ଗଞ୍ଜାମ

ସିଏସ୍‌ପି ପ୍ଲସ୍‌କୁ ମୋ’ ସେବାକେନ୍ଦ୍ରକୁ ପ୍ରଦାନ ଦାବି

ଛତ୍ରପୁର,୯ା୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ସିଏସ୍‌ପି ପ୍ଲସ୍‌କୁ ମୋ’ ସେବା କେନ୍ଦ୍ରକୁ ପ୍ରଦାନ କରିବା ଲାଗି ଦାବି ହୋଇଛି। ଏହିି ଦାବି ନେଇ ସୋମବାର ଗଞ୍ଜାମ ଜିଲା ମୋ’ ସେବା କେନ୍ଦ୍ର ପରିଚାଳକ ସଂଘ ପକ୍ଷରୁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ଲୀନା…

ଆର୍ଥିକ ସେବା ସହ-ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ଧ୍ରୁବ କୁମାର

ଛତ୍ରପୁର,୯ା୧୦(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ସଞ୍ଚୟ ଏବଂ ଆର୍ଥିକ ସେବା କାର୍ଯ୍ୟାଳୟର ସହ-ନିର୍ଦ୍ଦେଶକ ଭାବେ ସୋମବାର ଧ୍ରୁବ କୁମାର ନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ରାୟଗଡ଼ା ଜିଲାର ସହ-ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ। ସେ ଦାୟିତ୍ୱ ନେବା…

ମଦ୍ୟପାନ କରି ଗାଡ଼ି ଚଳାଇ ବନ୍ଧାହେଲେ ୨୦

ଛତ୍ରପୁର,୯ା୧୦(ସନ୍ତୋଷ ପାଢ଼ୀ): ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ମଦ୍ୟପାନ କରି ଗାଡ଼ି ଚଳାଇବା ନେଇ ଧରପଗଡ଼ ଜାରି ରହିଛି। ରବିବାର ରାତିରେ ଗଞ୍ଜାମ ପୋଲିସ ଜିଲା ଅଧୀନ ବିଭିନ୍ନ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଗାଡ଼ି ଯାଞ୍ଚ କରି ସଫଳତା ମିଳିଛି।…

ବଦଳିଲେ ୩ ଅଧିକାରୀ

ଗଞ୍ଜାମ,୯ା୧୦(ବିଦ୍ୟାଧର ସାହୁ): ଗଞ୍ଜାମରୁ ଏନ୍‌ଏସି ଇଓ ଅବିନାଶ ମିଶ୍ର, ବିଡିଓ ଜସ୍ମିନ ପ୍ରଧାନ ଏବଂ ତହସିଲଦାର ଅରୁଣ କୁମାର ନାୟକ ତିନି ପ୍ରମୁଖ ଅଧିକାରୀଙ୍କ ବଦଳି ହୋଇଛି। ଇଓ ମିଶ୍ର ନଗର ଉନ୍ନୟନ ବିଭାଗକୁ ବଦଳି ହୋଇଥିବା ବେଳେ ତହସିଲଦାର ନାୟକ…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣଙ୍କ ଜୀବନ ଗଲା

ହିଞ୍ଜିଳିକାଟୁ,୯ା୧୦(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ହିଞ୍ଜିଳି ଥାନା ଖରିଡ଼ା ଗ୍ରାମରେ ସୋମବାର ବିଦ୍ୟୁତ୍‌ ଆଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ବିପ୍ର ରାଉଳ (୫୫)। ଆଜି ସକାଳେ ଘରର ପାଣି ମୋଟର ସଜାଡୁଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆହତ…

୨ ଦିନ ହେଲା ଉଠୁନି ମୃତ ବାଛୁରୀ

ଛତ୍ରପୁର,୮/୧୦(ସନ୍ତୋଷ ପାଢ଼ୀ /ଦିଲୀପ ସାମଲ ): ଗଞ୍ଜାମ ଜିଲା ଛତ୍ରପୁର ସ୍ଥିତ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ ରେ ଗତ ଦୁଇ ଦିନ ହେଲା ଏକ ବାଛୁରୀର ମୃତଦେହ ପଡ଼ିରହିଛି।ଉକ୍ତ ମୃତଦେହ ଉଠାଇବାକୁ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ଉପନିର୍ଦ୍ଦେଶକଙ୍କ ପକ୍ଷରୁ ଛତ୍ରପୁର ଏନଏସି…

