ ଓ ଲୋକଙ୍କୁ ଚାରା ବଣ୍ଟନ କରାଯାଏ। ସେ ସମୟରେ ପାଣିପାଗ ପରିବର୍ତ୍ତନ ହେଲେ ଚାରାରୋପଣ ସମୟ ବଦଳିଥାଏ। ଚଳିତବର୍ଷ ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡ ଏବଂ…
ଶିକ୍ଷାନୁଷ୍ଠାନକୁ ଗାଡି ଆଣିବା ଉପରେ ଲାଗିଲା କଟକଣା
ଛତ୍ରପୁର,୧୨।୫(ଡି.ଏନ.ଏ.): ଗଞ୍ଜାମ ଜ଼ିଲାରେ ଥିବା ଶିକ୍ଷାନୁଷ୍ଠାନକୁ ଦୁଇ ଚକିଆ ଯାନ ଆଣିବା ନେଇ ଗୁରୁବାର କେତେକ କଟକଣା ଲଗାଯାଇଛି। ଏଣିକି ସ୍କୁଲ ଓ କଲେଜକୁ ଦୁଇ ଚକିଆ ଯାନ ନେଇ ଆସିଲେ ସମସ୍ତ ଷ୍ଟାଫ ଓ ୧୮ ବର୍ଷରୁ ଊର୍ଦ୍ଧ୍ୱ ପିଲାମାନେ…
ବିଜେଡି ନେତା ଦ୍ୱୟଙ୍କୁ ହତ୍ୟା ଘଟଣା: ୩ ଦିନିଆ ପୋଲିସ ରିମାଣ୍ଡରେ ୩ ସୁପାରିକିଲର
ଦିଗପହଣ୍ଡି,୧୨।୫(ଡି.ଏନ.ଏ.): ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ପାଳଝାଡି ଗ୍ରାମର ଦୁଇ ବିଜେଡି ନେତା ସୁଦର୍ଶନ ସୁଆର ଏବଂ ସୁଧୀର ଚନ୍ଦ୍ର ପାତ୍ରଙ୍କ ହତ୍ୟା ଘଟଣାରେ ପୋଲିସ ଅଧିକ ତଥ୍ୟ ଆଦାୟ ପାଇଁ ଉଦ୍ୟମ ଆରମ୍ଭ କରିଛି। ଗତ ପଞ୍ଚାୟତ ନିର୍ବାଚନ…
‘ଅସାନି’ ପ୍ରଭାବ: ଭାସିଗଲା ଲକ୍ଷାଧିକ ଅଲିଭ୍ ରିଡ୍ଲେ ଅଣ୍ଡା
ଗଞ୍ଜାମ,୧୧ା୫(ଡି.ଏନ୍.ଏ.): ବାତ୍ୟା ଅସାନି ଯୋଗୁ ଅଲିଭ ରିଡ୍ଲେ କଇଁଛଙ୍କ ଲକ୍ଷାଧିକ ଅଣ୍ଡା ଭାସିଯାଇଛି। ଗଞ୍ଜମ ଜିଲା ଋଷିକୁଲ୍ୟା ମୁହାଁଣରେ ଛୁଆ ଫୁଟିବାକୁ ଥିବା ଅଣ୍ଡାଗୁଡ଼ିକ ସମୁଦ୍ର ଓ ନଦୀ ଜଳରେ ଭାସି ଯାଇଥିବା ଦେଖିବାକୁ ମିଳିଛି। କିଛି ସ୍ଥାନରେ ବେଳାଭୂମି ଉପରେ…
ଯାତ୍ରାର ଶେଷଦିନ ପୂର୍ବରୁ ହୁଣ୍ଡି ଭାଙ୍ଗି ସୁନା, ଟଙ୍କା ଲୁଟିନେଲେ
ବ୍ରହ୍ମପୁର ଅଫିସ,୧୧।୫: ବ୍ରହ୍ମପୁରରେ ଚୋରି, ଲୁଟ୍ ଏବେ ନିତିଦିନିଆ ଘଟଣା ହୋଇଛି। ବିଶେଷ କରି ବୈଦ୍ୟନାଥପୁର ଥାନା ଅଞ୍ଚଳ ଲୁଟେରାଙ୍କ ଚରାଭୂଇଁ ପାଲଟିଛି। ଏଭଳିସ୍ଥିତିରେ ଏକ ଚୋର ଗ୍ୟାଙ୍ଗ ମଙ୍ଗଳବାର ବିଳମ୍ବିତ ରାତିରେ ଆଙ୍କୁଲିର ପ୍ରସିଦ୍ଧ ମା’ କନକ ଦୁର୍ଗା ଠାକୁରାଣୀଙ୍କ…
ବୀରଭଦ୍ର ହାଇସ୍କୁଲରୁ ଚୋରି ଘଟଣାର ପର୍ଦ୍ଦାଫାଶ
ଗଞ୍ଜାମ,୧୦।୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ହୁମ୍ମା ଫାଣ୍ଡି ଅନ୍ତର୍ଗତ ବୀରଭଦ୍ର ହାଇସ୍କୁଲରୁ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି। ଉକ୍ତ ଚୋରି ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ହୁମ୍ମା ତଳ ସାହିର ଶ୍ରୀଧର…
ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ମାରିବା ପଡ଼ିଲା ମହଙ୍ଗା: ଜେଲ ଗଲେ ୨ ଅଭିଯୁକ୍ତ
ଗଞ୍ଜାମ,୧୦।୫(ଡି.ଏନ୍.ଏ.): ବାଲି ଚୋରା ଚାଲାଣ ଚଢ଼ାଉ ବେଳେ ବାଲି ମାଫିଆମାନେ ଅତିରିକ୍ତ ତହସିଲଦାର ଏବଂ ୩ ଆର୍ଆଇଙ୍କୁ ଆକ୍ରମଣ କରି ଲହୁଲୁହାଣ କରିବା ପଡ଼ିଛି ମହଙ୍ଗା। ଉକ୍ତ ଘଟଣାରେ ପୋଲିସ ୨ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ମଙ୍ଗଳବାର ସେମାନଙ୍କୁ…
ସମୁଦ୍ରରେ ଆଉ ନାହାନ୍ତି ମତ୍ସ୍ୟଜୀବୀ, ଅସୁରକ୍ଷିତ ସ୍ଥାନ ଚି଼ହ୍ନଟ: ଗଞ୍ଜାମ ଜିଲାପାଳ
ଛତ୍ରପୁର,୧୦।୫(ଡି.ଏନ୍.ଏ.): ବାତ୍ୟା ଅସାନି ଲାଗି ସମୁଦ୍ର ଅଶାନ୍ତ ହେଉଛି। ଏ ନେଇ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି। ସମୁଦ୍ରରେ କେହି ମତ୍ସ୍ୟଜୀବୀ ନ ଥିବା ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏ ନେଇ…
ଲୋକଙ୍କ ଲାଗି ୨ ଦିନ ସମୁଦ୍ର ବେଳାଭୂମି ମନା
ଛତ୍ରପୁର,୧୦।୫(ଡି.ଏନ୍.ଏ.): ବାତ୍ୟା ଅସାନି ଲାଗି ଗଞ୍ଜାମ ଜିଲାର ସମସ୍ତ ସମୁଦ୍ର ବେଳାଭୂମିକୁ ମଙ୍ଗଳବାର ଓ ବୁଧବାର ୨ ଦିନ ଲାଗି ଲୋକଙ୍କୁ ଯିବା ପାଇଁ ବାରଣ କରାଯାଇଛି। ଏ ନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶନାମା ଜାରି କରିଛନ୍ତି।…
Archives


