ଗଞ୍ଜାମ

ଧୂମ୍‌ଧାମରେ ଚାଲିଛି ମା’ଙ୍କ ପୂଜା

ଛତ୍ରପୁର,୨୧ା୧୦(ଦିଲ୍ଲୀପ ସାମଲ): ଧରାବତରଣ କରିଛନ୍ତି ମା’ ଜଗତ୍‌ଜନନୀ ଦୁର୍ଗା l ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କୁ ପୂଜା କରାଯାଉଛି। ଶନିବାର ମା’ଙ୍କର ସପ୍ତମୀ ପୂଜା ଚାଲିଛି। ଦୁର୍ଗା ପୂଜା ନିମନ୍ତେ ଗଞ୍ଜାମ ଜିଲା ଛତ୍ରପୁର ସହରର ବିଭିନ୍ନ ଶକ୍ତିପୀଠ ଓ ପୂଜାମଣ୍ଡପରେ…

ମା’ ତାରାତାରିଣୀଙ୍କ ମହାଗୌରୀ ବେଶ: ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ପୁରୁଷୋତ୍ତମପୁର,୨୧।୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଶନିବାର ମହାଷ୍ଟମୀ ପର୍ବ ଲାଗି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଭୋର ସାଢ଼େ ୪ରୁ ମନ୍ଦିର ଦ୍ୱାର ଫିଟାଯାଇ ମଙ୍ଗଳ ଆଳତି, ଅବକାଶ, ମାଜଣା, ମହାଆଳତି ହୋଇ ସକାଳ ୭ଟାରେ…

ଏସିଆ ପାରା କ୍ରୀଡ଼ା: ଚମ୍ପିୟାନ ହେବା ଲକ୍ଷ୍ୟରେ ଭି. ରମେଶ

ଛତ୍ରପୁର,୨୧ା୧୦(ଦିଲୀପ ସାମଲ): ଚୀନର ହାଙ୍ଗୋଝୋରୀ ଠାରେ ଆସନ୍ତା ୨୨ତାରିଖରୁ ଏସିଆ ପାରା କ୍ରୀଡା ଆରମ୍ଭ ହେବ। ଏଥିରେ ଓଡ଼ିଶାରୁ ୭ଜଣ ଆଥଲେଟ ଭାଗ ନେବାକୁ ଥିବାବେଳେ ସେମାନଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ କେବଳ ଜଣେ ଛତ୍ରପୁର ସହର ଗିଲଟିପେଟା ସାହିର କ୍ରୀଡ଼ାବିତ୍‌…

ଦୁଇପୁଅଙ୍କ ସମେତ ମା’ ଗିରଫ

ବ୍ରହ୍ମପୁର,୨୦ା୧୦(ସୁବାସ ଚନ୍ଦ୍ର ପାଢ଼ୀ)-ଏକ ଘର ଭଡ଼ାରେ ନେଇ ନିଶା କାରବାର କରାଯାଉଥିବା ଖବରପାଇ ବ୍ରହ୍ମପୁର ବଡବଜାର ଥାନାର ଏକ ଟିମ୍‌ ଗ୍ରାହକ ବେଶରେ ଶୁକ୍ରବାର ରଘୁପତି ନଗର ଦ୍ୱିତୀୟ ସାରଣୀରେ ଚଢାଉ କରିଥିଲା। ଭଡ଼ାଘରେ ବ୍ରାଉନ ସୁଗାର ବିକ୍ରି କରୁଥିବା ଜଣେ…

ବାଲି ଚାଲାଣ ଘଟଣା, ଅଭିଯୁକ୍ତ ଜେଲ ଗଲେ

ଦିଗପହଣ୍ଡି,୨୦ା୧୦(ଅଶେଷ ନାଥ ମିଶ୍ର)- ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ଅନ୍ତର୍ଗତ ପତ୍ରଚୂଡି ଗ୍ରାମ ନିକଟ ବାହୁଦା ନଦୀରୁ ବେଆଇନ ବାଲି ଚାଲାଣ କରୁଥିବା ଜଣେ ଟ୍ରାକ୍ଟର ଚାଳକଙ୍କୁ ଗିରଫ କରାଯାଇଛି। ସେ ହେଲେ ଦିଗପହଣ୍ଡି ଥାନା ବଡଡୁମ୍ବୁଳା ଗ୍ରାମର ବଳରାମ…

ସଉତୁଣୀଙ୍କୁ କିରୋସିନ ଢାଳି କରିଥିଲେ ହତ୍ୟା

ବ୍ରହ୍ମପୁର,୨୦।୧୦( ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ୍‌-୩ ରାଜ କୁମାର ଦାଶ ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ କରିଛନ୍ତି। ଉପଯୁକ୍ତ ପ୍ରମାଣକୁ ଆଧାର କରି ବିଚାରପତି ମହିଳା ସଂଯୁକ୍ତା ବେହେରାଙ୍କୁ ହତ୍ୟା କରିଥିବା…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଝିଅ-ନାତି ମୃତ, ଅଜା ଗୁରୁତର