ଅପହରଣ ପରେ ଯୁବକଙ୍କୁ ହତ୍ୟା

କୋଦଳା/କବିସୂର୍ଯ୍ୟନଗର,୮ା୧୦(ଅମିତ କୁମାର ପଟ୍ଟନାୟକ/କୃପାସିନ୍ଧୁ ସ୍ବାଇଁ): ଗଞ୍ଜାମ ଜିଲା କୋଦଳା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି। ତିନିଦିନ ପରେ ରବିବାର ସାତନଳ-ବେରୁଆଁବାଡି ନୁଦୁବୁଦି ନାଳ ନିକଟସ୍ଥ ଏକ ବୁଦା ନିକଟରୁ ଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି।…

ଯୁବକଙ୍କୁ ଅପହରଣ ସହ ନିସ୍ତୁକ ମାଡ଼ ଅଭିଯୋଗ: ୩ ଦିନ ପରେ ବି ମିଳୁନି ପତ୍ତା

ଛତ୍ରପୁର,୮ା୧୦(ସନ୍ତୋଷ ପାଢ଼ୀ): ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ଅପହରଣ କରି ଦୁର୍ବୃତ୍ତମାନେ ନେଇଯାଇଛନ୍ତି । ଗଞ୍ଜାମ ଜିଲା କୋଦଳା ଥାନା ଅନ୍ତର୍ଗତ ଜେ ଛଚିନାଠାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ବେଳେ ପୋଲିସ ପାଇଁ ଏହି ଘଟଣା ଏବେ ଚ୍ୟାଲେଞ୍ଜ…

କୋର୍ଟରେ ହାଜର ହେଉନାହାନ୍ତି ଆଇଓ, ସରୁନି ବିଚାର

ବ୍ରହ୍ମପୁର,୮ା୧୦(ସୁବାସ ଚନ୍ଦ୍ର ପାଢ଼ୀ)ବହୁ ଚର୍ଚ୍ଚିତ ବିଷ୍ଣୁ ଗୌଡ଼ ହତ୍ୟା ମାମଲାର ତାରିଖ ପରେ ତାରିଖ ଗଡ଼ୁଛି। ସେପଟେ ବିଚାରରେ ବିଳମ୍ବ ଘଟୁଛି। କୋର୍ଟ ପକ୍ଷରୁ ବାରମ୍ବାର ନୋଟିସ ଦିଆଯିବା ସତ୍ତ୍ୱେ ହାଜର ହେଉନାହାନ୍ତି ତଦନ୍ତକାରୀ ଅଧିକାରୀ। ଶନିବାର ଉକ୍ତ ମାମଲାର ତଦନ୍ତକାରୀ…

ନିର୍ମାଣାଧୀନ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ

ହିଞ୍ଜିଳିକାଟୁ,୭ା୧୦(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଶନିବାର ହିଞ୍ଜିଳିକାଟୁ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ନିର୍ମାଣାଧୀନ କାର୍ଯ୍ୟଗୁଡିକୁ ଶୀଘ୍ର ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶନିବାର ଜିଲାପାଳ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ…

ବାଇକ୍‌-ସାଇକେଲ ମୁହାଁମୁହିଁ, ଛାତ୍ରୀଙ୍କ ସମେତ ଦୁଇ ଗୁରୁତର

ଦିଗପହଣ୍ଡି,୭ା୧୦(ସଞ୍ଜୀବ କୁମାର ପାତ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଜାତୀୟ ରାଜପଥରେ ଥିବା ଇଲେକ୍ଟ୍ରି ସବ୍‌ଡିଭିଜନ୍‌ କାର୍ଯ୍ୟାଳୟ ନିକଟରେ ଶନିବାର ସାଇକେଲ୍‌ ସହ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଛାତ୍ରୀଙ୍କ ସମେତ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ଗୁରୁତର ଦୁହିଁଙ୍କୁ…

ଏନ୍‌ଏସି ଇଓଙ୍କ ବଦଳିକୁ ବିରୋଧ: କାଯ୍ୟାଳୟରେ ତାଲାପକାଇ ଧରାଣା

ଗଞ୍ଜାମ,୭।୧୦(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଇଓ ଅବିନାଶ ମିଶ୍ରଙ୍କ ବଦଳି ହୋଇଛି । ଏହାକୁ ବିରୋଧ କରି ଏନ୍‌ଏସିର ସମସ୍ତ ସ୍ବୟଂ ସହାୟକ ମହିଳା, ସୁଇପରଙ୍କ ସମେତ ସ୍ଥାନୀୟ ଅଞ୍ଚଳ ଜନସାଧାରଣ ଶନିବାର ଏନ୍‌ଏସି ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri