ଗଞ୍ଜାମ

ପ୍ରଚାରବେଳେ ଚ୍ୟାଉ-ପ୍ରଦୀପ ଭେଟ

ବ୍ରହ୍ମପୁର,୧୩ା୪(ଅଶୋକ କୁମାର ସାହୁ): ବ୍ରହ୍ମପୁରରେ ବିଜେଡି ଓ ଭାଜପା ପକ୍ଷରୁ ପ୍ରଚାର ଆରମ୍ଭ ହୋଇଛି। ଶୁକ୍ରବାର ମେଡିକାଲ ଛକରେ ପ୍ରଚାର ବେଳେ ଭାଜପାର ବ୍ରହ୍ମପୁର ଲୋକ ସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ବିଧାନସଭା ପ୍ରାର୍ଥୀ କେ. ଅନିଲ ବିଜେଡିର ବ୍ରହ୍ମପୁର…

ଲଜ୍‌ରେ ଚାଲିଥିଲା ଗଞ୍ଜେଇ ବେପାର: ମାଡ଼ି ବସିଲା ପୋଲିସ

ବ୍ରହ୍ମପୁର.୧୨ା୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଏକ ଲଜ୍‌ରେ ଗଞ୍ଜେଇ ବ୍ୟବସାୟ ଚାଲିଥିବା ଖବରପାଇ ଗୋଷାଣିନୂଆଗାଁ ପୋଲିସ ୩ ଜଣଙ୍କୁ ଧରିଥିଲା। ସେଠାରୁ ୨୧ କେଜି ୪୫୦ ଗ୍ରାମ ଗଞ୍ଜେଇ, ଗୋଟିଏ ଦେଶୀ ବନ୍ଧୁକ, ଗୁଳି, ୨ଟି ମୋବାଇଲ ଫୋନ୍‌ ଓ ଗୋଟିଏ…

ଜେଲ ଗଲେ ପୂର୍ବତନ ସରପଞ୍ଚ

ବ୍ରହ୍ମପୁର,୧୨ା୪(ସୁବାସ ଚନ୍ଦ୍ର ପାଢ଼ୀ) ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଡ. ଅରୁଣ କୁମାର ସାହୁ ଶୁକ୍ରବାର ଏକ ସରକାରୀ ଅର୍ଥ ଆତ୍ମସାତ ମାମଲାର ବିଚାର କରି ଜଣେ ପୂର୍ବତନ ସରପଞ୍ଚଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୫ ହଜାର ଟଙ୍କା…

ଆବର୍ଜନା ମଧ୍ୟରେ ମୁକ୍ତାକାଶ ଜିମ୍‌

ବ୍ରହ୍ମପୁର,୧୨ା୪(ସ୍ମୃତି ରଞ୍ଜନ ମହାଲିକ): ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ମୁକ୍ତା ଯୋଜନାରେ ସହରର ବିକାଶ ଚାଲିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ୨୨.୭୪କୋଟି ଟଙ୍କା ବ୍ୟୟରେ ଏହି ଯୋଜନାରେ ୧୬୩ ପ୍ରକଳ୍ପ କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ୩୪.୭୪ କୋଟି ଟଙ୍କା…

ସୂର୍ଯ୍ୟମଣି-ପୂର୍ଣ୍ଣଚନ୍ଦ୍ରଙ୍କ ମଧ୍ୟରେ ହେବ କଡ଼ା ଟକ୍କର

ପୁରୁଷୋତ୍ତମପୁର, ୧୨ା୪(ସୀମାଞ୍ଚଳ ମିଶ୍ର): ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ୧୯୮୫ରୁ ଜନତା ଦଳ ଓ ବିଜେଡି କବଜାରେ ରହିଛି। ଏଠାରୁ କ୍ରମାଗତ ଭାବରେ ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନ କୁମାରୀ ଦେଓ ବିଧାୟିକା ନିର୍ବାଚିତ ହୋଇ ଆସୁଥିଲେ। ମାତ୍ର ୨୦୦୮ ସୀମା ନିର୍ଦ୍ଧାରଣ…

ମୋପେଡକୁ ଧକ୍କା ଦେଇ ଓଲଟିଲା ଆମ୍ବୁଲାନ୍ସ

ଖଲ୍ଲିକୋଟ,୧୧।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡୀ ଢ଼ାବା ନିକଟରେ ଗୁରୁବାର ଏକ ଆମ୍ବୁଲାନ୍ସ ଓଲଟି ପଡ଼ିବାରୁ ୭ଜଣ ଆହତ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ, ଗୁରୁବାର ଏକ ଆମ୍ବୁଲାନ୍ସ…

