୨୬ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ
ଛତ୍ରପୁର,୧୧।୮(ଡି.ଏନ.ଏ.): ଛତ୍ରପୁରସ୍ଥିତ ଆଇସିଡିଏସ କାର୍ଯ୍ୟାଳୟ ପରିସରରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଉକ୍ତ କାର୍ଯ୍ୟାଳୟରେ କର୍ମଚାରୀମାନଙ୍କୁ କେତେଜଣ ଅଙ୍ଗନଓ୍ବାଡି କର୍ମୀ ତାଲା ପକାଇ ରଖିଥିଲେ। ଖବରପାଇ ଛତ୍ରପୁର ଥାନା ପୋଲିସ ଓ ଜିଲା ସମାଜ ମଙ୍ଗଳ ଅଧିକାରୀ ପହଞ୍ଚିବା…
ମିଳୁନି ନ୍ୟାୟ:୧୦ମ ଦିନରେ ଯୁବତୀଙ୍କ ଧାରଣା
ବ୍ରହ୍ମପୁର ଅଫିସ,୧୨ା୮:ବ୍ରହ୍ମପୁର ଦେଶୀବେହେରା ସାହିସ୍ଥିତ ପ୍ରେମିକଙ୍କ ଘର ଆଗରେ ଜଣେ ଯୁବତୀ ତାଙ୍କ ଦେଢ଼ ବର୍ଷର ଶିଶୁପୁତ୍ରକୁ ଧରି ବର୍ଷା କାକରରେ ୧୦ ଦିନ ହେଲା ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି। ପ୍ରେମିକ ତାଙ୍କୁ ବିବାହ କରି ପୁଅକୁ ବାପାଙ୍କ ପରିଚୟ…
କିଆଗଛରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
ଗୋପାଳପୁର,୧୨ା୮ (ଡି.ଏନ୍.ଏ.):ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଗୋଳନ୍ଥରା ଥାନା ଅଞ୍ଚଳରେ ପ୍ରେମୀଯୁଗଳଙ୍କ ମୃତଦେହ ପୋଲିସ ଜବତ କରିଛି। ସେମାନେ ହେଲେ ରାମେୟାପାଟଣା ଓଡିଆରପି କଲୋନୀର ଗୁରୁବାରି ନାୟକ(୨୪) ଓ ବି.ମନୋହର ଗ୍ରାମର ଦୀପା ନାୟକ (୨୦)। ଖବର ଅନୁସାରେ, ଦୀର୍ଘଦିନ ଧରି…
ମାଟି ତଳୁ ମିଳିଲା ଗଦାଗଦା ଆଧାର କାର୍ଡ
ପାରଳାଖେମୁଣ୍ଡି, ଆର.ଉଦୟଗିରି,୧୨ା୮(ଡି.ଏନ୍.ଏ.):ବର୍ତ୍ତମାନ ସମୟରେ ଆଧାର କାର୍ଡ ସମସ୍ତଙ୍କ ପାଇଁ ଜରୁରୀ ହୋଇପଡ଼ିଥିବା ବେଳେ ଏହାକୁ କେମିତି ଦୁରୂପଯୋଗ କରାଯାଇଛି ତାହା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଜିରାଙ୍ଗ ପଞ୍ଚାୟତ ଡରାବ ଗ୍ରାମରେ। ଗୁରୁବାର ସ୍ଥାନୀୟ ପୋଷ୍ଟଅଫିସ ନିକଟରେ ଥିବା…
ବକେୟା ବିଦ୍ୟୁତ୍ ବିଲ ଆଦାୟ ନାଁରେ ମହିଳାଙ୍କ ଆକାଉଣ୍ଟରୁ ୧.୯୧ଲକ୍ଷ ଗାଏବ
ବ୍ରହ୍ମପୁର ଅଫିସ,୧୧।୮: ବ୍ରହ୍ମପୁର ସହରରେ ଦିନକୁ ଦିନ ସାଇବର ଅପରାଧ ବଢ଼ିବାରେ ଲାଗିଛି। ବିଭିନ୍ନ ଉପାୟରେ ଲୋକଙ୍କ ଧନସମ୍ପତ୍ତି କ୍ଷଣିକ ମଧ୍ୟରେ ଗାୟବ କରି ଦେଉଛନ୍ତି। ସହରରେ ପୁଣିଥରେ ଏଭଳି ଠକେଇର ଶିକାର ହୋଇଛନ୍ତି ଜଣେ ମହିଳା। ବକେୟା ବିଦ୍ୟୁତ୍ ବିଲ…
କୁଆଡେଗଲେ ପୁରୁଷୋତ୍ତମପୁର ବ୍ଲକ ଜିଆରଏସ ସ୍ବାଗତ ପଣ୍ଡା: ଚାରିଦିନପରେ ବି ଖୋଜଖବର ମିଳୁନି
ପୁରୁଷୋତ୍ତମପୁର,୧୧/୮(ଡିଏନ୍ଏ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ସୁନାଥର ଓ ଶୋଳଘର ପଞ୍ଚାୟତରେ ଜିଆରଏସ ଭାବେ କାର୍ଯ୍ୟରତ ସ୍ବାଗତ ପଣ୍ଡା ନିଖୋଜ ହେବାର ଚାରିଦିନ ବିତିଥିଲେବି ତାଙ୍କର କୌଣସି ଖୋଜଖବର ମିଳିପାରୁନାହିଁ। ଏହାକୁ ନେଇ ଏଠାରେ ନାନା ପ୍ରକାରର ସଂଦେହ ଘନୀଭୂତ ହୋଇ…
