ଗଞ୍ଜାମ

ଏକ୍ସପ୍ରେସ ଟ୍ରେନ ରହଣି ଦାବି ଜୋର ଧରିଲା

ଗଞ୍ଜାମ,୧୧।୯(ବିଦ୍ୟାଧର ସାହୁ ): ଗଞ୍ଜାମ ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ରହଣି ଦାବି ଜୋର ଧରିଛି l ପୂର୍ବରୁ ଷ୍ଟେଶନରେ ପୁରୀ-ତିରୁପତି ଏବଂ ଭୁବନେଶ୍ୱର-ଜଗଦଳପୁର ଏକ୍ସପ୍ରେସ ଟ୍ରେନ ରହି ଆସୁଥିଲା l କିନ୍ତୁ କରୋନା ମହାମାରୀ ଯୋଗୁ ଅନ୍ୟ ସମସ୍ତ ଟ୍ରେନ ସହ…

ରାଜସ୍ବ ଆଦାୟରେ ଏକ ନମ୍ବର, ଲୋକଙ୍କୁ ମିଳୁନି ସେବା

ଗୋପାଳପୁର,୧୧ା୯(ନବୀନ ରାଜ ଆଚାରୀ): ସରକାର ସମସ୍ତ ବିଭାଗକୁ ୫-ଟି ଅଧୀନକୁ ନେଇ ବିଭିନ୍ନ ବିଭାଗରେ ସଂସ୍କାରମୂଳକ ପଦେକ୍ଷେପ ଗ୍ରହଣ କରୁଛନ୍ତି। ରାଜସ୍ବ ବିଭାଗର ସେବାଗୁଡ଼ିକ କିଭଳି ହାତ ପାଆନ୍ତାରେ ନିର୍ଦ୍ଧାରିତ ସମୟରେ ଲୋକେ ସେବା ପାଇପାରିବେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ମଧ୍ୟ…

ଇଣ୍ଡିଆ ବୁକ୍‌ ରେକର୍ଡରେ ସତ୍ୟଙ୍କ କ୍ଷୁଦ୍ରତମ ଭାରତ ମାନଚିତ୍ର

ବ୍ରହ୍ମପୁର,୧୧ା୯(ସ୍ମୃତି ରଞ୍ଜନ ମହାଲିକ): ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ପେନ୍‌ସିଲ ମୁନରେ କରିଥିବା କ୍ଷୁଦ୍ରତମ ଭାରତ ମାନଚିତ୍ର ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି। ସତ୍ୟ ଗତ ସ୍ବାଧୀନତା ଦିବସ ଅବସରରେ ୨ ମିଲିମିଟର ଉଚ୍ଚତା ଓ…

ଗଞ୍ଜାମ ଥାନାରେ ପ୍ରଥମ ମହିଳା ଥାନାଧିକାରୀ

ଗଞ୍ଜାମ,୧୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଥାନାରେ ପ୍ରଥମଥର ପାଇଁ ମହିଳା ଥାନା ଅଧିକାରୀ ଭାବେ ସୁମିତ୍ରା ପାତ୍ର ରବିବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଥାନାର ଆଇଆଇସି ସନ୍ତୋଷ କୁମାର ବେହେରାଙ୍କ ଭୁବନେଶ୍ୱର କମିଶନରେଟକୁ ବଦଳି ହେବା ପରେ ସୁମିତ୍ରା ଏଠାରେ ନିଯୁକ୍ତ…

ସରକାରୀ ହାଇସ୍କୁଲରେ ଖାଲି ପଡ଼ିଛି ୬୨୫ ଶିକ୍ଷକ ପଦବୀ

ବ୍ରହ୍ମପୁର,୧୦ା୯(ସ୍ମୃତିରଞ୍ଜନ ମହାଲିକ)ଗୁଣାତ୍ମକ ଶିକ୍ଷା ଓ ଉତ୍ତମ ବାତାବରଣ ମଧ୍ୟରେ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ମର୍ମରେ ରାଜ୍ୟ ସରକାରଙ୍କ ପକ୍ଷରୁ ୫-ଟି ମାଧ୍ୟମରେ ହାଇସ୍କୁଲ ରୂପାନ୍ତୀକରଣ କରାଯାଉଛି। ଯାହାଦ୍ୱାରା ହାଇସ୍କୁଲଗୁଡିକରେ ଇ-ଲାଇବ୍ରେରୀ, ସ୍ମାର୍ଟ…