ଭାଜପାରେ ସାମିଲ ହେଲେ ଶତାଧିକ ଲୋକ

ଗୋପାଳପୁର,୧୧ା୪(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ନିର୍ବାଚନୀ ତାତି ସେତେ ବଢ଼ୁଛି। ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଭାଜପା ପକ୍ଷରୁ ଖଜୁରିଆ ବାଇପାସଠାରେ ବୁଥ୍‌ସ୍ତରୀୟ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ବ୍ରହ୍ମପୁର ଏମ୍‌ପି…

ପରସ୍ପରକୁ ଆଲିଙ୍ଗନ କରି ଇଦ୍‌ ମୁବାରକ ଜଣାଇଲେ ମୁସଲମାନ ଭଉଣୀଭାଇ

ଛତ୍ରପୁର,୧୧ା୪(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ବୁଧବାର ମୁସଲମାନ ଭାଇମାନଙ୍କ ପବିତ୍ର ରମଜାନ ମାସ ଶେଷରେ ବଡ଼ ଧୂମ୍‌ଧାମରେ ଗଞ୍ଜାମ ଜିଲା ଛତ୍ରପୁର ପୁତିଗୋପାଳପୁର ମସ୍‌ଜିଦ୍‌ରେ ଧର୍ମଗୁରୁ ହାଫିସ ମହମ୍ମଦ ଜମିରଉଦ୍ଦିନଙ୍କ ତତ୍ତ୍ୱାବଧାନରେ ସମୂହ ନମାଜପାଠ କରି ଇଦ୍‌ ପାଳନ ହୋଇଯାଇଛି। ଏହି ଅବସରରେ…

ବଞ୍ଚିବା ପାଇଁ ଉଚ୍ଚଶିକ୍ଷିତ ଦୃଷ୍ଟିବାଧିତଙ୍କ ସଂଘର୍ଷ

ବ୍ରହ୍ମପୁର,୧୧ା୪(ସୁବାସ ଚନ୍ଦ୍ର ପାଢ଼ୀ):ଜୀବନ କ’ଣ ଜାଣିବା ପୂର୍ବରୁ ଭଗବାନ ଆଖି ନେଇଗଲେ। ତଥାପି ହାରି ନ ଥିଲି। ଆଗକୁ ବଢ଼ିବାର ଆଶା ରଖି ସ୍ନାତକୋତ୍ତର ଯାଏ ପାଠ ପଢ଼ିଲି। ଚାକିରି ଖୋଜି ଖୋଜି ହାରିଗଲି। ବଞ୍ଚିବା ପାଇଁ ରୋଜଗାର ଲୋଡା। ତେଣୁ…

ଅନ୍ଧାରରେ କ୍ରୀଡ଼ାବିତ୍‌ ଦୀନବନ୍ଧୁଙ୍କ ଭାଗ୍ୟ

ବ୍ରହ୍ମପୁର,୧୧ା୪ (ତନୁଶ୍ରୀ ନାହାକ)କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ଉନ୍ନତି ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା ପ୍ରସ୍ତୁତ ହେବା ସହ ବହୁ କୋଟି ଟଙ୍କା ବ୍ୟୟ କରାଯାଉଛି। ତଥାପି କ୍ରୀଡ଼ାବିତ୍‌ମାନେ ଉପଯୁକ୍ତ…

କାମ ଯୋଗାଇବାରେ ଛତ୍ରପୁର ବ୍ଲକ ପଛୁଆ

ଛତ୍ରପୁର,୧୧ା୪(ସନ୍ତୋଷ ପାଢୀ):ଗଞ୍ଜାମ ଜିଲାରେ ଚାଲିଥିବା ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଶ୍ରମିକଙ୍କୁ କାମ ଯୋଗାଇବାରେ ଛତ୍ରପୁର ବ୍ଲକ ପ୍ରଶାସନ ପଛୁଆ ରହିଛି। ଜିଲାର ହେଡକ୍ୱାର୍ଟର ଛତ୍ରପୁର ହୋଇଥିବା ବେଳେ ଏଠାରେ ଜିଲାପାଳ ଓ ଜିଲା ପରିଷଦ ସିଇଓ ନିୟମିତ…

ବିଜେଡିକୁ ଶକ୍ତ ଝଟ୍‌କା: ଦଳରୁ ଇସ୍ତଫା ଦେଲେ ଟାଣୁଆ ନେତା

କବିସୂର୍ଯ୍ୟନଗର,୧୦।୪: ଗଞ୍ଜାମ କବିସୂର୍ଯ୍ୟନଗରରେ ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ବିଜେଡି ନେତା ସୀତାରାମ ପାଣିଗ୍ରାହୀବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। ୨୦୧୪ରେ ସୀତାରାମ କବିସୂର୍ଯ୍ୟନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?