ଯାଞ୍ଚ ବେଳେ କାରରୁ ମିଳିଲା ୧. ୨୨ କୋଟି, ୨୨ଟି ସୁନା ବିସ୍କୁଟ ଜବତ
ବ୍ରହ୍ମପୁର ଅଫିସ, ୧୦।୮: ୩ଜଣ ବ୍ୟବସାୟୀଙ୍କ କାରରୁ ମିଳିଲା ୧କୋଟି ୨୨ଲକ୍ଷ ଟଙ୍କା। ଏଭଳି ଏକ ଘଟଣା ଘଟିଛି ବ୍ରହ୍ମପୁରରେ। ଅବକାରୀ ବିଭାଗ ଚଢ଼ାଉ କରୁଥଥିବା ସମୟରେ ଏହି ଟଙ୍କା ମିଳିଥିଲା। ତେବେ କାରରେ ଥିବା ୩ଜଣ ବ୍ୟବସାୟୀ ବ୍ରହ୍ମପୁରରେ ସୁନା…
ଚାଲିଥିଲା ଜୁଆ ଆଡ୍ଡା, ପହଞ୍ଚିଗଲା ପୋଲିସ
ବୁଗୁଡ଼ା,୧୦।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ ହୋଇଛି। ଏଥିରେ ପୋଲିସ ୧୧ ଜଣ ଜୁଆଡ଼ିଙ୍କୁ କାବୁ କରିବା ସହ ସେଠାରୁ ୭୩୦୦ ଟଙ୍କା ଜବତ କରିଥିବା…
ମୁକ୍ତା ଯୋଜନାରେ ଶିଶୁ ଉଦ୍ୟାନ ଉନ୍ନତୀକରଣ ବିଫଳ
ବ୍ରହ୍ମପୁର ଅଫିସ,୧୦।୮: ବ୍ରହ୍ମପୁର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ବ୍ରହ୍ମପୁର ସହରର ଖୋଲା ସ୍ଥାନଗୁଡିକରେ ଶିଶୁ ଉଦ୍ୟାନ ନିର୍ମାଣ କରାଯାଇଛି। ସହରରେ ଏଭଳି ଭାବେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଶିଶୁ ଉଦ୍ୟାନ ରହିଛି। ଯେଉଁ ଉଦ୍ୟାନଗୁଡିକରେ ଶିଶୁଙ୍କ ନିମନ୍ତେ ବିଭିନ୍ନ ଖେଳଣା…
୧୯ ବର୍ଷ ପରେ ବି ସରିନି ବାହାନା ନାଳ ପୁନରୁଦ୍ଧାର
ବ୍ରହ୍ମପୁର ଅଫିସ,୧୦।୮: ଲଘୁଚାପ ଜନିତ ବର୍ଷା ଆରମ୍ଭ ହୋଇଛି। ଲକ୍ଷାଧିକ ଚାଷୀଙ୍କୁ ଆଶ୍ୱସ୍ତି କରି ଗ୍ରାମାଞ୍ଚଳରେ ରୁଆ ବେଉଷଣ ଲାଗି ଅନୁକୂଳ ସ୍ଥିତି ଉପୁଜିଛି। ତେବେ ଗଞ୍ଜାମ ଜିଲାର ବ୍ରହ୍ମପୁର ଖାଲୁଆ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ିଯାଇଛି। ମହାନଗରକୁ ବିପଦ ସୃଷ୍ଟି କରୁଥିବା…
ପୁରୁଷୋତ୍ତମପୁରବ୍ଲକ ଜିଆରଏସ ନିଖୋଜ ଅଭିଯୋଗ
ପୁରୁଷୋତ୍ତମପୁର,୯/୮(ଡିଏନ୍ଏ)ଗଞ୍ଜାମଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ସୁନାଥର ଓ ଶୋଳଘର ପଞ୍ଚାୟତରେ ଜିଆରଏସ ଭାବେ କାର୍ଯ୍ୟରତ ସ୍ବାଗତ ପଣ୍ଡା ସୋମବାର ରାତ୍ରରୁ ନିଖୋଜ ହୋଇଯାଇଛନ୍ତି। ଏଥିନେଇ ତାଙ୍କ ପତ୍ନୀ ଲିଜାରାଣି ପଣ୍ଡା ପୁରୁଷୋତ୍ତମ ପୁର ପୋଲିସରେ ଅଭିଯୋଗ ଜଣାଇଥିବା ନେଇ ବିଡିଓ ବିଜୟ କୁମାର…
ଋଷିକୁଲ୍ୟା ନଦୀରେ ଭାସିଯାଉଥିବା ଯୁବକକୁ ଉଦ୍ଧାର କଲେ ଦମକଳବାହିନୀ
ପୁରୁଷୋତ୍ତମପୁର,୯/୮(ଡିଏନ୍ଏ) ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରବ୍ଲକ ଅନ୍ତର୍ଗତ ଜଳେଶ୍ବରଖଣ୍ଡି ଗ୍ରାମରେ ସନ୍ତୋଷ ଦାସ ନାମକ ଜଣେ ଯୁବକ ଗ୍ରାମ ନିକଟସ୍ଥ ଋଷିକୁଲ୍ୟା ନଦୀରେ ଗାଧୋଇବା ବେଳେ ଗୋଡଖସିଯାଇ ପାଣିର ପ୍ରଖର ସ୍ରୋତରେ ଭାସିଯାଇଥିଲେ। ଏହାକୁ ଦେଖି ପାଖରେ ଥିବା ଲୋକେ ପୁରୁଷୋତ୍ତମପୁର ଦମକଳ…
Archives


