ଗଞ୍ଜାମ

ସାମାଜିକ ଗଣମାଧ୍ୟମର ପ୍ରଭାବ: ଅସହାୟକୁ ଉଦ୍ଧାର କଲା ପୋଲିସ ପ୍ରଶାସନ

ହିଞ୍ଜିଳିକାଟୁ ୪।୯(ଡି.ଏନ.ଏ.): ହିଞ୍ଜିଳିକାଟୁ ବସ ଟର୍ମିନାଲ ପରିସରରେ ରବିବାର ଜଣେ ବୟସ୍କ ବ୍ୟକ୍ତି ଶନିବାର ରାତିରୁ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯିବାରୁ ନିଶ୍ଚଳ ହୋଇ ପଡି ରହିଥିଲେ। ଏ ନେଇ ସୋସିଆଲ ମିଡିଆରେ ଫଟୋ ଭାଇରଲ ହେବା ସହ ଚିକିତ୍ସା ନିମନ୍ତେ…

ନିଜସ୍ବ ଗୃହ ନାହିଁ, ମନ୍ଦିର ପିଣ୍ଡାରେ ଅଙ୍ଗନୱାଡି କେନ୍ଦ୍ର

ଧରାକୋଟ,୪।୯(ଡି.ଏନ୍‌.ଏ.): କୋମଳମତି ଶିଶୁମାନଙ୍କର ଶାରୀରିକ ଓ ବୌଦ୍ଧିକ ବିକାଶ ପାଇଁ ସରକାର ଅଙ୍ଗନୱାଡି କେନ୍ଦ୍ର ଖୋଲିଛନ୍ତି। ତିନିରୁ ପାଞ୍ଚ ବର୍ଷ ବୟସର ପିଲାମାନଙ୍କର ଏହା ହେଉଛି ପ୍ରାକ ଶୈଖିକ କେନ୍ଦ୍ର । ଏଣୁ ଅଭିଭାବକମାନେ ବହୁ ଆଶା ଓ ଭରସା କରି…

୨୩ରୁ ଗଞ୍ଜାମ ଜିଲାରେ ବୁଲିବ ଅହିଂସା ରଥ

ଛତ୍ରପୁର, ୪।୯(ଡି.ଏନ.ଏ):  ଚଳିତ ମାସ ୨୩ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲାରେ ଅହିଂସା ରଥ ପରିଭ୍ରମଣ କରିବ। ତେଣୁ ଏହି ରଥକୁ କିଭଳି ସ୍ବାଗତ କରାଯିବ ସେନେଇ ଶନିବାର ଓସ୍ବାନ ହଲଠାରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏକ…

ଚାଷୀଙ୍କ ଆୟ ତିନି ଗୁଣ ଉପରେ ଜ଼ିଲାପାଳଙ୍କ ଗୁରୁତ୍ୱ

ଛତ୍ରପୁର,୪।୯(ଡି.ଏନ.ଏ.): ଛତ୍ରପୁର ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଶନିବାର କୃଷି ବିଭାଗର ଜିଲାସ୍ତରୀୟ ସମୀକ୍ଷା ବୈଠକ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଜିଲାର ଚାଷୀମାନେ କିପରି ଅଧିକରୁ ଅଧିକ ରୋଜଗାରକ୍ଷମ ହୋଇପାରିବେ ଓ ବିଭିନ୍ନପ୍ରକାର ଚାଷ କାର୍ଯ୍ୟ…

ହିଞ୍ଜିଳିକାଟୁରେ ଖୋଲିବ ସିନିୟର ଡିଭିଜନ ସିଭିଲ କୋର୍ଟ

ହିଞ୍ଜିଳିକାଟୁ,୩ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁରେ ସିନିୟର ଡିଭିଜନ ସିଭିଲ କୋର୍ଟ ଖୋଲିବା ପାଇଁ ରାଜ୍ୟ ଆଇନ ବିଭାଗ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ନଂ – ୯୬୫୭ ପ୍ରକାଶ ପାଇଛି । ଏହି କୋର୍ଟଟି ବର୍ତ୍ତମାନ ରହିଥିବା ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ଖୋଲାଯିବ।…

