ଗଞ୍ଜାମ

ଖଟୁଆକୁଦା ଆକ୍ରମଣ ଘଟଣା: ୭ ଅଭିଯୁକ୍ତ ଗିରଫ

ଗଞ୍ଜାମ,୧୮ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନ ହୁମା ଫାଣ୍ଡି ଅନ୍ତର୍ଗତ ଖଟୁଆକୁଦା ଗ୍ରାମର ସୁବ୍ରତ ସାହୁଙ୍କୁ ଗତ ମଙ୍ଗଳବାର ଗ୍ରାମର କେତେଜଣ ବ୍ୟକ୍ତି ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ରମ୍ଭା ପୋଲିସ ଏକ…

ଫୁଲଟାରେ ବୋମାମାଡ଼ ଘଟଣା, ନିମଖଣ୍ଡି ଥାନା ଘେରାଉ

ବ୍ରହ୍ମପୁର ଅଫିସ,୧୮ା୩ : ଗତ ୧୫ତାରିଖ ବିଳମ୍ବିତ ରାତିରେ ଦଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଗାଁରେ ବୋମାମାଡ଼ ହୋଇଥିଲା। ଏନେଇ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲ। ପୋଲିସ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହେଲେ ଏବେ…

୬ ମାମଲା ରୁଜୁ, ୫୭ ଡ୍ରାଇଭର କୋର୍ଟ ଚାଲାଣ

ଗୋପାଳପୁର/ଛତ୍ରପୁର, ୧୮ା୩(ଡି.ଏନ.ଏ.): ଗୁରୁବାର ସନ୍ଧ୍ୟାରେ ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ପୁକୁଡ଼ିବନ୍ଧ ଛକଠାରେ ପୋଲିସ ଓ ଆନ୍ଦେଳନକାରୀ ଡ଼୍ରାଇଭରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତ ହେବା ସହ ରଣକ୍ଷେତ୍ର ପାଲଟିବା ଘଟଣାରେ ଗୋପାଳପୁର ଓ ଚମାଖଣ୍ଡି ପୋଲିସ ମୋଟ୍‌ ୫୭ଜଣଙ୍କୁ…

ମଧ୍ୟରାତ୍ରରେ ସ୍ଥାପନ ହେଲା ଶୁଭଖୁଣ୍ଟି

ବ୍ରହ୍ମପୁର ଅଫିସ୍‌,୧୮ା୩: ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ନେଇ ଶୁକ୍ରବାର ମଧ୍ୟ ରାତ୍ରରେ ଦେଶୀ ବେହେରା ସାହିରେ ଶୁଭଖୁଣ୍ଟି ସ୍ଥାପନ ହୋଇଛି। ଏଥିପୂର୍ବରୁ ପୂର୍ବାହ୍ନରେ ଦେଶୀ ବେହେରା ସାହିରୁ ଧାଣ୍ଡରା ମାଧ୍ୟମରେ ଯାତ୍ରାର ଶୁଭ ଖୁଣ୍ଟି…

ଓଲଟିଲା ପିକଅପ୍‌ ଭ୍ୟାନ୍‌: ଜଣେ ମୃତ, ୨୫ ଆହତ

ଦିଗପହଣ୍ଡି,୧୭ା୩(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କେରାଣ୍ଡିମାଳ ପର୍ବତ ଶିଖରରେ ଅବସ୍ଥିତ ମା’ ବାଙ୍କେଶ୍ୱରୀଙ୍କୁ ଦର୍ଶନ ପାଇଁ ଯାଉଥିବା ଏକ ପିକଅପ ଭ୍ୟାନ୍‌ ଶୁକ୍ରବାର ଓଲଟି ପଡ଼ିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳ ୨୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ…

ଟ୍ରକ୍‌ରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୧୭ା୩: ବଡ଼ବଜାର ଥାନା ଅଧୀନ ଫାଷ୍ଟଗେଟ୍‌ ସ୍ଥିତ ଛେଳିକଟା ଘର ସମ୍ମୁଖରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରକରେ କେତେକ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ଡ୍ରାଇଭର୍‌ ପ୍ରଦୀପ କୁମାର (୩୧) ବଡ଼ବଜାର ଥାନାରେ…

ପୁଣି ରାକେଶ ହେଲେ ଗଞ୍ଜାମ ଏନ୍‌ଏସି ଛାତ୍ର ବିଜେଡି ସଭାପତି

ଗଞ୍ଜାମ,୧୭।୩(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସି ବିଜୁ ଜନତା ଦଳ ଛାତ୍ର ସଭାପତି ଭାବେ ପୁଣି ରାକେଶ ରଞ୍ଜନ ଦାସ(ସିଲୁ ) ମନୋନୀତ ହୋଇଛନ୍ତି l ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିବା ରାକେଶ ବର୍ତ୍ତମାନ ବିଜେଡିର ଜଣେ ସକ୍ରିୟ ସଦସ୍ୟ ଏବଂ ଶୃଙ୍ଖଳିତ…

