ଗଞ୍ଜାମ

୧୪ ବର୍ଷ ପରେ ହତ୍ୟା ଉଦ୍ୟମ ମାମଲାର ରାୟ ପ୍ରକାଶ

ବ୍ରହ୍ମପୁର,୧୯ା୭(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ଏସିଜେଏମ୍‌) ଅଲେଖ କୁମାର ପ୍ରଧାନ ଶୁକ୍ରବାର ଏକ ହତ୍ୟା ଉଦ୍ୟମ ମାମଲାର ୧୪ବର୍ଷ ପରେ ଶୁଣାଣି କରିଛନ୍ତି। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ପ୍ରମାଣକୁ ଭିତ୍ତି କରି ବିଚାରପତି ଅଭିଯୁକ୍ତ…

ଡାଇରେକ୍ଟର ସୀମାଞ୍ଚଳ ପାଢୀଙ୍କ ପରଲୋକ

ପୁରୁଷୋତ୍ତମପୁର,୧୯।୭(ସୀମାଞ୍ଚଳ ମିଶ୍ର): ଇଫ୍‌କୋର ଡାଇରେକ୍ଟର ତଥା ଭୂତସରସିଙ୍ଗି କପିଳେଶ୍ବର ବହୁମୁଖୀ ସମବାୟ ସମିତି ସଭାପତି ତଥା ବରିଷ୍ଠ ବିଜେଡି ନେତା ଓକିଲ ସୀମାଞ୍ଚଳ ପାଢୀଙ୍କ ଗୁରବାର ରାତିରେ ହୃଦ୍‌ଘାତରେ ଦିଲ୍ଲୀରେ ପରଲୋକ ହୋଇଯାଇଛି। ତାଙ୍କ ନିଜ ଘର ପୁରୁଷୋତ୍ତମପୁର ରାଧାକାନ୍ତ ସାହିରେ…

ବ୍ୟାପୁଛି ଝାଡ଼ାବାନ୍ତି: ୨୫ରୁ ଅଧିକ ଆକ୍ରାନ୍ତ

ଭଞ୍ଜନଗର,୧୯।୭: ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଟିକରପଡ଼ା ଗାଁରେ ଝାଡ଼ାବାନ୍ତି ଆତଙ୍କ ଦେଖିବାକୁ ମିଳିଛି। ଗାଁରେ ୨୫ରୁ ଅଧିକ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏ ନେଇ ସପ୍ତାହକରେ ୨ ଜଣଙ୍କ ମୃତ୍ୟୁ ଘଟି ଥିବା ବେଳେ ୮ ଜଣ ଚିକିତ୍ସାଧୀନ…

ପୁରୁଷୋତ୍ତମପୁର ତହସିଲରେ ଅବ୍ୟବସ୍ଥା, ମୌଳିକ ସେବା ଯୋଗାଇବାକୁ ଦାବି କଲା ଭାଜପା

ପୁରୁଷୋତ୍ତମପୁର,୧୮ା୭(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ଲାଗି ରହିଥିବା ବ୍ୟାପକ ଅବ୍ୟବସ୍ଥାକୁ ନେଇ ଗୁରୁବାର ଶାସକ ଭାରତୀୟ ଜନତା ପାର୍ଟି ସ୍ବର ଉତ୍ତୋଳନ କରିଛନ୍ତି। ଲୋକମାନେ ତହସିଲରେ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଭାଜପାର ପ୍ରତିନିଧିମାନେ…

୪୨ ୱାର୍ଡକୁ ଗୋଟିଏ ଟିଫା ମେଶିନ

ବ୍ରହ୍ମପୁର,୧୭।୭(ସ୍ମୃତି ରଞ୍ଜନ ମହାଲିକ): ବର୍ଷା ଦିନ ଆରମ୍ଭରୁ ସହରବାସୀ ବିଭିନ୍ନ ସଂକ୍ରମିତ ରୋଗରେ ପଡ଼ୁଛନ୍ତି। ବିଶେଷକରି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ମ୍ୟାଲେରିଆ ଓ ବାତଜ୍ୱର ମଧ୍ୟ ହେଉଛି। ମଶା ବଂଶ ନିପାତ ପାଇଁ ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ପକ୍ଷରୁ…

ବାହାନା ନାଳ ସ୍ଥିତି ସଙ୍ଗିନ, ବଢ଼ିଲା ଚିନ୍ତା

ବ୍ରହ୍ମପୁର,୧୭।୭(ଅଶୋକ କୁମାର ସାହୁ): ବ୍ରହ୍ମପୁର ସହର ଭିତର ଦେଇ ଯାଇଥିବା ବାହାନା ନାଳର ସ୍ଥିତି ସଙ୍ଗିନ ହୋଇପଡ଼ିଛି। ନାଳର ବିଭିନ୍ନ ସ୍ଥାନରେ ଆବର୍ଜନା ପଡୁଥିବା ଓ ଅନେକ ସ୍ଥାନରେ ଦଳ ଭର୍ତ୍ତି ହୋଇଯାଇଥିବାରୁ ନର୍ଦ୍ଦମାଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଛି। ଏପଟେ…

