ଗଞ୍ଜାମ

ଦୁର୍ଘଟଣାରେ ଆହତଙ୍କୁ ସହାୟତା ପ୍ରଦାନ

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ): ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସଂସ୍ଥା ପକ୍ଷରୁ ଜଣେ ଆହତ ବ୍ୟକ୍ତିଙ୍କ ପରିବାରକୁ ୫ ହଜାର ଟଙ୍କା ସହାୟତା ରାଶି ସୋମବାର ପ୍ରଦାନ କରାଯାଇଛି। ଏହି ସମୟରେ ଜଗନ୍ନାଥପ୍ରସାଦ ବ୍ଲକ ପରିଚାଳକ ଦିଲ୍ଲୀପ କୁମାର ପଶ୍ଚାୟତ, କର୍ମକର୍ତ୍ତା ସୁଲୋଚନା…

ମା’ ତାରାତାରିଣୀଙ୍କ ଦ୍ୱିତୀୟପାଳି ଚୈତ୍ର ମଙ୍ଗଳବାର ଯାତ୍ରା: ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଉଛନ୍ତି ଦୁଇ ଭଉଣୀ 

ପୁରୁଷୋତ୍ତମପୁର,୫।୩(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛିି। ସମଗ୍ର ରତ୍ନଗିରି ପାହାଡ ଚତୁପାର୍ଶ୍ୱ ଲୋକାରଣ୍ୟ ହୋଇପଡିଛି॥ ଏହି ପାଳିରେ ରାତି ୧୨ ଟା ୩୦ରୁ ମନ୍ଦିର…

୩ ଦିନରେ ୧.୨୦ ଲକ୍ଷ ଅଲିଭରିଡ୍‌ଲେଙ୍କ ଗଣ ଅଣ୍ଡାଦାନ

ବ୍ରହ୍ମପୁର,୨୫ା୩(ଅଶୋକ କୁମାର ସାହୁ): ଗଞ୍ଜାମ ଜିଲା ଋଷିକୁଲ୍ୟା ମୁହାଣ ସାମୁଦ୍ରିକ ବେଳାଭୂମିରେ ପୁଣି ଅଲିଭ ରିଡ୍‌ଲେ କଇଁଛଙ୍କ ଦ୍ୱିତୀୟ ପର୍ଯ୍ୟାୟ ଗଣ ଅଣ୍ଡାଦାନ ଆରମ୍ଭ ହୋଇଛି। ଆଜକୁ ୩ ଦିନ ହେଲା କଇଁଛମାନେ ଅଣ୍ଡାଦେବାରେ ଲାଗିଛନ୍ତି। ୩ ଦିନ ଭିତରେ ୧…

ଅଶ୍ଳୀଳ ନୃତ୍ୟ ବନ୍ଦ କରିବା ପାଇଁ ସହଯୋଗ ଲୋଡ଼ିଲା ପୋଲିସ

ଖଲ୍ଲିକୋଟ,୨୪ା୩(ପ୍ରଶାନ୍ତ କୁମାର ମିଶ୍ର): ଚଳିତ ବର୍ଷ ଦଣ୍ଡ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ବନ୍ଦ କରିବା ପାଇଁ ଲୋକପ୍ରତିନିଧିଙ୍କ ସହଯୋଗ ଲୋଡ଼ିଛି ପୋସିଲ। ସୋମବାର ଏ ସମ୍ପର୍କରେ ଏକ ସଚେତନତା ବୈଠକ ସ୍ଥାନୀୟ ଥାନାରେ ଅନୁଷ୍ଠିତ ହୋଇଛି। ଆଇଆଇସି ରମେଶ ପ୍ରଧାନଙ୍କ…

ବନ୍ୟପ୍ରାଣୀ ୱିଂଗାଡି ଉଦଘାଟିତ: ଭିଡିଓ ମାଧ୍ୟମରେ ଜଙ୍ଗଲ ସୁରକ୍ଷା ସଚେତନତା ବାର୍ତ୍ତା

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ଜଙ୍ଗଲ ସୁରକ୍ଷା, ବନ୍ୟପ୍ରାଣୀ ଉଦ୍ଧାର ଏବଂ ଜଙ୍ଗଲ ନିଆଁ ଦାଉରୁ ରକ୍ଷା ପାଇଁ ରାଜ୍ୟ ସରକାର ବନ୍ୟପ୍ରାଣୀ ୱିଂ ଗାଡି ଯୋଗାଇ ଦେଇଛନ୍ତି। ରାଜ୍ୟର ପ୍ରତ୍ୟେକ ବନଖଣ୍ଡକୁ ଏହିଭଳି ଗୋଟିଏ…

ବୈଜ୍ଞାନିକ ମନୋବୃତ୍ତି ଦୃଢିକରଣ ନେଇ ଛାତ୍ରୀଛାତ୍ରଙ୍କ ଶୈକ୍ଷିକ ପରିଭ୍ରମଣ କାର୍ଯ୍ୟକ୍ରମ:୩୯୦ ଛାତ୍ରୀଛାତ୍ର ବୁଲିଲେ …