ପୋଲିସକୁ ଗୋଡ଼ାଇ ଗୋଡ଼ାଇ ପିଟିବା ମାମଲା: ୧୨ ଡ୍ରାଇଭର ଗିରଫ

ଛତ୍ରପୁର,୧୭ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଚମାଖଣ୍ଡି ଥାନା ଅଧୀନ ଜଗନ୍ନାଥପୁର ଛକଠାରେ ଗୁରୁବାର ସନ୍ଧ୍ୟାରେ ପୋଲିସ ଓ ଆନ୍ଦୋଳନରତ ଡ୍ରାଇଭରମାନଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ଏହା ଏକ ପ୍ରକାର ରଣକ୍ଷେତ୍ର ପାଲଟିଥିଲା। ଫଳରେ ପୋଲିସକୁ ଲାଠି ଚାର୍ଜ…

ଦେବଦୂତ ସାଜି ଜଣଙ୍କ ଜୀବନ ବଞ୍ଚାଇଲେ ଆର୍‌ପିଏଫ୍‌ କନଷ୍ଟେବଳ

ଛତ୍ରପୁର,୧୭ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନରେ ଜଣେ ଯୁବକଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଛନ୍ତି ଜଣେ ଆର୍‌ପିଏଫ୍‌ ଯବାନ। ଚଳନ୍ତା ଟ୍ରେନରୁ ଡେଇଁପଡ଼ି ଯୁବକ ରେଳ ଧାରଣା ଭିତରକୁ ଟାଣି ହୋଇଯିବା ପୂର୍ବରୁ ଯୁବକଙ୍କୁ ମୃତ୍ୟୁ ମୁଖରୁ ଟାଣି ଆଣିଛନ୍ତି କାର୍ଯ୍ୟରତ ଆର୍‌ପିଏଫ୍‌…

ଆଶା ଭରସାର ଶକ୍ତିପୀଠ ମା’ କୁଲାଗଡ଼ କାଳୀ

ଶେରଗଡ଼, ୧୭ା୩ (ଡି.ଏନ୍‌.ଏ.): ଓଡ଼ିଶାରେ ଶକ୍ତି ପୀଠର ଅଭାବ ନାହିଁ। ଶକ୍ତି ପୀଠଗୁଡିକ ସାଧାରଣତଃ ବିଭିନ୍ନ ଐତିହାସିକ କିମ୍ବଦନ୍ତୀକୁ ନେଇ ଗଢିଉଠିଛି। ତେବେ ଗଞ୍ଜାମ ଜିଲାର ତାରାତାରିଣୀ, ନାରାୟଣୀ, ବାଗ୍‌ଦେବୀ, ଦକ୍ଷିଣକାଳୀ ମଧ୍ୟରେ ବିଭିନ୍ନ ଜାଗାର ମା’ କାଳୀଙ୍କୁ ନେଇ ବିଭିନ୍ନ…

ଦିଗପହଣ୍ଡିରେ ଝଡ଼ବର୍ଷା

ଦିଗପହଣ୍ଡି,୧୬ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ବିଜୁଳି ଘଡ଼ ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। ଦିନସାରା ପାଗ ମେଘୁଆ ରହିଥିବା ବେଳେ ସକାଳେ ସାମାନ୍ୟ ବର୍ଷା ହୋଇଥିଲା। ପଶ୍ଚିମା ଝଡ଼ ପ୍ରଭାବରେ ଗତ…

ଡ୍ରାଇଭର-ପୋଲିସ୍‌ ମୁହାଁମୁହିଁ

ଗୋପାଳପୁର,୧୬ା୩(ଡି.ଏନ୍‌.ଏ.): ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ୧୦ଦଫା ଦାବି ନେଇ ଚାଲିଥିବା ଆନ୍ଦୋଳନର ଗୁରୁବାର ଦ୍ୱିତୀୟ ଦିନ ସନ୍ଧ୍ୟାରେ ଗଞ୍ଜାମ ଜିଲା ପୁକୁଡ଼ିବନ୍ଧଠାରେ ପୋଲିସ ଓ ଆନ୍ଦୋଳନକାରୀ ଡ୍ରାଇଭରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇ ଜାତୀୟ ରାଜପଥ ରଣକ୍ଷେତ୍ର ପାଲଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri