ଗଞ୍ଜାମ

ଟ୍ରେଲର ପଛରେ ପିଟିହେଲା କାର୍‌: ୨ ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ଗୋପାଳପୁର,୩ା୭(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅଧିନସ୍ଥ ୧୬ ନଂ ଜାତୀୟ ରାଜପଥ ଗୋପାଳପୁର ଓଭରବ୍ରିଜ୍‌ ନିକଟରେ ବୁଧବାର ଅପରାହ୍ନରେ ଟ୍ରେଲର ପଛରେ କାର୍‌ ପିଟି ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିବା…

ଫାର୍ମାସୀ ଅଫିସରଙ୍କ ଭରସାରେ ରୋଗୀ

ବ୍ରହ୍ମପୁର,୩।୭(ସୁବାସ ଚନ୍ଦ୍ର ପାଢ଼ୀ) : ପ୍ରବିଭିନ୍ନ ସମୟରେ ସରକାର ସ୍ବାସ୍ଥ୍ୟସେବାକୁ ଗୁରୁତ୍ୱ ଦେଉଥିବା ବେଳେ ଗ୍ରାମାଞ୍ଚଳରେ ରୋଗୀ କେଉଁଠି ଫାମାର୍ସୀ ଅଫିସର ତ ଆଉ କେଉଁଠି ନର୍ସିଂ ଅଫିସରଙ୍କ ଉପରେ ଭରସା କରୁଛନ୍ତି। ଡାକ୍ତରଖାନାକୁ କେତେବେଳେ ଡାକ୍ତର ଆସୁଛନ୍ତି ଗ୍ରାମବାସୀ ଜାଣିପାରୁ…

ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଗୋପାଳପୁର,୧।୭(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅଞ୍ଚଳରେ ଚୋର ଦଳ ସକ୍ରିୟ ହୋଇପଡ଼ିଛନ୍ତି l ଗୋଟିଏ ପରେ ଗୋଟିଏ ଘରେ କଳାକନା ବୁଲାଇ ସଫଳ ହେଉଥିବା ବେଳେ ଅଭିଯୁକ୍ତମାନଙ୍କୁ ପୋଲିସ ଟେର ପାଇପାରୁ ନାହିଁ। ରବିବାର ବିଳମ୍ବିତ ରାତିରେ…

ଧରିତ୍ରୀ ପ୍ରଭାବ: ଡ୍ରେନ ମରାମତି କାର୍ଯ୍ୟ ଆରମ୍ଭ

ଗଞ୍ଜାମ,୩୦ା୬(ବିଦ୍ୟାଧର ସାହୁ)-ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମ ମୁଖ୍ୟରାସ୍ତା ଡ୍ରେନ ପ୍ଲେଟ ଫାଟି ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା। ଏ ନେଇ ଗତ ୨୬ ତାରିଖରେ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇଥିଲା। ଏହାପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ରବିବାର…

ଗୋ’ ମାଂସ ବୋଝେଇ କଣ୍ଟେନର ଜବତ କଲେ ଗ୍ରାମବାସୀ

ଛତ୍ରପୁର,୩୦ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଜାତୀୟ ରାଜପଥ ପୋକୁଡିବନ୍ଧ ଛକ ନିକଟରେ ଏକ କଣ୍ଟେନର ଯୋଗେ ବିପୁଳ ପରିମାଣର ଗୋ’ ମାଂସ ଧରି ଖୋର୍ଦ୍ଧାରୁ ବିଶାଖାପାଟନମ୍‌ ଯାଉଥିବା ବେଳେ ବଜରଙ୍ଗ ଦଳ ଅଟକାଇଥିଲେ। ପରେ ପୋଲିସକୁ ଖବର…

ଛେଳିପଲ ଉପରେ ମାଡ଼ିଗଲା ଟ୍ରକ୍‌, ୨୯ ଛେଳିଙ୍କ ଜୀବନ ଗଲା

ଖଲ୍ଲିକୋଟ,୨୯ା୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡୀ ଢାବା ନିକଟରେ ରାସ୍ତା ଉପରେ ପାର ହେଉଥିବା ଛେଳିପଲ ଉପରେ ଏକ ଟ୍ରକ୍‌ ମାଡ଼ି ଯିବାରୁ ୨୯ଟି ଛେଳିଙ୍କ ଶୋଚନୀୟ ମୃତ୍ୟୁ ଘଟିଛି।…

