ଦୁଇ ଲୁଟେରାଙ୍କୁ ଗିରଫ କଲା ପୋଲିସ
ଗଞ୍ଜାମ,୧୨।୧(ଡି.ଏନ.ଏ.): ରମ୍ଭା ଥାନା କଣ୍ଟାପଡା ଛକରୁ ଗତ କିଛି ଦିନ ତଳେ ଜଣେ ବ୍ୟକ୍ତିଙ୍କଠାରୁ କିଛି ଦୁର୍ବୃତ୍ତ ମୋବାଇଲ ଓ ଟଙ୍କା ଛଡାଇ ନେଇଥିବା ଅଭିଯୋଗ ହୋଇଥିଲା l ତେବେ ଗୁରୁବାର ଦୁଇ ଲୁଟେରାଙ୍କୁ ବ୍ରହ୍ମପୁରରୁ ଗିରଫ କରାଯାଇଥିବା ରମ୍ଭା ଥାନା…
ବାଇକ୍ ଧକ୍କାରେ ଯୁବକ ଗୁରୁତର
ଦିଗପହଣ୍ଡି,୧୨।୧(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ରାଜପୁର ଗ୍ରାମ ଛକ ନିକଟରେ ଅଜଣା ବାଇକ୍ ଧକ୍କାରେ ଗୁରୁବାର ଜଣେ ଯୁବକ ଗୁରୁତର ହୋଇଛନ୍ତି। ସେ ହେଲେ ଚୁଡୁଙ୍ଗପୁର ଗ୍ରାମର ଆର୍.ଶିବ ପାତ୍ର (୪୦)। ଖବରପାଇ ଦିଗପହଣ୍ଡି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି…
ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ଡାକ ଲଫାପା ଉନ୍ମୋଚିତ
ଛତ୍ରପୁର,୧୨ା୧(ଡି.ଏନ୍.ଏ.): ଆଧୁନିକ ଓଡ଼ିଶାର ନିର୍ମାତା ତଥା ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୧୨୩ତମ ଜୟନ୍ତୀ ପାଳନ ଅବସରରେ ବ୍ରହ୍ମପୁର ଡାକ ବିଭାଗ ପକ୍ଷରୁ ଏକ ଡାକ ଲଫାପା ଗୁରୁବାର ଛତ୍ରପୁର ଡାକ ବିଭାଗ କାର୍ଯ୍ୟାଳୟ ପରିସରରେ ବ୍ରହ୍ମପୁର ଏମ୍ପି ଚନ୍ଦ୍ର…
ଦିଗପହଣ୍ଡିରେ ହକି ବିଶ୍ୱକପ୍ ଉଦ୍ଘାଟନୀ ଉତ୍ସବର ଲାଇଭ୍
ଦିଗପହଣ୍ଡି,୧୧ା୧(ଡି.ଏନ୍.ଏ.): ହକି ବିଶ୍ୱକପ୍ ପ୍ରତିଯୋଗିତା ଉଦଘାଟନୀ ଉତ୍ସବରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଲାଇଭ୍ ବୁଧବାର ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମରେ ପ୍ରଦର୍ଶିତ ହୋଇଛି। ବିଶ୍ବକପ୍ ହକି କ୍ରମାଗତ ଭାବରେ ଓଡ଼ିଶା ରାଜ୍ୟ ୨ ଥର ଆୟୋଜନ କରିଥିବା ବେଳେ ଏହାକୁ ଲୋକପ୍ରିୟ…
ଅପରାଧିକ ସମୀକ୍ଷା କଲେ ଗଞ୍ଜାମ ଏସ୍ପି
ପୁରୁଷୋତ୍ତମପୁର,୧୧ା୧(ଡି.ଏନ୍.ଏ.): ଗଞ୍ଜାମ ପୋଲିସ ଜିଲାରେ ନୂତନ ଏସ୍ପି ଭାବେ ଯୋଗଦେଇ ଥିବା ଜଗମୋହନ ମୀନା ବୁଧବାର ଜିଲାରେ ପ୍ରଥମଥର ଲାଗି ପୁରୁଷୋତ୍ତମପୁର ଏସ୍ଡିପିଓଙ୍କ କାର୍ଯ୍ୟାଳୟକୁ ଆସି ଉପଖଣ୍ଡସ୍ତରୀୟ ଅପରାଧିକ ସମୀକ୍ଷା କରିଛନ୍ତି। ଏଥିରେ ପୁରୁଷୋତ୍ତମପୁର ଏସ୍ଡିପିଓ ରଜନୀକାନ୍ତ ସାମଲଙ୍କ ସମେତ ପୁରୁଷୋତ୍ତମପୁର…
ଦିଗପହଣ୍ଡିରୁ ଅପହୃତା ନାବାଳିକା ଢେଙ୍କାନାଳରୁ ଉଦ୍ଧାର
ଦିଗପହଣ୍ଡି,୧୧ା୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ଏକ ଗ୍ରାମରୁ ଅପହରଣ କରାଯାଇଥିବା ଜଣେ ନାବାଳିକାଙ୍କୁ ପୋଲିସ ଢେଙ୍କାନାଳରୁ ଉଦ୍ଧାର କରିଥିବା ଜଣାପଡ଼ିଛି। ନାବାଳିକାଙ୍କୁ ଅପହରଣ କରିଥିବା ନୟାଗଡ଼ ଜିଲା ନୂଆଗାଁ ଥାନା ବରଗଡ଼ ଗ୍ରାମର ନବାନ ଖାନ୍ଙ୍କୁ ପୋଲିସ ଗିରଫ କରି…