କମୁଛି ହାତୀ ସଂଖ୍ୟା: ଆଜି ଆଉ ଗୋଟିଏ ଆଖି ବୁଜିଲା, ୩ ମାସରେ ମଲେଣି ୩ ଦନ୍ତା

ଭଞ୍ଜନଗର,୩ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ରେଞ୍ଜ ଗୟଗଣ୍ଡା ନିକଟସ୍ଥ ରାମ୍ପ ଜଙ୍ଗଲରେ ଶନିବାର ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ହାତୀଟି ବିଗତ କିଛିଦିନ ହେବ ଅସୁସ୍ଥ ହୋଇ ଜଙ୍ଗଲରେ ଏଣେତେଣେ ଘୂରି ବୁଲୁଥିଲା। ତାକୁ ବନ…

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଋଷିକୁଲ୍ୟାରେ ବୁଡିଗଲେ ଯୁବକ

ପୁରୁଷୋତ୍ତମପୁର,୩।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଅଲାଡି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିବା ବେଳେ ଋଷିକୁଲ୍ୟା ନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅଲାଡିଗାଁର ଗଣେଶ ମିଶ୍ରଙ୍କ ଏକମାତ୍ର…

ଅଭ୍ୟାସ ଲାଗି ନାହିଁ ଜମ୍ପିଂ ପିଟ୍‌

ବ୍ରହ୍ମପୁର ଅଫିସ,୩।୯: ହାଇଜମ୍ପ, ଲଙ୍ଗଜମ୍ପ ଓ ଟ୍ରିପଲ ଜମ୍ପ ଆଦି କ୍ରୀଡ଼ାରେ କ୍ଷେତ୍ରରେ ପୂର୍ବରୁ ପ୍ରତିବର୍ଷ ଗଞ୍ଜାମ ଜିଲାରୁ ୪୦ରୁ ୫୦ କ୍ରୀଡ଼ାବତ୍‌ ଜିଲା, ରାଜ୍ୟ ଓ ଜାତୀୟ ସ୍ତରୀୟ କ୍ରୀଡ଼ାରେ ଭାଗ ନେଇ ବହୁ ପଦକ ଅର୍ଜନ କରିଥିବା ନଜିର…

୧୭୨ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ

ଛତ୍ରପୁର ୩।୯(ଡିଏନଏ ): ଅଗଷ୍ଟ ୧୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲାରେ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ହେଲମେଟ ଯାଞ୍ଚ କଡାକଡି କରାଯାଇଥିଲା। ବେପରୁଆ ଗାଡିଚାଳନା ପାଇଁ ଦୈନିଦିନ ବହୁ ସଡକ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ବେଗୁନିଆପଡ଼ା,୨।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକର କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକ ଶୁକ୍ରବାର ଲାଞ୍ଚନେଇ ଧରାପଡ଼ିଛନ୍ତି। ସେ ‘ମୋ ଗୁହାଳ ସ୍କିମ’ରେ ଗୁହାଳ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ଲାଗି ବୁରୁଝୁରୀ ପଞ୍ଚାୟତର ଜଣେ ହିତାଧିକାରୀଙ୍କୁ ୭ ହଜାର ଟଙ୍କା…

ସ୍ତ୍ରୀହନ୍ତାଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର ଅଫିସ,୨।୯: ଏଡିଜେ-୨ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଏକ ଯୌତୁକ ଜନିତ ହତ୍ୟା ମାମଲାର ଶୁଣାଣି କରଛନ୍ତି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ସୁଶାନ୍ତ ବିଷୋୟୀଙ୍କୁ ଆଜୀବନ କାରାଦଣ୍ଡର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଣିଛନ୍ତି। ୨୦୧୬ରେ ପାଟପୁର ଥାନା ଅନ୍ତର୍ଗତ କଙ୍କରଡା…

ବ୍ରହ୍ମପୁରରେ ସ୍ଥାପନ ହେଉ ଦ୍ୱିତୀୟ କେନ୍ଦ୍ରୀୟ ବିଦ୍ୟାଳୟ

ବ୍ରହ୍ମପୁର ଅଫିସ,୨ା୯: ବ୍ରହ୍ମପୁରରେ କ୍ରମଶଃ ନୂଆସାହି ବସ୍ତି ସାଙ୍ଗକୁ ଜନସଂଖ୍ୟା ବଢ଼ି ଚାଲିଛି। ଏହାସହ ଛାତ୍ରୀଛାତ୍ରଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ରେଶମ ନଗରୀରେ ଶତାଧିକ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ରହିଛି। ତେବେ ବେସରକାରୀ ସ୍କୁଲଗୁଡିକରେ ମାତ୍ରାଧିକ ଫି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri