ଗଞ୍ଜାମ

ବୁଲି ଆସିଥିଲେ ୪ ସାଙ୍ଗ: ଗାଧୋଇବାର ମଜା ନେଉଥିବା ବେଳେ ଜୁଆର ଆସିବାରୁ…

ଚିକିଟି,୧୪ା୯(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ସୁନାପୁର ବେଳାଭୂମିରେ ରବିବାର ଏକ ଅଘଟଣ ଘଟିଛି। ୪ ସାଙ୍ଗ ବୁଲିବାକୁ ଆସି ସମୁଦ୍ରରେ ଗାଧୋଉ ଥିବାବେଳେ ବୁଡିଯାଇ ଜଣେ ନିଖୋଜ ଅଛନ୍ତି। ସେ ହେଲେ ଚିକିଟି ବ୍ଲକ କେ.…

ତାରାତାରିଣୀ, ଦକ୍ଷୀଣ କାଳୀଙ୍କ ପୀଠରେ ଶୋଡ଼ଶ ଉପଚାର ପୂଜା ଆରମ୍ଭ

ପୁରୁଷୋତ୍ତମପୁର,୧୪ା୯ (ସୀମାଞ୍ଚଳ ମିଶ୍ର): ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ପୂଜା । ସେହିପରି ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ପ୍ରସିଦ୍ଧ ଶକ୍ତିପୀଠ ଇଷ୍ଟଦେବୀ ମା’ ତାରାତାରିଣୀ ଏବଂ ଦକ୍ଷୀଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପୂଜା ରବିବାର ଆରମ୍ଭ…

ମା’ ରାମଚଣ୍ଡି ପୀଠ ଚଳଚଞ୍ଚଳ: ଆଜିଠୁ ଷୋଡ଼ଶ ଦିନାତ୍ମକ ଶାରଦୀୟ ଉତ୍ସବ

ଗଞ୍ଜାମ,୧୪।୯(ବିଦ୍ୟାଧର ସାହୁ/ଅଖିଳ ତରାଇ): ଗଞ୍ଜାମ ଜିଲା କରପଡ଼ା ପଞ୍ଚାୟତ ଅନ୍ତର୍ଗତ ନୀଳାଦ୍ରିପୁର ଗ୍ରାମର ପାହାଡ଼ ଶିଖରରେ ଅବସ୍ଥିତ ମା’ ରାମଚଣ୍ଡି। ଏଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହା ଆଡ଼ମ୍ବରରେ ଷୋଡଶ ଦିନାତ୍ମକ ଶାରଦୀୟ ଉତ୍ସବ ଅନୁଷ୍ଠିତ ହେବ। ଆସନ୍ତା…

ହୋମ୍‌ଗାର୍ଡ ପାଇଁ ଚାଲିଥିଲା ଦୌଡ଼ ପରୀକ୍ଷା, ଅସୁସ୍ଥ ହୋଇପଡ଼ିଲେ ପରୀକ୍ଷାର୍ଥୀ

ଛତ୍ରପୁର,୧୪ା୯(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଗଞ୍ଜାମ ପୋଲିସ ଜିଲା ଅଧୀନରେ ଛତ୍ରପୁରସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ହୋମଗାର୍ଡ ଇଣ୍ଟରଭ୍ୟୁ ଚାଲିଥିବା ବେଳେ ଜଣେ ପରୀକ୍ଷାର୍ଥୀ ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ନିୟମ ଅନୁସାରେ ହୋମଗାର୍ଡ ପଦ ପାଇଁ ଦୌଡ଼ ପରୀକ୍ଷା କରାଯାଉଥିଲା।…

ଚଳନ୍ତା ଟ୍ରେନ୍‌ରୁ ଖସିପଡ଼ିଲେ ଯୁବକ

ଛତ୍ରପୁର,୧୪ା୯(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବଡ଼ ରେଳ ଷ୍ଟେଶନ ନିକଟରେ ଚଳନ୍ତା ଏକ୍ସପ୍ରେସ ଟ୍ରେନ୍‌ରୁ ଖସି ପଡ଼ି ଜଣେ ଯୁବକ ଗୁରୁତର ହୋଇଛନ୍ତି। ଯୁବକ ଜଣକ ହେଲେ ଯାଜପୁରରୋଡ୍‌ ଅଞ୍ଚଳର ଶ୍ରୀନିବାସ ଖଡ଼ଙ୍ଗା। ସେ ସାଲିମାରଠାରୁ ଭାସ୍କୋଡଗାମା ଅଭିମୁଖେ…

ଗଞ୍ଜାମରେ ଏବେ ବି ରହିଛି ଶଗଡ଼ର ଚାହିଦା

ଗଞ୍ଜାମ,୧୪ା୯(ବିଦ୍ୟାଧର ସାହୁ): ପୂର୍ବକାଳରେ ଚାଷକାର୍ଯ୍ୟ ନିମନ୍ତେ ଶଗଡ଼ ବଳଦର ନିହାତି ଆବଶ୍ୟକତା ଥିଲା। ଜମିରେ ହଳଠାରୁ ଅମଳ ପର୍ଯ୍ୟନ୍ତ ଶଗଡ଼ ବଳଦ ଦ୍ୱାରା ଚାଷକାର୍ଯ୍ୟ ସମ୍ପନ୍ନ ହୋଇଥାଏ। ବର୍ତ୍ତମାନ ବିଜ୍ଞାନ ଯୁଗରେ ଚାଷକାର୍ଯ୍ୟ ନିମନ୍ତେ ଅତ୍ୟାଧୁନିକ ଯନ୍ତ୍ରପାତି ମିଳିବା ଓ ଯେକୌଣସି…

ଛାତ୍ରୀଛାତ୍ରଙ୍କଠାରେ ବୈଜ୍ଞାନିକ ମନୋଭାବ ଉଦ୍ରେକ କରିବା ନେଇ ଗୁରୁତ୍ୱାପରୋପ

ପୁରୁଷୋତ୍ତମପୁର,୧୪ା୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ପଦାର୍ଥ ବିଜ୍ଞାନ ବିଭାଗ ପକ୍ଷରୁ ପାଠଚକ୍ର କାର୍ଯ୍ୟକ୍ରମ ବିଭାଗୀୟ ମୁଖ୍ୟ ଡ. ସୁବ୍ରତ କୁମାର ଷଡ଼ଙ୍ଗୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଅଧ୍ୟକ୍ଷ ଡ. ସୁରେନ୍ଦ୍ର ପଣ୍ଡା ଉଦ୍‌ଘାଟନ କରି ଛାତ୍ରୀଛାତ୍ରଙ୍କଠାରେ…

କାମଧେନୁ ଯୋଜନା: କାର୍ଯ୍ୟାଦେଶ ବଣ୍ଟନ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୧୪।୯(ଅଶେଷ ନାଥ ମିଶ୍ର): ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଣିତ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଆନୁକୁଲ୍ୟରେ ଦିଗପହଣ୍ଡି ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ନିମନ୍ତେ ୩୦ ଚାଷୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ପ୍ରାଣୀ ଚିକିତ୍ସାଧିକାରୀ ଡ଼.ମଧୁସ୍ମିତା ପଣ୍ଡାଙ୍କ ସଂଯୋଜନାରେ ସ୍ଥାନୀୟ ବ୍ଲକ…

୧୦ ଜୁଆଡିଙ୍କୁ ବାନ୍ଧିଲା ଭଞ୍ଜନଗର ପୋଲିସ , ୪୭ହଜାର ୫୮୦ ଟଙ୍କା ଜବତ

ଭଞ୍ଜନଗର,୧୪।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଶନିବାର ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୦ ଜଣ ଜୁଆଡିଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ଠାରୁ ୪୭ହଜାର ୫୮୦ ଟଙ୍କା ଓ ତାସ ଜବତ କରିଛି। ଏନେଇ ଭଞ୍ଜନଗର…

କଥା ଦେଇଥିଲେ ବିବାହ କରିବେ, ହେଲେ ଶାରୀରିକ ସମ୍ପର୍କ ପରେ ଗର୍ଭବତୀ ହେବା ଜାଣି ପ୍ରତାରଣା, ଥାନାରେ ପହଞ୍ଚି…

ଦିଗପହଣ୍ଡି/ପାଟପୁର, ୧୩।୯(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ପାଟପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ତାଙ୍କୁ ପ୍ରତାରଣା କରିଥିବା ନେଇ ଯୁବତୀ ଜଣକ ଶନିବାର ସାରେ ପାଟପୁର ଥାନାରେ…

ନିର୍ମାଣାଧୀନ କଲ୍ୟାଣ ମଣ୍ଡପକୁ ଡାକି ନାବାଳକଙ୍କ ସହ ରଖିଥିଲେ ଅପ୍ରାକୃତିକ ଯୌନ ସମ୍ପର୍କ, ୧୯ ବର୍ଷୀୟ ଯୁବକଙ୍କୁ ବାନ୍ଧିଲା…  

ଧରାକୋଟ,୧୩।୯:ଜଣେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ନାବାଳକ ସହ ଅପ୍ରାକୃତିକ ଯୌନ ସଂପର୍କ ରଖିବା ଅଭିଯୋଗରେ ଗଞ୍ଜାମ ଜିଲା ଧରାକୋଟ ପୋଲିସ ଜଣେ ଯୁବକକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ଧରାକୋଟ ଥାନା ଅନ୍ତର୍ଗତ କୁସପଡା ଗ୍ରାମ…

ରାଷ୍ଟ୍ରୀୟ ଲୋକ ଅଦାଲତ: ୩ ଲକ୍ଷ ୯୭ ହଜାର ୭୫୦ ଟଙ୍କା ଆଦାୟ

ଦିଗପହଣ୍ଡି,୧୩ା୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଜୁଡ଼ିସିଆଲ କମ୍ପ୍ଲେକ୍ସରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ସିଭିଲ ଜଜ୍‌ ସିନିୟର ଡିଭିଜନ କୋର୍ଟର ମାଜିଷ୍ଟ୍ରେଟ ମହାଶ୍ୱେତା ପରିଜା ୩ଟି ଦେୱାନି ମାମଲାର ଚୂଡାନ୍ତ ଫୈସଲା କରିଥିବା ବେଳେ ସ୍ଥାନୀୟ ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?