ଅନ୍‌ଲାଇନ ବେଟିଂ ଆଡ୍ଡାରେ ପୋଲିସ ଚଢ଼ାଉ: ଧରାପଡ଼ିଲେ ଦୁଇ ଅଭିଯୁକ୍ତ

ଦିଗପହଣ୍ଡି,୨୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଜନତା ଲେନରେ ଚାଲିଥିବା ବେଆଇନ କ୍ରିକେଟ୍‌ ବେଟିଂ ଆଡ୍ଡା ଉପରେ ଦିଗପହଣ୍ଡି ପୋଲିସ ଆଇଆଇସି ବାବାଶଙ୍କର ସରାଫ ଶନିବାର ଚଢାଉ କରି ଦୁଇଜଣ ଯୁବକଙ୍କୁ ଗିରଫ କରିଛନ୍ତି। ଗିରଫ ଯୁବକ ଦ୍ବୟ ହେଲେ…

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅଗ୍ନିକାଣ୍ଡ

ଖଲ୍ଲିକୋଟ,୨୮।୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶୁକ୍ରବାର ଶର୍ଟ ସର୍କିଟ ହୋଇ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅନ୍ୟପକ୍ଷେ ହସ୍ପିଟାଲରେ ବିଦ୍ୟୁତ୍‌ ବିଚ୍ଛିନ୍ନ ଘଟି ଅନ୍ଧାରରେ ରୋଗୀ…

ନବମ ଶ୍ରେଣୀ ଛାତ୍ରଙ୍କୁ ଛୁରି ଭୁସିଲେ ଛାତ୍ର

ଦିଗପହଣ୍ଡି/ପାଟପୁର,୨୮।୬(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ରାମଚନ୍ଦ୍ରପୁର ଗ୍ରାମସ୍ଥିତ ରଘୁନାଥ ହାଇସ୍କୁଲରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ଛୁରାମାଡରେ ଅନ୍ୟ ଜଣେ ନବମ ଶ୍ରେଣୀ ଛାତ୍ର ଗୁରୁତର ଆହତ…

ରାସ୍ତା ମଝିରେ ଗର୍ତ୍ତକୁ ନେଇ ଅସନ୍ତୋଷ

ଗଞ୍ଜାମ,୨୬ା୬(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମକୁ ଯିବା ମୁଖ୍ୟ ରାସ୍ତାରେ ଡ୍ରେନ୍‌ର ପ୍ଲେଟ୍‌ ଫାଟି ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ଗାଁର ମୁଖ୍ୟ ରାସ୍ତା ହୋଇଥିବା ଯୋଗୁ ଯାତାୟାତରେ ଘୋର ସମସ୍ୟା ଦେଖାଦେଇଛି। ଏଥିସହ ସେଠାରେ ଏକ…

କର୍ମଚାରୀଙ୍କୁ ପୁରସ୍କୃତ କଲେ ଜିଲାପାଳ

ଛତ୍ରପୁର,୨୪।୬(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାପାଳ ଦିବ୍ୟ ଜ୍ୟୋତି ପରିଡା ଜିଲା ମୁଖ୍ୟ କାର୍ଯ୍ୟାଳୟ ଛତ୍ରପୁରଠାରେ ଜିଲା କୋଷାଗାରର ଦୁଇ କର୍ମଚାରୀଙ୍କୁ ୨୦୨୪-ମାର୍ଚ୍ଚ ପୁରସ୍କାର ପୁରସ୍କାର ପ୍ରଦାନ କରିଛନ୍ତି। ଏହି ନିରାଡ଼ମ୍ବର ଉତ୍ସବରେ ଅତିରିକ୍ତ ଜିଲାପାଳ ପ୍ରମୋଦ କୁମାର ପୃଷ୍ଟି, ଜିଲା…

ଗଞ୍ଜାମ ଜିଲାରେ ୩୧ ପ୍ରତିଶତ ବର୍ଷା କମ୍‌, ଚାଷୀଙ୍କୁ ଯୋଗାଇ ଦିଆଯିବ…

ଛତ୍ରପୁର,୨୪ା୬(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲାରେ ୩୧ ପ୍ରତିଶତ ବର୍ଷା କମ୍‌ ହୋଇଛି। ସୋମବାର ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଏହା ପ୍ରକାଶ ପାଇଛି। ଗଞ୍ଜାମ ଜିଲା ପରିଷଦ ଋଷିକୁଲ୍ୟା ସମ୍ମିଳନୀ କକ୍ଷଠାରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?