ଆଇଆର୍ଇରେ ଚାକିରି ଦାବି: ମୃତକଙ୍କ ପରିବାର ସଦସ୍ୟଙ୍କ ଧାରଣା
ଛତ୍ରପୁର,୧୧।୧: ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଭାରତୀୟ ବିରଳ ମୂର୍ତ୍ତିକା (ଆଇଆର୍ଇ) ପ୍ଲାଣ୍ଟରେ ନିଯୁକ୍ତି ଦାବି କରି ମୃତ କର୍ମଚାରୀଙ୍କ ପରିବାର ସଦସ୍ୟମାନଙ୍କ ପକ୍ଷରୁ ବୁଧବାରଠାରୁ ମୁଖ୍ୟ ଫାଟକ ଆଗରେ ଧାରଣା ଆରମ୍ଭ ହୋଇଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ…
ଘୋଡାହାଡ଼ ଡ୍ୟାମ୍: ୬୪ କୁମ୍ଭୀର ଚିହ୍ନଟ
ଦିଗପହଣ୍ଡି,୧୧ା୧(ଡି.ଏନ.ଏ.): ଗଞ୍ଜାମ-ଗଜପତି ଜିଲା ସୀମାନ୍ତ ଘୋଡାହାଡ଼ ଡ୍ୟାମ୍ରେ ଗତ ୩ ଦିନ ଧରି ଚାଲିଥିବା କୁମ୍ଭୀର ଗଣନା ମଙ୍ଗଳବାର ଶେଷ ହୋଇଛି। ଦିଗପହଣ୍ଡି ବନ ବିଭାଗ ପକ୍ଷରୁ ଡ୍ୟାମ୍ର ୧୦ ଅଞ୍ଚଳରେ ଗଣନା କାର୍ଯ୍ୟ କରାଯାଇଥିଲା। ସତନ୍ତ୍ର ତାଲିମପ୍ରାପ୍ତ ବନ କର୍ମଚାରୀମାନେ…
ଲିକେଜ ଗ୍ୟାସ ଟାଙ୍କି ଯୋଗାଣ
ବୁଗୁଡ଼ା,୧୦ା୧(ଡି.ଏନ.ଏ.): ବୁଗୁଡ଼ା ସହର ତଥା ଆଖପାଖ ଅଞ୍ଚଳର ଲୋକେ ରୋଷେଇ ଗ୍ୟାସ ପାଇଁ ବୁଗୁଡ଼ା ସହରରେ ଥିବା ଏକ ମାତ୍ର ଗ୍ୟାସ ଏଜେନ୍ସି କନକ ଦୁର୍ଗା ଇଣ୍ଡେନ ଗ୍ୟାସ ଉପରେ ନିର୍ଭର କରୁଥିବା ବେଳେ ଗ୍ରାହକମାନଙ୍କୁ ଯୋଗାଣ କରାଯାଉଥିବା ଅଧିକାଂଶ ଗ୍ୟାସ…
ଆଇଆଇସିଙ୍କ ନାମରେ ଫେକ୍ ଆକାଉଣ୍ଟ
ସୋରଡା ,୧୦।୧: କବିସୂର୍ଯ୍ୟନଗର ଥାନା ଆଇଆଇସି ପ୍ରଭାତ ସାହୁଙ୍କ ନାମରେ କେହି ଜଣେ ଫେକ୍ ଫେସବୁକ ଆକାଉଣ୍ଟ ଖୋଲି ଥିବା ଜଣାପଡିଛି। ଏନେଇ ଆଇଆଇସି ସାହୁ ଲୋକଙ୍କୁ ସତର୍କ ରହିବାକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, କେହି ଜଣେ ଅସାମାଜିକ ତାଙ୍କ…
ସ୍ମାର୍ଟକେମ୍ କମ୍ପାନୀକୁ ବିରୋଧ ଜାରି
ଛତ୍ରପୁର,୧୦ା୧(ଡି.ଏନ୍.ଏ.): ଛତ୍ରପୁର ତହସିଲ ଅଧୀନ କାଳିପଲ୍ଲୀଠାରେ ଟାଟା ଇଣ୍ଡଷ୍ଟ୍ରିଆଲ ପାର୍କ ପରିସରରେ ସ୍ମାର୍ଟକେମ୍ ଟେକ୍ନୋଲଜି କମ୍ପାନୀ ସ୍ଥାପନକୁ ବିରୋଧ ହେବାରୁ କାମ ବନ୍ଦ ରହିଛି । ଏହି ସାର କାରଖାନା ସ୍ଥାପନକୁ ପୂର୍ବଭଳି ବିରୋଧ ଜାରି ରହିବ ବୋଲି ଗାଁ କମିଟି…
ଭୟଙ୍କର ଅଗ୍ନିକାଣ୍ଡ: ୧୪ ପରିବାରର ୪୨ ବଖରା ଘର ପୋଡ଼ି ପାଉଁଶ
ସୋରଡା,୧୦।୧: ଗଞ୍ଜାମ ଜିଲା ସୋରଡା ବ୍ଲକ ଆସିକା ଜାତୀୟ ରାଜପଥ ୫୯ ରାସ୍ତା ପାର୍ଶ୍ୱ ସୁରମଣି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଗ୍ରାମର ୧୪ ପରିବାରର ୪୨ ବଖରା ଘର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ…
Archives