ଖଲ୍ଲିକୋଟ,୨୦ା୧୦(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣପୁର ଗ୍ରାମରେ ଶୁକ୍ରବାର ଅପରାହ୍ନରେ ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ଦୁଇ ମୃତ ଏବଂ ଜଣେ ଗୁରୁତର ହୋଇ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସୂଚନାନୁଯାୟୀ, ଉକ୍ତ ଗ୍ରାମର…

ସିଲ୍‌ ହେଲା କାଜୁ ଫ୍ୟାକ୍ଟ୍ରି

ଛତ୍ରପୁର,୨୦ା୧୦(ଦିଲ୍ଲୀପ ସାମଲ): ବ୍ୟାଙ୍କରୁ ନେଇଥିବା ଋଣ ଟଙ୍କା ଶୁଝି ପାରି ନ ଥିବାରୁ ଶୁକ୍ରବାର ସ୍ଥାନୀୟ ବଜରଙ୍ଗ ସାହିରେ ଥିବା ଏକ କାଜୁ ଫ୍ୟାକ୍ଟ୍ରିକୁ ପୋଲିସ ଓ ମାଜିଷ୍ଟେଟ୍‌ଙ୍କ ଉପସ୍ଥିତିରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସିଲ୍‌ କରାଯାଇଛି। ସୂଚନାଯୋଗ୍ୟ, ସେତେବେଳର ଆନ୍ଧ୍ରବ୍ୟାଙ୍କ…

୫ ଆସନରୁ ହୋଇନାହାନ୍ତି ବିଧାୟିକା

ବ୍ରହ୍ମପୁର,୨୦ା୧୦(ନରସିଂହ ସାହୁ): ରାଜ୍ୟରେ ୧୯୫୧-୧୯୫୨ରୁ ୨୦୧୯ ସୁଦ୍ଧା ୧୬ ବିଧାନସଭା ନିର୍ବାଚନ ହୋଇଛି। ବୃହତ୍ତମ ଜିଲା ଗଞ୍ଜାମର ୧୩ ନିର୍ବାଚନମଣ୍ଡଳୀ ମଧ୍ୟରୁ ୫ଟି ଯଥା ଛତ୍ରପୁର, ଗୋପାଳପୁର, ହିଞ୍ଜିଳି, ଭଞ୍ଜନଗର ଓ ପୋଲସରାରୁ ବିଧାୟିକା ନିର୍ବାଚିତ ହୋଇନାହାନ୍ତି। ୨୦୨୪ସାଧାରଣ ନିର୍ବାଚନ ନିକଟତର…

ପାଣି ମଡ଼ାଇବାକୁ ଯାଇଥିବା ବେଳେ ଲାଗିଲା ବିଦ୍ୟୁତ୍‌ ତାର

ଗଞ୍ଜାମ,୧୯ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନ ସୁବଳୟା ଗ୍ରାମର ଦୁଇଜଣ ଚାଷୀ ନିଜ ଚାଷ ଜମିକୁ ପାଣି ମଡ଼ାଇବାକୁ ଯାଇଥିବା ବେଳେ ଗୁରୁବାର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଛନ୍ତି। ସେମାନେ ହେଲେ ଲକ୍ଷ୍ମୀ ଚରଣ ବିଶ୍ୱାଳ(…

ବହୁ ଚର୍ଚ୍ଚିତ ଗାଡ଼ି ଡ୍ରାଇଭର ହତ୍ୟା ମାମଲା: କୋର୍ଟରେ ହାଜର ହୋଇ ବୟାନ ରଖିଲେ ତଦନ୍ତକାରୀ ଅଧିକାରୀ

ବ୍ରହ୍ମପୁର,୧୯।୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ୍‌-୧ ଡ. ଇନ୍ଦୁ ଶର୍ମାଙ୍କ କୋର୍ଟରେ ବହୁ ଚର୍ଚ୍ଚିତ ଗାଡ଼ି ଡ୍ରାଇଭର ହତ୍ୟା ମାମଲାର ବିଚାର ଆରମ୍ଭ ହୋଇଛି। ହତ୍ୟା ମାମଲାର ତଦନ୍ତକାରୀ ଅଧିକାରୀ ତଥା ତତ୍କାଳୀନ ଦିଗପହଣ୍ଡି ଥାନା ଏସ୍‌ଆଇ…

ଶୁଖି ଆସିଲାଣି ଘୋଡ଼ାହାଡ଼ ଡ୍ୟାମ :ମରୁଡି ଆଶଙ୍କା

ଦିଗପହଣ୍ଡି,୧୯ା୧୦(ଅଶେଷ ନାଥ ମିଶ୍ର)ଦିଗପହଣ୍ଡିି ସ୍ଥିତ ଘୋଡ଼ାହାଡ଼ ପାଣି ପଞ୍ଚାୟତ ଶୀର୍ଷ କମିଟି କାର୍ଯ୍ୟାଳୟ ସଭା ଗୃହରେ ବୁଧବାର ପାଣି ପଞ୍ଚାୟତ ଶୀର୍ଷ କମିଟି ପକ୍ଷରୁ ଏକ ପରିବର୍ଦ୍ଧିତ ଅଳଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ପାଣି ପଞ୍ଚାୟତ ଶୀର୍ଷ କମିଟି ସଭାପତି ରମେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?