ବିଦ୍ୟୁତ୍‌ ତାରରେ ଛନ୍ଦିହୋଇ ଭାଲୁ ମୃତ

କବିସୂର୍ଯ୍ୟନଗର, ୧୪ା୭ (କୃପାସିନ୍ଧୁ ସ୍ବାଇଁ): ଶିକାରୀ ବିଛାଇ ଥିବା ବିଦ୍ୟୁତ ତାରରେ ଛନ୍ଦି ହୋଇ ଏକ ଭାଲୁର ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକ ତଥା ପୋଲସରା ବନାଞ୍ଚଳ ଅଧୀନରେ ଥିବା ନାଚୁଣିବାଡି ଗ୍ରାମ କନ୍ଧୁଣିଦେବୀ ନିକଟସ୍ଥ ଏକ ଚାଷ…

ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀଙ୍କ ଚାଲିଗଲା ଜୀବନ

ଛତ୍ରପୁର, ୧୪ା୭ (ଦିଲୀପ ସାମଲ/ସନ୍ତୋଷ ପାଢ଼ୀ): ଚମାଖଣ୍ଡି ଥାନା ଅନ୍ତର୍ଗତ କାଳିଆବାଲି ଛକ ନିକଟ ଜାତୀୟ ରାଜପଥରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି l ମୃତ ବାଇକ ଆରୋହୀ ଜଣକ ହେଲେ ନୂଆ ନଗରଡିହ…

କରେଣ୍ଟ ଲାଗି ୧୦ ଶିଶୁ ଗୁରୁତର

ଦିଗପହଣ୍ଡି,୧୪ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାଶୀଗୁଡ଼ା ଗ୍ରାମ ଦଳିତ ସାହିରେ ରବିବାର ମଧ୍ୟାହ୍ନରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ରାମାୟଣ ନାଟକ ଦେଖିବାକୁ ଯାଇଥିବା ୨୦ ଜଣ ମଞ୍ଚରେ ଶଟ୍‌ସର୍କିଟ ହୋଇ ଆର୍ଥିଂ ହେବାରୁ ବିଦ୍ୟୁତ…

ବ୍ୟବସାୟୀଙ୍କ ଘରୁ ୪୦ ଲକ୍ଷ ଟଙ୍କାର ସୁନାଗହଣା ଚୋରି

ବ୍ରହ୍ମପୁର,୧୪ା୭(ସୁବାସ ଚନ୍ଦ୍ର ପାଢ଼ୀ): ସହରରେ ଏବେ ଲୁଟେରା ଗ୍ୟାଙ୍ଗ୍‌ ପୁଣିଥରେ ସକ୍ରିୟ ହେବାରେ ଲାଗିଛନ୍ତି। ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଛନ୍ତି ଏହି ଗ୍ୟାଙ୍ଗ୍‌। ବଡ଼ବଜାର ଥାନା ଅନ୍ତର୍ଗତ ଜେମାଦେଇପେଣ୍ଠ ସାହି ମୁଖ୍ୟ ରାସ୍ତାରେ ରହୁଥିବା ମନୋଜ ପାଢ଼ୀଙ୍କ ଘରୁ…

ମିଳିଗଲା ଚୋରି ହୋଇଥିବା କେଜିକେଜି ରୁପା, ସୁନା

ଛତ୍ରପୁର,୧୩।୭: ବ୍ୟବସାୟୀଙ୍କଠାରୁ ସୁନା ଓ ରୁପା ଅଳଙ୍କାର ଲୁଟ୍‌ ଘଟଣାରେ ଚମାଖଣ୍ଡି ପୋଲିସ ସଫଳ ହୋଇଛି। ଏହି ଘଘଟଣାରେ ସମ୍ପୃକ୍ତ ଆସିକା କରାତଳି ଗ୍ରାମର ଏ ଶିବାଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୭୮ ଗ୍ରାମ ସୁନା, ୧୧କେଜି ୬୦୦ ଗ୍ରାମ…

ମୁକୁଳା ଡ୍ରେନ୍‌ରେ ପଡ଼ି ଚାଲିଗଲା ଶ୍ରମିକଙ୍କ ଜୀବନ, ତାତିଲେ ଲୋକେ

ପୁରୁଷୋତ୍ତମପୁର,୧୨ା୭(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରାତାରିଣୀଛକଠାରେ ଡ୍ରେନ୍‌ରେ ପଡ଼ି ଗୁରୁବାର ରାତିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ ପିଛୁଲି ଗ୍ରାମର କୁନା ବେହେରା (୫୫) ବୋଲି ଜଣାପଡ଼ିଛି। ଶୁକ୍ରବାର ସକାଳୁ ଲୋକେ ଦେଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?