ଡେଙ୍ଗୁରେ ଯବାନଙ୍କ ମୃତ୍ୟୁ

ଗୋପାଳପୁର,୯ା୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ କଇଠାପଲ୍ଳୀ ଗ୍ରାମର ଯବାନ ନବକୃଷ୍ଣ ନାୟକ (୨୬) ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ବୁଧବାର ନବକୃଷ୍ଣଙ୍କୁ ଜ୍ୱର ହୋଇଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ…

ମାଟି, ମୋରମ ଚୋରି ଅଭିଯୋଗ

ଗଞ୍ଜାମ,୯ା୯(ବିଦ୍ୟାଧର ସାହୁ): ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନାରେ ଗଞ୍ଜାମ ସହରର ବିଭିନ୍ନ ଓ୍ବାର୍ଡର ଉନ୍ନତିକରଣ କାର୍ଯ୍ୟ ଚାଲିଛି। ସାହିଗୁଡିକୁ ସଂଯୋଗ ଥିବl ବିଭିନ୍ନ ରାସ୍ତା ମରାମତି କାର୍ଯ୍ୟ ଜାରୀ ରହିଛି l ରାସ୍ତା ପାର୍ଶରୁ ମାଟି ଖୋଳା ଯାଇ ସେଠାରେ ଗୋଡ଼ି…

ପାନୀୟ ଜଳରୁ ବଞ୍ଚିତ ଗୋଛାବାଡ଼ି ଗ୍ରାମବାସୀ

ଜଗନ୍ନାଥପ୍ରସାଦ,୯ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଝାଡ଼ଭୂମି ଗ୍ରାମ ପଞ୍ଚାୟତର ଗୋଛାବାଡି ଗ୍ରାମରେ ଦୀର୍ଘ ଦିନ ଧରି ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ଏ ନେଇ ଗ୍ରାମବାସୀ ଶୁକ୍ରବାର ସକାଳେ ୨୧ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିବା ସହ ପ୍ରଶାସନ ବିରୋଧରେ ସ୍ଲୋଗାନ…

ଗଛ ବଞ୍ଚିଲେ ଆମେ ବଞ୍ଚିବା

ଗଞ୍ଜାମ,୮।୯(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଖଟୁଆକୁଦା ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଛାତ୍ରୀଛାତ୍ରଙ୍କ ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଛି l ଗଛ ବଞ୍ଚିଲେ ଆମେ ବଞ୍ଚିବା ନାରା ଦେଇ ଗୁରୁଦିବସରୁ ଆରମ୍ଭ ହୋଇଛି ବୃକ୍ଷ…

ନାହିଁ ନାହିଁରେ ଚାଲିଛି ସଂସ୍କୃତ ଶିକ୍ଷା

କୋଦଳା,୮ା୯(ଅମିତ କୁମାର ପଟ୍ଟନାୟକ ): ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାର ୫-ଟି ରୁପାନ୍ତରଣ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପିଲାଙ୍କୁ ସଂସ୍କୃତ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ଆଗ୍ରହ ନ ଥିବା ଭଳି ମନେ…

ମାମୁଁ ଘର ଯାଇଥିଲେ: ବିଦ୍ୟୁତ୍‌ ତାର ଲାଗି ଚାଲିଗଲା ଜୀବନ

ଦିଗପହଣ୍ଡି,୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଜିନିଗୁଡ଼ା ଗ୍ରାମରେ ଗୁରୁବାର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବାଉଁଶୀଆ ପଲ୍ଲୀ ଗ୍ରାମର ଉପେନ୍ଦ୍ର ମଲ୍ଲିକ (୨୦)।…

ଗୋପାଳ ସମାଜର ନନ୍ଦ ମହୋତ୍ସବ

ପୁରୁଷୋତ୍ତମପୁର,୭।୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହି ଜଗନ୍ନାଥ ମନ୍ଦିର ପରିସରରେ ଷୋଳଖଣ୍ଡ ଗୋପାଳ ସମାଜର ପୂର୍ବଖଣ୍ଡ ତାଲୁକା ପକ୍ଷରୁ ଗୁରୁବାର ନନ୍ଦ ମହୋତ୍ସବ ମହାସମାରୋହରେ ପାଳିତ ହୋଇଛି। ଗୋପାଳ ସମାଜର ପରମ୍ପରା ସହ ଭାଇଚାରା ସୃଷ୍ଟି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?