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆନୁକୂଲ୍ୟରେ ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଥିବା ବୈଜ୍ଞାନିକ ମନୋବୃତ୍ତି ଦୃଢିକରଣ ସକାଶେ ଶୈକ୍ଷିକ ପରିଭ୍ରମଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଭାରପ୍ରାପ୍ତ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ…

ସିପିଆଇର ଶାଖା ସମ୍ମିଳନୀ, ବିଭିନ୍ନ ସମସ୍ୟା ନେଇ …

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇ ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ମା ’ ରତନେଇ ଠାକୁରାଣୀ ମନ୍ଦିର ସମ୍ମୁଖରେ ଆୟୋଜିତ ସମ୍ମିଳନୀରେ ପାର୍ଟିର…

ସମାଜରୁ ଅନ୍ଧବିଶ୍ୱାସ ଦୂର ହେବା ଜରୁରୀ: ଖେମୁଣ୍ଡି ଅଞ୍ଚଳ କାଳଞ୍ଜି ସମାଜର ସାଙ୍ଗଠନିକ ସଭା

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ନିଖିଳ ଉତ୍କଳ ଉଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ଖେମୁଣ୍ଡି ଅଞ୍ଚଳ ପରିଷଦର ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ବର ପଞ୍ଚାୟତ ଆଦିକନ୍ଦପୁର ଗ୍ରାମରେ ଅନୁଷ୍ଠିତ ସଭାରେ କୁଳ ଦେବତାଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ…

୨୫ ବର୍ଷ ହେଲା ୫୦ ଦଳିତ ପରିବାର ଗାଁରୁ ବିତାଡ଼ିତ: ଅନିର୍ଦ୍ଦିଷ୍ଟକାଳ ପାଇଁ ଗଣଧାରଣା ନିଷ୍ପତି

ଛତ୍ରପୁର, ୨୪।୩(ସନ୍ତୋଷ ପାଢ଼ୀ): ଗତ ୨୦୦୦ ମସିହାରେ ଜାତିଗତ ଘୃଣା କାରଣରୁ ଆସିକା ବ୍ଳକ ବାଲିଛାଇ ଗ୍ରାମର ୫୦ରୁ ଉଦ୍ଧର୍‌ବ ଦଳିତ ପରିବାର ଗାଁରୁ ବିତାଡିତ ହୋଇଛନ୍ତି। ସେମାନେ ଦୀର୍ଘ ୨୫ ବର୍ଷ ଧରି ପ୍ରଶାସନ ଓ ପୋଲିସ ପାଖରେ ବାରମ୍ବାର…

ସାମାନ୍ୟ ବଚସାରୁ ବୃଦ୍ଧଙ୍କୁ କରିଥିଲେ ହତ୍ୟା: ଏବେ ମିଳିଲା ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୨୪।୩(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀନଗର ୨ୟ ଗଳିରେ ୨୦୨୩ ଡିସେମ୍ବର ୧୧ରେ ରଙ୍କ ସେଠୀ(୬୭)ଙ୍କ ନାମକ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିଲା। ଜିଲା ଦୌରା ଜଜ ରୂପଶ୍ରୀ ଚୌଧୁରୀ ଉକ୍ତ ହତ୍ୟା ମାମଲାର ଶୁଣାଣି ସୋମବାର କରିଛନ୍ତି।…

ଆସୁଛି ରାମନବମୀ: ଛତ୍ରପୁର ଚଳଚଞ୍ଚଳ

ଛତ୍ରପୁର,୨୪।୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ଷ୍ଟେଶନ ରୋଡ଼ ନିକଟସ୍ଥ ରାମ ମନ୍ଦିରରେ ରାମନବମୀ ଶୋଭାଯାତ୍ରାକୁ ସଫଳ କରିବା ପାଇଁ ଏକ ବୈଠକ ଆୟୋଜନ କରାଯାଇଥିଲା। ଏହି ବୈଠକରେ ବଜରଙ୍ଗ ଦଳ ଏବଂ ରାମନବମୀ ଶୋଭାଯାତ୍ରା ସମିତିର ସମସ୍ତ ସଦସ୍ୟ ଏକତ୍ରିତ…

ଘର ଉପରେ ଉପୁଡି ପଡ଼ିଲା ଆମ୍ବଗଛ: ମା’-ପୁଅ ଗୁରୁତର

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖେମୁଣ୍ଡିଖୋଲ ଗ୍ରାମରେ ସୋମବାର ଏକ ଅଘଟଣ ଘଟିଛି। ଗ୍ରାମର ଏକ ଚାଳଛପର ଘର ଉପରେ ଏକ ଆମ୍ବଗଛ ଉପୁଡି ପଡିବାରୁ ଶାନ୍ତି ଦଳବେହେରା ନାମ୍ନୀ ଜଣେ ମହିଳା ଏବଂ ତାଙ୍କ ୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?